• translate
Mihir Pattnayak

Mihir Pattnayak

Editor

Posts by Mihir Pattnayak

scan-re-coaching-center
ସାବାଡ଼ ହେବେ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଠକୁଥିବା କୋଚିଂ ସେଣ୍ଟର

ଭୁବେନଶ୍ୱର: ଲୋଭନୀୟ ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଠକୁଥିବା କୋଚିଂ ସେଣ୍ଟରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆକର୍ଷଣୀୟ ନାଁ ଓ ମିଥ୍ୟା ସଫଳତାର ପ୍ରଚାର କରି କିଛି କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କୁ ଚୁନା ଲଗାଉଥିବା ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ ଲାଗି...

Andha-biswaa
ମେଡିକାଲରେ ମଲା ମଣିଷକୁ ବଞ୍ଚାଇବାକୁ ଅନ୍ଧ ବିଶ୍ୱାସର ଆଶ୍ରା

ଭୁବନେଶ୍ୱର: ଗୁଣି ଗାରେଡ଼ି ବିରୋଧରେ ଯେତେ ସଚେତନ କରାଯାଉ କିମ୍ବା ତାନ୍ତ୍ରିକ ବିରୋଧରେ ଦଣ୍ଡବିଧାନ ହେଉ, ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଖେଳ ଆଜି ବି ଦେଖିବାକୁ ମିଳୁଛି । ଝଡ଼ାଫୁଙ୍କା ବାହାନାରେ ମୃତ୍ୟୁକୁ ଜିତିବାର ଅପଚେଷ୍ଟା କରାଯାଉଛି । ମଲା ମଣିଷକୁ ବଂଚାଇବାକୁ ଗୁଣିଆ କରୁଛି ବୃଥା ପ୍ରୟାସ...

sahanka-nispati
ଅମିତ ଶାହ ନେବେ ଚୂଡ଼ାନ୍ତ ନିଷ୍ପତ୍ତି, ସେ ବାଛିବେ ବିରୋଧୀଦଳ ନେତା !

ଭୁବନେଶ୍ୱର: ଝୁଲି ରହିଲା ବିରୋଧୀ ଦଳ ନେତା ଚୟନ ନିଷ୍ପତ୍ତି। ବିରୋଧୀ ଦଳ ନେତା କିଏ ହେବେ, ସେ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ଛାଡ଼ି ଦେଇଛନ୍ତି ବିଧାୟକ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନେତା ଚୟନ ପାଇଁ ବୈଠକ ବସିଥିଲେ ବି...

Odisha-assembly
୨୫ରୁ ଷୋଡ଼ଶ ବିଧାନସଭା

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ତାପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବିଜେଡି ବିଧାୟକ ଦଳ ବୈଠକ। ବିଧାନସଭାରେ ଦଳୀୟ ରଣନୀତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ଗୃହରେ...

1
ଉଦ୍‌ଘାଟିତ ହେଲା ଖଣିଜ ପଦାର୍ଥ ସଂଗ୍ରହାଳୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଉଦ୍‌ଘାଟିତ ହୋଇଛି ଖଣିଜ ପଦାର୍ଥ ସଂଗ୍ରହାଳୟ । SGAT ପକ୍ଷରୁ ସ୍ଥାପନ କରାଯାଇଥିବା ଏହି ସଂଗ୍ରହାଳୟକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ।  ଖଣିଜ ପଦାର୍ଥକୁ ନେଇ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ସଂଗ୍ରହାଳୟ ବେଶ ସହାୟକ ହେବ। ରାଜ୍ୟ...

uu
ଇଚ୍ଛାମୃତ୍ୟୁ ଆଶାରେ ଥିବା ଶୀତଲ ଏବେ ଏମ୍‌ସରେ

ଭଦ୍ରକ: ଗତବର୍ଷ ଭଦ୍ରକ ରାହାଞ୍ଜରେ ସ୍କୁଲ ପିଲାଙ୍କ ଉପରେ ଟ୍ରକ୍ ମାଡ଼ିଯିବା ଘଟଣାରେ ଆହତ ଛାତ୍ରୀ ଶୀତଲ ସାହୁଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣାରେ ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶୀତଲଙ୍କ ସମେତ ୫ଜଣ ଗୁରୁତର ଆହତ...

