• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

congerss
ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକୀ ନ ଲଢି ମେଣ୍ଟ କରିବ। କିନ୍ତୁ କେଉଁ ଦଳ ସହ ମେଣ୍ଟ ହେବ ଏ ସମ୍ପର୍କରେ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଦିଲ୍ଲୀରେ ହୋଇଥିବା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ...

video viral
ଯୁବତୀଙ୍କୁ ୪ଜଣ ଗୋଡ଼େଇ ଗୋଡ଼େଇ ପିଟିଲେ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀର ବୋତଲମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ଗାଁର ୪ ଜଣ ଲୋକ ଗୋଡ଼େଇ ଗୋଡ଼େଇ ପିଟିଥିବା ଅଭିଯୋଗ ହୋଇଛି। ଠେଙ୍ଗାରେ ୪ ଜଣ ପିଟିଛନ୍ତି। ଅାଉ ଠେଙ୍ଗାରେ ପିଟିବାର ମାଡ଼ ଭିଡିଓ ଭାଇରାଲ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଜଣାପଡିଛି।...

bahuda
ଜନ୍ମବେଦିରୁ ଫେରିଲେ ଶ୍ରୀଜିଉ

ପୁରୀ : ବାହୁଡ଼ାରେ ବାହୁଡ଼ିଛନ୍ତି ଶ୍ରୀଜିଉ। ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧା ମୂରତି। ପାଗ ଅନୁକୂଳ ଓ ଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ନିର୍ଦ୍ଧାରିତ ସମୟର ଢେର୍ ପୂର୍ବରୁ ପହଣ୍ଡି ସଂପନ୍ନ ହେବା ସହ ଅାଗୁଅା ଅାରମ୍ଭ ହୋଇଥିଲା ରଥ ଟଣା। ଯେଉଁଥି ପାଇଁ...

boat
ସମୁଦ୍ରରେ ଡଙ୍ଗା ବୁଡ଼ି ୬ ନିଖୋଜ

ବାଲେଶ୍ୱର : ସମୁଦ୍ରକୁ ମାଛ ମାରିବାକୁ ଯାଇ ୬ ଜଣ ନିଖୋଜ। ବାଲେଶ୍ୱର ଜିଲ୍ଲା ଭୋଗରାଇ କୀର୍ତ୍ତନିଅା ଜେଟିରୁ ୧୭ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ।୨ଟି ଭୁଟ୍‌ଭୁଟିରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାହା ବୁଡ଼ି ଯାଇଥିବା ଜଣାପଡ଼ିଛି। ଏହା ପରେ ପହଁରି ପହଁରି...

070417-diabetes-1
ଡାଏବିଟିସ୍‌ରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଦିନକୁ ଦିନ ଡାଏବିଟିସ୍‌ ରୋଗ ତା’ର କାୟା ବିସ୍ତାର କରିଚାଲିଛି। ବିଶେଷ କରି ଭାରତରେ ଡାଏବିଟିସ୍‌ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଭାରତକୁ ବିଶ୍ୱର ଡାଏବିଟିସ୍‌ ରାଜଧାନୀ ବୋଲି କୁହାଯାଇଛି। ଡାଏବିଟିସ୍‌ ହେଲେ ଏହା ଯେ ଆଉ କେବେ ଭଲ ହେବନାହିଁ ଲୋକମାନଙ୍କ ମନରେ...

fake examiner
ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ

ବାଲେଶ୍ୱର : ପରୀକ୍ଷା ଦେଉଥିବା ସମୟରେ ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ। ଆଜି ବାଲେଶ୍ୱର ସରକାରୀ ଆଇ.ଟି.ଆଇ. ସେଣ୍ଟରରେ  ଓ.ଜେ.ଇ.ଇ ଦ୍ୱିତୀୟ ସ୍ତର ଏଣ୍ଟ୍ରାନ୍ସ ପରୀକ୍ଷା ହେଉଥିଲା। ସେଣ୍ଟରରେ ୪୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ହଲ୍‌ରେ ଥିବା ପର୍ଯ୍ୟବେକ୍ଷକ...

nandan
ଲଗାଣ ବର୍ଷାରେ ନନ୍ଦନକାନନ ବେହାଲ

ଭୁବନେଶ୍ୱର : ଜଳାର୍ଣ୍ଣବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଉବୁଟୁବୁ ରାସ୍ତାଘାଟ ଓ ଜୀବଜନ୍ତୁଙ୍କ ଏନ୍‌କ୍ଲୋଜର୍। ବୁଲାବୁଲି ପାଇଁ ଯାଗା ନପାଇ ଗୁମ୍ ହୋଇ ଶୋଇଛି ମହାବଳ।  ଚୁପ୍‌ଚାପ୍ ଏମୁ ଓ ଅନ୍ୟାନ୍ୟ ପକ୍ଷୀ। ବାଘ ଏନ୍‌କ୍ଲୋଜର୍ ଭିତରୁ ପମ୍ପ୍ ଲଗାଇ ଜଳ ନିଷ୍କାସନ କରାଯାଉଛି। ଏପଟେ ନନ୍ଦନକାନନରେ ଜଳ...

