• translate
Minati Mishra

Minati Mishra

Editor

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

foni
ଫୋନି କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାକୁ ମିଳିବ ୧୯୭ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଯାଇଥିବା ପୁରୀ ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୭ କୋଟି ୫୯ ଲକ୍ଷ ଟଙ୍କା ମଞ୍ଜୁର କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ‘ଫୋନି’ ପ୍ରକୋପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପକ୍କା ଓ କଚ୍ଚା ଘର ପାଇଁ ୯୫ ହଜାର...

accident
ବିଦ୍ୟୁତ୍ ଆଘାତରେ ଠିକା କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର(ଅଭୟ ପତି):ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ବିଦ୍ୟୁତ୍ ଆଘାତର ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରହଲ୍ଲାଦ ଜେନା। ଘର ତାରାକୋଟ ଗାଁରେ। କାଳବୈଶାଖୀ ଯୋଗୁ ଛିଣ୍ଡି ଯାଇଥିବା ବିଦ୍ୟୁତ୍ ତାରକୁ  ବିଭାଗ ପକ୍ଷରୁ ଗତକାଲି ମରାମତି ହେଉଥିଲା। ବିଦ୍ୟୁତ୍ ବିଭାଗରେ ଠିକା...

loc-pti-1527826733-1527907091
ଏନକାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ କୁଲଗାମ ଅଞ୍ଚଳର ଶାୟର ଅହମ ଭଟ୍ଟ ଓ ଶୋପିଆନ ଅଞ୍ଚଳର ଶାକିର ଅହମ୍ମଦ ବଗାୟ। ଏହି ଦୁଇ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍‌ରେ ଥିଲେ।...

a-2
୧୨ ଆୟକର ଅଧିକାରୀଙ୍କୁ ଚାକିରିରୁ ବାହାର କଲେ ମୋଦି ସରକାର

ନୂଆଦିଲ୍ଲୀ: ମହିଳାଙ୍କୁ ସମ୍ମାନ ଓ ଜିରୋ ଦୁର୍ନୀତିର ନାରା ଦେଇ ୨୦୧୪ରେ ସରକାରକୁ ଆସିଥିବା ପ୍ରଧାନମନ୍ତ୍ରୀ ଏବେ ଆଉ ପାଦେ ଆଗେଇଛନ୍ତି। ଆୟକର ବିଭାଗର ୧୨ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ। ଯାହାକୁ ନେଇ ମୋଦି ସରକାର ପୁଣି...

2
ହ୍ୟାକ୍‌ ପରେ ରିକଭର୍‌ ହେଲା ବିଗ୍‌ବିଙ୍କ ଟ୍ୱିଟର୍‌ ଆକାଉଣ୍ଟ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍‌ ହୋଇଯାଇଛି। ଗତ ସୋମବାର ହ୍ୟାକର ଅମିତାଭଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କରି ପ୍ରୋଫାଇଲ୍‌ ଫଟୋରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଫଟୋ ଲଗାଇ ଦେଇଛନ୍ତି। ଏହା ବ୍ୟତୀତ ତାଙ୍କ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି। ଯେଉଁଥିରେ ‘ଲଭ୍...

srk_1
ଧୂମ୍‌-୪ରେ ଖଳନାୟକ ହେବେ ଶାହରୁଖ୍‌ !

ମୁମ୍ବାଇ: ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ ଆଦିତ୍ୟ ଚୋପ୍ରାଙ୍କ ବ୍ଲକ୍‌ବାଷ୍ଟର୍‌ ହିଟ୍‌ ସିରିଜ୍‌ ‘ଧୁମ୍‌’ର ପାର୍ଟ-୪ରେ ଖଳନାୟକ ଭୂମିକାରେ ଦେଖାଯାଇ ପାରନ୍ତି। ସୋଶାଲ୍‌ ମିଡିଆରେ ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହରୁଖ୍‌ ଧୁମ୍‌-୪ରେ ଅଭିନୟ କରିବେ ବୋଲି ପୁର୍ବରୁ ମଧ୍ୟ ଚର୍ଚ୍ଚା ଯୋର୍‌ ଧରିଥିଲା। ପୂର୍ବରୁ ରିଲିଜ୍‌...

assembly
ଗଠନ ହେଲା ୩ ନୂଆ ଆରଆଇ ସର୍କଲ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ଟି ରାଜସ୍ୱ ନିରୀକ୍ଷଣ ମଣ୍ଡଳ ବା ଆରଆଇ ସର୍କଲ ଗଠନ କରିଛନ୍ତି ସରକାର। ବରଗଡ଼ ଜିଲ୍ଲାରେ ଏହି ୩ଟି ଯାକ ଆରଆଇ ସର୍କଲ ସୃଷ୍ଟି କରାଯାଇଛ। ନୂଆ ସର୍କଲଗୁଡ଼ିକ ହେଲା ତାଲପାଲି, ଗୁଡେରପାଲି ଓ ଡଙ୍ଗବାହାଲ। ଏହାଛଡ଼ା ଗାଈସିଲଟ ଆରଆଇ ସର୍କଲର ପୁନର୍ଗଠନ କରାଯାଇଛି।...

