• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

Mihir Pattnayak

Editor

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ ...more

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।

less

Posts by Mihir Pattnayak

mines
ଖଣିଜ ଉତ୍ତୋଳନରେ ଅନୀୟମିତତା: ୧୫ ଖଣି ଲିଜ୍‌ଧାରୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର: ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟ୍‌କା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ୍‌ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜଧାରୀ କେନ୍ଦ୍ର ଇସ୍ପାତ ଓ...

air-
ନୂଆ ସରକାର ଆସିଲେ ଭାରତ-ପାକିସ୍ତାନ ମଧ୍ୟରେ ବିମାନ ଉଡ଼ାଣ ନିଷ୍ପତ୍ତି

ଲାହୋର: ମେ ୩୦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦ ହୋଇ ରହିଥିବା ଦ୍ୱିପାକ୍ଷିକ ବିମାନ ସେବା ଉପରେ ନିଷ୍ପତ୍ତି ନିଆଯିବ। ସେ ଯାଏ କୌଣସି ଭାରତୀୟ ବିମାନ ପାକିସ୍ତାନକୁ ଉଡ଼ାଣ ଭରି ପାରିବ ନାହିଁ। ଗତକାଲି ଭାରତ ପାକିସ୍ତାନ ମଧ୍ୟରେ ଉଡ଼ାଣ ସେବା ନେଇ ପାକିସ୍ତାନ...

wc
ଭାରତ ଜିତିପାରିବନି ବିଶ୍ୱକପ୍ !

ନୂଆଦିଲ୍ଲୀ: ବିଶ୍ୱକପ୍ ରୋମାଞ୍ଚ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି ଅଛି ଏବଂ କିଏ ଟାଇଟଲ୍ ଫେଭରିଟ୍, ସେ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। କ୍ରିକେଟ୍ ପଣ୍ଡିତ ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଏହି ବିଶ୍ୱକପ୍ ପାଇଁ ପ୍ରମୁଖ ଦାବିଦାର ମାନୁଛନ୍ତି, କିନ୍ତୁ ଜ୍ୟୋତିଷଙ୍କ ଗଣନା...

kh
ସବୁ ଧର୍ମରେ ଅଛନ୍ତି ଆତଙ୍କବାଦୀ, କେହି ବି ପବିତ୍ର ନୁହଁନ୍ତି : କମଲ ହାସନ

ଚେନ୍ନାଇ: ନିର୍ବାଚନ ବେଳେ ଧର୍ମ ଆଧାରରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଅଭିନେତା ତଥା ମକ୍କଲ ନିଧି ମଇୟମ୍‌ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଆଜି କହିଛନ୍ତି ସେ ନିଜ ମନ୍ତବ୍ୟରୁ ଓହରିବେ ନାହିଁ। ଆଗାମୀ ଦିନରେ ଯାହା ବି ସାମ୍ନା କରିବାକୁ ପଡ଼ିବ ସେନେଇ ପ୍ରସ୍ତୁତ ଅଛନ୍ତି...

7u
ଝୁଲା ସରକାର ଗଠନ ହେବାର ସମ୍ଭାବନା ସୃଷ୍ଟି ହୋଇଛି : ଦାମୋଦର ରାଉତ

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ତୁଣ୍ଡ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ଦାମ ରାଉତ। କହିଛନ୍ତି ଏଥର ଓଡ଼ିଶାରେ କେହି ପାଇବେନି ବହୁମତ। ଏଠି ଝୁଲା ବିଧାନସଭା ହେବ। ତେବେ ମେଣ୍ଟ ସରକାର ହେଲେ ଓଡ଼ିଶାରେ ଅଫିସର ରାଜ୍ ସରିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର...

election
୧୯ରେ ଏହିସବୁ ବୁଥ୍‌ରେ ହେବ ସାନି ନିର୍ବାଚନ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବରି, ସୁକିନ୍ଦା, ଧର୍ମଶାଳା ଓ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୯ଟି ବୁଥ୍‌ରେ ୧୯ ତାରିଖରେ ହେବ ସାନି ମତଦାନ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ମତଦାନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ...

