• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bijaya
ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର : ବିଜୟ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସ୍ତାବ ଏକ ଷଡ଼ଯନ୍ତ୍ର। ଏହା ପଛରେ ଓଡ଼ିଶା ବାହାର ଲୋକଙ୍କ ହାତ ରହିଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏହି ପ୍ରସ୍ତାବ ନୂଆ ସଂକଟ ତିଆରି କରିବ ବୋଲି ଅଜି ଏକ ସାମ୍ବାଦିକ ସମ୍ମିଳନୀରେ...

lawyer1
ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି

ସମ୍ବଲପୁର : ସମ୍ବଲପୁରରେ ଓକିଲ-ପୋଲିସ ଧସ୍ତାଧସ୍ତି । ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଗସ୍ତକୁ ବିରୋଧ ପ୍ରଦର୍ଶନ ପାଇଁ କଳା ପତାକା ଧରି ରାଲି କରୁଥିବା ବେଳେ ଏହି ଘଟଣା ଘଟିଛି।  ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର...

puri collector
ସତ୍ୟବାଦୀ ବନ ବିଦ୍ୟାଳୟରେ କ୍ଲାସ୍‌ ନେଲେ ଜିଲ୍ଲାପାଳ

ପୁରୀ: ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ସାକ୍ଷୀଗୋପାଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟରେ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ। ଗତକାଲି ଜିଲ୍ଲାପାଳ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସ୍କୁଲରେ ପାଠପଢା ଚାଲିଥିବାବେଳେ, ଜିଲ୍ଲାପାଳ ମଧ୍ୟ ସେଥିରେ ସାମିଲ ହୋଇଥିଲେ।  ଆଉ ପିଲାଙ୍କୁ...

bank loot
ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା, ଅଳଙ୍କାର ଲୁଟ୍

ଅନୁଗୁଳ: ଅନୁଗୁଳରେ ପୁଣି ବ୍ୟାଙ୍କରୁ ଲୁଟ୍। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା, ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡ଼ିଛି। ଆଜି ଅନୁଗୁଳ ହରିମହୁରି ଛକରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଲୁଟ୍‌ ହୋଇଛି। ସୂଚନା ଅନୁସାରେ, ବ୍ୟାଙ୍କ ଖୋଲିବା ପରେ  କିଛି ଦୁର୍ବୃତ୍ତ କର୍ମଚାରୀ ଓ ଗ୍ରାହକଙ୍କୁ...

representational image
ଦୀର୍ଘ ୭ ମାସ ଧରି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପାଟନା: ଥମିବାର ନାଁ ନେଉନି ଲଜ୍ଜା। ଜଣେ ୧୩ବର୍ଷୀୟ ନାବାଳିକା ଛାତ୍ରୀଙ୍କ ସହ ଦୀର୍ଘ ୭ ମାସ ଧରି ୧୮ ଜଣଙ୍କ ଦ୍ୱାରା ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ। ନାବାଳିକା ଜଣକ ପାଠ ପଢ଼ୁଥିବା ସ୍କୁଲର ସହପାଠୀ, ଶିକ୍ଷକ ଏବଂ ସ୍କୁଲ ଅଧ୍ୟକ୍ଷଙ୍କ ଦ୍ୱାରା ଏହି ଦୁଷ୍କର୍ମ କରାଯାଇଥିବା...

new railway station
ଲୋକାର୍ପିତ ହେଲା ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ୍

ଭୁବନେଶ୍ୱର: ଲୋକାର୍ପିତ ହେଲା ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଲୋକାର୍ପଣ କରିଛନ୍ତି। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍‌ରୁ ଯାତ୍ରୀ ଭିଡ଼ କମାଇବା ଲକ୍ଷ୍ୟରେ ବାରଙ୍ଗ ନିକଟରେ ଏହା ନିର୍ମାଣ ହୋଇଛି। ପରୀକ୍ଷାମୂଳକ ଭାବେ ଏହି ଷ୍ଟେସନରେ ୩ଟି ଯାତ୍ରୀବାହୀ ଟ୍ରେନ୍ ରହିବ। ପୁରୀ-ହାଓ୍ୱଡ଼ା-ପୁରୀ ପାସେଞ୍ଜର,...

