• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

Mihir Pattnayak

Editor

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ ...more

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।

less

Posts by Mihir Pattnayak

11-A
କିଛି ଦିନର ପ୍ରବଳ ଗରମ ଓ ଗୁଳିଗୁଳି ପରେ ଆସ୍ୱସ୍ତ ହେଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକ୍ ମୈାସୁମୀ ବର୍ଷା କିଛି ଦିନର ପ୍ରବଳ ଗରମ ଓ ଗୁଳିଗୁଳି ପରେ ଗତକାଲି ସଂଧ୍ୟାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିଛି । ଫଳରେ ତାପମାତ୍ରାରେ ପରିବର୍ତ୍ତନ ଘଟିଛି। ଅନ୍ୟପକ୍ଷରେ...

Cricket
ପାକିସ୍ତାନକୁ ୩୩୭ ରନର ଟାର୍ଗେଟ୍

ମାଞ୍ଚେଷ୍ଟର: ରବିବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୬ ରନ୍ କରିଛି। ଫଳରେ ଏହି ମହାମୁକାବିଲାକୁ ଜିତିବା ପାଇଁ ପାକିସ୍ତାନକୁ ୩୩୭ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଆଜି...

patkura
ତାରିଖ ଘୋଷଣା ହୋଇନଥିଲେ ବି ସବୁ ଶିବିର ଚଳଚଞ୍ଚଳ

ଭୁବନେଶ୍ୱର: ପୁଣି ଏକ ହାଇ ଭୋଲଟେଜ୍ ଟକ୍କର ଅପେକ୍ଷାରେ କେନ୍ଦ୍ରାପଡ଼ା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ। ଭୋଟ ତାରିଖ ଘୋଷଣା ହୋଇନଥିଲେ ବି କମର କଷିବାକୁ କୌଶଳ ଆରମ୍ଭ କରିଦେଇଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି। ବିଜୟଙ୍କ ପତିଆରା ଓ ନବୀନଙ୍କ ଲୋକପ୍ରିୟତା ମଧ୍ୟରେ ଏଠି ଲଢେଇ...

Debasnana-Purnima
ରାତି ପାହିଲେ ଗାଧେଇବେ କାଳିଆ ହାତୀ

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିରାଜିବେ ଚତୁର୍ଦ୍ଧାମୂରତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତିବେଶରେ ଦର୍ଶନ ଦେବେ। ଏହି ଦୁର୍ଲଭ ନୀତି ଓ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ। ରଥଯାତ୍ରାର ଅୟମାରମ୍ଭ ଭାବେ ପରିଚିତ ସ୍ନାନଯାତ୍ରା...

electricity
ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ, ଆଜି ବି ଅନ୍ଧାରରେ ପୁରୀ ଜିଲ୍ଲାର ଶତାଧିକ ଗାଁ

ଭୁବନେଶ୍ୱର:  ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ? ବାତ୍ୟାକୁ ଦେଢ଼ମାସ ପୂରିବାକୁ ଯାଉଥିବା ବେଳେ ଏ ପ୍ରଶ୍ନର ଉତ୍ତର ଯେମିତି କାହା ପାଖରେ ନାହିଁ । ଆଜି ବି ପୁରୀ ଜିଲ୍ଲାର ଶତାଧିକ ଗାଁରେ ଅନ୍ଧାର ଆଉ ଗରମ ଗୁଳୁଗୁଳିରେ ଷଢୁଛନ୍ତି ଲକ୍ଷ ଲକ୍ଷ ବିପନ୍ନ...

1
ହାଜତ ମୃତ୍ୟୁ ଘଟଣା,  ତଦନ୍ତ ପାଇଁ ଗଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି

ଭୁବନେଶ୍ୱର: ପୁଣି ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗା ନବରଙ୍ଗପୁର ପୋଲିସ ହେପାଜତରେ ଜଣେ ଅଭିଯୁକ୍ତର ରହସ୍ୟଜନକ ମୃତ୍ୟୁ ପରେ ଏଭଳି ଅଭିଯୋଗ ଆସିଛି । କେବଳ ଏତିକି ନୁହେଁ, ପୋଲିସ ଘଟଣାକୁ ଘଣ୍ଟ ଘୋଡାଇବା ସହ ମୃତଦେହକୁ ହସ୍ତାନ୍ତର କରୁ ନ ଥିବା ମଧ୍ୟ ସଂଗୀନ ଅଭିଯୋଗ...

