• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

black strip in tigers skin
କାହିଁକି ଥାଏ ବାଘ ଶରୀରରେ କଳା କଳା ଦାଗ; ସାମ୍ନାକୁ ଆସିଲା ବିଜ୍ଞାନ ସମ୍ମତ କାରଣ

ମାଙ୍କଡର ମୁହଁ ଏମିତି କାହିଁକି ? କାହିଁକି ଜିରାଫର ବେକ ଏତେ ଲମ୍ବା ? କାହିଁକି ସିଂହ ବେକରେ ଥାଏ କେଶର ? ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟିକୁ ନିରେଖି ଦେଖିଲେ ଏମିତି ଅନେକ ପ୍ରଶ୍ନ ଆସେ ମନରେ। କିଏ ଦେବ ଏସବୁର ଉତ୍ତର ?

Indian origin Rishi Sunak
ନିଜ ଟେବୁଲରେ କାହିଁକି ଗଣେଶଙ୍କ ମୂର୍ତ୍ତି ରଖିଥାନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ

ବ୍ରିଟେନରେ  ରିଷି ସୁନକ୍ ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ବି ଉତ୍ସାହର ଲହରି  । କାରଣ ସୁନକଙ୍କର ଭାରତ ସହ ରହିଛି ନିଗୂଢ ସଂପର୍କ।  ବ୍ରିଟେନ୍ ନାଗରିକ ହୋଇଥିଲେ ବି ଗୋଟିଏ ପ୍ରକାରେ ସେ ଭାରତର ପୁଅ,  ଅନ୍ୟପଟେ ଭାରତର ଜ୍ୱାଇଁ ବି  ।  

murder in Sundargarh
ପୁଅ ସାଜିଲା ଯମଦୂତ; ଛେଳି ପାଇଁ ବାପାଙ୍କୁ ପିଟି ପିଟି ମାରିଦେଲା

ଗୋଟିଏ ଛେଳି  ପାଖରେ  ବାପାଙ୍କର ମୂଲ୍ୟ କ’ଣ ଏତେ ତୁଚ୍ଛ ? ବାପାଙ୍କ ଠାରୁ ଛେଳି କ’ଣ ଏତେ ଆପଣାର ? ଛେଳି ପାଇଁ ବାପା କ’ଣ ଏମିତି ଅଦରକାରୀ ହୋଇଯାନ୍ତି ? ଘଟଣାଟି ଜାଣିଲେ ଏମିତି ଅନେକ ପ୍ରଶ୍ନ ମନରେ ଆସିବ।

Shashi Tharoors tweet on Rishi Sunak
କଂଗ୍ରେସ ନେତା ଶଶି ଥରୁରଙ୍କ ତେର୍‌ଛା ଟୁଇଟ..ଅଳ୍ପରେ କହିଲେ ମରମ କଥା

ସବୁବେଳେ ନିଜ ଟୁଇଟକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ରିଷି ସୁନକଙ୍କୁ ଶୁଭେଚ୍ଛା ଜଣାଇ କରିଛନ୍ତି ଏକ ଟୁଇଟ। ଟୁଇଟଟି ଯେତିକି ମନଛୁଆ ସେତିକି ସୁଚିନ୍ତିତ ଆଉ କିଛିଟା ତେର୍‌ଛା ବି। ବୁଝିବା ଲୋକଙ୍କ ପାଇଁ ଅଳ୍ପରେ...

 marijuana  seized from car
ହଜମ ହେଲାନି ସୁପ୍‌ ପିଇବା...ମାଡ଼ି ବସିଲେ ଅବକାରୀ ଗୁଇନ୍ଦା

ଚୋରା ବେପାରୀଙ୍କର ଏବେ ଅକଲ ଗୁଡୁମ। ଯେତେ ଫନ୍ଦି ଫିକର କଲେ ବି କାମ କରୁନି। ସବୁ ଫସର ଫାଟି ଯାଉଛି। ଅବକାରୀ ଗୁଇନ୍ଦାଙ୍କ ବୁଦ୍ଧି ପାଖରେ ଫିକା ପଡ଼ି ଯାଉଛି କି ଚୋରା ବେପାରୀଙ୍କ ବୁଦ୍ଧି ? 