pravat biswal
ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପ୍ରଭାତ ବିଶ୍ୱାଳ

କଟକ: କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ। ଗିରଫ ପରେ ସ୍ୱାସ୍ଥ୍ୟଗତ କାରଣରୁ ପ୍ରଭାତ ବିଶ୍ୱାଳ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ଅଧିକ ଚିକିତ୍ସା ପାଇଁ ଆଜି ସେ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜୁନ୍‌ ୨୬ ତାରିଖରେ ହାଇକୋର୍ଟରୁ ନିୟମିତ ଜାମିନ ମିଳିଥିଲା। ଅନ୍ତରୀଣ...

lunar
୨୭ରେ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ଗୁରୁ ପୂର୍ଣ୍ଣିମା ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ର ଗ୍ରହଣ ହେବ।  ସେହିଦିନ ମଙ୍ଗଳ ଗ୍ରହ ମଧ୍ୟ ପୃଥିବୀର ଅତି ନିକଟତର ହେବା ସହ ବହୁ ଉଜ୍ଜ୍ୱଳ ଦେଖାଯିବ। ଏହାପୂର୍ବରୁ ୨୦୦୩ ମସିହାରେ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହୋଇଥିଲା। ଜୁଲାଇ ୨୭...

bjd
ହାଟରେ ପଡ଼ି ଦାଣ୍ଡରେ ଗଡୁଛି ବିଜେଡି ଘର କଳି

ଭୁବନେଶ୍ୱର : କର୍ମୀ ସମ୍ମିଳନୀରେ ନେତାଙ୍କୁ ଖୋଲାଖୋଲି ବିରୋଧ। ସାଂସଦଙ୍କ ବିରୋଧରେ କର୍ମୀଙ୍କ  ସ୍ଲୋଗାନ। ବାଲେଶ୍ୱର ବାଲିଆପାଳ ବ୍ଲକ୍ ବୋଳଂରେ ଚାଲିଥିବା ବିଜେଡି କର୍ମୀ ସମ୍ମିଳନୀରେ, କଂଗ୍ରେସରୁ ଆସି ବିଜେଡିର ଟିକେଟରେ ସାଂସଦ ହୋଇଥିବା ରବୀନ୍ଦ୍ର ଜେନା ଜିଲାର ପୁରୁଣା ବିଜେଡି କର୍ମୀଙ୍କୁ ମୂଳୋତ୍ପାଟନ କରୁଥିବା ଅଭିଯୋଗ ହୋଇଛି।...

vlcsnap-error978
ଖୋଲିଲା ଏନ୍‌କ୍ଲୋଜର, ବୁଲିଲା ବାଘ

ଭୁବନେଶ୍ୱର: ୧୫ ଦିନ ପରେ ଏନ୍‌କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଗଲା ମହାବଳ। ସାତକୋଶିଆ ଅଭୟାରଣ୍ୟରେ ଏବେ ଖୋଲାଖୋଲି ବିଚରଣ କରିବ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ୩ବର୍ଷୀୟ ବାଘକୁ ଏନ୍‌କ୍ଲୋଜରରୁ ବାହାର କରି ଜଙ୍ଗଲ ଭିତରକୁ ଛଡ଼ାଯାଇଛି। ବାଘ ଦେହରେ...

blackrose
ଜାହାଜ ଓ ଟ୍ରଲର ପାଇଁ କାଳ ପାଲଟିଛି ଅଧାବୁଡ଼ା ବ୍ଲାକ୍‌ରୋଜ୍‌

ପାରାଦୀପ : ୨୦୦୯ ସେପ୍ଟେମ୍ବର ୯ତାରିଖ। ଚାଇନାକୁ ଲୁହାପଥର ରପ୍ତାନୀ ପାଇଁ ପାରାଦୀପ ଆସି ବୁଡ଼ିଗଲା ବ୍ଲାକରୋଜ୍। କୂଳ ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଜାହାଜ ଯେଉଁଠି ଥିଲା, ଆଜି ବି ସେଇଠି ଅଛି। ସମୁଦ୍ର ବାଲିରେ ପୋତି ହୋଇ ଏବେ ୧୫ ପ୍ରତିଶତ ଉପରକୁ ଦେଖାଯାଉଛି,...

