• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

world heart day
World Heart Day: ଖାଲି ଔଷଧ ନୁହେଁ, ହୃଦୟ ପାଇଁ ହୃଦୟଟିଏ ଲୋଡ଼ା

ଏମିତି ଧାଇଁ ଧାଇଁ ମଣିଷ ଶେଷରେ ପାଏ କ’ଣ ? ଯେଉଁ ସୁଖର ସନ୍ଧାନରେ ଏମିତି ଅଣନିଃଶ୍ୱାସୀ ହୋଇ ଛଟପଟ ହେଉଥାଏ ସେ ସୁଖ କ’ଣ ସତରେ ମିଳେ ? ଯଦି ମିଳେନି ତେବେ ମଣିଷ କାହିଁକି ଏମିତି ଧାଏ ? ଯଦି ମିଳେନି ତେବେ କେତେଦିନ ଏମିତି...

RaktaTirtha
ବର୍ବରତାର କାହାଣୀ କହିବ ‘ରକ୍ତତୀର୍ଥ’

୨୮ ସେପ୍ଟେମ୍ବର ୧୯୪୨।  ସାରା ଭାରତକୁ ଦୋହଲାଇ ଦେଇଥିଲା ଭଦ୍ରକ ବାସୁଦେବପୁରର ଇରମ୍। ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିବା ଓଡ଼ିଆ ପୁଅ ନିଜ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ।

Tyre Doctor kamla
ଟାୟାର ରାଣୀ କମଲାଙ୍କ କମାଲ, ସଜାଡୁଛନ୍ତି ଜେସିବି ଟାୟାର

କିଛି କାମ ଦୁଃସାଧ୍ୟ ନୁହେଁ। କିଛି ରାସ୍ତା ଅପହଞ୍ଚ ନୁହେଁ। କମଲା ନେଗିଙ୍କୁ ଦେଖିଲେ ଏକଥା ସହଜରେ ଜଣେ କହି ପାରିବ। ଏହି ବୟସ୍କା ମହିଳା ଜଣକ ଖାଲି ଯୁଗଯୁଗରୁ ଚଳିଆସୁଥିବା ପ୍ରଥାକୁ ଭାଙ୍ଗି ଦେଇ ନାହାନ୍ତି ବରଂ ପୁରୁଷଙ୍କୁ ମଧ୍ୟ ସେମାନଙ୍କ ଇଲାକାରୁ ହଟାଇ ଦେଇଛନ୍ତି।

Tathagat twitt on high security number plate
ତଥାଗତଙ୍କ ପ୍ରଶ୍ନ-ଗାଡ଼ି ହଜିଲେ ଖୋଜି ଦେବେ କି ସରକାର

କାହିଁକି ଏ ହାଇ ସିକ୍ୟୁରିଟି ନମ୍ବର। ଏହି ନମ୍ବର ଲଗାଇଲେ କି ସୁବିଧା ମିଳିବ ? ଏହାକୁ ନେଇ କାହିଁକି ପରିବହନ ବିଭାଗର ଏତେ ତନାଘନା ? ଏମିତି ଅନେକ ପ୍ରଶ୍ନ ଗାଡି ମାଲିକ ଏବଂ ଚାଳକଙ୍କ ମନରେ । ଏସବୁ ଭିତରେ HSRPକୁ ନେଇ ପୂର୍ବତନ ସାଂସଦ...

bigg boss host Salman Khan
ସଲମାନ୍‌ଙ୍କ ବଡ଼ ଖୁଲାସା-ବିଗ୍‌ ବସ୍‌-୧୬ରୁ ପାଇବେ କି ହଜାରେ କୋଟି

ବିଗ୍‌ ବସ୍‌-୧୬ରେ ସଲମାନଙ୍କ ଚାର୍ଜକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ସଲମାନ ଏହି ସୋ ପାଇଁ କୁଆଡେ ୧୦୦୦ କୋଟି ଦାବି କରୁଥିବା କୁହାଯାଉଛି। ସଲମାନ ଏହି ପ୍ରେସ୍‌ ମିଟ୍‌ରେ ଏହାର ସତ୍ୟତା ସାମ୍ନାକୁ ଆଣିଛନ୍ତି।

high security number plate
ଭିତ୍ତିଭୂମି ନଥାଇ ଡେଡ୍‌ଲାଇନ କିଭଳି ଦେଲ- ହାଇକୋର୍ଟ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ବଢିଲା ଟେନସନ୍ । ନମ୍ବର ପ୍ଲେଟ ମାମଲାକୁ ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ  ପାଇଁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

get passport become easy
ପାସ୍‌ପୋର୍ଟ ପାଇଁ ଏଣିକି ଅନଲାଇନରେ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ

