• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

Cuttack Baliyatra 2022
ଐତିହ୍ୟ ଓ ସଂସ୍କୃତିର ରୂପାୟନ-ବାଲିଯାତ୍ରା

ଆମ ରାଜ୍ୟ ଉତ୍କଳ ଏକ ଉନ୍ନତ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର। ଏହି ଭୂମି ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ବାହକ। ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଆମ ଲୋକକଥା, ଲୋକଗୀତ, ପ୍ରଚଳିତ ପ୍ରବାଦ ଓ ପ୍ରବଚନ, ଇତିହାସ ଓ ସାହିତ୍ୟରେ ପ୍ରତିଫଳିତ।

Morbi bridge collapse
‘ଆଖି ବନ୍ଦ କଲେ ବି ଦିଶି ଯାଉଛି ସେ ହୃଦୟ ବିଦାରକ ଦୃଶ୍ୟ’

ଏ ହୃଦୟ ବିଦାରକ ଘଟଣାକୁ କିଏ ଭୁଲି ପାରିବ  ? ଆଉ ଯିଏ ଏହାକୁ ଆଖିସାମ୍ନାରେ ଦେଖିଛି ? ତା ଆଖିରୁ ତ ନିଦ ହଜିଯାଇଥିବ । ଆଖି ବନ୍ଦ କଲେ ବି ରହି ରହି ଦିଶି ଯାଉଛି ସେ ଦୃଶ୍ୟ। ଥରି ଯାଉଛି ହୃଦୟ। 

Flipkart  delivery  become expensive
ମହଙ୍ଗା ହେବ ଫ୍ଲିପକାର୍ଟ ସପିଂ; ‘କ୍ୟାସ ଅନ ଡେଲିଭରି’ ପାଇଁ ଦେବେ ଅଧିକ ଟଙ୍କା

ଅନ ଲାଇନ କାରବାର ଏଣିକି ମହଙ୍ଗା ପଡିବ। ଫ୍ଲିପ୍‌କାର୍ଟରୁ ଯଦି ଅନଲାଇନ ସପିଂ କରୁଥାନ୍ତି ତେବେ ଆପଣଙ୍କୁ ଡେଲିଭରି ଫି ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ବିଶେଷ କରି କ୍ୟାସ ଅନ ଡେଲିଭରି ଉପରେ ଫ୍ଲିପ୍‌କାଟ୍‌ ଅଧିକ ଫି ଦାବି କରିବ।

Twitter
ଟୁଇଟର ଭେରିଫାଏଡ ୟୁଜର୍ସଙ୍କୁ ଝଟ୍‌କା, ବ୍ଲୁ-ଟିକ୍‌ ପାଇଁ ଦେବାକୁ ପଡ଼ିବ ଅଧିକ ଫି’

ଟୁଇଟରକୁ ନେଇ ଏବେ ଏକ ନୂଆ ଘୋଷଣା କରିଛନ୍ତି ଏଲନ ମସ୍କ। ବ୍ଲୁ ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଦେବାକୁ ପଡ଼ିବ ଅଧିକ ଅର୍ଥ।

foreigner in chhat puja
ଟାଣିଲା ଛଟ୍‌ ପୂଜା: ବିଦେଶରୁ ବିହାର ଆସିଲେ ମହିଳା

ବିହାର, ଝାଡଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶରେ ଏହି ପର୍ବ ବେଶି ପାଳନ କରାଯାଇଥାଏ। ହେଲେ ଏବେ ଏହି ପର୍ବ ଯେମିତି ବିଶ୍ୱବ୍ୟାପି ହୋଇଗଲାଣି । ଛଟ ପୂଜା ଦେଖିବା ପାଇଁ ଜଣେ ବିଦେଶୀ ଇଟାଲିରୁ ବିହାର ଆସିଥିବା ଖବର ସାମ୍ନାକୁ ଆସିଛି ।

