• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

plus three cut off mark
ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ପ୍ରକାଶ ପାଇଛି। ନାମଲେଖା ପାଇଁ ୧ ଲକ୍ଷ ୮୮ ହଜାର ୯୬୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୧ ଲକ୍ଷ ୧୪ ହଜାର ୩୩୧, ବାଣିଜ୍ୟରେ ୧୯ ହଜାର ୭୫୩, ଫିଜିକାଲ୍‌ ସାଇନ୍ସରେ ୨୯ହଜାର୧୩୧ ଓ...

monsoon
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ଜାଣନ୍ତୁ କେବେଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୁଣି ଲେଉଟିବ ବର୍ଷା। ୫ ତାରିଖ ଅର୍ଥାତ୍ ଗୁରୁବାରଠୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହାର ପ୍ରଭାବରେ ୫...

iocl pipeline leak
IOCL ପାଇପ୍ ଲାଇନରେ ଫାଟ: ବୋହିନେଲେ ତେଲ

ରାଉରକେଲା: ରାଉରକେଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମା ବାହାଲ ନିକଟରେ IOCL ପାଇପ୍ ଲାଇନରେ ଫାଟ ଦେଖିବାକୁ ମିଳିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପ୍ରବଳ ମାତ୍ରାରେ ତେଲ ଲିକ୍ ହୋଇଥିଲା। ତେବେ ତେଲ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଲାଗିଥିଲା। ଏମିତିକି ଲୋକେ ଛୋଟ ବାସନ...

puri
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଫୁଲୁରୀ ତେଲ ଲାଗି

ପୁରୀ: ଜ୍ୱରରେ ପୀଡ଼ିତ ମହାପ୍ରଭୁ। ରତ୍ନ ସିଂହାସନ ଛାଡି ଅଣସର ଘରେ ଚତୁର୍ଦ୍ଧାମୂରତି। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା। ଅନବସରର ଆଜି ପଞ୍ଚମ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ମାଲିସ କରାଯିବ। ଏହାପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ଅନୁଭବ କରିବେ। ଏହି ଫୁଲୁରୀ...

balasore
ଚାକିରୀ ନାଁରେ ଠକେଇ

କଟକ: ଚାକିରୀ ନାଁରେ ଠକେଇ। ବାଲେଶ୍ୱର ସ୍ଥିତ ଚାନ୍ଦିପୁରରେ ଥିବା DRDO ଆର୍ମିରେ ଚାକିରି କରାଇ ଦେବାକୁ କହି ସାଢ଼େ ୪କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ତିରିଗିଆ ପୋଲିସ୍। ଗ୍ୟାଙ୍ଗର ମୁଖ୍ୟ ସହଯୋଗୀ ବୋଧିଶ୍ୱତ ପରିଡ଼ାକୁ ପୋଲିସ୍‌ ଗିରଫ କରିଛି। ବୋଧିଶ୍ୱତଙ୍କ...

vlcsnap-error873
ପାଣିର ଜବାବ୍ ପାଣି

ଭୁବନେଶ୍ୱର: ପ୍ରତିବାଦର ନୂଆ ତରିକା। ଟ୍ୟାଙ୍କର ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏନ୍ଏଚ୍ଏଆଇ କାର୍ଯ୍ୟାଳୟରେ ପାଣି ଢାଳିଛନ୍ତି କଂଗ୍ରେସ କର୍ମୀ। ମୌସୁମୀ ଋତୁ ଆରମ୍ଭରୁ ରାଜଧାନୀ ଇସ୍କନ ମନ୍ଦିର ସମେତ ବହୁ ଅଞ୍ଚଳ ଜଳମଗ୍ନ ହେବାକୁ ନେଇ ଭୁବନେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଏଭଳି ଅଭିନବ ଢଙ୍ଗରେ କରାଯାଇଛି...

vlcsnap-error049
କାହା ଚାପରେ ପକ୍ଷପାତିତା

ଭୁବନେଶ୍ୱର: କାଚ ପରି ପୂରା ସଫା ସବୁ ଘଟଣା। ଆକ୍ରମଣକାରୀ କିଏ, କାହାକୁ ହୋଇଛି ଆକ୍ରମଣ। ପୋଲିସ୍‌ର ଆଖି ସାମ୍ନାରେ ଆତଙ୍କରାଜ ଚଳାଇଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲେ କିଟ୍‌ର ଭଡ଼ାଟିଆ ଗୁଣ୍ଡା ଓ ସୁରକ୍ଷାକର୍ମୀ। ଆକ୍ରମଣର ଶିକାର ଓଟିଭି ପ୍ରତିନିଧି ଥାନାରେ ଏତଲା ଦେବା ପରେ ମାମଲା...