virat
ବିରାଟଙ୍କ ଅର୍ଦ୍ଧଶତକ, ପାଣ୍ଡ୍ୟା ଆଉଟ୍, ବଡ଼ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ

ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିସ୍ଫୋରକ ଶତକ ମାରି ଆଉଟ୍ ହୋଇଛନ୍ତି । ରୋହିତ୍ ୧୧୩ ବଲରେ ୧୪ ଚୌକା ଓ ୩ ଛକା ସହ ୧୪୦ ରନ୍ କରି ହାସନ୍ ଅଲୀଙ୍କ ବଲରେ ଆଉଟ୍ ହୋଇଛନ୍ତି । ରୋହିତ୍ ମାତ୍ର ୮୫ ବଲରେ...

fac
ଋଣ ଭାର ସହି ନ ପାରି ଛତୁ ଚାଷୀଙ୍କ ଆତ୍ମହତ୍ୟା

ସୋର: ଋଣ ଭାର ସହି ନ ପାରି ଜଣେ ଛତୁ ଚାଷୀ ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନୂଆପୁରରୁ। ଏହି ଗାଁର ଗୟାଧର ଜେନାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଛତୁ ଚାଷ କରିବା ପାଇଁ ଗୟାଧର ସୋରରେ ଥିବା ଉତ୍ତରେଶ୍ୱର ସେବା...

pf
ପୋଲିସ ହେପାଜତରେ ଥିବା ଅଭିଯୁକ୍ତର ମୃତ୍ୟୁ,  ଥାନାରେ ଗାଁଲୋକଙ୍କ ଲଙ୍କାକାଣ୍ଡ

ନବରଙ୍ଗପୁର: ଅଭିଯୁକ୍ତକୁ ଉଠାଇ ନେଇ ପୁଲିସ୍‌ ମାରି ଦେଇଥିବା ଅଭିଯୋଗରେ ଗାଁ ଲୋକେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନାରେ ଭଙ୍ଗାରୁଜା କରିଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍‌ ଲାଠିଚାର୍ଜ କରିବା ସହ ଗାଁରେ ଫ୍ଲାଗମାର୍ଚ୍ଚ କରିଛି। ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ବଡ଼ପଞ୍ଜୁରିଆ...

r5
ଶ୍ୱଶୁର ଘରେ ଜ୍ୱାଇଁ ମୃତ

ସୋର: ଶ୍ୱଶୁର ଘରେ ଜ୍ୱାଇଁର ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ସୋର ମୁନିସିପାଲଟି ମୁଲେଶ୍ୱର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ସୁଦାମ ସାହୁ ତାଙ୍କ ଶ୍ୱଶୁର ଘର ମେଣ୍ଢାଗଡ଼ଇକୁ ୧୫ ଦିନ ହେଲା ପରିବାର ସହ ଯାଇଥିଲେ । ଗତକାଲି ରାତିରେ ସେ ହଠାତ୍ ବିଷ ପିଇଦେବାରୁ...

ro
ଚଳିତ ବିଶ୍ୱକପରେ ରୋହିତଙ୍କ ଦ୍ୱିତୀୟ ଶତକ

ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଆଉ ଏକ ଦମଦାର ଇନିଂସ୍ ଖେଳି ଶତକ ହାସଲ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ଦ୍ୱିତୀୟ ଶତକ । ସେ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ...

t6
ଟ୍ରେନ ବଗିରୁ ମିଳିଲା ମୃତେଦହ

ରାଉରକେଲା: ଟାଟା ପାସେଞ୍ଜର ଟ୍ରେନର ଏକ ବଗିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଉରକେଲା ଷ୍ଟେସନ ନିକଟରୁ ରେଲେୱେ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ...

0
ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇ ଚାମ୍ପିୟନ୍‌ ହେଲା ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ସିରିଜ୍‌ ଫାଇନାଲ୍ସରେ ଚାମ୍ପିୟନ ହୋଇଛି ଭାରତ। ଆଜି ଫାଇନାଲରେ ଭାରତର ମୁକାବିଲା ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଆଫ୍ରିକା ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ...

6
ଧୂମ୍‌ଧାମ୍‌ରେ ସରିଲା ରଜ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି। ରଜ ଉତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ବି ଦୋଳି ଖେଳ ସାଙ୍ଗକୁ ସୁଆଦିଆ ପିଠା ଓ ପାନରେ ମହକୁଛି ପରିବେଶ। ବ୍ରହ୍ମପୁରରେ ଦିବ୍ୟାଙ୍ଗ ଉତ୍ସବ ପାଳିଥିବା ବେଳେ ନିଜ ନିଜ ଅଞ୍ଚଳରେ ଆୟୋଜିତ ରଜ ଉତ୍ସବରେ ସାମିଲ ହୋଇଥିଲେ ରାଜନେତା।...