brother took the responsibility of 2 sisters
ମା’ ପରି ସେ ଭାଇଟିଏ; ଛାଇ ପରି ଜଗିଥାଏ

ଭାଇ ଥିଲେ ଭୟ ନାହିଁ। କେତେବେଳେ ହାତ ଧରି ବାଟ କଢେଇ ନେବ, କେତେବେଳେ ଅବାଟରୁ ଟାଣି ଆଣିବ। ବାଟ ହେଉ ବା ଅବାଟ, ଛାଇ ପରି ରହିଥିବ ଭାଇ।

 legal notice to rationalists
ହେତୁବାଦୀଙ୍କୁ ଲିଗାଲ୍ ନୋଟିସ୍; ସାତ ଦିନରେ ଜବାବ ଦିଅ

ଗ୍ରହଣରେ ଚିକେନ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ପୁଣି ତେଜିଲା।  ମାମଲା ଏବେ ପହଞ୍ଚିଲାଣି କୋର୍ଟରେ।  ହେତୁବାଦୀ ପ୍ରତାପ ରଥଙ୍କୁ ଦିଆଯାଇଛି ଲିଗାଲ୍ ନୋଟିସ୍ ।

pre wedding photoshoot with a bike and a crane
ବରକନ୍ୟାକୁ ବସାଇ ଶୂନ୍ୟରେ ଉଡ଼ିଲା ବାଇକ୍‌, ଭିଡିଓ ଭାଇରାଲ୍

ଜୀବନର ଟର୍ଣ୍ଣିଂ ପଏଣ୍ଟ ହେଉଛି ବିବାହ। ସମସ୍ତେ ଚାହାନ୍ତି, ଜୀବନର ଏଇ ମହାର୍ଘ ମୁହୂର୍ତ୍ତ ସ୍ମୃତି ଆଲବମ୍‌ରେ ସତେଜ ହୋଇ ରହୁ। ସେଥିପାଇଁ ତ ବାହାଘର ପାଇଁ ଏତେ ପ୍ରସ୍ତୁତି, ଏତେ ପରିଶ୍ରମ । ଖାଲି ବାହାଘର ଦିନ ନୁହେଁ ବାହାଘର ସହ ଜଡିତ ପ୍ରତ୍ୟେକ ଦିନର ପ୍ରତିଟି...

Accident at Khallikot
ବାଇକ୍‌ରେ ଯାତ୍ରା ଦେଖି ଯାଉଥିଲେ ୫ ସାଙ୍ଗ , ପିଟି ଦେଲା ଟ୍ରକ

ସାଙ୍ଗ ହୋଇ ବାହାରିଲେ ଯାତ୍ରା ଦେଖି ଯିବା ପାଇଁ। ଦୁଇଟି ବାଇକ୍‌ରେ ୫ ଜଣ ସାଙ୍ଗ ଯାଉଥିଲେ। ହେଲେ କିଏ ଜାଣିଥିଲା, ଏ ଅନ୍ଧାର ରାତିରେ କାଳ ଏମିତି ତାଙ୍କୁ ଜଗି ବସିଛି ବୋଲି । ହଠାତ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପିଟିଦେଲା ।...

Film producer Kamal Kishore Mishra
ପତ୍ନୀଙ୍କୁ ଗାଡ଼ି ଚଢେଇ ଫେରାର ଥିବା ପ୍ରଯୋଜକ କମଲ ମିଶ୍ରା ଗିରଫ

ପତ୍ନୀଙ୍କୁ ଗାଡି ଚଢେଇ ଫେରାର ଥିବା ଫିଲ୍ମ ପ୍ରଯୋଜକ କମଲ କିଶୋର ମିଶ୍ରା  ଗିରଫ ହୋଇଛନ୍ତି । ପତ୍ନୀଙ୍କୁ ଗାଡ଼ି ଚଢ଼ାଇବା ଅଭିଯୋଗ ମାମଲାରେ ଗିରଫ କରିଛି ମୁମ୍ବାଇ ପୋଲିସ୍। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। 

