• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

Mihir Pattnayak

Editor

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ ...more

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।

less

Posts by Mihir Pattnayak

2
ହାତୀ ମୁଣ୍ଡ ନେଲା, ବନ ବିଭାଗ ଅଧିକାରୀ ମାଡ଼ ଖାଇଲେ

ଆଠଗଡ଼: ଆଠଗଡ଼ରେ ହାତୀ-ମଣିଷ ସଂଘର୍ଷ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବନ ବିଭାଗ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ କରିଛନ୍ତି। ଆଠଗଡ଼ ବନଖଣ୍ଡର ତିଗିରିଆ ବନାଞ୍ଚଳ ହରିଡ଼ାପସିଠାରେ ଘଟିଛି ଏହି ଅଘଟଣ। ଶରତ ବେହେରା ନାମକ ଜଣେ ବ୍ୟକ୍ତି ଆଜି ଭୋରରୁ ଶୌଚ ହେବାକୁ ଯାଉଥିବା...

deat
ପୋଖରୀରେ ବୁଡ଼ିଗଲେ ଝାଡଖଣ୍ଡି ଯୁବକ  

ବେଲପାହାଡ଼: ବେଲପାହାଡ଼ ପୌରାଞ୍ଚଳ କଦଳୀପିଟା ଗାଁ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଝାଡ଼ଖଣ୍ଡର ମହମ୍ମଦ ରସିଦ । ସେ ବେଲପାହାଡ଼ସ୍ଥିତ ନିଜ ଭିଣୋଇଙ୍କ ଘରକୁ ଆସିଥିଲେ । ଗାଧୋଇବା ଲାଗି ପୋଖରୀକୁ ଯାଇଥିବା ବେଳେ  ଗୋଡ଼ ଖସିଯିବାରୁ...

Police-seize-a-desi-gun-factory-in-Kandhamal-750x420
ଦେଶୀ ବନ୍ଧୁକ କାରଖାନା ଠାବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଦଣ୍ଡିମା ଗାଁ ପାଖ ଜଙ୍ଗଲରେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ଜଙ୍ଗଲ ଭିତରେ ଦେଶୀ ବନ୍ଧୁକ କାରଖାନା ଚାଲୁଥିବା ଖବର ପାଇ ପୋଲିସ ଆଜି ସକାଳେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ୨ଟି ବନ୍ଧୁକ ସହ ବହୁ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ...

1
ବାସେଳୀ ସାହି ବସ୍ତିରେ ବୋମାମାଡ଼

ପୁରୀ: ପୁରୀ ବାସେଳିସାହି ନିକଟ ବସ୍ତିରେ ବୋମାମାଡ଼ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପଣାପ୍ରିୟା ଠାକୁରାଣୀ ପୀଠ ନିକଟ ବସ୍ତିରେ ହୋଇଛି ୨ଟି ବୋମାମାଡ଼ । ଏହି କାଣ୍ଡ ଭିଆଇଥିବା ଯୁବକଙ୍କ ସହ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ...

nu
ନୀତି ଆୟୋଗ ବୈଠକରେ ଯୋଗଦେଲେ ନବୀନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିଛି ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ ହେବା ପରେ ଏହା ପ୍ରଥମ ନୀତି ଆୟୋଗ ବୈଠକ । ଏହି ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ial
ବଲିଉଡ୍‌ରେ ଚମକିଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ରେ ପୁଣି ଚମକିଲେ ଓଡ଼ିଆ ଝିଅ ।ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ମଲାଲ୍‌ ଆଇଟମ୍ ନମ୍ବର ଆଇଲାରେ ନଜର ଆସୁଛନ୍ତି। ସମ୍ବଲପୁରର ସୁଶ୍ରୀ ଶ୍ରେୟା ମିଶ୍ର । ପୂର୍ବରୁ ମିସ୍ ଇଣ୍ଡିଆ କଣ୍ଟେଷ୍ଟ୍ରେ ଭାଗ ନେବା ସହ ମଡେଲିଂ ଜଗତରେ ବେଶ୍ ନାଁ କମାଇଥିବା ଶ୍ରେୟାଙ୍କର...

mo
ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର। ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଗାଦି ସମ୍ଭାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ଯୋଗ ଦେବା ଲାଗି ପାକିସ୍ତାନକୁ ଛାଡ଼ି ଅନ୍ୟ ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ...