DAMA-ROUT
ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କଲେ ଦାମ

ଭୁବନେଶ୍ୱର: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ଅଶ୍ୱିନୀ ଜଣେ ଦକ୍ଷ ପ୍ରଶାସକ ଓ ନବୀନଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ମୋଦି ଓ ଶାହାଙ୍କ ସହ ନବୀନଙ୍କୁ ସେ ସାକ୍ଷାତ...

ju
ଛାତରୁ ଖସୁଥିବା ଜଳବୁନ୍ଦା କହେ କେଉଁବର୍ଷ କେତେ ବୃଷ୍ଟିପାତ ହେବ

କାନପୁର: ଉତ୍ତରପ୍ରଦେଶର କାନପୁରଠାରୁ ୫୦ କିଲୋମିଟର ଦୂର ଭିତରଗାଓଁ ନିକଟସ୍ଥ ଏକ ଗାଁ ବେହଟା ବୁଜୁର୍ଗସ୍ଥିତ ଜଗନ୍ନାଥ ମନ୍ଦିରର ଅନେକ ରହସ୍ୟ ଆଜିର ବୈଜ୍ଞାନିକ ଯୁଗରେ ବି ଚର୍ଚ୍ଚାରେ। ଧାର୍ମିକ, ଐତିହାସିକ ଏବଂ ଭୌଗୋଳିକ କାରଣରୁ ଏହି ତୀର୍ଥସ୍ଥଳର ଅଦ୍ଭୁତ ରହସ୍ୟ ବାବଦରେ ଜାଣିବାକୁ ଚେଷ୍ଟା କରି ଗବେଷକ...

h7
‘ବନ୍ଦେ ମାତରମ୍‌’କୁ ଇସ୍‌ଲାମ୍‌ ବିରୋଧୀ କହିଲେ ସାଂସଦ

ନୂଆଦିଲ୍ଲୀ: ଦେଶପ୍ରେମ ଭିତ୍ତିକ ସ୍ଲୋଗାନ୍ ‘ବନ୍ଦେ ମାତରମ୍’ ଉଚ୍ଚାରଣ କରିବାକୁ ମନା କରିବା ସହ ଏହାକୁ ଇସ୍‌ଲାମ୍ ବିରୋଧୀ କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶାଫିକର ରହମାନ୍ ବାର୍କ। ଆଜି ସଂସଦ ଗୃହରେ ଲୋକସଭା ସାଂସଦ ଭାବରେ ଶପଥ ନେବାପରେ ଶାଫିକର କହିଛନ୍ତି, ବନ୍ଦେ ମାତରମ୍ ବିଷୟରେ କହିଲେ,...

6m
କାଳ ହେଲା ଯାଦୁ ଖେଳ, ନଦୀରେ ବୁଡ଼ି ଜୀବନ ହାରିଲେ ଯାଦୁଗର

ଭୁବନେଶ୍ୱର: କାଳ ହେଲା ବିପଜ୍ଜନକ ଯାଦୁ ଖେଳ। ପୋଲିସର ବିନା ଅନୁମତିରେ ହୁଗୁଳି ନଦୀରେ ଯାଦୁ ଦେଖାଉଥିବା ବେଳେ ଯାଦୁକର ଚଞ୍ଚଲ ଲହରୀଙ୍କ ମୃତ୍ୟୁ ହୋଇଛି । ଯାଦୁ ପ୍ରଦର୍ଶନ ପୂର୍ବରୁ ହାତଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ସେ ନଦୀ ଭିତରକୁ ପଶିଥିଲେ ।  ନଦୀ ଭିତରୁ ସୁରକ୍ଷିତ...

+2---kala
୨୬ରେ ସ୍କୁଲ ଖୋଲିବ, ହେଲେ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଲାନି

ଭୁବନେଶ୍ୱର: ଆରମ୍ଭ ହେଲା ନୂଆ ସେସନ୍ । ଆଜିଠାରୁ ଖୋଲିଛି ସବୁ କଲେଜ୍ । ହେଲେ ଏଯାଏଁ ପ୍ରକାଶ ପାଇପାରିଲାନି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଯାହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ। ଏପଟେ ପରିଷଦ ତାରିଖ ସ୍ପଷ୍ଟ କରି...

h
ନିର୍ବାଚନ ବେଳେ ଜବତ ହୋଇଛି ୩୮୦୦ କୋଟି

କଟକ: ସରିଛି ନିର୍ବାଚନ। ଏଥିରେ ଖର୍ଚ୍ଚ ହୋଇଛି ବିପୁଳ ପରିମାଣର ଟଙ୍କା। ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ୱାରା ଜବତ ହୋଇଛି ହଜାର ହଜାର କୋଟି ଟଙ୍କା। ତେବେ ଏତେ ଗୁଡ଼ାଏ ଟଙ୍କା କିପରି ଓ କେଉଁଠୁ ଆସିଲା, ସେ ସବୁକୁ ଏବେ ତଦନ୍ତ ପରିସରକୁ ଆଣିଛି ଏସ୍‌ଆଇଟି। କଳାଧନ...

odiya-pua
କାଶ୍ମୀର ଉପତ୍ୟକାରେ ଥମୁନି ଆତଙ୍କ: ଓଡ଼ିଆ ଯବାନ ଅଜିତ୍ ସାହୁଙ୍କ ମୃତ୍ୟୁ ପରେ ଜନ୍ମମାଟିରେ  ଶୋକାକୁଳ ପରିବେଶ

ଭୁବନେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ଆତଙ୍କର ଛାୟା। ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ଅଭିଯାନ ଚଳାଇଥିଲେ ବି ନିଜକୁ ଅନେକ କ୍ଷତି ସହିବାକୁ ପଡୁଛି। ଗତ ଦୁଇ ଦିନରେ ଅନନ୍ତନାଗ ଓ ପୁଲଓ୍ୱାମାରେ ୪ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ବଡସୁଆଳର...