man donates his organs as diwali gift
ଦୀପାବଳିରେ ଦେଖି ନ ଥିବେ ଏମିତି ଉପହାର, ୨ ପରିବାରରେ ଫେରାଇ ଆଣିଲା ଖୁସି

ଦୀପାବଳିରେ ଏକ ପରମ୍ପରା ରହିଛି । ତାହା ହେଉଛି ଉପହାର ଆଦାନପ୍ରଦାନ । ଏହି ଅବସରରେ ମୁମ୍ବାଇର ଜଣେ ବ୍ୟବସାୟୀ ଦୀପାବଳିରେ ଯେଉଁ ଉପହାର ଦେଇଛନ୍ତି ତାହା ବୋଧହୁଏ ସବୁଠାରୂ ମୂଲ୍ୟବାନ ଉପହାର । ସେ ଉପହାରର ମୂଲ୍ୟ ଆପଣ ଆକଳନ କରିପାରିବେ ନାହିଁ । 

street vendor shows humanity
ମେହନତି ମଣିଷ ବୁଝିଲା ଭୋକର ଦୁଃଖ: ଆପଣାର ଭାବି ଭୋକିଲାକୁ ବଢାଇ ଦେଲେ ଖାଇବା ପ୍ଲେଟ

ଅଙ୍ଗେ ନିଭେଇଥିବା ମଣିଷ ହିଁ ବୁଝି ପାରେ ଭୋକର ଦୁଃଖ । ଏ ଭୋକ ବିଶେଷ କିଛି ଖୋଜେନି। ଖୋଜିଥାଏ ମୁଠାଏ ମାତ୍ର ଖାଦ୍ୟ। ତଥାପି ତାକୁ ସେତକ ମିଳି ନ ଥାଏ।

diwali festival in white house
ଦିୱାଲିରେ ବାଇଡେନ ଜାଳିଲେ ଦୀପ, ଚମକିଲା ହ୍ୱାଇଟ ହାଉସ

ଆଲୋକର ପର୍ବ ଦୀପାବଳି । ଭାରତୀୟ ପରମ୍ପରର ପ୍ରତୀକ। ଖୁସି ଆଉ ଆନନ୍ଦର ପର୍ବ ହେଉଛି ଦୀପାବଳି। ଏହି ଖୁସି ଆଉ ଆନନ୍ଦ ଏହି ମାଟି ଆଉ ମନରେ ସୀମିତ ହୋଇ ରହିନାହିଁ। ଖୁସିର ପର୍ବକୁ ବିଦେଶୀ ବି ହସି ହସି ପାଳନ କରୁଛନ୍ତି। ଖୁସି, ଆନନ୍ଦ ଆଉ...

Union Home Minister Amit Shah Birth Day
ଏବିଭିପି ସଭ୍ୟଠାରୁ କେନ୍ଦ୍ର ଗୃହମନ୍ତ୍ରୀ-କେମିତି ଥିଲା ଅମିତ୍ ଶାହଙ୍କ ଯାତ୍ରା

ନରେନ୍ଦ୍ର ମୋଦିଙ୍କ ପରେ ଭାରତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେଉଛନ୍ତି ଅମିତ ଶାହ। । ବିଜେପିର ଚାଣକ୍ୟ। ଆଜି ୫୮ତମ ଜନ୍ମଦିନରେ ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ରାଜନୈତିକ ଜୀବନର ଲମ୍ବା ଯାତ୍ରା..

sweet smile has no price
୧୦ ଟଙ୍କା ଦେଲା, ଅର୍ଡର କଲା ୯୦ ଟଙ୍କା ବର୍ଗର, ତା‘ପରେ....

