• translate
Minati Mishra

Minati Mishra

Editor

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

baragada
ଛାତ ଉପରେ ଗୁଳି କରି ହତ୍ୟା

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହର ଉପକଣ୍ଠ ଜମୁଡ଼ା ଗ୍ରାମରେ ଛାତ ଉପରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ବସନ୍ତ ପ୍ରଧାନ। ତାଙ୍କ ବୟସ ୫୦ ବର୍ଷ । ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲକୁ ନେବା...

koraput
୧୦ ଦିନ ସଂଘର୍ଷ ପରେ ଛାତ୍ରୀଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ସହପାଠୀଙ୍କ ଆକ୍ରମଣରେ ଗୁରୁତର ଛାତ୍ରୀଙ୍କର ଆଜି ମୃତ୍ୟୁ ଘଟିଛି। ଛାତ୍ରୀ ଜଣକ ସେମିଳିଗୁଡ଼ାର ଏକ ଇଞ୍ଜିନିୟରିଂ କଲେଜରେ ପଢୁଥଲେ। ଏକତରଫା ପ୍ରେମ ନିବେଦନ କରି ବିଫଳ ଜଣେ ନାବାଳକ ସହପାଠୀ ଜୁନ୍ ପହିଲାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ମାରି ଦେବାକୁ...

massage
ଏଣିକି ଟ୍ରେନ୍‌ରେ ଯାତ୍ରୀଙ୍କୁ ମିଳିବ ମସାଜ ସର୍ଭିସ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍‌ରେ ଏଣିକି ଯାତ୍ରୀଙ୍କୁ ମିଳିବ ମସାଜ୍ ସର୍ଭିସ। ରେଳ ବିଭାଗର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଯାତ୍ରୀ। ଏହି ସେବା ଇନ୍ଦୋରରୁ ଯାଉଥିବା ୩୯ଟି ଟ୍ରେନ୍‌ରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ମାଲିସ୍ ପାଇଁ ଜଣକ ପିଛା ୧୦୦ ଟଙ୍କା ଦର ର୍ନିଦ୍ଧାରଣ ହୋଇଛି।...

mao
୮ ବର୍ଷ ପରେ ମାଓ ଉପଦ୍ରୁତ ଧଳିପୁଟରେ ପଡିଲା ସରକାରୀ ବାବୁଙ୍କ ପାଦ

ମାଲକାନଗିରି: ବିକାଶର ପ୍ରତିଶ୍ରୁତି ଦେଇ ଏଇ ମାଟିରେ ଦିନେ ପାଦ ଥାପିଥିଲେ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା। ହେଲେ ଏଇଠାରୁ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ତା ପରଠାରୁ ଆଉ କୌଣସି ସରକାରୀ ବାବୁଙ୍କର ପାଦ ପଡ଼ି ନ ଥିଲା ମାଲକାନଗିରି ଜିଲ୍ଲାର ଅପହଞ୍ଚ ଏଇ ଧୂଳିପୁଟ ମାଟିରେ।...

rohit-2
୫୭ ରନ୍ କରି ରୋହିତ୍ ଆଉଟ୍

ଲଣ୍ଡନ: ଲଗାତାର ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୫୭ ରନ୍ କରି ଆଉଟ୍ ହୋଇଛନ୍ତି । ଭାରତର ସ୍କୋର ୧୨୭ ଥିବା ବେଳେ ରୋହିତ୍ କୁଲ୍ଟର-ନାଇଲଙ୍କ ବଲରେ ୱିକେଟକିପର ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ ଦେଇ ବସିଥିଲେ । ରୋହିତ ଏହି ମ୍ୟାଚରେ ଆରମ୍ଭରୁ...

Antonov-An-32
ନିଖୋଜ ବିମାନର ସୂଚନା ଦେଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ୭ ଦିନ ହେଲାଣି ନିଖୋଜ ହୋଇଛି ବାୟୁସେନାର ଏଏନ- ୩୨ ବିମାନ। ବହୁ ଖୋଜାଖୋଜି ପରେ ବିଫଳ ହେବାରୁ ଶେଷରେ ବାୟୁସେନା ନିଖୋଜ ବିମାନ ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ସୋମବାର ଏହି ବିମାନଟି ଆସାମର ଜୋରହାଟରୁ...

modi-in-srilanka (1)
ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦୁଇ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲ୍‌ଡିଭ୍‌ସରୁ ଫେରି ଶ୍ରୀଲଙ୍କା ପହଞ୍ଚିଛନ୍ତି। ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ପଡ଼ୋଶୀ ରାଷ୍ଟ୍ରଙ୍କୁ ଗୁରୁତ୍ୱ ଦିଆଯିବା କ୍ରମରେ ଏହି ଦୁଇ ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଛନ୍ତି। ସମଗ୍ର ବିଶ୍ୱକୁ ଚମକାଇ...

n.p
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ୧୧ରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। ଆସନ୍ତା ୧୧ ତାରିଖରେ ସେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ବିଶେଷ କରି ରାଜ୍ୟର ସ୍ୱାର୍ଥ ସମ୍ବଳିତ ଦାବି ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିପାରନ୍ତି। ଏହାପରେ...