land grab--
ଜବରଦଖଲକାରୀଙ୍କୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ନୂଆ ଫନ୍ଦି

ଭୁବନେଶ୍ୱର : ସରକାରୀ ଜମିରେ ଅନୁପ୍ରବେଶ ଦଣ୍ଡନୀୟ । ବିଧାନସଭାରେ ଅଧ୍ୟାଦେଶ ଆଣିବା ପରେ ରାଜଧାନୀରେ ଜବରଦଖଲକାରୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇ ଏମିତି ବୋର୍ଡ ଲଗାଇଛନ୍ତି ସରକାର। କିନ୍ତୁ ଯେଉଁଠି ବୋର୍ଡ ଲାଗିଛି, ସେଇଠି ଜବରଦଖଲକାରୀ କରିଛନ୍ତି ଘର।  କିଛି ସ୍ଥାନରେ ଛାତ  ଘର ବି ହୋଇଛି।...

aparajita
ଅପରାଜିତାକୁ ଆଦରି ନେଲେ ବିଦେଶୀ ଦମ୍ପତି

ଭଦ୍ରକ : ଆଜିଠୁ ପର ହୋଇଗଲା ଅପରାଜିତା । ବାତ୍ସଲ୍ୟ ଅନୁଷ୍ଠାନର ଅନ୍ତେବାସୀଙ୍କ ହୃଦୟ ଦୁଃଖରେ ଫାଟି ପଡୁଛି । ତା’ ଠାରୁ ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାତ୍ସଲ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ। ତେବେ ଅପରାଜିତାର ଭଲ ପାଇଁ ସେମାନେ ମମତାକୁ ଉତ୍ସର୍ଗ କରିଛନ୍ତି । ଅପରାଜିତା...

lg delhi
ଥମୁଛି କ୍ଷମତା ବିବାଦ ; ରାଜ୍ୟପାଳଙ୍କୁ ଭେଟିଲେ କେଜରିଓ୍ୱାଲ

ନୂଆଦିଲ୍ଲୀ: କ୍ଷମତାକୁ ନେଇ ଦିଲ୍ଲୀର ଆପ୍ ସରକାର ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମଧ୍ୟରେ ଲାଗିରହିଥିବା ବିବାଦ ସାମାନ୍ୟ ଥମିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତରେ ପ୍ରାୟ ୨୫ ମିନିଟ ଧରି ଉଭୟଙ୍କ...

vijaya
ବିଜୟ ମାଲ୍ୟାଙ୍କ ୧୫୯ଟି ସମ୍ପତ୍ତି ଚିହ୍ନଟ

କର୍ଣ୍ଣାଟକ : ପ୍ରଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଚିହ୍ନଟ ହୋଇଛି ୧୫୯ଟି ସମ୍ପତ୍ତି । କର୍ଣ୍ଣାଟକର ୧୫୯ଟି ସମ୍ପତ୍ତିକୁ ଚିହ୍ନଟ କରିଛି ବେଙ୍ଗାଲୁରୁ ପୋଲିସ। ତେବେ ଏ ସମ୍ପତ୍ତିକୁ ବର୍ତ୍ତମାନ ଜବତ କରାଯାଇପାରିବନି ବୋଲି ଦିଲ୍ଲୀ କୋର୍ଟଙ୍କୁ ସୂଚନା ଦେଇଛି ବେଙ୍ଗାଲୁରୁ ପୋଲିସ। ମନି ଲଣ୍ଡରିଂ ମାମଲାରେ ଇଡି...