• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vlcsnap-error988
ପାଞ୍ଚ ଦିନ ହେବ ଲୋୟର ସୁକତେଲ ପ୍ରକଳ୍ପ ବନ୍ଦ

ବଲାଙ୍ଗିର: ଗତ ପାଞ୍ଚ ଦିନ ଧରି ବନ୍ଦ ରହିଛି ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ସ୍ପିଲ୍ ୱେ ନିର୍ମାଣ କାମ। ଏକକାଳୀନ କ୍ଷତିପୂରଣ ଓ ଉପଯୁକ୍ତ ଥଇଥାନ ଦାବିରେ ପରଧିଆପାଲି ବାସିନ୍ଦାଙ୍କ ଆନ୍ଦୋଳନ ଯୋଗୁଁ  ଏହି କାମ ବନ୍ଦ ରହିଛି। ପ୍ରତି ମାସରେ ଜନଶୁଣାଣି ହେବା ସତ୍ୱେ ୨୦୧୩...

vlcsnap-error237
ମନେ ପଡ଼େ ପିଲାଦିନ: ପିଲାଙ୍କ ମେଳରେ ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ଗହଣରେ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌  ଆମଗୋଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଆମଗୋଭା ଗାଁରେ ଜନ ଅଭିଯୋଗ...

jagannath temple
ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଗର୍ଭଗୃହ ଯାଞ୍ଚ

ପୁରୀ:ଆସନ୍ତାକାଲି ନୀଳାଦ୍ରି ବିଜେରେ ମହାପ୍ରଭୁ ରତ୍ନତ୍ସିଂହାସନରେ ବିଜେ ହେବେ।  ତେଣୁ ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଗର୍ଭଗୃହକୁ ଟିକନିଖି ଯାଞ୍ଚ କରାଯାଇଛି। ବିଶେଷ କରି ଗର୍ଭଗୃହର କେମିକାଲ୍‌ କ୍ଳିନିଙ୍ଗ, ଷ୍ଟିଲ କ୍ରସ୍ ଚେକିଂ କରାଯାଇଛି। ଏହାସହ କନକମୁଣ୍ଡି ଓ ଉପର ଜାଲିକୁ ରଙ୍ଗ ଦିଆଯିବା...

father-son dead
ବାପାକୁ ବଞ୍ଚାଇବାକୁ ଯାଇ ପୁଅର ଜୀବନ ଗଲା

ରାଉରକେଲା: ବାପା, ପୁଅଙ୍କ ଜୀବନ ନେଲା ବିଦ୍ୟୁତ୍‌। ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ମନ୍ଦିର ରୋଡ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସତ୍ୟନାରାୟଣ ସାହା ଏବଂ ତାଙ୍କ ପୁଅ ସଞ୍ଜୟ ସାହା। ସୂଚନା ଅନୁସାରେ, ରାଉରକେଲାରେ ପ୍ରବଳ ବର୍ଷା ହେଉଥିବାରୁ ସତ୍ୟନାରାୟଣଙ୍କ ଘରେ...

chilli mutton
ବିନା ପିଆଜ ରସୁଣରେ ପ୍ରସ୍ତୁତ କରନ୍ତୁ କଞ୍ଚାଲଙ୍କା ମଟନ୍‌

ଆପଣ ସବୁବେଳେ ମସଲା ଦିଆ ମଟନ୍‌ କଷା ଖାଇଥିବେ। କିନ୍ତୁ କେବେ ବିନା ପିଆଜ ରସୁଣରେ ମଟନ୍‌ କଷା ଖାଇଛନ୍ତି କି? ତେବେ ବିନା ପିଆଜ ରସୁଣରେ ତିଆରି କରନ୍ତୁ ସ୍ୱାଦିଷ୍ଟ କଞ୍ଚାଲଙ୍କା ମଟନ୍‌। ଆବଶ୍ୟକୀୟ ସାମଗ୍ରୀ: ମଟନ୍‌, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟା ଟମାଟୋ, କସ୍ତୁରି ମେଥି,...

bus accident in bbsr
ବ୍ରେକ୍ ଫେଲ୍ ହୋଇ ଗଛରେ ପିଟିହେଲା ବସ୍; ୫ ଆହତ

ଭୁବନେଶ୍ୱର: ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍। ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ କଳ୍ପନା ଛକ ନିକଟରେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ରେ ୫୦ ରୁ ୬୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ବ୍ରେକ୍ ଫେଲ୍ ହେବାରୁ ଏହି ଦୁର୍ଘଟଣା...