66
ବିଜ୍ଞପ୍ତି ସହ ରାଜ୍ୟସଭା ଉପନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ତାସହ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ତେବେ ୩ଟି ରାଜ୍ୟସଭା ପଦ ପାଇଁ ପୃଥକ୍ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ସିଟ୍ ବିଜେଡି ଖାତାକୁ ଯିବ। ତେବେ ନବୀନ...

bu
ବାଲେଶ୍ୱର ପୋଲିସ ହାତରେ ଧଳା ଜହର ରାକେଟ, ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ

ବାଲେଶ୍ୱର: ଧଳା ଜହର ଜାଲରେ ବାଲେଶ୍ୱର । ଚଢାଉ ବେଳେ ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ବାଲେଶ୍ୱର ସହଦେବଖୁଣ୍ଟା ପୋଲିସ ଗତ ରାତିରେ ସହର ଉପକଣ୍ଠ ଦହିପଡ଼ା ଓ ଫୁଲାଡି ଆଦି ଅଞ୍ଚଳରେ ଚଢଉ କରି ବ୍ରାଉନ୍ ସୁଗାର ଜବତ କରିଛି। ଏହି...

rr
ସହିଦଙ୍କ ୪ ବର୍ଷର ପୁଅକୁ ଧରି କାନ୍ଦିଲେ ପୁଲିସ୍‌ ଅଧିକାରୀ

ଶ୍ରୀନଗର: ସାମ୍ନାକୁ ଆସିଛି ଭାବପ୍ରବଣ କରିବା ଭଳି ଗୋଟିଏ ଫଟୋ। ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଇନସପେକ୍ଟର ଅଶ୍ରଦ ଖାନ୍‌ଙ୍କୁ ଦିଆଯାଇଥିବା ଅନ୍ତିମ ଶ୍ରଦ୍ଧାଞ୍ଜଳି ବେଳର ଦୃଶ୍ୟ ଯିଏ କେହି ବି ଦେଖିବ, ତା’ ଆଖିରେ ଲୁହ ଜକେଇ ଆସିବ। ସହିଦ ଅଶ୍ରଦଙ୍କ ୪ ବର୍ଷର ପୁଅ ମଧ୍ୟ...

school closed
ଛୁଟି ବଢିଲା, ୧୯ ଖୋଲିଥାନ୍ତା ଏବେ ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା। ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଖରା ଛୁଟି ବଢ଼ାଇଛନ୍ତି ରାଜ୍ୟ ସରକାର। ଖରାଛୁଟି ଜୁନ୍ ୨୫ ଯାଏଁ ବଢ଼ିଛି। ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ...

yyy
ଅଣସରଘରେ ଶ୍ରୀଜୀଉ, ଏଠି ଗଡିଲାଣି ତିନି ଠାକୁରଙ୍କ ରଥ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶର ଗୁଡିଆଲବନ୍ଧ ଗାଁରେ ଜଗନ୍ନାଥ ସଂସ୍କୃତିର ଭିନ୍ନ ପରମ୍ପରା । ସ୍ନାନପୂର୍ଣ୍ଣିମାରେ ପାଳିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ଭକ୍ତିମୟ ପରିବେଶ ଭିତରେ ରଥକୁ ଟାଣି ନେଇଥିଲେ ଶହ ଶହ ଶ୍ରଦ୍ଧାଳୁ। ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଗୋଟି ପହଣ୍ଡିରେ ଆସି...

oo
ମୋଦିଙ୍କ ମାଷ୍ଟରଷ୍ଟ୍ରୋକ: ପୁଣି ୧୫ ଟିକସ୍‌ ଅଧିକାରୀ ବିଦା

ନୂଆଦିଲ୍ଲୀ: ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସର ଲକ୍ଷ୍ୟ ନେଇ ମୋଦି-୨ ସରକାର ପୁଣିଥରେ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗ ଥିବା ଦେଶର ୧୫ ଜଣ ବରିଷ୍ଠ ଟିକସ୍‌ ଅଧିକାରୀଙ୍କୁ ଆଜି ମୋଦି-୨ ସରକାର ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବାଧ୍ୟତାମୂଳକ ଅବସର ନେବାକୁ...

tn
କଶ୍ମୀର ପୁଣି ଅଶାନ୍ତ: ମେଜର ସହିଦ, ୩ ଆତଙ୍କୀ ନିହତ

ଶ୍ରୀନଗର: କିଛିଦିନ ପରେ ଆଜି ପୁଣିଥରେ କଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପୁଲୱାମାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି। ଆଜି ଆତଙ୍କବାଦୀ ଓ...