• translate
Mihir Pattnayak

Mihir Pattnayak

Editor

Posts by Mihir Pattnayak

ict
ଟିମ୍ ଇଣ୍ଡିଆକୁ ମିଳିଲା ଦୁଇଦିନର ଛୁଟି

ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫର୍ଡରେ ପାକିସ୍ତାନକୁ ଆଇସିସି ବିଶ୍ୱକପ୍ ମ୍ୟାଚରେ ଦମଦାର ଢ଼ଙ୍ଗରେ ହରାଇବା ପରେ ଭାରତୀୟ ଟିମର ଖେଳାଳିମାନଙ୍କୁ ଦୁଇଦିନ ପାଇଁ ବ୍ରେକ୍ ମିଳିଛି। ଏହି ଦୁଇ ଦିନର ବିରତି ପରେ ଭାରତ ଶନିବାର ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ହେବାକୁଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବେ। ଏ ନେଇ...

78
କୋଡ଼ିଙ୍ଗା IIC ନିଲମ୍ବିତ

ନବରଙ୍ଗପୁର: ନବରଙ୍ଗପୁର କୋଡ଼ିଙ୍ଗା IIC ପୁଷ୍ପେନ୍ଦୁ ସାଗର ନିଲମ୍ବିତ। ପୁଷ୍ପେନ୍ଦୁଙ୍କୁ ନିଲମ୍ବିତ କଲେ ଡିଜିପି ଆରପି ଶର୍ମା। ପୁଲିସ ହେପାଜତରେ ଥିବା ୨ ଜଣଙ୍କ ପାଇଁ ନିୟମ ଫଲୋ କରି ନ ଥିଲେ ଆଇଆଇସି। ବିଶାଖାପାଟଣା ହସ୍‌ପିଟାଲ ସ୍ଥାନାନ୍ତର ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଆଇନଶୃଙ୍ଖଳା...

67n
ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

କୋଲକାତା:କିଛିଦିନ ଧରି ପଶ୍ଚିମବଙ୍ଗରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆନ୍ଦୋଳନରତ ଡାକ୍ତରଙ୍କ ସଚିବଳାୟର ‘ନବାନ୍ନ’ ହଲରେ ବୈଠକ ପରେ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏଥିସହ ଡାକ୍ତରଙ୍କ ସୁରକ୍ଷା ଦାବିକୁ ସମର୍ଥନ ଜଣାଇ ପଶ୍ଚିମବଙ୍ଗର ହସ୍ପିଟାଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା...

jj
ଜେପି ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଆଜି ନୂଆ ନିଯୁକ୍ତି ମିଳିଛି। ତାଙ୍କୁ ଦଳ ପକ୍ଷରୁ ବିଜେପିର କାର୍ଯ୍ୟକାରୀ ସଭାପତି କରାଯାଇଛି। ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ନଡ୍ଡାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଇଛି। ଏବେ...

snana-pur
ଆସନ୍ତାକାଲିଠୁ ଅନବସର ନୀତି, ଅଲାରନାଥ ପୀଠରେ ଲାଗିବ ଗହଳି

ପୁରୀ: ବିଶ୍ୱ ନିୟନ୍ତାଙ୍କ ମାନବୀୟ ଲୀଳା। ଭକ୍ତର ଅଭିଳାଷ ପୂରଣ ପାଇଁ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ବିଶ୍ୱର ଆରାଧ୍ୟ ଦେବତା । ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ସ୍ନାନଯାତ୍ରା ଅବସରରେ ଆଜି ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ପରେ ଅଗଣିତ ଭକ୍ତଙ୍କୁ ହାତୀବେଶରେ...

bj
ବଳଦେବ ଜୀଉଙ୍କ ଦର୍ଶନ ପରେ ୨କୋଟିର ପ୍ୟାକେଜ୍ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଗସ୍ତ କରି ପ୍ରଭୁ ଶ୍ରୀବଳଦେବ ଜିଉଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆଜି ଅପରାହ୍ଣରେ ମାଉସୀମା ମନ୍ଦିର ନିକଟ ହେଲିପ୍ୟାଡେର ଓହ୍ଲାଇ ନବୀନ ବଳଦେବ ଜିଉ ମନ୍ଦିରରେ ପହଞ୍ଚିଥିଲେ ଓ ପରେ ସ୍ନାନ ମଣ୍ଡପକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ।...