ନୂଆ ପାସ୍‌ପୋର୍ଟ ପାଇଁ ଆବେଦନ କରୁଛନ୍ତି ? ସେଥିପାଇଁ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ମିଳିବାରେ ସମସ୍ୟା ହେଉଛି କି ? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ଏଣିକି ସହଜରେ ମିଳିପାରିବ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ। ଆପଣ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ରରେ (POPSKs)...

40 foot veena in as tribute to the legendary singer
ସରଯୂ ନଦୀ ତଟରେ ଲତାଜୀଙ୍କ ସ୍ମୃତିରେ ୪୦ ଫୁଟର ବୀଣା

ଲତାଜୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଯୋଧ୍ୟାର ସରଯୂ ନଦୀ ଘାଟରେ ନିର୍ମାଣାଧୀନ ୪୦ ଫୁଟର ବୀଣାର ପ୍ରତିକୃତିଙ୍କୁ ଲତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ୧୪ ଟନ ଓଜନର ବୀଣାକୁ ସ୍ଥାପନ କରିବା ପାଇଁ କ୍ରେନ୍‌ର ସହାୟତା ନିଆଯାଇଥିଲା। ଏବେ...

Afghan children work at brick kilns
ତାଲିବାନ ଶାସନରେ ଶୈଶବ...‘ଆମେ ଜାଣିନୁ ଇଚ୍ଛା କାହାକୁ କହନ୍ତି, ସ୍ୱପ୍ନର ରଙ୍ଗ କେମିତି’

ଏମାନଙ୍କ ନିରୀହ ଆଖି କହେ ଯନ୍ତ୍ରଣାର କଥା । ଏମାନଙ୍କ ପେଟର ଭୋକ ଆଉ କାମର ଚାପ ଭିତରେ ହଜି ଯାଏ ବାଲ୍ୟ ଜୀବନର ଚପଳତା। ଏମାନେ ଜାଣନ୍ତିନି ଇଚ୍ଛା କାହାକୁ କହନ୍ତି। ଏମାନେ ବୁଝନ୍ତିନି ସ୍ୱପ୍ନର ରଙ୍ଗ କେମିତି। ଧୂଳିଖେଳୁ ଥିବା ପିଲା ଏଠି କାଦୁଅମାଟିରେ ଦେଖନ୍ତି...

Mobile marriage hall
ଏଣିକି ଘର ସାମ୍ନାରେ ଲାଗିବ ଆକର୍ଷଣୀୟ, ଆଧୁନିକ ବିବାହ ମଣ୍ଡପ

ଏବେ ବିବାହ ମଣ୍ଡପ  ପହଞ୍ଚି ଯିବ ଆପଣଙ୍କ ଘର ପାଖରେ । ଯେମିତି ଆକର୍ଷଣୀୟ ସେମିତି ଅତ୍ୟାଧୁନିକ। ମାନେ ବାହା ବେଦୀଠାରୁ ଆରମ୍ଭ କରି ରିସେପସନ ହଲ,  ଡାଇନିଂ ହଲ ସବୁ ଏହି  ମଣ୍ଡପରେ ରହିଛି।  । ବିବାହ ମଣ୍ଡପ ଟ୍ରକ୍‌ରେ ଆସିବ ଆଉ ଲାଗିବ ଆପଣଙ୍କ ଘର ସାମ୍ନାରେ ।

I Phone -14 Made in India
ଭାରତରେ ତିଆରି ହେବ ଏଇ ମଡେଲର ଆଇଫୋନ; ବର୍ଷ ଶେଷରେ କରିବ ମାର୍କେଟ ଲଞ୍ଚିଂ

ଭାରତରେ ତିଆରି ହେବ ଆଇଫୋନ। ଆଇ ଫୋନ-୧୪ ମଡେଲର ପ୍ରଡକ୍ସନ ଭାରତରେ ପ୍ରଥମ ଥର ପାଇଁ ସମାନ ବର୍ଷ ଏବଂ ସମାନ ଦିନରେ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇ ଫୋନର ବିଶ୍ୱସ୍ତ ମାନୁଫାକ୍ଚରିଙ୍ଗ ପାର୍ଟନର ଫକ୍ସକମ୍‌ ଏହି ମଡେଲ ଭାରତରେ ପ୍ରସ୍ତୁତ କରିବ। ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ...

Supreme court of india
ସୁପ୍ରିମକୋର୍ଟ ପାଇଁ ଐତିହାସିକ ଦିନ, ଆଜିଠାରୁ ଶୁଣାଣିର ଲାଇଭ ଷ୍ଟ୍ରିମିଂ

ସୁପ୍ରିମକୋର୍ଟ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିଠାରୁ ସାଧାରଣ ଲୋକ ସୁପ୍ରିମକୋର୍ଟଙ୍କ ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ। କାରଣ ଆଜିଠାରୁ ସାମ୍ବିଧାନିକ ମାମଲାର ଲାଇଭ ଷ୍ଟ୍ରିମିଂ ହେବ। ଶୁଣାଣିର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ମାମଲା ମଧ୍ୟରେ ରହିଛି EWS ସଂରକ୍ଷଣ, ମହାରାଷ୍ଟ୍ର ଶିବସେନା ବିବାଦ, ଦିଲ୍ଲୀ-କେନ୍ଦ୍ର...

congress president election
ଗେହଲଟ ବାଦ୍‌ ପଡ଼ିଲେ କିଏ ହେବେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ, ରେସ୍‌ରେ ୫ ବରିଷ୍ଠ ନେତା

ପଦାରେ ପଡିଯାଇଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ହାଇଡ୍ରାମା। ଦଳୀୟ ବିଧାୟକମାନେ ଇସ୍ତଫା ଦେଇ ଯେପରି ଅଡୁଆ ସ୍ଥିତି ସୃଷ୍ଟି କଲେ ତାହାକୁ ନେଇ କଂଗ୍ରେସ ହାଇ କମାଣ୍ଡ କ୍ଷୁବ୍ଧ ହୋଇଛନ୍ତି। ଏହା ପରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲଟ ନିର୍ବାଚନ ଲଢି...

after 600 Cold Emails young man got World Bank job
୬୦୦ ମେଲ୍‌ ଆଣିଦେଲା ସଫଳତା, ଶେଷରେ ୱାର୍ଲଡ ବ୍ୟାଙ୍କରେ ମିଳିଲା ଚାକିରି

ପରିଶ୍ରମର ମୂଲ୍ୟ କେବେ ବ୍ୟର୍ଥ ଯାଏ ନାହିଁ। ଦିନେ ନା ଦିନେ ତାହାର ଫଳ ତୁମକୁ ମିଳିଥାଏ । ନିଜର ଉଦ୍ୟମ, ନିଷ୍ଠା ଉପରେ ଭରସା ଥିବା ବ୍ୟକ୍ତି ନିଜ ରାସ୍ତା ନିଜେ ତିଆରି କରିଥାଏ। ଏଥିପାଇଁ ସେ ସମୟ, ସୁଯୋଗକୁ ଅପେକ୍ଷା କରି ନ ଥାଏ। ବେଳେବେଳେ...

love story of a old couple
ଅଳ୍ପ ଶବ୍ଦ, ଅଳ୍ପ ଦୃଶ୍ୟ..ତଥାପି ମନକୁ ଭିଜେଇ ଦେଲା ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ

କିଏ କହେ ପ୍ରେମ ତ୍ୟାଗରେ। କିଏ କହେ ଭୋଗରେ। କିଏ ପ୍ରେମ ପାଇଁ ଜୀବନ ଦେଇଦିଏ , କିଏ ପ୍ରେମ ପାଇଁ ଜୀବନ ନେଇଯାଏ। ପୁରାଣରୁ ଇତିହାସ ଯାଏ, ଇତିହାସରୁ ବର୍ତ୍ତମାନ ଯାଏ ଅନେକ କାହାଣୀ ପ୍ରେମର ଏମିତି ଭିନ୍ନ ଭିନ୍ନ ସଂଜ୍ଞା ନିର୍ଦ୍ଧାରଣ କରି ଆସିଛନ୍ତି। ହେଲେ...

show Aadhar card before  enter the banquet hall
ବିବାହ ଭୋଜିରେ ଖୋଜା ପଡିଲା ଆଧାର କାର୍ଡ, ଫେରିଗଲେ ଅତିଥି

ବାହାଘରଟିଏ କରୁଥିଲେ ଟଙ୍କା କେଉଁବାଟେ ଖର୍ଚ୍ଚ ହୋଇଯାଏ ଜଣାପଡେନି। ହିସାବ ଟିକିଏ ଭୁଲଭାଲ ହୋଇଗଲେ ସବୁ ବ୍ୟବସ୍ଥା ବିଗିଡ଼ି ଯିବ। ବିଶେଷକରି ଯଦି ଭୋଜି ପ୍ଲେଟ୍‌ରେ ଅବ୍ୟବସ୍ଥା ଦେଖାଦିଏ ତେବେ ତ କଥା ସରିଲା। ବଦନାମ ହିଁ ବଦନାମ୍‌। କାରଣ ଆମନ୍ତ୍ରିତ ଅତିଥି ‍ଭୋଜି ନ ଖାଇ ଫେରିଯିବେ।...

Lottery Winner  Lost his Peace Of Mind
୨୫ କୋଟି ଲଟେରି ଜିତିବା ପରେ ଖୁସିରେ ନାହାଁନ୍ତି ଅଟୋ ଡ୍ରାଇଭର ଅନୂପ, ଖୋଜୁଛନ୍ତି ମାନସିକ ଶାନ୍ତି

ଓଡ଼ିଆରେ ଗୋଟିଏ ଢଗ ରହିଛି-‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର’ ଅର୍ଥାତ ଆଜି ଯିଏ ରାଜ ସିଂହାସନରେ ବସିଛି ହୁଏତ କାଲି ସେ ଭିକାରୀ ସାଜିପାରେ। କାରଣ ଜୀବନକୁ ନେଇ କିଛି ବି ଆକଳନ କରିବା ଅସମ୍ଭବ। ଏଇ ମୁହୂର୍ତ୍ତ ପରେ କ’ଣ ଘଟିବ ତାହା କହିବା...

boat capsizes on Karatoya river
ମଝିନଈରେ ବୁଡ଼ିଗଲା ଡଙ୍ଗା, ୨୪ ଜଣଙ୍କ ସଲୀଳ ସମାଧି

ମହାଳୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଯାଉଥିବାବେଳେ ଭୟଙ୍କର ନୌକା ଦୁର୍ଘଟଣାରେ  ୨୪ ଜଣ ଲୋକଙ୍କର ଜୀବନ ଯାଇଛି। ଆହୁରି ଅନେକ ଶ୍ରଦ୍ଧାଳୁଙ୍କର ଏ ଯାଏ ପତ୍ତା ମିଳୁନି। ଏପରି ଛାତିଥରା ଘଟଣା ଘଟିଛି ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରତୋୟା ନଦୀରେ।

Jupiter closest to Earth tonight
୫୯ ବର୍ଷ ପରେ ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ, ଖାଲି ଆଖିରେ ବି ଦେଖି ପାରିବେ...

ଆଜି ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ଆଜି ପୃଥିବୀର ସବୁଠାରୁ ନିକଟତର ହେବ ବୃହସ୍ପତି । ସାରା ବିଶ୍ୱବାସୀ ଖାଲି ଆଖିରେ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ। ୫୯ ବର୍ଷ ପରେ ଆଜି ରାତିରେ ଏପରି ଦୃଶ୍ୟ ଦେଖିବାକୁ ମିଳିବ। ବୃହସ୍ପତି ପୃଥିବୀଠାରୁ ୫୯, ୦୬,...

dead body found after 18 months
କୋମାରେ ଅଛନ୍ତି ଭାବି ମୃତ ଦେହକୁ ସାଇତି ରଖିଲେ ୧୮ ମାସ

ସ୍ୱାମୀ ତାଙ୍କର କୋମାରେ ଅଛନ୍ତି। ନିଶ୍ଚୟ ବଞ୍ଚିବେ। ସେଥିପାଇଁ ପତ୍ନୀ ସ୍ୱାମୀଙ୍କ ମୃତ ଶରୀରକୁ ସାଇତି ରଖିଛନ୍ତି ଏବଂ ଗଙ୍ଗାଜଳ ଛିଞ୍ଚୁଛନ୍ତି। ଦିନେ ନୁହେଁ କି ୨ ଦିନ ନୁହେଁ, ଦୀର୍ଘ ୧୮ ମାସ କାଳ ଏମିତି ସାଇତି ରଖିଛନ୍ତି ସ୍ୱାମୀଙ୍କ ଶବକୁ। ଏମିତି ଆଶ୍ଚର୍ଯ୍ୟ କରିଦେବା ପରି ଖବର...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।