RAHUL-MEET-HIS-NURSE
ଜନ୍ମ ବେଳେ ଉପସ୍ଥିତ ଥିବା ନର୍ସଙ୍କୁ ଭେଟି ଭାବବିହ୍ୱଳ ହେଲେ ରାହୁଲ

ଓ୍ୱାଇନାଡ଼(କେରଳ): ନିଜର ଜନ୍ମ ସମୟରେ ହସ୍ପିଟାଲର ଓ୍ୱାର୍ଡରେ ଉପସ୍ଥିତ ଥିବା ଜଣେ ନର୍ସଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କୁ ଦେଖି ବହୁତ ଖୁସି ହୋଇଥିଲେ। ସେ ସମୟର ଏକ ଭାବବିହ୍ୱଳ ଫଟୋ ସେ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ରାହୁଲଙ୍କ ଜନ୍ମବେଳେ ଉପସ୍ଥିତ ଥିବା ଏହି...

representational image
ବୈତରଣୀରେ ସଲିଳ ସମାଧି ନେଲେ ଦୁଇ ସାଙ୍ଗ

କେନ୍ଦୁଝର: ଦୁଇ ସାଙ୍ଗ ମିଶି ନଈକୁ ଗାଧୋଇବାକୁ ଯାଇଥିଲେ। ହେଲେ କିଏ ଜାଣିଥିଲା, ଏହା ସେମାନଙ୍କର ଶେଷ ଗାଧୁଆ ବୋଲି।  ବୈତରଣୀ ନଦୀରେ ୨ ନାବାଳକଙ୍କ ନିଖୋଜ ହୋଇ ଯାଇଥିଲେ । ପରେ ସେମାନଙ୍କର ମୃତ ଦେହ ଉଦ୍ଧାର କରାଯାଇଛି।  ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା...

123
ଦଶାହ ଭୋଜି ଖାଇ ଝାଡ଼ାବାନ୍ତି: ୩୫ ଆକ୍ରାନ୍ତ

ନୂଆପଡ଼ା: ନୂଆପଡ଼ା କୋମନା ବ୍ଲକ ଟିକ୍ରାପଡ଼ା ଗାଁରେ ଝାଡ଼ାବାନ୍ତିରେ ୩୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ କୋମନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁରେ ଏକ ଦଶାହ ଭୋଜି ଖାଇ ଆସିବା ପରେ ଏମାନଙ୍କର ପେଟ ବ୍ୟଥା ସହ ଝାଡ଼ାବାନ୍ତି...

Eggs-Dont-Break-With-Hammer
ଖାଦ୍ୟ ପାଲଟି ଯାଉଛି ବରଫ, ଖାଇବେ କ’ଣ ଯବାନ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ବରଫାବୃତ୍ତ ପାହାଡ଼ରେ ମୁତୟନ ଥିବା ଦେଶର ଯବାନମାନେ ଏବେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏମିତି ନୁହେଁ ଯେ, ସେମାନଙ୍କ ପାଖରେ ଖାଦ୍ୟ ପଦାର୍ଥ ନାହିଁ। କିନ୍ତୁ ଅତ୍ୟଧିକ ଥଣ୍ଡା ଯୋଗୁ ଖାଦ୍ୟ ପଦାର୍ଥ ଏତେ ଟାଣ ହୋଇ ଯାଉଛି ଯେ ସେସବୁ...

11111
ଓଡ଼ିଆ ପାଇଲଟ୍‌ଙ୍କ ଉଦ୍ଧାର ପାଇଁ ରାଜନାଥଙ୍କୁ ଚିଠି ଲେଖିଲେ ପ୍ରମିଳା ବିଷୋୟୀ

ଭୁବନେଶ୍ୱର : ବାୟୁସେନାର ନିଖୋଜ ବିମାନ AN-32ରେ ଥିବା ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କୁ ଉଦ୍ଧାର କରିବାକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ, ‘ସୁନୀତ ତାଙ୍କ ନିର୍ବାଚନମଣ୍ଡଳୀର ପୁଅ। ସେ ନିଖୋଜ ହେବା ଘଟଣା...

D.-Krishna
ସ୍କୁଟରରେ ମା’ଙ୍କୁ ବସାଇ ଭାରତ ବୁଲାଇଲେ ପୁଅ

ଭାଗଲପୁର: ବାର୍ଦ୍ଧକ୍ୟ ଓ ତତ୍‌ଜନିତ ଯନ୍ତ୍ରଣା ନିଶ୍ଚିତ ଭାବେ ଅସହ୍ୟ। ଆଉ ତା’ଠାରୁ ଅସହ୍ୟ ଆପଣାର ମଣିଷଙ୍କ ଅବହେଳା। ବାର୍ଦ୍ଧକ୍ୟରେ ପୁଅ-ବୋହୂ-ଝିଅଙ୍କ ଅବହେଳା କଥା ନ କହିବା ଭଲା । ତାର ନମୁନା ଆଜିକାଲିର ଓଲ୍‌ଡ ଏଜ୍‌ ହୋମ। ହେଲେ ଆମେ ଏଠି ଏମିତି ଜଣେ ପୁଅଙ୍କ କଥା...