badhibabojet
୧୦ ପ୍ରତିଶତ ବଢ଼ିପାରେ ପୂର୍ଣ୍ଣାଙ୍ଗ ବଜେଟ୍, ତାଳ ଦେଇ ଋଣଭାର ବି ବଢ଼ିବା

ଭୁବନେଶ୍ୱର: ବଢିବ ବଜେଟର ଆକାର। ଆଉ ତାକୁ ତାଳ ଦେଇ ବଢିବ ଘରୋଇ କ୍ଷେତ୍ରରୁ ଅଧିକ ଋଣ ଆଣିବାର ପ୍ରକ୍ରିୟା। ୨୮ରେ ନୂଆ ଅର୍ଥମନ୍ତ୍ରୀ ଆଗତ କରିବାକୁ ଥିବା ପୂର୍ଣାଙ୍ଗ ବଜେଟର ରୂପରେଖ ନେଇ ଆଜି ଆଲୋଚନା ବେଳେ ସାମ୍ନାକୁ ଆସିଛ ଏଭଳି ଆଶଙ୍କା । ତେଣୁ ଗୁଣାତ୍ମକ...

sapatha-sansada
ସପ୍ତଦଶ ଲୋକସଭା ଅଧିବେଶନର ପ୍ରଥମ ଦିନ,  ପ୍ରଥମ ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ପୂର୍ଣ୍ଣାଙ୍ଗ ବଜେଟ୍ ଆସିବାକୁ ଥିବା ଏଇ ଅଧିବେଶନର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହର ବହୁ ସଦସ୍ୟ ଶପଥ ନେଇଛନ୍ତି। ପ୍ରୋଟେମ୍ ସ୍ପିକର ବୀରେନ୍ଦ୍ର କୁମାର ଗୃହର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।...

dDharmaghata
ଡାକ୍ତର ଆନ୍ଦୋଳନର ସପ୍ତାହେ ପରେ ନରମିଲେ ଦିଦି

ଭୁବନେଶ୍ୱର: ସପ୍ତାହେ ଧରି ଡାକ୍ତରଙ୍କ ଆନ୍ଦୋଳନ ପରେ ମୁଣ୍ଡ ନୁଆଁଇଲେ ମମତା । ପଶ୍ଚିମବଙ୍ଗରେ ମେଡିକାଲ୍ କଲେଜ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ୨ଟି ପ୍ରସ୍ତାବରେ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ଦାବି ମୁତାବକ ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ଉପସ୍ଥିତିରେ ହୋଇଛି ଏହି ଆଲୋଚନା।...

Pakistan
ସର୍ଫରାଜଙ୍କୁ ଏମିତି ସମାଲୋଚନା କଲେ ପ୍ରଶଂସକ

ଲଣ୍ଡନ: ଆଇସିସି ବିଶ୍ୱକପରେ ଭାରତଠାରୁ ୮୯ ରନରେ ହାରିବା ପରେ ପାକିସ୍ତାନୀ ପ୍ରଶଂସକ ବହୁତ ନିରାଶ ହୋଇଛନ୍ତି। ସେମାନେ ବର୍ତ୍ତମାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଏବଂ ବାକି ଟିମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପରାଜୟ ପରେ ସୋଶାଲ ମିଡିଆରେ ପାକିସ୍ତାନୀ ପ୍ରଶଂସକ ନିଜ ଟିମର ଦୁର୍ବଳତା ଉପରେ ବର୍ଷିଛନ୍ତି।...

467
ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ:ସ୍ନାନବେଦୀରେ ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତୀ। ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଛି। ଏଥିସହ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି। ମଙ୍ଗଳବାର ମହାପ୍ରଭୁ ଅଣସରରେ ରହିବା ସହ ପଟି ଦିଅଁ...

yy
ପାକ୍ ସାମ୍ବାଦିକଙ୍କୁ ଏମିତି ଜବାବ ଦେଲେ ରୋହିତ୍

ଲଣ୍ଡନ: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଆଉ ଶତକ ବଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଡିଏଲ୍ ନିୟମରେ ୮୯ ରନରେ ପରାସ୍ତ କରି ବିଶ୍ୱକପରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ବିଜୟ ଅଭିଯାନ ୭-୦ରେ ପହଞ୍ଚାଇଛି। ଭାରତ ବିଶ୍ୱକପରେ ଏପର୍ଯ୍ୟନ୍ତ ପ୍ରତିଥର ପାକିସ୍ତାନକୁ ହରାଇ ଆସିଛି ଏବଂ ବିରାଟ କୋହଲିଙ୍କ...