Amit-Shah_750
ବର୍ଷ ଶେଷ ଯାଏ ବିଜେପି ଅଧ୍ୟକ୍ଷ ରହିବେ ଅମିତ ଶାହ!

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ହେବାକୁ ଥିବା ତିନି ରାଜ୍ୟର ନିର୍ବାଚନ ଯାଏ ବିଜେପିର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ। ବିଜେପି ଗୋଟିଏ ପଦ ଓ ଗୋଟିଏ ପଦବୀ ନୀତିକୁ ଗୁରୁତ୍ୱ ଦେଉଥିବା ବେଳେ ଉଭୟ ସଂଘ ପରିବାର ଓ ବିଜେପି ତିନି ରାଜ୍ୟର ନିର୍ବାଚନ...

amarica
ସମଲିଙ୍ଗୀ ପ୍ରାଇଡ୍‌ ପ୍ୟାରେଡ୍‌ରେ ବନ୍ଧୁକ ଆତଙ୍କ, ବ୍ୟାପକ ଦଳାଚକଟା

ୱାଶିଂଟନ୍‌: ଆମେରିକାର ୱାଶିଂଟନରେ ସମଲିଙ୍ଗୀ ପ୍ରାଇଡ୍‌ ପ୍ୟାରେଡ୍‌ରେ ଅଘଟଣ ଘଟିଛି। ପ୍ୟାରେଡ୍‌ ବେଳେ ଜଣେ ଭାରତୀୟ ବଂଶଦ୍ଭୋବ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ ସେଠାରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍‌ ବନ୍ଧୁକଧାରୀ ୩୮ ବର୍ଷୀୟ ଅଫତାବଜୀତ ସିଂହଙ୍କୁ ଗିରଫ କରିଛି। ସେ ଭିଡ଼ ମଧ୍ୟରେ...

z51
ଇଲେକ୍ଟ୍ରିକ୍‌ ଜିନିଷ ଭିତରେ ଥିବା ଏହି ପ୍ୟାକେଟ୍‌କୁ ଫୋପାଡ଼ି ଦେଉଛନ୍ତି କି ? ଜାଣନ୍ତୁ ଏହା କେତେ ଉପକାରୀ

ଭୁବନେଶ୍ୱର: ବଜାରରୁ ଜୋତା, ପର୍ସ, ବ୍ୟାଗ୍‌, ଇଲେକ୍ଟ୍ରିକ୍‌  ଜିନିଷ ଇତ୍ୟାଦି କିଣିଲେ ସେସବୁ ଭିତରେ ଛୋଟ ଛୋଟ ପ୍ୟାକେଟ୍‌ ଥିବାର ଆପଣ ଦେଖିଥିବେ। ଆମେ ପ୍ରାୟ ଏହାକୁ ଦେଖି କିଛି କାମରେ ଆସିବ ନାହିଁ ବୋଲି ଭାବି ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଅଦରକାରୀ ଜିନିଷ...

bus-accident
ଓଲଟି ପଡ଼ିଲା ବସ୍‌, ୧୫ ଯାତ୍ରୀ ଆହତ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାର ଜାଗୁଳେଇ ପାଟଣା ଠାରେ ଏକ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌ ଭିତରୁ...

dance
ବିଧାୟକଙ୍କ ରଙ୍ଗୀନ ଡ୍ୟାନ୍ସ

ମଣିପୁର:ସରକାରୀ ଗସ୍ତରେ ମଣିପୁର ଯାଇଥିବା ବିହାର ବିଧାୟକଙ୍କ ରଙ୍ଗୀନ ନାଚ ଏବେ ସୋଶାଲ ମିଡିଆରେ ଭାଇରାଲ ହେଇଛି। ମଣିପୁର ଓ ମ୍ୟାମାଁରର ସୀମାନ୍ତ ମୋରେ ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଭ୍ୟନ୍ତରୀଣ ସମ୍ବଳ ଏବଂ କେନ୍ଦ୍ରୀୟ ସହାୟତା ସଂପର୍କିତ ବିଧାନସଭା କମିଟିର ସଦସ୍ୟ ଥିବା ଆରଜେଡି, ଜେଡିୟୁ...