atm
ରାତିକ ଭିତରେ ୪ ଏଟିଏମ୍‌ରୁ ଲୁଟ୍‌

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଗତକାଲି ରାତିରେ  ୪ଟି ଏଟିଏମ୍‌ରୁ ଲୁଟ୍‌ ହୋଇଛି। ସହରର ତୁଳସୀ ଚଉରା ସ୍ଥିତ ଏକ୍ସିସ୍‌ ବ୍ୟାଙ୍କ୍ ଏଟିଏମ୍‌, ଷ୍ଟେସନ ବଜାରର ବ୍ୟାଙ୍କ ଅଫ୍ ଇଣ୍ଡିଆ, ପାଲବଣିରେ ଥିବା ୟୁନାଇଟେଡ୍‌ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ ଓ ଅସ୍ତିଆ ସ୍ଥିତ ୟୁନାଇଟେଡ୍‌ ବ୍ୟାଙ୍କ୍ ଅଫ୍‌...

wall collapse
ଭୁଶୁଡ଼ି ପଡ଼ିଲା କାନ୍ଥ; ଜଣେ ମୃତ, ୪ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରୀବେଡ଼ା ପଞ୍ଚାୟତ ବାଞ୍ଜମୁଣ୍ଡା ଗାଁରେ ଘର କାନ୍ଥ ଭୁଶୁଡ଼ି ଯିବାରୁ ଜଣେ ମହିଳା ଓ ତାଙ୍କର ୩ ଛୁଆ ଆହତ ହୋଇଛନ୍ତି। ସେମାନଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସୁକୁମାରୀ ପିଙ୍ଗୁଆ ଓ ତାଙ୍କ ୩ ଶିଶୁ...

truck driver arrested
ଟ୍ରକ୍ ଚାପାରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍‌ ଦୁର୍ଘଟଣାରେ ୫ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ରକ୍‌ ଡ୍ରାଇଭର ଦେବଲମ୍‌ ଭେଙ୍କଟାଦ୍ରିକୁ ପୋଲିସ୍‌ ଗିରଫ କରିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ନିକଟରୁ ଭେଙ୍କଟକୁ ଗିରଫ କରାଯାଇଛି। ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଭଦ୍ରକ SDPO ଜଳଧର ଜାଲିଙ୍କ ସୂଚନା ଦେଇଛନ୍ତି। ଅଭିଯୁକ୍ତ...

sambalpur
ସମ୍ବଲପୁରରେ ଲଗାଣ ବର୍ଷା: ୬ଟି ୱାର୍ଡ କ୍ଷତିଗ୍ରସ୍ତ, ଭାଙ୍ଗିଲା ୭୨୬ ଘର

ସମ୍ବଲପୁର: ସମ୍ବଲପୁରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରବାସୀଙ୍କ ଅବସ୍ଥା ବେହାଲ୍‌ ହୋଇପଡ଼ିଛି। ଗତକାଲିଠୁ ଆରମ୍ଭ ହୋଇଥିବା ବର୍ଷା ଏବେ ବି ଜାରି ରହିଛି। ସହରରେ ୪୯୦ ମିଲିମିଟର ବର୍ଷା ହୋଇଥିବା ନେଇ ସମ୍ବଲପୁର ଜିଲ୍ଲାପାଳ  ସୂଚନା ଦେଇଛନ୍ତି। ଲୋକଙ୍କ ପାଇଁ ୩୪ଟି ଆଶ୍ରୟସ୍ଥଳୀ ଖୋଲା ଯାଇଛି। ...

vlcsnap-error235
ନଦୀ ଘେରରେ ପଞ୍ଚାୟତର ୫ ଖଣ୍ଡ ଗାଁ

ପୁରୀ: ପ୍ରଶାସନିକ ସ୍ଥାଣୁତା ପାଇଁ ବର୍ଷ ବର୍ଷ ଧରି ବିଛିନ୍ନାଞ୍ଚଳରେ ଜୀବନ କାଟୁଛନ୍ତି ପୁରୀ ଜିଲ୍ଲା ଶିଶୁଆ ପଞ୍ଚାୟତ ବାସୀ। ନଦୀ ଉପରେ ବ୍ରିଜ୍‌ଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ବି କେବଳ ପ୍ରତିଶ୍ରୁତି ଦେଇ ଅଟକି ଯାଇଛି ପ୍ରଶାସନ। ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ଅବସ୍ଥାରେ...

fishermen go missing
ମାଛ ଧରିବାକୁ ଯାଇ ୬ ନିଖୋଜ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ୬ ଜଣ ନିଖୋଜ ହୋଇଯାଇଛନ୍ତି। ଭୋଗରାଇ କୀର୍ତ୍ତନିଆ ଜେଟିରୁ ୨ଟି ଡଙ୍ଗାରେ ମୋଟ ୧୭ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ତେବେ ଡଙ୍ଗା ବୁଡ଼ି ଯିବାରୁ ୧୧ ଜଣ ପହଁରି ପହଁରି ଜେଟିକୁ ଫେରିଥିଲେ।...