• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

serial killer of madhya pradesh in jail
ବୟସ ୧୮...ପରିଚୟ ସିରିଏଲ୍ କିଲର, ଜେଲ୍ ଅନ୍ତେବାସୀ ଛାନିଆଁ

ସେ ଥିଲେ ଜଣେ ସିରିଏଲ କିଲର। ବୟସ ମାତ୍ର ୧୮ ହେଲେ ଅଜବ ଥିଲା ତାଙ୍କ କାରନାମା। ବିନା କାରଣରେ ଚାରି ଚାରି ଜଣ ସିକ୍ୟୁରିଟି ଗାର୍ଡଙ୍କୁ ସେ ହତ୍ୟା କରିଥିଲେ। ସେ ଯେତେବେଳେ ଜେଲକୁ ଆସିଲେ ତାଙ୍କୁ ଦେଖି କଏଦୀ ବି ଡରିଲେ । ତାଙ୍କ ସହ...

ramya krishnans birthday today
ରାମୟା କ୍ରିଷ୍ଣନଙ୍କ ଜନ୍ମଦିନରେ ମନେପଡ଼ିଲେ ‘ନୀଳାମ୍ବରି’

୫ଟି ଭାଷାର ୨୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ସାଉଥ୍‌ ଲେଡି ସୁପରଷ୍ଟାର ରାମୟା କ୍ରିଷ୍ଣନଙ୍କର ଆଜି ଜନ୍ମଦିନ। ୫୨ ବର୍ଷରେ ପାଦ ଦେଇଛନ୍ତି ରାମୟା।  ତେଲ୍‌ଗୁ, କନ୍ନଡ, ମାଲାୟଲମ ଏବଂ ହୀନ୍ଦି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଖାଲି...

Husband Ran Away Wife Post Goes Viral
‘ମୋ ସ୍ୱାମୀ ପ୍ରେମିକାଙ୍କ ସହ ଫେରାର ଅଛନ୍ତି, ସୂଚନା ଦେଲେ ମିଳିବ ପୁରସ୍କାର’

‘ମୋ ସ୍ୱାମୀ ପ୍ରେମିକା ସହ କୁଆଡେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ କେହି ହେଲେ ଖୋଜି ଆଣ। ଯିଏ ତାଙ୍କ ବିଷୟରେ ସୂଚନା ଦେବ ତାକୁ ପୁରସ୍କାର ମିଳିବ।’ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ସୋଶିଆଲ ମିଡିଆରେ ଏମିତି ପୋଷ୍ଟ କରିଛନ୍ତି ଜଣେ ପତ୍ନୀ। ଏମିତି ପୋଷ୍ଟ...

Terrorist nabbed during  infiltration
ପାକିସ୍ତାନର ଅସଲ ମୁଖା ଖୋଲିଲା ଧରାପଡ଼ିଥିବା ଆତଙ୍କୀ

ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା।  କିପରି ଆତଙ୍କବାଦୀଙ୍କୁ ପୃଷ୍ଟପୋଷକତା ଦେଉଛି ପାକ୍ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେରରୁ ଧରାପଡ଼ିଥିବା ୧୯ ବର୍ଷିୟ ଆତଙ୍କବାଦୀ ଅଲି ବାବର।

Gold, Silver Rate Today
କାଲି ପରେ ଆଜି ବି ବଢିଲା ସୁନା ଦର

ବୁଧବାର ଅର୍ଥାତ୍‌ ସେପ୍ଟେମ୍ବର ୨୯, ୨୦୨୧ରେ ପୁଣି ବଢିଛି ସୁନା ଦର  । ଅଳ୍ପ ହେଲେ ବି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ତେବେ ରୂପା ଦରରେ ସାମାନ୍ୟ ହ୍ରାସ ଘଟିଥିବା ପରିଲକ୍ଷିତ ହୋଇଛି।

Navjot Singh Sidhu
ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସ ଓ ଗାନ୍ଧି ପରିବାରକୁ ଝଟକା; ପୁଣି କ୍ୟାବିନେଟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ପଞ୍ଜାବ କଂଗ୍ରେସରେ ହଟଚମଟ । ପ୍ରଥମେ ପିସିସି ସଭାପତି ପଦରୁ ଅଚାନକ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ଓ ପରେ ପରେ କୋଷାଧ୍ୟକ୍ଷ ଏବଂ ୨ ନୂଆ ମନ୍ତ୍ରୀ ପଦ ଛାଡିବା ପରେ ରାଜ୍ୟ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି।

pipili by election
ପିପିଲି ଉପନିର୍ବାଚନ; ଘରେ ଥାଇ ଭୋଟ ଦେଇପାରିବେ କୋଭିଡ ଆକ୍ରାନ୍ତ

  ପିପିଲି ଉପନିର୍ବାଚନରେ କୋଭିଡ ଆକ୍ରାନ୍ତ ଘରେ ଥାଇ ଭୋଟ ଦେଇପାରିବେ । ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି  ।

gold price today
ପାର୍ବଣ ପୂର୍ବରୁ ବଢିଲା ସୁନା, ରୂପା ଦର

ଆଜି ଅର୍ଥାତ ମଙ୍ଗଳବାର ସୁନା ଦର ବୃଦ୍ଧି ପାଇଛି। ଆଜି ୨୪ କାରେଟ ୧୦ଗ୍ରାମ ଓଜନର ସୁନା ଦର ୪୬, ୨୮୦ ରହିଛି। ପୂର୍ବ ଦର ତୁଳନାରେ ୪୦ ଟଙ୍କା ବୃଦ୍ଧି ଘଟିଥିବା ଜଣାଯାଇଛି। 