67
ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ଚାଷୀ

ଭବାନୀପାଟଣା: ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ବସିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସମସ୍ତ ଚାଷୀ। ରାସ୍ତାରୋକ ଯୋଗୁଁ ଧର୍ମଗଡ଼-ଖରିଆର ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।…

strike
ବିଧାୟକ ବୁଝାଇବା ପରେ ଶାନ୍ତ ପଡିଲା ପରିସ୍ଥିତି

ନବରଙ୍ଗପୁର: ନବରଙ୍ଗପୁର କୋଡ଼ିଙ୍ଗା ଥାନାରେ ପୋଲିସ ମାଡ଼ରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ ଘଟଣାର ସ୍ଥାୟୀ ସମାଧାନ ହୋଇଛି। ସ୍ଥାନୀୟ ତହସିଲଦାର ଓ ଡାବୁଗାଁ ବିଧାୟକ ମନୋହର ରନ୍ଦାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି...

M
ବିଦେଶରୁ ଆସୁଥିଲା ଟଙ୍କା, ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି ଅୟସ କରୁଥିଲେ: ଏନଆଇଏ

ନୂଆଦିଲ୍ଲୀ: ଯେଉଁ ଅଭିଯୋଗରେ ଜାତୀୟ ତଦନ୍ତ ଅଧିକାରୀ ସଂସ୍ଥା(ଏନଆଇଏ) ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରିଥିଲା ତାହା ସତ ପ୍ରମାଣିତ ହୋଇଛି। ଆଜି ଏନଆଇଏ ପ୍ରକାଶ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ବିଚ୍ଛିନ୍ନତାବାଦୀ ନେତା ମାନେ ବିଦେଶରୁ ଟଙ୍କା ଆଣି ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି...

11-A
କିଛି ଦିନର ପ୍ରବଳ ଗରମ ଓ ଗୁଳିଗୁଳି ପରେ ଆସ୍ୱସ୍ତ ହେଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକ୍ ମୈାସୁମୀ ବର୍ଷା କିଛି ଦିନର ପ୍ରବଳ ଗରମ ଓ ଗୁଳିଗୁଳି ପରେ ଗତକାଲି ସଂଧ୍ୟାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିଛି । ଫଳରେ ତାପମାତ୍ରାରେ ପରିବର୍ତ୍ତନ ଘଟିଛି। ଅନ୍ୟପକ୍ଷରେ...

Cricket
ପାକିସ୍ତାନକୁ ୩୩୭ ରନର ଟାର୍ଗେଟ୍

ମାଞ୍ଚେଷ୍ଟର: ରବିବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୬ ରନ୍ କରିଛି। ଫଳରେ ଏହି ମହାମୁକାବିଲାକୁ ଜିତିବା ପାଇଁ ପାକିସ୍ତାନକୁ ୩୩୭ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଆଜି...

patkura
ତାରିଖ ଘୋଷଣା ହୋଇନଥିଲେ ବି ସବୁ ଶିବିର ଚଳଚଞ୍ଚଳ

ଭୁବନେଶ୍ୱର: ପୁଣି ଏକ ହାଇ ଭୋଲଟେଜ୍ ଟକ୍କର ଅପେକ୍ଷାରେ କେନ୍ଦ୍ରାପଡ଼ା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ। ଭୋଟ ତାରିଖ ଘୋଷଣା ହୋଇନଥିଲେ ବି କମର କଷିବାକୁ କୌଶଳ ଆରମ୍ଭ କରିଦେଇଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି। ବିଜୟଙ୍କ ପତିଆରା ଓ ନବୀନଙ୍କ ଲୋକପ୍ରିୟତା ମଧ୍ୟରେ ଏଠି ଲଢେଇ...

Debasnana-Purnima
ରାତି ପାହିଲେ ଗାଧେଇବେ କାଳିଆ ହାତୀ

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିରାଜିବେ ଚତୁର୍ଦ୍ଧାମୂରତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତିବେଶରେ ଦର୍ଶନ ଦେବେ। ଏହି ଦୁର୍ଲଭ ନୀତି ଓ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ। ରଥଯାତ୍ରାର ଅୟମାରମ୍ଭ ଭାବେ ପରିଚିତ ସ୍ନାନଯାତ୍ରା...

electricity
ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ, ଆଜି ବି ଅନ୍ଧାରରେ ପୁରୀ ଜିଲ୍ଲାର ଶତାଧିକ ଗାଁ

ଭୁବନେଶ୍ୱର:  ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ? ବାତ୍ୟାକୁ ଦେଢ଼ମାସ ପୂରିବାକୁ ଯାଉଥିବା ବେଳେ ଏ ପ୍ରଶ୍ନର ଉତ୍ତର ଯେମିତି କାହା ପାଖରେ ନାହିଁ । ଆଜି ବି ପୁରୀ ଜିଲ୍ଲାର ଶତାଧିକ ଗାଁରେ ଅନ୍ଧାର ଆଉ ଗରମ ଗୁଳୁଗୁଳିରେ ଷଢୁଛନ୍ତି ଲକ୍ଷ ଲକ୍ଷ ବିପନ୍ନ...