Barsha Anubhav Marital Discord
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ଶାଶୂ ଘର ଚାବି ତୁରନ୍ତ ଫେରାଅ

ପୁଣି ବିବାଦୀୟ ମୋଡ ନେଇଛି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା ।  ବର୍ଷା ତାଙ୍କ ଶାଶୁଘର ଚାବି ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

Mark Zuckerberg  lost 61% of his wealth
ଗରିବ ହେଉଛନ୍ତି କୋଟିପତି ଜୁକରବର୍ଗ, ସମ୍ପତ୍ତିର ମୂଲ୍ୟ ବର୍ଷକରେ ୬୧% ଖସିଲା

ଦ ମେଟାର ସିଇଓ ତଥା କୋଟିପତି ମାର୍କ ଜୁକରବର୍ଗ ଦିନକୁ ଦିନ ଗରିବ ହେଉଛନ୍ତି। ତାଙ୍କ ସମ୍ପତିର ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି। ସତେ ଯେମିତି ଭାଗ୍ୟ ତାଙ୍କୁ ଆଉ ସାଥ୍‌ ଦେଉନି। ଷ୍ଟକ ମାର୍କେଟ୍‌ରେ ତାଙ୍କ ସମ୍ପତିର ମୂଲ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି।

Elon Musk Takes Over twitter
ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ: ବିଦା ହେଲେ ପୁରୁଣା ସିଇଓ, ସିଏଫଓ

ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏ‍ବେ ସଂପୂର୍ଣ୍ଣ ଭାବେ ଏଲନ ମସ୍କଙ୍କ ନିୟନ୍ତ୍ରଣରେ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି। 

a unique love story
ପ୍ରଥମ ଦେଖାରେ ମରାମରି, ତା’ ପରେ ମଟନ ଝୋଳ ଦେଇ କଲେ ମନ ଚୋରି

ପ୍ରଥମ ଦେଖାରେ ଗଣ୍ଡଗୋଳ, ମରାମରି। ଆଉ ତା’ପରେ ସୁଆଦିଆ ଖାଦ୍ୟ ଖୁଆଇ କରିନେଲେ ମନ ଚୋରି । ଏମିତି ଏକ ନିଆରା ପ୍ରେମ କାହାଣୀ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

congress leader rahul gandhi
ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ପରେ ମା’ଙ୍କୁ ନେଇ ଭାବବିହ୍ୱଳ ହେଲେ ରାହୁଲ

ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠୁଛି ଜାତୀୟ କଂଗ୍ରେସ। ୨୫ ବର୍ଷ ପରେ ଗାନ୍ଧି ପରିବାର ହାତରୁ ଯାଇଛି ସଭାପତି ପଦ। ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୨ ଦଶକରୁ ଅଧିକ ସମୟ ଧରି ଦଳକୁ ସମ୍ଭାଳିବା ପରେ ସୋନିଆ ଗାନ୍ଧି ଏବେ ଏହି ଦାୟିତ୍ୱରୁ ମୁକ୍ତ...

5 PM in 6 years
କ୍ଷମତା ପାଇଁ ମ୍ୟୁଜିକ ଚେୟାର ଖେଳ; ୬ ବର୍ଷରେ ୫ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲାଣି ଦେଶ

ବ୍ରିଟେନ ରାଜନୀତିରେ କ୍ଷମତା ପାଇଁ ଚାଲିଛି ମ୍ୟୁଜିକ ଚେୟାର ଖେଳ। କେତେବେଳେ କାହାକୁ ମିଳିବ ଚେୟାର, କାହା ମୁଣ୍ଡରୁ ଖସିଯିବ ମୁକୁଟ ତାହା ସମୟ ହାତରେ। ଏହି ମ୍ୟୁଜିକ ଚେୟାର ଖେଳରେ ୬ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀଙ୍କୁ  ଶାସନଗାଦିରେ ଦେଖିଲାଣି ଏ ଦେଶ ।

habishyali camp at puri
ହବିଷ୍ୟାଳୀଙ୍କ ମୁହଁରେ ନବୀନ ଚାଳିଶା..ବୃଦ୍ଧାଙ୍କର ଗଳାମାଳି..ନବୀନ ସିନା ଆମରି’

