• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

attack on cm convoy
ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଟମାଟୋ ମାଡ଼। ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆଜି ପୁରୀ ଯାଉଥିବା ସମୟରେ ତାଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଛି। ସୂଚନା ଅନୁସାରେ, ଚକ୍ରତୀର୍ଥ ରୋଡ୍ ଆରଟିଓ ଅଫିସ୍ ଆଗରେ ଟମାଟୋ ମାଡ଼...

keonjhar..
ଶାଶୁକୁ ପନିକିରେ ହାଣିଲା ବୋହୂ

କେନ୍ଦୁଝର: ଶାଶୁକୁ ପନିକିରେ ହାଣିଲା ବୋହୂ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିରିଗିଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଶାଶୁ ଜେମାମଣୀ ମହାନ୍ତ ନିଜ ନାତିକୁ ଖୁଆଉ ଥିଲେ। ତଳେ ପଡିଥିବା ଖାଦ୍ୟ...

dhenkanal
ଗାଁ ସଭାପତିଙ୍କୁ ଗୁଳିମାଡ଼

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁ ସଭାପତିଙ୍କୁ ଗୁଳିମାଡ଼ ଅଭିଯୋଗ। ଖଜୁରିଆକଟା ବଜାର ଛକରେ ଆଜି ସକାଳେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗାଁ ସଭାପତି ଲିଙ୍ଗରାଜ ସାହୁ ସକାଳୁ ହାଟକୁ ଯାଇଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଲୁହା ରଡ଼୍‌ରେ ପିଟିବା...

dancing uncle
ଡ଼୍ୟାନ୍ସିଂ ଅଙ୍କଲଙ୍କ କମ୍‌ ବ୍ୟାକ୍‌, ଏଥର ଏହି ଅଭିନେତାଙ୍କ ଗୀତରେ ଧୂମ୍‌ ନାଚିଲେ

ମୁମ୍ବାଇ: ରାତାରାତି ସୋସିଆଲ ମିଡ଼ିଆରେ ଡ଼୍ୟାନ୍ସିଂ ଅଙ୍କଲ୍ ନାମରେ ଛାଇ ଯାଇଥିବା ସଞ୍ଜୀବ ଶ୍ରୀବାସ୍ତବ କିଛିଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଛନ୍ତି। ଏଥର କିନ୍ତୁ ଆଉ ଜଣେ ବଲିଉଡ଼ ସୁପରଷ୍ଟାରଙ୍କ ଏକ ଗୀତକୁ ନେଇ। ନିଜର ଡ଼୍ୟାନ୍ସିଂ ଷ୍ଟାଇଲରେ ସମସ୍ତଙ୍କ ମନ ଜିଣି ରାତାରାତି ଷ୍ଟାର ପାଲଟିଥିବା...

koraput
ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ

ଜୟପୁର: ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ। କୋରାପୁଟ ଜିଲ୍ଲା ଜୟପୁରର କୁନ୍ଦାରିଗୁଡ଼ା ଓ ବାରିଣିପୁଟ୍‌ରେ ଏହି ଅଘଟଣ ଘଟିଛି। ବିଷାକ୍ତ ଛତୁ ଖାଇ କୁନ୍ଦାରିଗୁଡାରେ ୧୧ ଜଣ ଏବଂ ବାରିଣିପୁଟ୍‌ରେ ଜଣେ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କୁ ଜୟପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏଡିଏମ୍ଓ ଏବଂ ପୌର...

constable killed
କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍। ଜାମ୍ମୁ-କାଶ୍ମୀରରର ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ମାନେ ଜଣେ କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ସୋପିଆନ୍‌ର ଦଙ୍ଗମରୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କନଷ୍ଟେବଳଙ୍କ ନାଁ ହେଉଛି ଜାଭେଦ୍ ଅହମ୍ମଦ ଦର୍‌। ଆତଙ୍କବାଦୀମାନେ ଗତକାଲି କଚ୍‌ଦୋରା ସ୍ଥିତ ଜାଭେଦ୍‌ଙ୍କ ଘର ଭିତରକୁ...

