• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rto
ଭିଜିଲାନ୍ସ ଜାଲରେ ଆରଟିଓ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ବାବୁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଆରଟିଓ ବସନ୍ତ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଘର ଓ ଅଫିସ୍‌କୁ ମିଶାଇ ୫ଟି ଜାଗାରେ  ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ସ୍ଥିତ ଅଫିସ୍‌, କଟକ ରାଣୀହାଟ...

plus two cut off mark
ଆଜିଠୁ ମେଡ଼ିକାଲ କଲେଜରେ ନାମଲେଖା

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଆଜିଠୁ MBBS ଓ BDS ପ୍ରୋଭିଜନାଲ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ କଟକ SCB ମେଡିକାଲ କଲେଜରେ MBBS ସିଟ୍‌ରେ ଏବଂ ୬ତାରିଖରେ ବ୍ରହ୍ମପୁର MKCGରେ ନାମଲେଖା ଯିବ। ସେହିପରି ଆସନ୍ତା ୭ତାରିଖରେ ବୁର୍ଲା...

representational image
ପୋଖରୀ ହୁଡ଼ାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ନୂଆପଡ଼ା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ନୂଆପଡ଼ା କୁରୁମପୁରୀ ଦଲଦଲି ଗାଁର ଏକ ପୋଖରୀ ହୁଡ଼ାରୁ ଜୀବନ୍ତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଆଜି ସକାଳୁ କିଛି ଗାଁ ଲୋକ ଶିଶୁଟି କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ପୋଖରୀ ହୁଡ଼ାରୁ ଶିଶୁଟିକୁ ପ୍ରଥମେ ଉଦ୍ଧାର କରାଯାଇ ଚାଇଲ୍ଡ...

sonali
ସୋନାଲିଙ୍କ ଆଶୁ ଆରୋଗ୍ୟ କାମନା କଲେ ବଲିଉଡ୍ କଳାକାର

ମୁମ୍ବାଇ: କ୍ୟାନସର ସହ ଯୁଝୁଥିବା ବଲିଉଡ଼୍‌ ଚାର୍ମିଙ୍ଗ କୁଇନ୍ ସୋନାଲି ବେନ୍ଦ୍ରେଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ବଲିଉଡ୍ କଳାକାର। ସେ ଖୁବଶୀଘ୍ର ଭଲ ହୋଇ ଯାଆନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି। କ୍ୟାନସରରେ ପୀଡିତ ଥିବା ସଂପର୍କରେ ସୋନାଲି ନିଜେ ଉଭୟ ଟ୍ୱିଟରରେ ଓ ଇନ୍‌ଷ୍ଟାଗ୍ରାମରେ...

malkangiri
ନକଲି ଆମ୍ବୁଲାନ୍ସରେ ଅଭିନବ ଢଙ୍ଗରେ ଗଞ୍ଜେଇ ଚାଲାଣ

ମାଲକାନଗିରି: ଅଭିନବ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ। ତା’ବି ପୁଣି ନକଲି ଆମ୍ବୁଲାନ୍ସ ଭିତରେ। ମାଲକାନଗିରି ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ କାରବାରର ପର୍ଦ୍ଦାଫାସ ହୋଇଛି। ମୃତଦେହ ନେବା ପରି ଗଞ୍ଜେଇକୁ ଧଳା କପଡ଼ାରେ ଗୁଡ଼ାଇ ଏକ ନକଲି ଆମ୍ବୁଲାନ୍ସରେ ନିଆଯାଉଥିଲା। ତେବେ...

driver attack
କାର୍‌ ବୁକ୍ କରି ଏମିତି ଲୁଟିଲେ...

ଭୁବନେଶ୍ୱର: ରାଜଧାନୀରେ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ। ଭଡ଼ାରେ ଯିବା ବାହାନାରେ କାର୍‌ ବୁକ୍ କରି ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ତପୋବନ ଛକରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଭଡ଼ାରେ ଯିବା ବାହାନାରେ ୨ଜଣ ଦୁର୍ବୃତ୍ତ ପ୍ରଥମେ କାର୍‌ ବୁକ୍‌ କରିଥିଲେ। କାର୍‌ ଆସି...

heavy rainfall
ଆଜିଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୁଣି ଲେଉଟିବ ବର୍ଷା। ଆଜିଠୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହା ପ୍ରଭାବରେ ଆଜିଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ...

vlcsnap-error804
ସାବଧାନ! ମାତିଛନ୍ତି ଏଟିଏମ୍‌ ଲୁଟେରା

ରାଉରକେଲା: ସାବଧାନ ଅାପଣଙ୍କୁ ପିଛା କରୁଛନ୍ତି ଏଟିଏମ୍ ଲୁଟେରା। କେବେ ବି, କୌଣସି ସମୟରେ ଅାପଣଙ୍କ ବ୍ୟାଙ୍କ ଅାକାଉଣ୍ଟରେ କଳାକନା ବୁଲାଇ ଦେଇପାରନ୍ତି ଦୁର୍ବୃତ୍ତ। ରାଉରକେଲା ହକିଛକରେ ଏମିତି ଏଟିଏମ୍ ଡକାୟତି ଯୋଜନା ବେଳେ ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ। ଅାଉ ଜବତ କରିଛି ନଗଦ ୪...