amit-shah_
ଶାହାଙ୍କ ମାରାଥନ ମନ୍ତ୍ରଣା, କବାଟ କିଳା ଆଲୋଚନା

ଭୁବନେଶ୍ୱର: ମାରାଥନ ମନ୍ତ୍ରଣା, କବାଟ କିଳା ଆଲୋଚନା, ଓ୍ୱାର୍ମ ଅପ କଲେ ଯୋଶ୍‌ ବି ଭରିଲେ। ସଂଗଠନ ପାଇଁ ୯ ଘଣ୍ଟା ଧରି ନିରନ୍ତର ମାନସ  ମନ୍ଥନ ପରେ ଦେଲେ ହେଭି ଟାସ୍କ। ପଞ୍ଚାୟତ ପ୍ରମୁଖରୁ ଆରମ୍ଭ କରି ବିସ୍ତାରକ ଓ କୋର ଟିମର ସଦସ୍ୟଙ୍କୁ ଅମିତ ଶାହା...

ନବୀନ ନନ୍ଦ
ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବନ ହେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ। ନବୀନଙ୍କ ନିନ୍ଦନୀୟ ଆଚରଣ ସଂପର୍କିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରଯାଇଛି। ଯାହାକି ନବୀନ ନନ୍ଦ ନିଖୋଜ ଘଟଣାରେ ଟୁଇଷ୍ଟ ଦଖାଦେଇଛି। କୋଲକାତା ଯାଇଥିବା ନବୀନ ନିଖୋଜ ନଥିଲେ ବରଂ ପୋଲିସ୍ ଦ୍ୱାରା ଗିରଫ ହୋଇ ବେଲ୍‌ରେ...

black rose
ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର ନେବ ସିବିଆଇ

ଭୁବନେଶ୍ୱର: ସିବିଆଇ ନେବ ବହୁଚର୍ଚ୍ଚିତ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର। ପାରାଦୀପ ସମୁଦ୍ର ଉପକୂଳରେ କେମିତି ବୁଡ଼ିଲା ଏମଭି ବ୍ଲାକରୋଜ ଜାହାଜ ? କିଏ ଏହାର ମାଲିକ ଓ କେଉଁଠୁ ଆସି ଏଥିରେ ଲୋଡିଂ ହୋଇଥିଲା ଶହ ଶହ ଟନ୍ ଲୁହାପଥର ? ତାର ହେବ...

bajrakapta
ବଜ୍ରକାପ୍ତା କାତି ଚୋରା କାରବାରର ବିଦେଶ ଲିଙ୍କ୍

ଭୁବନେଶ୍ୱର: ବଜ୍ରକାପ୍ତା କାତି ଚୋରା କାରବାରରେ ବିଦେଶୀ ଲିଙ୍କ୍। ଓଡିଶାରୁ ଉତ୍ତର ପୂର୍ବ ରାଜ୍ୟ ଦେଇ ଚୀନ, ଇଣ୍ଡୋନେସିଆକୁ ହେଉଛି କାତି ଚାଲାଣ। ବଜ୍ରକାପ୍ତା ଚୋରା ଚାଲାଣର ଓଡିଶା ମାଷ୍ଟର ମାଇଣ୍ଡ  ସାମଦୁଦ୍ଦିନକୁ ଜେରା ପରେ ଏସଟିଏଫ୍ ହାତରେ ଧରାପଡିଛି ଆଉଜଣେ ମାଷ୍ଟର ମାଇଣ୍ଡ। ମିଜୋରୋମରୁ ଆଉ ଜଣେ...

lynching-illustration
ଗୁଜବର କରୁଣ ପରିଣତି: ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ ପିଟିପିଟି ହତ୍ୟା।

ମହାରାଷ୍ଟ୍ର: ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ  ପିଟିପିଟି ହତ୍ୟା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମହାରାଷ୍ଟ୍ର ସୋଲାପୁର ଜିଲ୍ଲରେ।  ଧୁଲେ ଗାଁରେ ୫ଜଣ ଲୋକଙ୍କୁ ପିଟିପିଟି ମାରିଦେଇଛନ୍ତି ଗାଁ ଲୋକ। ଏହି ଘଟଣାରେ ପୋଲିସ ୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଧୁଲେ ଠାରୁ ୧୪୦...

heavy rain
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା। ଗତ ୧୨ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ମୁନ୍‌ସ୍ୟାରୀ ତହସିଲ ଓ ପିଥୋରଗଡ଼ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ରବିବାର ରାତିରେ ଓ ସୋମବାର ସକାଳେ ମୁନ୍‌ସ୍ୟାରୀ ୨୫୦mm ବର୍ଷା ରେକର୍ଡ଼ କରାଯାଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମଙ୍ଗଳବାର...