ପବିତ୍ର କାର୍ତ୍ତିକ ମାସ। ସକାଳୁ ସକାଳୁ ପୂଜାପୁରାଣ ଆଉ ହୁଳହୁଳି ଶବ୍ଦରେ ମୁଖରିତ ହୋଇଉଠେ ଘର ଅଗଣା। ହବିଷ୍ୟାଳୀଙ୍କ କାର୍ତ୍ତିକ ପୁରାଣରେ ପୁରପଲ୍ଲି ମୁଖରିତ ହୋଇଯାଏ । ହେଲେ ପୁରୀରେ କାର୍ତ୍ତିକମାସରେ ହବିଷ୍ୟାଳୀଙ୍କ ମୁହଁରେ ପୁରାଣ ପରିବର୍ତ୍ତେ ନବୀନ ଚାଳିଶା ! 

Kharge constitutes steering Committee
ଘରେ ପଶୁ ପଶୁ ବାଜିଲା ଚାଳ..ଷ୍ଟିଅରିଂ କମିଟିରୁ ଶଶିଙ୍କ ନାଁ କାଟିଦେଲେ ଖଡ୍‌ଗେ

୨୫ ବର୍ଷ ପରେ ଜଣେ ଅଣଗାନ୍ଧିଙ୍କ ହାତରେ ରହିଛି କଂଗ୍ରେସର ନେତୃତ୍ୱ। ମଲ୍ଲିକାର୍ଜୁନ ଖଡଗେ ସଭାପତି ନିର୍ବାଚିତ ହେବା ପରେ ଦଳକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି। ଖଡଗେଙ୍କ ଉପରେ ଗୁରୁ ଦାୟିତ୍ୱ। ଆଗାମୀ ନିର୍ବାଚନରେ ନିଜ ଦକ୍ଷତା ଦେଖାଇବେ। ତେବେ...

କାର ପଛ ସିଟ୍‌ରେ ଲୁଚି ବସିଥିଲା ଏଲିଏନ, ଫଟୋ ନେଲେ ଗୁଗୁଲ ଅର୍ଥ ୟୁଜର

ଏଲିଏନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏଲିଏନ ପୃଥିବୀକୁ ଆସିଥିବା, କେହି କେହ ଏହାକୁ ଦେଖିଥିବା ନେଇ ମଧ୍ୟ ଦାବି କରିଥାନ୍ତି।  ନିକଟରେ ଜଣେ ଗୁଗୁଲ ଅର୍ଥ ୟୁଜର ଦାବି କରିଛନ୍ତି ଯେ, ସେ କାରର ପଛସିଟରେ ଏଲିଏନ ଲୁଚି ବସିଥିବା ଦେଖିବାକୁ ପାଇଛନ୍ତି।

kejriwals appeal to put lakshmi ganesha photo on currency
ଭାରତୀୟ ମୁଦ୍ରାରେ ରହୁ ଲକ୍ଷ୍ମୀ ଗଣେଶଙ୍କ ଫଟୋ; ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ କେଜ୍ରିୱାଲ

ଆମେ ଆମ ପରମ୍ପରାରେ, ବିଶ୍ୱାସରେ ଦୁଇ ଅଗ୍ର ଦେବଦେବୀ ଲକ୍ଷ୍ମୀ-ଗଣେଶଙ୍କୁ ଏତେ ଗୁରୁତ୍ୱ ଦେଉଛୁ ତେବେ ଭାରତୀୟ କରେନ୍ସିରେ ତାଙ୍କର ଫଟୋ ରଖାଯିବା ଉଚିତ ହେବନି କି ?

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।