• translate
Minati Mishra

Minati Mishra

Editor

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

oman-bus-accident
ଓମାନରେ ବସ୍ ଦୁର୍ଘଟଣାରେ ୮ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ରାଷ୍ଟ୍ରର ଓମାନରେ ଗତକାଲି ବସ୍ ଦୁର୍ଘଟଣା ହୋଇଛି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୮ ଜଣ ହେଉଛନ୍ତି ଭାରତୀୟ ବୋଲି ଜଣାପଡ଼ିଛି। ଏବେ ବି ଆହୁରି ୮ ଜଣ ବସ୍ ଯାତ୍ରୀଙ୍କର ଜାତୀୟତା ଚିହ୍ନଟ ହୋଇ ନଥିବାରୁ ଭାରତୀୟଙ୍କ ମୃତ୍ୟୁ...

elephant
ଦନ୍ତା ମୃତ୍ୟୁ ଘଟଣାରେ ଫରେଷ୍ଟରଙ୍କ ସହ ୨ ନିଲମ୍ବିତ

ବାଲେଶ୍ୱର: ବାଲେଶ୍ୱର କୁଳଡିହା ଅଭୟାରଣ୍ୟ ତେଣ୍ଡା ନିକଟରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ  କୁଳଡିହା ଫରେଷ୍ଟର କିଶୋର ଚନ୍ଦ୍ର ଭୁୟାଁ ଓ ଗାର୍ଡ ଲାଲମୋହନ ସିଂଙ୍କୁ ନିଲମ୍ବନ କରାଯାଇଛି।  କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ଏପରି ନିଲମ୍ବନ କରାଯାଇଛି।  ସେହିପରି ଏସିଏଫ୍ଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି।  ବାଲେଶ୍ୱର ଡିଏଫ୍ଓ...

vigilance-123
ଭିଜିଲାନ୍ସ ଜାଲରେ ପଡ଼ିଲେ କୋଟିପତି ଅମିନ

ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ କରାଯାଇଛି। ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ବାରିପଦା ଏବଂ ଭଦ୍ରକ ଭିଜିଲାନ୍ସ ଅଧିକାରୀଙ୍କ ସହାୟତାରେ ଏହି ଚଢ଼ଉ କରାଯାଇଥିଲା ।...

crime
ଟାଙ୍ଗିଆରେ ହାଣି ୨ ଭାଇଙ୍କୁ ହତ୍ୟା କଲେ ଯୁବକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରି ଥାନା କାତିଆ ଗାଁରେ ଜଣେ ଯୁବକ ଟାଙ୍ଗିଆରେ ହାଣି ୨ ଭାଇଙ୍କୁ ହତ୍ୟା କରିଛନ୍ତି। ଗାଁ ଲୋକେ ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଯୁବକଙ୍କ ନାମ ଉଦ୍ଧବ ନାଏକ। ଆଜି ସକାଳେ ଗାଁର ଉଦ୍ଧବ ଜଙ୍ଗଲକୁ କାଠ ହାଣିବାକୁ ଯାଇଥିଲେ।...

telengana
ତେଲେଙ୍ଗାନାରେ କଂଗ୍ରେସକୁ ଝଟ୍‌କା: ୧୮ରୁ ୧୨ ବିଧାୟକ ଦଳ ଛାଡ଼ିଲେ

ତେଲେଙ୍ଗାନା: ତେଲେଙ୍ଗାନାରେ କଂଗ୍ରେସକୁ ଶକ୍ତ ଝଟ୍‌କା। ଦଳର ୧୨ ବିଧାୟକ  କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଟିଆରଏସରେ ମିଶିବା ନେଇ କରିଛନ୍ତି ଆବେଦନ। ଆଜି କଂଗ୍ରେସ ବିଧାୟକ ରୋହିତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୧୨ ଜଣ ବିଧାୟକ ତେଲେଙ୍ଗାନା ବାଚସ୍ପତି ଶ୍ରୀନିବାସ ରେଡ୍ଡୀଙ୍କୁ ଭେଟିଛନ୍ତି । ସୂଚନାଥାଉ କି, ଚଳିତ...

r-1
ପାକିସ୍ତାନରେ ରକ୍ତ ଭିଜା ଇଦ୍‌: ଗୁଳିମାଡ଼ରେ ୧୩ ମୃତ

ଇସ୍‌ଲାମାବାଦ: ସମଗ୍ର ବିଶ୍ୱ ବୁଧବାର ଆନନ୍ଦ ଓ ଉଲ୍ଲାସରେ ଇଦ୍‌-ଉଲ୍‌-ଫିତର ପାଳନ କରୁଥିବା ବେଳେ ପାକିସ୍ତାନରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। ପାକିସ୍ତାନର ମୁଲତାନରେ ଗୋଷ୍ଠୀ ସଘର୍ଷ ପରେ ସଂଘଟିତ ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଗୋଷ୍ଠୀର ଯୁବକମାନେ ଅନ୍ୟ ଗୋଷ୍ଠୀର ଲୋକଙ୍କ ଉପରେ ଗୁଳିମାଡ଼...