5
ନବୀନଙ୍କ ଟିମ୍‌ରେ ୧୦ ନୂଆ, ୬ ପୁରୁଣା ଚେହେରା: ଦଳଡିଆଁ ନେତାଙ୍କୁ ପୁରସ୍କାର

ଭୁବନେଶ୍ୱର: ଯେତିକି ନୂଆ ସେତିକି ପୂରୁଣା। ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୦ନୂଆ ମୁହଁ, ୬ଜଣ ମନ୍ତ୍ରୀ ରିପିଟ୍। ୩ ବିଧାୟକ ପ୍ରଥମ ଥର ଲାଗି ନିର୍ବାଚତ ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । କିନ୍ତୁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳୁଥିବା ବିଜେଡି, ମନ୍ତ୍ରୀମଣ୍ଡଳରେ କିନ୍ତୁ ସେହି ଅନୁପାତରେ...

kala
ଏଇ ଦିନଟି ବିଜେଡି ପାଇଁ କାହିଁକି ଏତେ ଲକି, ଜାଣିଛନ୍ତି ?

ଭୁବନେଶ୍ୱର: ଆଜି ସେଇ ମେ’ ୨୯। ନୂଆ ସରକାର ଶପଥ ନେଇଛନ୍ତି। ୫ମ ପାଳିରେ ଶାସନ ଗାଦିରେ ଆସୀନ ହୋଇଛି ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ଏହି ଅବସରରେ ମନେପଡୁଛି ୬ ବର୍ଷ ତଳର କଥା। ୬ ବର୍ଷ ତଳେ ଅର୍ଥାତ୍‌ ୨୦୧୨ ମସିହାର...

2019052912220600
ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ବହୁ ବିଶିଷ୍ଟ ଶିଳ୍ପପତି, ଜଣାଶୁଣା କଳାକାର  

ଭୁବନେଶ୍ୱର: ଆଜିର ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ଶିଳ୍ପପତି, ଜଣାଶୁଣା କଳାକାର, ଶିକ୍ଷକ ଓ ନାମକରା ଡାକ୍ତର ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ତେବେ ଅତିଥିମାନଙ୍କ ଭିତରେ ଅଧିକ ଆକର୍ଷଣ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ଓ ବଡ଼ ଭାଇ ପ୍ରେମ...

nv1
କ୍ରମାଗତ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ: ଆସିଥିଲେ ଭଉଣୀ ଗୀତା, ଭାଇ ପ୍ରେମ୍‌

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନୂଆ ଇତିହାସ। ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ ।ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ଜଣିଆ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମ...

ok
ରାଜ୍ୟ କ୍ୟାବିନେଟ୍‌ ପ୍ରଥମ ବୈଠକରେ ନିଷ୍ପତ୍ତି: କାଳିଆ ଯୋଜନାରେ ସାମିଲ ହେଲେ ଆଉ ୩୩ ଲକ୍ଷ ପରିବାର

ଭୁବନେଶ୍ୱର: ବଢିଲା କାଳିଆ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ।ପୂର୍ବରୁ ସରକାର ୪୨ ଲକ୍ଷ ଚାଷୀ ପରିବାରକୁ କାଳିଆ ଯୋଜନାରେ ସାମିଲ କରିଥିବା ବେଳେ ଏବେ ୭୫ ଲକ୍ଷ ପରିବାର ଯୋଜନାର ଲାଭ ପାଇବେ। ନୂଆକରି ସାମିଲ ୩୩ ଲକ୍ଷ ପରିବାରକୁ ଆଜିଠାରୁ ଯୋଜନା ବାବଦ ୫ ହଜାର ଟଙ୍କା...

dagi
ପ୍ରକାଶ ପାଇଲା ADR ରିପୋର୍ଟ: ଓଡ଼ିଶା ବିଧାନସଭାରେ ୬୭ ଜଣ ଦାଗୀ ବିଧାୟକ

ଭୁବନେଶ୍ୱର: ପ୍ରକାଶ ପାଇଛି ADR(Odisha Election Watch and Association for Democratic Reforms) ରିପୋର୍ଟ। ୧୪୬(ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି) ବିଧାନସଭା ଆସନ ପାଇଁ ଏଥର ନିର୍ବାଚନ ହୋଇଥିବା ବେଳେ ଗତ ନିର୍ବାଚନଗୁଡିକ ଅପେକ୍ଷା ଏଥର ଦାଗି ନେତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା...

uop
‘ଆପଣମାନଙ୍କ ପାଖରେ ମୁଁ ଚିର କୃତଜ୍ଞ’

ଭୁବନେଶ୍ୱର: “ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଏ ହେଉଛି ମନ୍ଦିର। ଏଠାରେ ବସିବା ପାଇଁ ସୁଯୋଗ ଦେଇଥିବା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖରେ ମୁଁ ଚିର କୃତଜ୍ଞ। ଏଠାରେ ପ୍ରତିନିଧିତ୍ୱ କରୁଥିବାରୁ ସେମାନଙ୍କ ପାଖରେ ମୁଁ ସର୍ବଦା ଋଣି ରହିବି। ଏଥିପାଇଁ ମୋର ଦଳୀୟ ସହଯୋଗୀ, ବନ୍ଧୁ,...