ନିର୍ଭେଜାଲ ହସ ପାଖରେ ଫିକା ପଡ଼ିଯାଏ ଟଙ୍କାର ମୂଲ୍ୟ। ମନଲୋଭା ହସ ପାଖରେ ଭୁଲ ହୋଇଯାଏ ଲାଭ କ୍ଷତିର ହିସାବ ।

Allegation Against Imran Khan
ଇମ୍ରାନଙ୍କ ବିରୋଧରେ ଚୋରି ଅଭିଯୋଗ; ରାଜକୋଷରୁ ଉଠାଇ ନେଲେ ଦାମୀ ବନ୍ଧୁକ, ସୁନାଘଣ୍ଟା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନାଁରେ ଚୋରୀ ଅଭିଯୋଗ। ଆଉ କେଉଁଠୁ ନୁହେଁ, ପାକ୍‌ ରାଜକୋଷରୁ ଚୋରି କରିଥିବା ତଥା ଏସବୁ ଜିନିଷକୁ ବଜାରରେ ବିକ୍ରୀ କରିଥିବା ନେଇ ଇମ୍ରାନଙ୍କ ବିରୋଧରେ ଅଭିଯୋଗ ଆସିଛି ।

Awake Operation in Rome
ଆନାସ୍ଥେସିଆ ନଦେଇ ବ୍ରେନ ଟ୍ୟୁମର ଅପରେସନ: ଏମିତି ହେଲା ରୋଗୀଙ୍କ ଅବସ୍ଥା...

ଆପଣ ଜାଣିଥିବେ, ବଡ ଧରଣର  ଅସ୍ତ୍ରୋପଚାର ପୂର୍ବରୁ ସାଧାରଣତଃ ରୋଗୀଙ୍କୁ ଅଚେତ କରାଯାଇଥାଏ। ଏହାଦ୍ୱାରା ରୋଗୀ ଯନ୍ତ୍ରଣାକୁ ଅନୁଭବ କରିପାରେନି । ଯଦି ଚେତା ଥିବା ଅବସ୍ଥାରେ କୌଣସି ବଡ ଧରଣର ଅପରେସନ କରାଯାଏ ? କେତେ କଷ୍ଟ ହେଉଥିବ ରୋଗୀଙ୍କୁ ! ତଥାପି ଡାକ୍ତର ଆଜିକାଲି ଏପରି ଉପାୟକୁ କାହିଁକି...

Protest against China's Xi Jinping
ଚୀନର ୮ ସହରରୁ ଆସିଲା ‘ଜିନ୍‌ପିଙ୍ଗ ହଟାଓ’ ନାରା, କଟକଣା ସତ୍ତ୍ୱେ ଲାଗିଲା ପୋଷ୍ଟର, ବ୍ୟାନର

ପୁଣିଥରେ କ୍ଷମତାକୁ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ତୃତୀୟ ଥର ପାଇଁ ଧରିବେ ଦେଶର ମଙ୍ଗ। ୨ ଦିନ ତଳେ ଏହି ଖବର ପ୍ରକାଶ ପାଇବା ପରେ ଦେଶରେ ଜିନପିଙ୍ଗ ବିରୋଧୀ ସ୍ୱର ଶୁଣିବାକୁ ମିଳିଛି ।

4 year old girls dead body had to carried in bus
ମିଳିଲାନି ଆମ୍ବୁଲାନ୍ସ ; କୋଳରେ ଝିଅର ଶବକୁ ଧରି ବସ୍‌ରେ ଗାଁକୁ ଗଲେ ବାପା

ସନ୍ତାନକୁ କାନ୍ଧରେ ବସେଇ ଜହ୍ନ ଦେଖାଏ ବାପା। ତୋଫା ଜହ୍ନର କିରଣରେ ସନ୍ତାନର ମୁହଁକୁ ଦେଖି ଆତ୍ମହରା ହୋଇପଡେ ତାର ପିତୃତ୍ୱ। ଏ ବି ଜଣେ ବାପା। ସେ ଚାଲୁଛନ୍ତି । କାନ୍ଧରେ ତାଙ୍କ ଶୋଇଯାଇଛି ୪ ବର୍ଷର ଝିଅ। ହେଲେ ସେ ଝିଅ ଆଉ ଜହ୍ନ ଦେଖିବାକୁ...

minor Tries To Sell Blood To Buy Smartphone
ଯୁବପୀଢୀଙ୍କ ମୋବାଇଲ ନିଶା: ସ୍ମାର୍ଟଫୋନ କିଣିବା ପାଇଁ ରକ୍ତ ଦେବାକୁ ପ୍ରସ୍ତୁତ