police-1
ଚାଉଳ ବ୍ୟବସାୟୀଙ୍କୁ ଧମକ ଦେଇ ଟଙ୍କା ଲୁଟି ନେଲେ କନ୍‌ଷ୍ଟେବଲ୍‌

ସମ୍ବଲପୁର: ସମ୍ବଲପୁରର ଜଣେ ଚାଉଳ ବ୍ୟବସାୟୀଙ୍କୁ ଧମକ ଦେଇ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କନଷ୍ଟେବଲ । ଗିରପ କନଷ୍ଟେବଲଙ୍କ ନାଁ ଲୋକନାଥ ବେହେରା। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।  ଚାଉଳ ବ୍ୟବସାୟୀ ଧନୁପାଲି ଥାନାରେ ଲିଖିତ ଅଭିଯୋଗ...

moonsoon-..........
୮ ପରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ। ମୌସୁମୀ କେରଳ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ  ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି। ମୌସୁମୀର ଏଭଳି ସ୍ଥିତି ରହିଲେ ସାରା ଦେଶରେ ବର୍ଷା ବିଳମ୍ୱରେ ହେବ...

sitalsasthi
ସରିଲା ନିର୍ବନ୍ଧ, ଆସନ୍ତା କାଲି ଶିବ ବିବାହ

ସମ୍ବଲପୁର: ପ୍ରସିଦ୍ଧ  ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଲାଣି ସମ୍ବଲପୁର ସହର। ଦେବ ଦେବ ମହାଦେବଙ୍କ ବିବାହ ପାଇଁ ଗତ ରାତିରେ ସମ୍ପନ୍ନ ହୋଇଛି ନିର୍ବନ୍ଧ କାର୍ଯ୍ୟ ବା ପତରପେଣ୍ଡି। ବରପିତାମାନେ ସହରର ଝାଡୁଆପଡା, ମୋଦିପଡା , ବଡବଜାର , ବାଲିବନ୍ଧ , ବୁଢାରଜା ଓ ଠାକୁରପଡା...

hockey
ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ  ଆରମ୍ଭ ହୋଇଛି ଏଫଆଇଏଚ୍ ପୁରୁଷ ହକି ସିରିଜ ଫାଇନାଲ।  ଆୟୋଜକ  ଭାରତ ସମେତ ୮ଟି ଦେଶ ଏହି ସିରିଜ୍ଅରେ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ୩ଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଅପରାହ୍ନ ୫ଟାରେ ସାଉଥ ଆଫ୍ରିକା ଓ ୟୁଏସ୍ଏ...

jio 1234
ୱାର୍ଲଡ୍‌ କପ୍‌‌ ପାଇଁ ଜିଓର ପୁଣି ଏକ ଧମାକାଦାର ଅଫର

ଭୁବନେଶ୍ୱର: କ୍ରିକେଟ‍‌ ମ୍ୟାଚ‍‌ ଦେଖିବା ଲାଗି ଜିଓ ହୋଇଛି ଦର୍ଶକଙ୍କ ସବୁଠାରୁ ପ୍ରିୟ ନେଟ୍‌ୱର୍କ। ଏବେ ଜିଓ ବ୍ୟବହାରକରୀମାନେ ସବୁ ମ୍ୟାଚ୍‌ର ମାଗଣା ସିଧା ପ୍ରସାରଣ (ଲାଇଭ୍) ଦେଖି ପାରିବେ। ଜିଓ ବ୍ୟବହାରକାରୀମାନେ ଏଥିରେ ୩୬୫ ଟଙ୍କା ବଞ୍ଚାଇ ପାରିବେ। କ୍ରିକେଟ‍‌ ମ୍ୟାଚ‍‌ ଲାଇଭ୍ ଦେଖିବାରେ ଜିଓ ସବୁଠାରୁ...

doodle
ଆଜି ଗୁଗଲ୍‌ର ଡୁଡଲ୍‌ରେ ଥିବା ଫଟୋଟି କାହାର ଜାଣନ୍ତି କି ?

