• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

705f1277-7db1-4788-85c7-9534504533c0
ଯେମିତି କାମକୁ ସେମିତି ଦରମା : ସରକାରୀ ବ୍ୟାଙ୍କ୍‌ କର୍ମଚାରୀଙ୍କ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ୍‌ କର୍ମଚାରୀଙ୍କ ପାଇଁ ଏବେ ଲାଗୁ ହେବ ନୂଆ ନିୟମ । କର୍ମଚାରୀଙ୍କ ପ୍ରଦର୍ଶନ ଆଧାରରେ ମିଳିବ ମାସିକ ବେତନ। ଷ୍ଚେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI), ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍(PNB) ଏବଂ ବ୍ୟାଙ୍କ୍‌ ଅଫ୍‌ ବରୋଦା ପ୍ରଦର୍ଶନ ଆଧାରରେ ଦରମା ପାଇଁ ଏକ ଯୋଜନା...

yogi
ପୁଲିସ ୟୁନିଫର୍ମରେ ମୁଖ୍ୟମନ୍ତ୍ରୀଙ୍କଠୁ ଅାଶୀର୍ବାଦ ନେବା ଫଟୋ ଭାଇରାଲ

ଗୋରଖପୁର : ମୁଖ୍ୟମନ୍ତ୍ରୀଙ୍କ ଅାଶିଷ ଲାଭ କରିଛନ୍ତି ପୋଲିସ ଅଧିକାରୀ। ତାହା ପୁଣି ପୁଲିସ ୟୁନିଫର୍ମରେ। ଏପରି ଘଟଣା ପରେ ଏବେ ପୁଣି ଥରେ ବିବାଦ ଘେରକୁ ଅାସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ। ଗୋରଖପୁର ସର୍କଲ ଅଫିସର୍ ପ୍ରବୀଣ କୁମାର ସିଂ ଗତକାଲି ଗୁରୁ ପୂର୍ଣ୍ଣିମା ଅବସରରେ...

indira
ଇନ୍ଦିରା ଆବାସ ଘର ଦେବା ପାଇଁ ମଗାଯାଉଛି ୨୦ ହଜାର ଟଙ୍କା

ଢେଙ୍କାନାଳ: ପଇସା ଦିଅ, ଘର ନିଅ। ପଇସା ନାହିଁ ତ ଘର ବି ନାହିଁ। ଇନ୍ଦିରା ଆବାସ ଘର ଦେବା ପାଇଁ ମଗାଯାଉଛି ୨୦ ହଜାର ଲେଖାଏଁ ଟଙ୍କା। ଏଭଳି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ସଦର ବ୍ଲକ ଚଷାପଡ଼ା ଗାଁ’ର ଲୋକେ। ଗାଁର କିଛି ଲୋକ ପଇସା ଦେଇ...

food
ଅକ୍ଟୋବର ୨ରୁ ରାଜ୍ୟ ସରକାର ଲାଗୁ କରିବେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଲାଗୁ କରିବେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା। ଏ ସମ୍ପର୍କରେ ଅାଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅାଇନ୍, ୨୦୧୧ ଜନ ଗଣନା ଅାଧାରରେ କାର୍ଯ୍ୟକାରୀ ହେଉଛି।...

wife3
ପାରିବାରିକ କଳହରୁ ହତ୍ୟା

ବାଲେଶ୍ୱର  : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ମୁହଁକୁ ଛେଚି ଅମାନୁଷିକ ଭାବେ ହତ୍ୟା କଲା ସ୍ୱାମୀ। ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଓଡଙ୍ଗୀ ଗାଁରୁ ଏହି ଅଭିଯୋଗ ଅାସିଛି। ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ...

bus accident
ଘାଟି ତଳକୁ ଖସିଲା ବସ୍‌; ଚାଲିଗଲା ୩୩ ଜୀବନ

ମୁମ୍ବାଇ: ମହାରାଷ୍ଟ୍ର ମହାବଳେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା। ରାଇଗଡ଼ ଜିଲ୍ଲା ଅମ୍ବେନାଳି ଘାଟିରୁ ବସ୍‌ ଖସି ୩୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାୟ ୩୫ ରୁ ୪୦ ଜଣ ଯାତ୍ରୀ ଏକ ବସ୍‌ରେ ମହାବଳେଶ୍ୱର ପିକ୍‌ନିକ୍ କରିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗାଡ଼ିଟି ଭାରସାମ୍ୟ ହରାଇ...

police official
ପୁଣି ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଅପହରଣ କଲେ ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀଙ୍କ ଟାଗେର୍ଟରେ ଏବେ ପୁଲିସ୍‌ ଅଧିକାରୀ। ଜାମ୍ମୁ ଓ କାଶ୍ମୀରରେ ଆଉ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ସୂଚନା ଅନୁସାରେ ପୁଲଓ୍ୱାମା ଜିଲ୍ଲାର ଟ୍ରାଲ୍ ଅଞ୍ଚଳରୁ ଗତକାଲି ରାତିରେ ସ୍ପେଶାଲ୍ ପୁଲିସ୍‌ ଅଫିସର ମୁଦାସିର୍‌ ଅହମ୍ମଦ ଲୋନ୍‌ଙ୍କୁ ଆତବାଦୀମାନେ ଘରୁ ଅପହରଣ କରି...

vp
୧୬ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆସନ୍ତା ଅଗଷ୍ଟ ୧୬ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏମ୍‌ସର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ...