mmta
ପ.ବଙ୍ଗରେ ଆଗୁଆ ସରିଲା ପ୍ରଚାର, ବର୍ଷିଲେ ଦିଦି

ନୂଆଦିଲ୍ଲୀ: ବ୍ୟାପକ ହିଂସା ଯୋଗୁ ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ସମୟ ଅନୁଯାୟୀ ଆଜି ରାତି ୧୦ଟାରେ ପଶ୍ଚିମବଙ୍ଗରେ ପ୍ରଚାର ଶେଷ ହୋଇଛି। ଶେଷ ପର୍ଯ୍ୟାୟ ପାଇଁ ଆସନ୍ତା ୧୯ ତାରିଖରେ ଭୋଟ୍‌ ହେବ। ଏହି ପର୍ଯ୍ୟାୟରେ ଦମ୍‌ଦମ୍‌, ବରାସତ୍‌, ବସିରହାଟ୍‌, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବର,...

chan
ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ : ଗମାଙ୍ଗ

ଭୁବନେଶ୍ୱର: ଫୋନି ବାତ୍ୟା ବେଳେ ରାଜ୍ୟର ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ । ଏହା କହିଛନ୍ତି ୧୯୯୯ ମହାବାତ୍ୟା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ତଥା ବର୍ତ୍ତମାନର ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ । ଓଟିଭି ଖୋଲାକଥାକୁ ସ୍ୱତନ୍ତ୍ର...

bima
ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଦିଆଯିବ ବୀମା ରାଶି

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ବୀମା ପ୍ରଦାନ ଉପରେ ଗୁରୁତ୍ୱ । ଅଯଥା ଡକୁମେମେଣ୍ଟ ନ ମାଗି ସରଳ ଉପାୟରେ ବୀମା ଟଙ୍କା ପ୍ରଦାନ କରିବାକୁ ସମସ୍ତ ବୀମା କଂପାନୀଙ୍କୁ କୁହାଯାଇଛି। କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ, ଚାଷୀ, କ୍ଷୁଦ୍ରଶିଳ୍ପ, ହୋଟେଲ ମାଲିକ  ପ୍ରାଥମିକ ଡକ୍ୟୁମେଣ୍ଟ ଦେଇ ବୀମା ଟଙ୍କା...

gop
ଫୋନି ଉଜାଡ଼ି ଦେଇଛି ଉତ୍କଳମଣୀଙ୍କ ଅନ୍ତୁଡିଶାଳ

ଭୁବନେଶ୍ୱର: ବାତ୍ୟା ‘ଫୋନି’ର ଛଅ ଘଣ୍ଟାର ପ୍ରଳୟ ପୋଛି ଦେଇଛି ପୂରା ଗାଁକୁ। ଉଡ଼ାଇନେଇଛି ମୁଣ୍ଡ ଉପରୁ ଛାତ। ଆଉ ଉଜାଡ଼ି ଦେଇ ଯାଇଛି ଲୋକଙ୍କ ଜୀବନ ଜୀବିକା। ଏପରି ଚିତ୍ର ଦେଖିବାକୁ ମିଳିଛି, ବିପର୍ଯ୍ୟୟ ବେଳେ ଦୀନ ଦୁଃଖୀଙ୍କ ପାଖରେ ସବୁବେଳେ ଠିଆ ହୋଇଥିବା ଉତ୍କଳମଣି ଗୋପବନ୍ଧୁ...

diu
ଫୋନି ପରେ ଦାଉ ସାଧୁଛି ଝାଡ଼ାବାନ୍ତି

ପୁରୀ: ପ୍ରକୃତିର ତାଣ୍ଡବ ପରେ ଦୁର୍ଦ୍ଦଶା ଆସିବା ନିଶ୍ଚିତ। ତେବେ କେଉଁଠି କେଉଁ ରୂପରେ ଆସିବ ତାହା କହିବା ମୁସ୍କିଲ । ପୁରୀ ଜିଲ୍ଲାରେ ଫୋନିର କ୍ରୁର ଆକ୍ରମଣ ପରେ ଦାଉ ସାଧୁଛି ଝାଡ଼ାବାନ୍ତି । ଦୂଷିତ ପାଣି ବ୍ୟବହାର କରି ଶତାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ...