ଆଜିକାଲି କାହା ହାତରେ ସ୍ମାର୍ଟଫୋନ ନାହଁ ? ପାଖରେ ଖାଇବାକୁ ନ ଥାଉ, କିନ୍ତୁ  ସ୍ମାର୍ଟଫୋନଟିଏ ଥିବା ନିହାତି ଜରୁରୀ। ବିଶେଷକରି ଯୁବପୀଢି ତ ସ୍ମାର୍ଟଫୋନ ପାଇଁ ଏକ ପ୍ରକାର ପାଗଳ। ହେଲେ ଏଇ ସ୍ମାର୍ଟଫୋନ ନିଶା କେତେ ସାଂଘାତିକ ହୋଇ ପାରେ ଏହି ଘଟଣାକୁ ପଢି ଆପଣ ବୁଝିପାରିବେ।

shops name the cancer hub
ରାସ୍ତାକଡ଼ରେ ଖୋଲିଛି ଦୋକାନ, ଟଙ୍କା ଦେଇ ଲୋକ କିଣୁଛନ୍ତି କ୍ୟାନ୍ସର: ଫଟୋ ଭାଇରାଲ

ଗୁଟ୍‌ଖା ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ। ଏକଥା ସମସ୍ତେ ଜାଣନ୍ତି। ତଥାପି କାହିଁକି କେଜାଣି ଗୁଟ୍‌ଖାର ମୋହରେ ସମସ୍ତେ ଏମିତି ବାନ୍ଧି ହୋଇଥାନ୍ତି। କିଏ ଅଭ୍ୟାସ ବୋଲି କହି ଛାଡ଼ିପାରେନି, କିଏ ଏନର୍ଜି ବୁଷ୍ଟର କହି ଛାଡ଼ି ପାରେନି ।

putins birthday gift to ex italy pms
‘ ମୋ ଜନ୍ମଦିନରେ ପୁଟିନ ଉପହାର ଦେଲେ ୨୦ ଭୋଡ୍‌କା ଆଉ..’

ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ବିୟୋ ବର୍ଲୁସ୍କୋନି ପୁଣି ଥରେ ରୁଷ ରାଷ୍ଟ୍ରପତିଙ୍କ ସହ ନିଜ ବନ୍ଧୁତାକୁ ନେଇ ବିବାଦ ଘେରରେ। ନିକଟରେ ତାଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏଥିରେ ସିଲ୍‌ବିୟୋ କହୁଛନ୍ତି, ତାଙ୍କ ଜନ୍ମଦିନରେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌।

happy birthday virender sehwag
ବୀରୁଙ୍କୁ କାହିଁକି ‘ସୁଲ୍‌ତାନ୍‌ ଅଫ୍‌ ମୁଲତାନ’ ବୋଲି ଡାକନ୍ତି ସାଥୀ ଖେଳାଳୀ

ସେ ଆସିଲେ ପଡିଆ ଥରି ଉଠେ। ବ୍ୟାଟବଲରେ ମାଡ଼ିଆସେ ଝଡ। ଦର୍ଶକଙ୍କ ଛାତିରେ ସୃଷ୍ଟି ହୁଏ କମ୍ପନ। ସେ ଆସିଲେ ବର୍ଷାହୁଏ ଛକା ଚଉକା। ସେ ହେଉଛନ୍ତି ଟିମ୍‌ ଇଣ୍ଡିଆ ଶାନ୍‌ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ । ଜଣେ ଦମଦାର ଓପନର । ଆଜି...

indian citizens advised to leave ukraine
ଗମ୍ଭୀର ହେଉଛି ସ୍ଥିତି; ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ।

Doctor Writes  Prescription For Leg Pain
ସ୍ତ୍ରୀଙ୍କ ଗୋଡରେ ହେଉଥିଲା ଯନ୍ତ୍ରଣା, ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ ଦେଖି ହୋସ୍‌ ଉଡ଼ିଗଲା

ଯଦି ଜଣେ ମଦ୍ୟପକୁ ପଚାରାଯାଏ ସବୁ ସମସ୍ୟାର ସମାଧାନ କେଉଁଠି ଏବଂ କ‘ଣ ? ତାର ଉତ୍ତର ରହିବ ‘ବାର’ ଓ ‘ମଦ’। ହେଲେ ଜଣେ ଡାକ୍ତର  ଯଦି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ବାରକୁ ପଠାଇବେ ?

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।