Capture
ଜେଲ୍‌ରୁ କଏଦୀ ଚମ୍ପଟ୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍‌ରୁ ଜଣେ କଏଦୀ ଚମ୍ପଟ୍‌ ମାରିଛନ୍ତି। ଜେଲ୍‌ ପରିସରରେ ଥିବା ବଗିଚାରେ କାମ କରୁଥିବା ବେଳେ ସେ ଖସି ପଳାଇ ଯାଇଛନ୍ତି। ତାଙ୍କ ନାଁ ଭବସାଗର ଶବର (୪୦)। ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ ନାରୀ...

maoist..
ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଗୁଳି କରି ହତ୍ୟା

ମାଲକାନଗିରି: ଆଜିଠାରୁ ମାଓମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ସହିଦ ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ଜିଲ୍ଲାର କୁମ୍‌କୁମ୍‌ପୁଡ଼ି ଗାଁରେ ନକ୍ସଲମାନେ ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ ଜୟରାମ। ଗତକାଲି...

iskon temple
ଇସ୍କନ ମନ୍ଦିର ସାମ୍ନାରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରେ ବିଏମ୍‌ସିର ଜବରଦଖଲ ଉଚ୍ଛେଦ। ମନ୍ଦିର ସାମ୍ନାରେ ଥିବା ସମାଧି ପୀଠକୁ BMC, BDA ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି। ୩ଟି ଜେସିବିକୁ ଜବରଦଖଲ ଉଚ୍ଛେଦ କାମରେ ନିୟୋଜିତ କରାଯାଇଛି। ପୂର୍ବରୁ ବେଆଇନ ନିର୍ମାଣ ପାଇଁ ଗତ ୨୫ରେ ଇସ୍କନକୁ ବିଏମ୍‌ସି...

malkangiri
ପୋଲ ଉପରେ ପାଣି

ମାଲକାନଗିରି: ପୋଲ ଉପରେ ପାଣିର ସୁଅ ଛୁଟୁଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଏହି ଦୃଶ୍ୟ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବା ଫଳରେ ବହୁ ଛୋଟ ବଡ଼ ନାଳ ଭର୍ତ୍ତି ହୋଇଯାଇଛି। ଯାହାଦ୍ୱାରା MV-୩୭...

rathajatra
ବାହୁଡ଼ା ପାଇଁ ପ୍ରସ୍ତୁତି,ସମୀକ୍ଷା ବୈଠକରେ ଆଲୋଚନା

ବାହୁଡ଼ା ଯାତ୍ରା ପାଇଁ ଶେଷ ହେଲା ସମୀକ୍ଷା ବୈଠକ। ନୀଳାଦ୍ରୀ ଭକ୍ତ ନିବାସରେ ବସିଥିଲା ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ ଥିଲେ ।

dead
ଅପମାନ ସହିନପାରି ଆତ୍ମହତ୍ୟା!

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀ ହୁଡ଼ାରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅପମାନ ସହି ନପାରି ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ନାବାଳକଙ୍କ ପରିବାର ଲୋକେ ଅଭିଯୋଗ...

malkangiri
ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବସ୍‌ ଚଳାଚଳ ବନ୍ଦ

ମାଲକାନଗିରି: ଆଜିଠୁ ସପ୍ତାହେ ବ୍ୟାପୀ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳୁଛନ୍ତି ସହିଦ ସପ୍ତାହ। କୌଣସି ଅଘଟଣ ଆଶଙ୍କାରେ ମାଲକାନଗିରି ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସହିଦ ସପ୍ତାହରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ମାଲକାନଗିରି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା...

karunanidhi
ଡିଏମ୍‌କେ ପାର୍ଟି ସୁପ୍ରିମୋ ଏମ୍‌ କରୁଣାନିଧି ICUରେ ଭର୍ତ୍ତି

ଚେନ୍ନାଇ: ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସଭାପତି ଏମ୍. କରୁଣାନିଧି ଅସୁସ୍ଥ। ରକ୍ତଚାପ ହ୍ରାସ ଯୋଗୁଁ ଗତକାଲି ମଧ୍ୟରାତ୍ରରେ ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଗତକାଲିଠୁ ସେ ICUରେ ଅଛନ୍ତି। ବର୍ତ୍ତମାନ ତାଙ୍କର ରକ୍ତଚାପ ସ୍ଥିର ରହିଥିବା...