tax
ଏଣିକି ଟଙ୍କା କାଢିଲେ ବି ପଡ଼ିବ ଟିକସ

ନୂଆଦିଲ୍ଲୀ: ଟଙ୍କା କାଢ଼ିଲେ ମଧ୍ୟ ଦେବାକୁ ପଡ଼ିପାରେ ଟିକସ। ଏମିତି ଏକ ନିୟମ କରିବାକୁ ଯାଉଛନ୍ତି ମୋଦି ସରକାର। ଏହି ନିୟମ ଅନୁଯାୟୀ, ବର୍ଷକୁ ୧୦ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କା ବ୍ୟାଙ୍କରୁ କାଢ଼ିଲେ ଟିକସ ଦେବାକୁ ପଡ଼ିବ। କୌଣସି ଗ୍ରାହକ ବର୍ଷକୁ ୧୦ ଲକ୍ଷ ଟଙ୍କା...

shah-rukh-khan-
ଟିମ୍ ଇଣ୍ଡିଆରେ ‘ଏସଆରଏକେ’

ଭୁବନେଶ୍ୱର: ରବିବାର ଚଳିତ ବିଶ୍ୱକପରେ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚରେ ବିଜୟୀ ହୋଇଛି ଭାରତ। ଏହି ବିଜୟ ପଛରେ ରହିଛି ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ଭଲ ପ୍ରଦର୍ଶନ। ହେଲେ ଭାରତର ଏହି ବିଜୟ ପାଇଁ ଟିମ୍ ଇଣ୍ଡିଆର ‘ଏସଆରଏକ’ ଏବେ ଚର୍ଚ୍ଚାରେ। ସାଧାରଣତଃ ବଲିଉଡରେ ଏସଆରକେ...

Virat-Kohllo
ଫ୍ୟାନ୍ସଙ୍କ ବ୍ୟବହାର ପାଇଁ ସ୍ମିଥ୍‌ଙ୍କୁ କ୍ଷମା ମାଗିଲେ ବିରାଟ୍

ଲଣ୍ଡନ: ଚଳିତ ବିଶ୍ୱକପ୍‌ରେ ପୁଣି ଭାରତକୁ ମିଳିଛି ଏକ ରୋମାଞ୍ଚକର ବିଜୟ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ ବାହିନୀ ଚମତ୍କାର ପ୍ରଦର୍ଶନ କରି ଟିମ୍ କଙ୍ଗାରୁକୁ ୩୬ ରନ୍‌ରେ ପରାସ୍ତ କରିଛି। ଏଥିସହ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ...

Former-Puducherry-CM-RV-Janakiraman-dies-at-the-age-of-78
ପରଲୋକରେ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପରଲୋକରେ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଆର.ଭି ଜନକୀରମନ। ୭୯ ବର୍ଷ ବୟସରେ ଜନକୀରମନଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଡିଏମକେ ନେତା ତଥା ସାଂସଦ କାନ୍ନିମୋଝୀ ହସ୍ପିଟାଲ ଯାଇ ଆର. ଭି ଜନକୀରମନଙ୍କୁ ଶେଷ ଦର୍ଶନ କରିଛନ୍ତି।

mallya
ମାଲ୍ୟାଙ୍କୁ ଦେଖି ଲୋକେ ଚିଲେଇଲେ ‘ମାଲ୍ୟା ଚୋର୍‌ ହୈ’

ଲଣ୍ଡନ: ଗତକାଲି ଲଣ୍ଡନର କେନିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ଭାରତ ଓ ଅଷ୍ଚ୍ରେଲିଆ କ୍ରିକେଟ୍ ମ୍ୟାଚ୍ ଦେଖି ଫେରୁଥିବା ବେଳେ ‘ପଳାତକ’ ଘୋଷିତ ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଷ୍ଟାଡିୟମ୍‌ ବାହାରେ ଲୋକେ ‘ଚୋର ହୈ’ ବୋଲି କହି ଚିଲାଇ ଥିଲେ। ବିଜୟ ମାଲ୍ୟା ତାଙ୍କ ମାଆଙ୍କ ସହିତ ଷ୍ଟାଡିୟମ୍‌ ବାହାରକୁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।