ka
ବାପ-ପୁଅ ଟିକଟ ଫର୍ମୁଲା ଫେଲ୍, ଭାଇ-ଭଉଣୀ, ଭାଇ-ଭାଇ ଯୋଡ଼ି ଫ୍ଲପ୍

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଧୂରନ୍ଧର ନିରଂଜନ ପଟ୍ଟନାୟକଙ୍କୁ ୧୯ ମହାଯୁଦ୍ଧରେ ଲାଗିଛି ଶକ୍ତ ଧକ୍କା । ଘସିପୁରା ଓ ଭଣ୍ଡାରୀପୋଖରୀରେ ପରାଜୟ ଭୋଗିବାକୁ ପଡ଼ିଛି ତାଙ୍କୁ। ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରାଶ ହୋଇଛନ୍ତି। ସମାନ ଦଶା ଭୋଗିଛନ୍ତି କଂଗ୍ରେସର ହେଭିୱେଟ ଭକ୍ତଚରଣ ଦାସ। ନିଜେ କଳାହାଣ୍ଡି ଲୋକସଭା...

5
‘ସେ ଆଖି ସାମ୍ନାରେ ତଳେ ପଡ଼ି ପ୍ରାଣ ହରାଇଥିଲେ, ସାରା ଜୀବନ ଏ ଦୃଶ୍ୟ ମନେ ରହିବ, ଦୁଃଖ ଦେବ’

ଅହମ୍ମଦାବାଦ: ଗୁଜରାଟର ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶିଲା କୋଚିଂ ସେଣ୍ଟରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ୟା’ ଭିତରେ ହିରୋ ପାଲଟି ଯାଇଛନ୍ତି ‘କେତନ...

yh
ରାହୁଲଙ୍କ ଇସ୍ତଫାକୁ CWCର ଅଗ୍ରାହ୍ୟ, ଏଣେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ମମତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ମାନସମନ୍ଥନ। ଆଜି ଦିଲ୍ଲୀରେ ବସିଥିବା CWC ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରାଯାଇଛି। ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ସଭାପତି ପଦ ଛାଡିବାକୁ ଜିଦ୍ ଧରିଥିଲେ ରାହୁଲ । ମାତ୍ର CWC ତାଙ୍କ ପ୍ରସ୍ତାବକୁ...

vcv
ପଞ୍ଚାୟତ ନିର୍ବାଚନ ସଫଳତା ବିଧାନସଭାରେ ଦୋହରାଇ ପାରିଲାନି ବିଜେପି

ଭୁବନେଶ୍ୱର: ବିଧାନସଭା ନିର୍ବାଚନରେ ବିଜେପି ୧୨୦ ପ୍ଲସ୍ ମିଶନ ରଖିଥିଲା। କିନ୍ତୁ ଜିତିଲା ମାତ୍ର ୨୩। ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବିଜେପିକୁ ମିଳିଥିବା ବିପୁଳ ସମର୍ଥନ ଏଥର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଲାନାହିଁ। ଏପରିକି ଗତ ବିଧାନସଭାର ୧୦ ବିଧାୟକଙ୍କ ଭିତରୁ କେବଳ ଦେବଗଡ଼ ଆସନକୁ ଛାଡି...

mol
ଏନଡିଏ ଓ ବିଜେପି ସଂସଦୀୟ ଦଳ ନେତା ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି 

ନୂଆଦିଲ୍ଲୀ:  ୧୯ରେ ଧମାକାଦାର ବିଜୟ ପରେ କେନ୍ଦ୍ରରେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ । ନୂଆଦିଲ୍ଲୀରେ ଆଜି NDA ସଂସଦୀୟ ଦଳ ବୈଠକ ପରେ ଆରମ୍ଭ ହୋଇଛି ସରକାର ଗଠନ ପ୍ରକ୍ରିୟା । ଏପଟେ ଦ୍ୱିତୀୟ ପାଳିରେ ଅଧିକ ସିଟ୍ ଜିତିବା...

ni
ପଞ୍ଚମ ପାଳିରେ ମନ୍ତ୍ରୀ ହେବାକୁ ଏମାନଙ୍କ ଲବି ଜୋରଦାର

ଭୁବନେଶ୍ୱର: ପଞ୍ଚମ ଥର ରାଜ୍ୟରେ ବିଜେଡିର କ୍ଷମତା ଦଖଲ ପରେ ଏବେ ମନ୍ତ୍ରୀ ହେବା ପାଇଁ ନେତାଙ୍କ ଲବି ଜୋରଦାର ହୋଇଛି। ସେପଟେ ସମତୁଲ ମନ୍ତ୍ରୀମଣ୍ଡଳ ପାଇଁ ନବୀନ ମହିଳା, ଯୁବ ଓ ସ୍ୱଚ୍ଛ ଚେହେରାକୁ ଗୁରୁତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ କିଏ ରହିବ ନବୀନଙ୍କ...

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।