ଗୁଗଲ ନିଜର ସର୍ଚ୍ଚ ଡୁଡଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଅର୍ଥାତ୍ ଜୁନ୍‌ ୫ର ଗୁଗଲ୍ ତାର ଡୁଡୁଲରେ ରଖିଛି ଜଣେ ମହିୟସୀ ମହିଳାଙ୍କୁ। ଏହି ମହିୟସୀ ଜଣକ ହେଲେ ଇଟଲି ଭେନିସ୍‌ ସହରର ଜଣେ...

rape
ଅସହ୍ୟ ହେଲା ବଳାତ୍କାର ଯନ୍ତ୍ରଣା, ଇଚ୍ଛା ମୃତ୍ୟୁକୁ ବାଛିନେଲେ ନାବାଳିକା

ଆମଷ୍ଟାରଡାମ:  ଶୈଶବରେ ଧୂଳି ଘର ଖେଳିବା ସମୟରେ ହିଁ ବାରମ୍ୱାର ବଳାତ୍କାରର ଯନ୍ତ୍ରଣା ସହିବାକୁ ପଡିଥିଲା। ଆଉ ଏହା ଅସହ୍ୟ ହେବାରୁ ଶେଷରେ ନାବାଳିକାଜଣକ ବାଛି ନେଲେ ମୃତ୍ୟୁର ପଥ। ନାବାଳିକାଜଣକ ଏତେମାତ୍ରାରେ ମାନସିକ ସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଯେ, ନିଜକୁ ଶେଷ କରିବାକୁ ସେ ଇଚ୍ଛାମୃତ୍ୟୁ ଲାଗି...

dinyar
ପରଲୋକରେ ବଲିଉଡ୍‌ ଅଭିନେତା ଦିନାୟର୍ କଣ୍ଟ୍ରାକ୍ଟର

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟରାନ୍ ଅଭିନେତା ପଦ୍ମଶ୍ରୀ ଦିନାୟର୍ କଣ୍ଟ୍ରାକ୍ଟର ଆଉ ନାହାନ୍ତି। ଆଜି ସକାଳେ ମୁମ୍ବାଇ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ୭୯ ବର୍ଷ ବୟସ ହୋଇଥିଲା। ଗତ କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ...

w21
ଟଏଲେଟ୍‌ ପେପର ପାଇଁ ଏହି ଦେଶରେ କଟାଯାଉଛି ଦିନକୁ ୨୫ ହଜାର ଗଛ

ଭୁବନେଶ୍ୱର: ଆଜି ‘ବିଶ୍ୱ ପରିବେଶ ଦିବସ’। ଜାତିସଂଘର ଅନୁମୋଦନ କ୍ରମେ ୧୯୭୪ ମସିହାରୁ ପ୍ରତି ବର୍ଷ ଜୁନ୍‌ ୫ ତାରିଖ ଅର୍ଥାତ ଆଜିର ଦିନକୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି...

loot
ଲୁଟ୍ ଉଦ୍ୟମ ବ୍ୟର୍ଥ, ଲୁଟେରାଙ୍କୁ ଚାପିଦେଲା ଟ୍ରକ

ରାଉରକେଲା: ରାଉରକେଲାର ବାଗଡ଼େଗା ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ରୁ ଲୁଟ ଉଦ୍ୟମ କରିବାକୁ ଯାଇ ଜଣେ ଲୁଟେରାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଟ୍ରକଟି ଲୁହା ବୋଝେଇ କରି ଯାଉଥିବା ବେଳେ ବାଗଡେଗା ଘାଟିରେ କିଛି ବ୍ୟକ୍ତି ଏହାକୁ ଅଟକାଇବାକୁ ଉଦ୍ୟମ...

flight
ଆଧୁନିକ ଯନ୍ତ୍ରାଂଶ ଲାଗି ନ ଥିବାରୁ ଠାବ ହୋଇ ପାରୁନି ନିଖୋଜ ବିମାନ

ନୂଆଦିଲ୍ଲୀ: ସୋମବାରଠାରୁ ମଝି ଆକାଶରେ ନି‌ଖୋଜ ହୋଇଯାଇଥିବା ବାୟୁସେନାର ଏଏନ୍‌-୩୨ ବିମାନର ପତ୍ତା ଏଯାଏ ମିଳିପାରି ନାହିଁ। ଇତି ମଧ୍ୟରେ ତିନି ଦିନ ବିତି ଯାଇଥିଲେ ହେଁ ବିମାନ ଏବଂ ଏହା ମଧ୍ୟରେ ଥିବା ୧୩ ଜଣ ଲୋକ କେଉଁଠି ଏବଂ କେମିତି ଅଛନ୍ତି, ସେକଥା କେହି ଜାଣିପାରୁନାହାନ୍ତି। ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।