nu
କେନ୍ଦ୍ରାପଡ଼ାରେ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିର୍ମାଣ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ। ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ବାତ୍ୟା ଆଶ୍ରୟସ୍ଥଳରେ ୨ କୋଟି ଟଙ୍କା...

t6
ଭୁବନେଶ୍ୱର ଡକାୟତି ଘଟଣାରେ ବାଂଲାଦେଶୀ ଲିଙ୍କ

ଭୁବନେଶ୍ୱର: ଦିଲ୍ଲୀ ସ୍ପେଶାଲ ସ୍କ୍ୱାଡ୍‌ ହାତରେ ଧରାପଡିଥିବା ବାଂଲାଦେଶୀ ଡକାୟତଙ୍କ ଲିଙ୍କ୍‌ ଭୁବନେଶ୍ୱରରେ ରହିଛି। ଏକଥା ଜଣାପଡ଼ିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କମିଶନରେଟ ପୁଲିସର ଏକ ଟିମ୍ ଦିଲ୍ଲୀ ଗସ୍ତ କରିଛି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କଲେ ଲୁଟ୍‌ର ବହୁ ତଥ୍ୟ ପଦାକୁ ଆସିବ...

paik
ଆବାସ ଯୋଜନାକୁ ଉପହାସ: ପାଇଖାନା ଘରେ ଦିନ କାଟୁଛନ୍ତି ୨ ପରିବାର

ରାୟଗଡ଼ା: ବାସହୀନଙ୍କୁ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁପକ୍କା ଘର ଯୋଜନା, ସବୁଥିରେ ଗୃହହୀନଙ୍କୁ ଘର ପ୍ରଦାନ କରାଯାଉଛି । ମାତ୍ର ଏସବୁ ଯୋଜନା ଗରିବଙ୍କ ନିକଟରେ କେତେ...

ab
ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ

ନୂଆଦିଲ୍ଲୀ: ଯବାନଙ୍କୁ ଉତ୍ସାହିତ ଓ ସେମାନଙ୍କ ବୀରତ୍ୱକୁ ପ୍ରୋତ୍ସାହନ ଦେବାକୁ ବାୟୁସେନା ନେଇଛି ପଦକ୍ଷେପ। ଫେବ୍ରୁଆରୀ ୨୭ରେ ପାକିସ୍ତାନର ଲଢୁଆ ବିମାନ F-16କୁ ଖସାଇବାରେ ସଫଳ ହୋଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ କରାଯାଇଛି। ଅଭିନନ୍ଦନଙ୍କ ୫୧ ନମ୍ବର ମିଗ୍-୨୧ ବାଇସନ ସ୍କ୍ୱାର୍ଡନ୍‌ର...

black
ହରିଣଙ୍କ ପାଇଁ ବନ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା, ଡ୍ରୋନ ଅପରେସନ ଆରମ୍ଭ

ପୁରୀ: ହରିଣଙ୍କ ପାଇଁ ବନବିଭାଗର ଚିନ୍ତା ବଢିଯାଇଛି। ବାଲୁଖଣ୍ଡ ଏବଂ ଆସ୍କା ହରିଣଙ୍କ ପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛି। ବିଧ୍ୱସ୍ତ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପାଇଁ ଛାମୁଡିଆ ହେବ। ବର୍ଷା ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ଜଙ୍ଗଲ ଜଳାଶୟ ପୂରଣ । କରାଯିବ ହରିଣଙ୍କ...

djo
ଧୋନି ଆଇପିଏଲ୍‌ର ସଫଳ ୱିକେଟ୍‌କିପର୍

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଧୋନି ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ୱିକେଟକିପର ଭାବେ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ଦିନେଶ କାର୍ତ୍ତିକଙ୍କୁ ପଛରେ ପକାଇଛନ୍ତି। ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଫାଇନାଲରେ ଧୋନି...

no
ରାଜ୍ୟ ସରକାର ବାତ୍ୟା ପରବର୍ତ୍ତୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ: ନରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଫୋନି ବାତ୍ୟା ପରବର୍ତ୍ତୀ ରିