• translate
Minati Mishra

Minati Mishra

Editor

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

Ayodhya Ram Mandir
ଅଯୋଧ୍ୟା ରାମ ମନ୍ଦିର ପ୍ରଥମ ପର୍ଯ୍ୟାୟ କାମ ଶେଷ, ବର୍ଷା ପରେ ଆରମ୍ଭ ହେବ ୨ୟ ପର୍ଯ୍ୟାୟ

ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଗତକାଲିି ଶେଷ ହୋଇଛି। ବର୍ଷା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ। ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,...

Cuttack Durga Puja | Orissa High Court Decision On Idol Height Today
ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଆଜି ରାୟ ଶୁଣାଇବେ ହାଇକୋର୍ଟ

ମା' ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ; ଆଜି ହାଇକୋର୍ଟଙ୍କ ରାୟ

1st Phase Of Ram Mandir Construction Work Completed | Updates On 2nd Phase Work
ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ

ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ। ମୂଳଦୁଆ ମଜବୁତ ପାଇଁ ୧୪ମିଟର ମୋଟୋଇର କଂକ୍ରିଟ ଚଟାଣ ନିର୍ମାଣ କରାଯାଇଛି ।

JEE Main 2021 | Odisha Topper Gautam Das Shares His Secrets Of Success
ଜେଇଇମେନରେ ଓଡ଼ିଶାରେ ୧ନମ୍ବର ଗୌତମ ଦାସ

ଜେଇଇ ମେନରେ ଓଡିଶାର ଏକ ନମ୍ବର ହୋଇଛନ୍ତି ଗୌତମ ଦାସ । ସେ ୯୯.୯୯ ପରସେଣ୍ଟ ରଖି ସାରା ଦେଶରେ ୨୮ତମ ରାଙ୍କରେ ରହିଛନ୍ତି ।

PM Modi\'s Birthday | Major Push To Covid Vaccination Drive & More
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆରମ୍ଭ କରାଯିବ ସେବା ଓ ସମର୍ପଣ ଅଭିଯାନ ।

Special Story | Human Life Expectancy To Increase By 50 Years, Must Know Details
ମଣିଷର ଆୟୂଷ ବଢିବ ୫୦ ବର୍ଷ, କେହି ଆଉ ବୁଢା ହେବେନି !

ବିଜ୍ଞାନକୁ ମିଳିପାରେ ବଡ଼ ଉପଲବ୍ଧି। ଆଉ ଦିନ କେଇଟା ପରେ ସବୁ ମଣିଷଙ୍କର ୫୦ ବର୍ଷ ଲେଖାଏଁ ବଢିଯାଇପାରେ ଆୟୂଷ। ଜାଣନ୍ତୁ କ’ଣ ରହିଛି ପୂରା ଘଟଣା...

daily horoscope
Daily Horoscope, 17 Sept 2021: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୧୭ ତାରିଖ, ଶୁକ୍ରବାର, କନ୍ୟା ୧ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ଏକାଦଶୀ ତିଥି, ଶ୍ରାବଣା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

covid vaccine
ମୁମ୍ବାଇରେ ନେତା, ସ୍ୱାସ୍ଥ୍ୟକର୍ମୀ ନେଲେ କୋଭିଡ୍‌ର ବୁଷ୍ଟର ଡୋଜ୍‌

ବିଶ୍ୱରେ କୋଭିଡ-୧୯ ମୁକାବିଲା ପାଇଁ ତୃତୀୟ ଡୋଜ୍‌ ନେବା ନେଇ ତର୍କ ବିତର୍କ ଜାରି ରହିଛି। ଏପରି ସ୍ଥିତିରେ ମୁମ୍ବାଇର କିଛି ସ୍ୱାସ୍ଥ୍ୟକର୍ମୀ, ନେତା ଏବଂ ସେମାନଙ୍କର ଷ୍ଟାଫ ତୃତୀୟ ଡୋଜ ନେଇଛନ୍ତି।

Special Story | Locals In Angul Forget COVID Restrictions To Catch Fish In River
ଆଜି ମାଗୁର ଓ ଶେଉଳ ଝୋଳଟେ ହବ... ଦେଖନ୍ତୁ ଡିଜିଟାଲ୍ ଫ୍ୟୁଜ୍

ଆଜି ପୁଅ ମାଗୁର, ସେଉଳ ଝୋଳ ଟେ ହବ। ଘରେ ଆଗତା ସୋରିଷ ବେସର ବଟା ହେଇଛି। ଠକରା ଆମ୍ବୁଲ ଖଣ୍ଡେ ପଡ଼ିବ। ଜୁକୁଜୁକିଆ ରାନ୍ଧଣାଟେ ହବ।

Special Story | Hair Stylist From Berhampur Makes A Name In Bollywood
ଓଡିଆ ପୁଅଙ୍କୁ ଖୋଜନ୍ତି ମଲାଇକା ଆରୋରା, ଟାଇଗର ଶ୍ରଫ୍

ଚାରି ଟଙ୍କାରେ ଚୁଟି କାଟିଥିଲେ, ଅଢେଇ ଟଙ୍କାରେ ଦାଢି। ବାପାଙ୍କ ସେଲୁନରୁ କାମ ଆରମ୍ଭ କରି ଏବେ ବଲିଉଡ୍ ଷ୍ଟାରଙ୍କ ପର୍ସନାଲ୍ ହେୟାର୍ ଡ୍ରେସ୍ ଆର୍ଟିଷ୍ଟ୍ ହୋଇ ପାରିଛନ୍ତି।

heavy rain in UP
ଲଗାଣ ବର୍ଷାରେ ବେହାଲ ଜୀବନ : ୫ ଶିଶୁଙ୍କ ସମେତ ୧୬ ମୃତ

ଗତ ୨୪ ଘଣ୍ଟା ଧରି ଉତ୍ତରପ୍ରଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏହି କାରଣରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।  ବିଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଛି । ବର୍ଷା ଯୋଗୁ  ଏପର୍ଯ୍ୟନ୍ତ ୧୬ ଜଣ ପ୍ରାଣ ହରାଇଛନ୍ତି । 

govt jobs for youth
UPPCLରେ ପୂରଣ ହେବ ଏହିସବୁ ଡାଇରେକ୍ଟର ପଦବୀ, ଦରମା ଲକ୍ଷେରୁ ଅଧିକ

ପାୱାର କର୍ପୋରେଶନ ଲିମିଟେଡ  (UPPCL)-ଉତ୍ତର ପ୍ରଦେଶରେ ଖାଲି ପଡ଼ିଥିବା ଡାଇରେକ୍ଟର ପଦ ପୂରଣ ହେବ। ଏ ନେଇ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ  ଆବେଦନପତ୍ର ଆହ୍ୱାନ କରାଯାଇଛି।

fuel tank blast
ଫାଟିଗଲା ଚଳନ୍ତା ବାଇକର ତେଲ ଟାଙ୍କି

ଫାଟିଗଲା ଚଳନ୍ତା ବାଇକର ତେଲ ଟାଙ୍କି । ଭୟଙ୍କର ବିସ୍ଫୋରଣରେ ଛିନ୍‌ଛତ୍ର ହୋଇ ଛିଟିକି ପଡ଼ିଲେ ବାଇକ୍‌ ଆରୋହୀ।

covid will be controlled in country
ଏନସିଡିସି ନିର୍ଦ୍ଦେଶକଙ୍କ ସୂଚନା- ଦେଶରେ ୬ ମାସ ଭିତରେ କମିବ କରୋନା

କରୋନା ମହାମାରୀରେ ଖୁବ୍‌ ଶୀଘ୍ର ଲାଗିବ ଲଗାମ୍ ।  ଶେଷ ହେବ କୋଭିଡ ବିରୋଧରେ ଚାଲିଥିବା ଯୁଦ୍ଧ। ଏମିତି ଆଶ୍ୱାସନାବାଣୀ ଶୁଣାଇଛନ୍ତି ନାଶନାଲ ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ (NCDC)  ନିର୍ଦ୍ଦେଶକ ଡକ୍ଟର ସୁଜିତ ସିଂ।

Govt Officials Walked In Knee-Deep Mud
ଆମେ ସବୁଦିନ ଭୋଗୁଛୁ, ତୁମେ ଗୋଟିଏ ଦିନ ଭୋଗ-ଏମିତି କହି ଅଧିକାରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

ଧପନ୍ତରିଆ ପଡ଼ିଛି ଗ୍ରାମ ରାସ୍ତା। ବିଭାଗୀୟ ଅବହେଳା ଯୋଗୁ ରାସ୍ତା କାମ ହେଉ ନ ଥିବାବେଳେ ଆସିଯାଇଛି ବର୍ଷା। ଏକମାତ୍ର ରାସ୍ତା କାଦୁଅ ପଚପଚ ହୋଇଯାଇଛି। ତା ଭିତରେ ପଶି ଗାଁ ଲୋକ ଯିବା ଆସିବା କରୁଛନ୍ତି।  ଯେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେ ଅସନ୍ତୋଷ ବଢୁଛି। ଏହି ଅସନ୍ତୋଷ...