hirakud
ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ଆଜି ପୂଜାର୍ଚ୍ଚନା ପରେ ୭ ନମ୍ବର ସ୍ଲୁଇସ୍ ଗେଟ୍‌କୁ ପ୍ରଥମେ ଖୋଲାଯାଇଥିଲା। ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହୀରାକୁଦ ଡ୍ୟାମ୍ ଦେଇ ନିଷ୍କାସନ କରାଯାଇଛି। ଦିନ ୧୨ଟା ୩୦ ସୁଦ୍ଧା ଡ୍ୟାମ୍‌ର ୪ଟି ଗେଟ୍‌ ଜରିଆରେ ବନ୍ୟା ଜଳ...

flood
ବନ୍ୟା ଆଶଙ୍କା ଟଳିଲା

ଭୁବନେଶ୍ୱର:ରାଜ୍ୟ ଉପରୁ ଟଳିଲା ବନ୍ୟା ଆଶଙ୍କା। ଏନେଇ ସ୍ପେଶାଲ ରିଲିଫ କମିଶନର (SRC) ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି। ମହାନଦୀରେ ବନ୍ୟା ସ୍ଥିତି ଆଉ ନାହିଁ। କାରଣ  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେଉଁ ବୃଷ୍ଟିପାତ ହୋଇଛି ବହୁ ଜିଲ୍ଲାରେ କମ୍‌ ପରିମାଣର ବର୍ଷା ରେକର୍ଡ଼ କରାଯାଇଛି।...

monsoon
ଉତ୍ତର ଓଡ଼ିଶା ପାଇଁ ସତର୍କ ସୂଚନା

ଭୁବନେଶ୍ୱର: ଉତ୍ତର ଓଡ଼ିଶା ପାଇଁ ସତର୍କ ସୂଚନା । ୪ଟି ଜିଲ୍ଲାରେ ଆଜି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଏହି...

malkangiri
ସ୍ୱାସ୍ଥ୍ୟସେବାର ବିଚିତ୍ର ଚିତ୍ର: ରୋଗୀ ବଦଳରେ ଆମ୍ବୁଲାନ୍ସରେ ଯାଉଛି ଫର୍ଣ୍ଣିଚର

ଭୁବନେଶ୍ୱର: ଗୋଟିଏ ପଟେ ଆମ୍ବୁଲାନ୍ସ ସେବା ନ ପାଇ ଖଟିଆରେ ଆସନ୍ନ ପ୍ରସବା ବୁହା ହେଉଥିବାବେଳେ ଅନ୍ୟପଟେ ଆମ୍ବୁଲାନ୍ସରେ ଫର୍ଣ୍ଣିଚର ଲୋଡ଼୍‌ କରାଯାଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା ଡାକ୍ତରଖାନାର ଏକ ଆମ୍ବୁଲାନ୍ସରେ ରୋଗୀ ବଦଳରେ ଫର୍ଣ୍ଣିଚର ଲୋଡ୍ କରାଯାଉଥିବା ଦେଖିବାକୁ ମିଳିଛି। ତାହା ବି  ପୁଣି...

maut ka kuan
ଭାଙ୍ଗିଲା ମୌତ୍ କା କୂଆଁ, ୬ ଆହତ

ନୂଆପଡ଼ା: ମୌତ୍ କା କୂଆଁ ଭାଙ୍ଗି ପଡ଼ିବା ଫଳରେ ୬ଜଣ ଆହତ ହୋଇଛନ୍ତି। ନୂଆପଡ଼ା ସିନାପାଲିରେ ଏହି ଅଘଟଣ ଘଟିଛି। ସୂଚନ ଅନୁସାରେ, ସିନାପାଲିରେ ପଡ଼ିଥିବା ମୀନାବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେଠାରେ ପଡ଼ିଥିବା ମୌତ୍ କା କୂଆଁ ଖେଳ ଚାଲିଥିବା ବେଳେ ହଠାତ୍ ଏହା ଭାଙ୍ଗି...

suna besha
ଆଜି ଶ୍ରୀଜିଉଙ୍କ ପାଖରେ ଲାଗି ହେବ ଅଧରପଣା

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ରଥାରୂଢ଼ ଠାକୁରଙ୍କ ପାଖରେ ଅଧରପଣା ଲାଗି ହେବ ଓ ଆସନ୍ତାକାଲି ନୀଳାଦ୍ରିବିଜେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଗତକାଲି ମଧ୍ୟ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶରେ...

hirakud
ଆଜି ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ ।  ଆଜି ଦିନ ୧୧ଟା ପରେ ଜଳ ନିଷ୍କାସନ କରାଯିବା ନେଇ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭ ଦଶମିକ ଛଅ ଫୁଟ...