encounter in nayagarh
ନୟାଗଡ଼ରେ ପୁଣି ଏନ୍‌କାଉଣ୍ଟର

ନୟାଗଡ଼: ନୟାଗଡ଼ରେ ପୁଣି ପୋଲିସର ଏନ୍‌କାଉଣ୍ଟର। ଏଥିରେ ଗ୍ୟାଙ୍ଗଷ୍ଟର ଟିଟୋର ଜଣେ ସହଯୋଗୀର ମୃତ୍ୟୁ ହୋଇଛି। ତା ନାଁ ହେଉଛି ଚଗଲା ମଲ୍ଲିକ। ତେବେ ଏହି ଘଟଣାରେ ଅନ୍ୟ ୨ଜଣ ଖସି ପଳାଇଛନ୍ତି। ସୂଚନା ଅନୁସାରେ, କୌଣସି ଏକ ଅପରାଧିକ କାର୍ଯ୍ୟ ଘଟାଇବାକୁ କୁଖ୍ୟାତ ଅପରାଧୀ ଚଗଲା ଓ...

vlcsnap-error745
ନା ଲାଗିଛି ମେସିନ୍, ନା ମୋଟର; କିନ୍ତୁ ଗାଁକୁ ହେଉଛି ଜଳଯୋଗାଣ, ପଢ଼ନ୍ତୁ କେମିତି

ବାଲିଗୁଡ଼ା: ପାଣି ପାଇଁ ସବୁ ଦିନ ହନ୍ତସନ୍ତ ହେଉଥିଲେ । ଗାଁର ଗରିବ ଗୁରୁବାଙ୍କ କଥା ପ୍ରଶାସନର ଏକ କାନରେ ପଶି ସେ କାନରେ ବାହାରିଯାଉଥିଲା । ଶେଷରେ ଗାଁ ଲୋକ ଏମିତି କାମ କଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ସାବାସ୍ କହିବ କନ୍ଧମାଳ ଜିଲ୍ଲା...

IAS vinod
ଅାଇଏଏସ୍ ବିନୋଦ କୁମାରଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଅାଇଏଏସ୍ ବିନୋଦ କୁମାରଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍ । ବିନୋଦଙ୍କୁ ଗିରଫ କରିବା ପାଇଁ ଅାଜି ପୁଣି ରେଡ୍ କଲା ଭିଜିଲାନ୍ସର ୫ ଜଣିଅା ଟିମ୍। ରେଡ୍ ବେଳେ କିଛି କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି। ଗତକାଲି...

vlcsnap-error962
ଶିଶୁ ମୃତ୍ୟୁରୁ ଉତ୍ତେଜନା, ଡାକ୍ତର ନ ଥିବା ଅଭିଯୋଗରେ ରାସ୍ତାରୋକ, ପୋଲିସର ଲାଠିମାଡ଼

ନୟାଗଡ଼:  ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଜାତୀୟ ରାଜପଥ ଅବରୋଧ ବେଳେ ଅାନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠି ମାଡ଼ କରିଥିବା ଅଭିଯୋଗ । ଅଭିଯୋଗ ମୁତାବକ, ନୂଅାଗାଁ ବ୍ଲକ୍ ଗୋଳଗୋଳା ଗାଁର ଏକ ୮ ମାସର ଶିଶୁ ଏକ ବୋତଲ ଠିପି ଗିଳି...

jio phone
ଜିଓ ଆଣିଲା ଆଉ ଏକ ଶସ୍ତା ଫୋନ,ରହିଛି ହ୍ୱାଟ୍ସଆପ୍‌ ଆଉ ୟୁଟ୍ୟୁବ୍‌ ସୁବିଧା

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଛି ଆଉ ଏକ ଶସ୍ତା ଫୋନ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୧ତମ ଆନୁଆଲ୍‌ ଜେନେରାଲ ମିଟିଂରେ ଏହି ଫୋନ୍‌ ଲଞ୍ଚ ହୋଇଛି। ଯାହର ନାଁ ରହିଛି ‘ଜିଓ ଫୋନ ୨’। ଗତବର୍ଷ ଲଞ୍ଚ ହୋଇଥିବା ଜିଓ ଫୋନ...

shashi tharoor
ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଶଶି ଥରୁର୍‌ଙ୍କୁ ଆଗୁଆ ଜାମିନ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ଆଗୁଆ ଜାମିନ ମିଳିଛି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଶଶି ଥରୁର୍‌ଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟଙ୍କ ବିନା...