ICC announces a special award
କ୍ରିକେଟ ପଡିଆକୁ ଅନୁପ୍ରବେଶ କରିବା ପରେ ମିଳିଲା ସ୍ୱତନ୍ତ୍ର ପୁରସ୍କାର

ଖେଳ ପଡିଆରେ ଅଣ ଖେଳାଳିଙ୍କ ଅନୁପ୍ରବେଶ ନୂଆ ଘଟଣା ନୁହଁ।  ପଡିଆ ଭିତରକୁ ଅନୁପ୍ରବେଶ ନେଇ ଦଣ୍ଡିତ ହେବାର ନଜିର ମଧ୍ୟ ରହିଛି। ହେଲେ ଆୟର୍ଲାଣ୍ଡ  କ୍ରିକେଟ ପଡିଆରେ  ଅନୁପ୍ରବେଶକାରୀଙ୍କୁ ପୁରସ୍କୃତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ତେବେ କିଏ ଏହି ଅନୁପ୍ରବେଶକାରୀ ?

swiggy boy at dhauli police station
ପ୍ରେମିକା ସହ ଓଡ଼ିଶା ଫେରିଲା ନିଜ ଅପହରଣ ମହାଡ୍ରାମାର ନାୟକ ଚିକୁନ୍‌

ନିଜ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ଚିକୁନ ଭୁବନେଶ୍ୱର ଫେରିଛନ୍ତି । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ଧଉଳି ଥାନାରେ ଉଭୟଙ୍କୁ ପଚରା ଉଚରା କରାଯାଉଛି ।

 civilian flight to orbit
ସ୍ପେଶ ଟୁରିଜିମ୍‌କୁ ନେଇ ନୂଆ ସମ୍ଭାବନା; ୩ ଦିନ ପାଇଁ ମହାକାଶ ବୁଲିବାକୁ ଗଲେ ୪ ଯାତ୍ରୀ

ମହାକାଶ ଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। କାରଣ କେବଳ ମହାକାଶ ଗବେଷକଙ୍କୁ ଯିବାର ସୁଯୋଗ ମିଳିଥାଏ। ଆପଣ ଯଦି ମହାକାଶରେ ବୁଲିବାର ସ୍ୱପ୍ନ  ରଖିଥାନ୍ତି ତେବେ ହତାଶ ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। କାରଣ ପ୍ରଥମ ଥର...

47 students rescued yesterday
ପାଣିଘରରେ ଥିଲେ ୪୭ ଛାତ୍ରଛାତ୍ରୀ, ରାତି ଅଧିଆ ଉଦ୍ଧାର ହେଲେ

ଗତ କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ଜନଜୀବନ। ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି।  ବର୍ଷା ପାଣି ପଶିଯିବାରୁ ଜଳ  ଘେରରେ ରହିଯାଇଛନ୍ତି ସ୍କୁଲ ପିଲା।  ଏପରି ସ୍ଥିତି ଦେଖିବାକୁ ମିଳିଛି  ମୟୂରଭଞ୍ଜ କରଞ୍ଜିଆର ଦୁଧିଆଣି ପଞ୍ଚାୟତ ହାଇସ୍କୁଲରେ। 

groom takes brides blessings
କନ୍ୟାଙ୍କୁ ମୁଣ୍ଡିଆ ମାରିଲେ, ଆଶୀର୍ବାଦ ନେଲେ ବର, ଭିଡିଓ ହେଲା ଭାଇରାଲ

ହିନ୍ଦୁ ଧର୍ମରେ ପତିଙ୍କୁ ପରମେଶ୍ୱର କୁହାଯାଏ। ଏପରିକି ପର୍ବପର୍ବାଣୀରେ ପତ୍ନୀମାନେ ପତିଙ୍କୁ ମୁଣ୍ଡିଆ ମାରିବାର ପ୍ରଥା ରହିଛି। ହିନ୍ଦୁ ପରମ୍ପରା ଅନୁଯାୟୀ, ବିବାହ ପରେ ସ୍ତ୍ରୀ ସ୍ୱାମୀଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଇ ନୂଆ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥାଏ। ହେଲେ ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କୁ ମୁଣ୍ଡିଆ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।