covaxin
କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO

କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO।  ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

delhi riots is not sudden
ଦିଲ୍ଲୀ ଦଙ୍ଗା ଏକ ସୁଚିନ୍ତିତ ଷଡଯନ୍ତ୍ର-ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଫେବ୍ରୁଆରୀ ୨୦୨୦ରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ପୂର୍ବ ପ୍ରାୟୋଜିତ ବୋଲି କହିଛନ୍ତି। ଏକ ସୁଚିନ୍ତିତ ଉପାୟରେ ଏହାକୁ ଦଙ୍ଗା ରୂପ ଦିଆଯାଇଛି। କୌଣସି ଘଟଣାର ପ୍ରତିକ୍ରିୟା ସ୍ୱରୂପ ଏହି ଦଙ୍ଗା ହୋଇନାହିଁ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି। 

covid situation in odisha
ଗତକାଲି ତୁଳନାରେ ଆଜି ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ଚିହ୍ନଟ ହେଲେ ୫୪୫ ରୋଗୀ

ତଳମୁହାଁ ହେଉଛି କରୋନା ଗ୍ରାଫ୍‌। ଧୀରେ ଧୀରେ ରାଜ୍ୟରୁ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୪୫ ଜଣ ପଜିଟିଭ।  

taliban-kill-child
ବାପା ଉପରେ ପ୍ରତିଶୋଧ ନେବାକୁ ଯାଇ ଶିଶୁସନ୍ତାନକୁ ହତ୍ୟା କଲା ତାଲିବାନ

ଆଫଗାନିସ୍ତାନ କ୍ଷମତା ହାସଲ କରିବା ପରେ ତାଲିବାନ ଶରିଆ ଆଇନକୁ କଡାକଡି କରିବାରେ ଲାଗିଛି। ପୂର୍ବତନ ସରକାରରେ ଥିବା ଲୋକ, ଆମେରିକାକୁ ସହାୟତା କରୁଥିବା ବ୍ୟକ୍ତି ଏବଂ ନାଶନାଲ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟଙ୍କୁ ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେଉଛି ତାଲିବାନ ସେନା ।

daily horoscope
Daily Horoscope, 28 Sept 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୮ ତାରିଖ, ମଙ୍ଗଳବାର।  ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି  ।  

biden got a booster dose
କରୋନାର ବୁଷ୍ଟର ଡୋଜ ନେଲେ ବାଇଡେନ

ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 28 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

bluetooth Chappals
ଚପଲର ଦାମ ୬ ଲକ୍ଷ ! ୨୫ ଜଣ କିଣି ପୋଲିସ ହାତରେ ଧରାପଡ଼ିଲେ

ଚପଲର ଦାମ ୬ ଲକ୍ଷ ! ଏତେ ଦାମି ଚପଲ କେବେ ଦେଖିଛନ୍ତି ? ବଜାରରେ ଏମିତି ଦାମୀ ଚପଲ ମିଳୁଥିବା କେବେ ଶୁଣିଛନ୍ତି ? ବୋଧହୁଏ ନା । ହେଲେ ଏମିତି ଚପଲ ବଜାରରେ ବିକ୍ରି ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଲୋକ ଏହି...

murder in Sundergarh
 ପୁଅର ପରକୀୟା ପ୍ରୀତି ପାଇଁ ଗଲା ମା’ର ଜୀବନ, ବାପା ଗୁରୁତର

ଜୁନାଡିହି ହତ୍ୟା ଘଟଣାର ଖୋଲିଲା ଗୁମର। ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପାମା। ସଦର ଥାନା ଜୁନାଡ଼ିହି ଗ୍ରାମରେ ଦମ୍ପତିଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ ହୋଇଛି। 

Odisha Cyclone Warning
ଆଉ ୨/୩ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ‘ଗୁଲାବ’

ଦୁର୍ବଳ ହୋଇଛି ବାତ୍ୟା ‘ଗୁଲାବ’ ।  ଗତ ୬ ଘଣ୍ଟାରେ ଏହା ଘଣ୍ଟାକୁ ୧୪ କି.ମି. ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି।

health director Bijay mohapatra
ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ଏତେ ବେଶି ପଡ଼ିନପାରେ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ଏତେ ବେଶି ପଡ଼ିନପାରେ । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

sanghamitra pati says on sero survey
ସେରୋ ସର୍ଭେ; ସର୍ବାଧିକ ଆଣ୍ଟିବଡି ସୃଷ୍ଟି ହୋଇଛି ଖୋର୍ଦ୍ଧା ଜିଲ୍ଲାରେ

 ରାଜ୍ୟର ୧୨ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇଛି ୭୩ ପ୍ରତିଶତ ଆଣ୍ଟିବଡ଼ି। ଅର୍ଥାତ ଏହି ୧୨ ଜିଲ୍ଲାର ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ କୋଭିଡ୍ ଆଣ୍ଟିବଡ଼ି ସୃଷ୍ଟିକୁ ନେଇ ବିଶେଷ ଫରକ୍ ନାହିଁ। RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି। 

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।