2
ପାଟକୁରା ଓ ବିଜେପୁର ବାଇ ଇଲେକ୍ସନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ

ଭୁବନେଶ୍ୱର: ପାଟକୁରା ଓ ବିଜେପୁର ଉପନିର୍ବାଚନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ସୀମା  ୫୦ ପ୍ରତିଶତ ଭିତରେ ରଖି ଏଥର ନିର୍ବାଚନ କରିବେ ରାଜ୍ୟ ନିର୍ବାଚନ କମିଶନ । ତେଣୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ କସରତ ସାରି  ତୁରନ୍ତ...

3
ଫୋନି ତାଣ୍ଡବର ଦେଢ଼ ମାସ ପରେ, ଆଜି ବି ଅନ୍ଧାରରେ ଏମାନେ

ଭୁବନେଶ୍ୱର:ଝଡ଼ ଫୋନି ତାଣ୍ଡବକୁ ୟା ଭିତରେ ବିତିଗଲାଣି ଦେଢ଼ ମାସ । ବାତ୍ୟା ମାଡ଼ରେ ଘାଇଲା ସର୍ବହରା ମଣିଷମାନେ ଜୀବନ ପୁଣି ସଜାଡ଼ିବାକୁ  ଉଦ୍ୟମ ତ’ କରୁଛନ୍ତି, ହେଲେ ପାରୁନାହାନ୍ତି । କାରଣ ସେଥିରେ ପ୍ରତିବନ୍ଧକ ସାଜିଛି ବିଜୁଳି ଯନ୍ତ୍ରଣା ସାଙ୍ଗକୁ ପ୍ରଶାସନର ଚରମ ନିଷ୍କ୍ରିୟତା । ଦିନରେ...

4
ବଢୁଛି ବୟସ୍କଙ୍କୁ ଉତ୍ପୀଡ଼ନ: ହତାଦର କରୁଥିବା ପୁଅବୋହୂଙ୍କ ବିରୋଧରେ ଦଣ୍ଡବିଧାନ ଲାଗି ଜିଲ୍ଲାପାଳମାନଙ୍କୁ ଚିଠି

ଭୁବନେଶ୍ୱର: ଈଶ୍ୱରଙ୍କ ଅଦ୍ୱିତୀୟ ରୂପ ପିତାମାତା ।  ଯିଏ ଜନ୍ମଦାନଠୁ ଆରମ୍ଭ କରି ନିଜ ସନ୍ତାନଙ୍କୁ ଦୁନିଆକୁ ଚିହ୍ନାଇବାର ପଣ କରିଥାନ୍ତି। ସେହି ପିତାମାତା ଆଜି ଅବହେଳିତ। କିନ୍ତୁ ଏଣିକି ସେମାନଙ୍କୁ ହତାଦର କଲେ ମିଳିବ ଦଣ୍ଡ। ସେ ପୁଅ ହେଉ କିମ୍ବା ଝିଅ ଅଥବା ବୋହୂ ।...

ss
ଡାକ୍ତରଙ୍କୁ ଆକ୍ରମଣ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଗତ ୫ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ନେଉନି। ଆନ୍ଦୋଳନରତ ଡାକ୍ତରମାନେ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରୁନାହାନ୍ତି ।ଏହା ଭିତରେ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମମତା...

t
ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ବୈଠକ,  ସବ୍‌କା ସାଥ, ସବ୍‌କା ବିକାଶ ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ ବସିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉପସ୍ଥିତ ଅଛନ୍ତି ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

8
ଲାଞ୍ଚ ନେଉଥିବା ଘଟଣାରେ ଫେକ୍‌ ଭିଡିଓ କରି ଫସିଗଲେ  

କଣ୍ଟାବାଞ୍ଜି:  ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧ୍ୟକ୍ଷା ଅନୁ ଭୂଏଙ୍କ ନାଁରେ ମିଥ୍ୟା ଭିଡିଓ ଭାଇରାଲ କରିବା ଅଭିଯୋଗରେ ବିଜେଡି ନେତା ଅଜୟ ଦାସ ଓ ସୀମାନିବାହାଲର ହୁଲେଶ୍ୱର ହଂସଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି  ଥାନାରେ ମାମଲା ରୁଜୁ...

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।