444
ନାଗ ସହ ଲଢି ମାଲିକଙ୍କୁ ବଞ୍ଚାଇଲା କୁକୁର

ଭୁବନେଶ୍ୱର: ମାଲିକକୁ ବଞ୍ଚାଇବା ପାଇଁ ସାପ ସହ ଲଢିଲା କୁକୁର। ସାପଠାରୁ ଚୋଟ ପରେ ଚୋଟ ଖାଇ ଚାଲିଥାଏ ସିନା, ସାପକୁ ଘର ଭିତରକୁ ପଶିବାକୁ ଦେଇ ନ ଥିଲା । ଶେଷରେ ପରିବାର ଲୋକେ ସ୍ନେକ ହେଲ୍ପଲାଇନକୁ ଡାକି ସାପକୁ ଧରିଥିଲେ। ହେଲେ ପୋଷା କୁକୁର ଗୁରୁତର ହୋଇପଡ଼ିଛି। ଏମିତି...

Krishna-Menon-Marg-house
ବାଜପେୟୀଙ୍କ ପୁରୁଣା ବାସଭବନରେ ରହିବେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ରିଷ୍ଣା ମେନନ ମାର୍ଗ ନିବାସରେ ରହିବେ। ନିକଟରେ ଅମିତ ଶାହ ଏହି ବାସଭବନକୁ ଆସି ପରିଦର୍ଶନ କରିବା ପରେ କିଛି ସ୍ଥାନରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିବା...

mamata
ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ କେନ୍ଦ୍ରର ଶାସକ ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ପଶ୍ଚିମବଙ୍ଗବାସୀ କେନ୍ଦ୍ରର ଅନେକ ଯୋଜନାରୁ ବାଦ୍ ପଡ଼ିପାରନ୍ତି। ଜୁନ ୧୫ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ...

cricket
ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍ ଜିତିଲା ଭାରତ, ଆଗକୁ ସବୁ ଶୁଭ !

ଭୁବନେଶ୍ୱର: ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକାକୁ ହରାଇ ନିଜର ଦମ୍ ଦେଖାଇଛି। କ୍ୟାପଟେନ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡର ‘ଦି ରୋଜ ବାଉଲ’ ଷ୍ଟାଡିୟମରେ ୬ ଓ୍ୱିକେଟରେ ହରାଇଛି। ଏବେ ଏହି ମ୍ୟାଚରେ ବିଜୟୀ ହେବା ବିଭିନ୍ନ ଦୃଷ୍ଟିକୋଣରୁ...

dubai
ଦୁବାଇରେ ଫସି ରହିଥିବା ଶ୍ରମିକଙ୍କୁ ସହାୟତାର ହାତ ବଢାଇଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର : ୮ ମାସ ହେଲା ମିଳିନି ଦରମା, ଭାରତ ଫେରଆସିବାକୁ ପାଖରେ ଅର୍ଥ ନାହିଁ କି ପାସପୋର୍ଟ ନାହିଁ। ସେମାନେ ଅପେକ୍ଷା କରି ପଡ଼ି ରହିଛନ୍ତି ଗୋଟିଏ ନୂଆ ସକାଳକୁ ଯାହା ସେମାନଙ୍କୁ ଜନ୍ମମାଟି ଓଡ଼ିଶା କୋଳକୁ ଫେରାଇ ଆଣିବ। ରୋଜଗାର ପାଇଁ ଏଜେଣ୍ଟଙ୍କ ମାଧ୍ୟମରେ ଦୁବାଇ...

sital--700x430 (1)
ଆଜି ଦେବ ଦମ୍ପତିଙ୍କ ବିବାହ: ବରବେଶରେ ବାହାରିବେ ଭୋଲାବାବା

ସମ୍ବଲପୁର(ସଞ୍ଜୟ ଜେନା): ଶୀତଳଷଷ୍ଠୀ ଯାତ୍ରା ପାଇଁ ଦୁଲୁକୁଛି ସମ୍ବଲପୁର ସହର। ଆଜି ହେଉଛି ଦେବ ଦମ୍ପତିଙ୍କ ବିବାହ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବାହାରିବେ ବିବାହ ଶୋଭାଯାତ୍ରାରେ। ବାଜା, ବାଣ, ନାଚ ଗୀତ ସହ ବରଯାତ୍ରୀ ମାନଙ୍କୁ ସାଙ୍ଗରେ ଧରି ଯିବେ କନ୍ୟା ଘରକୁ।...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।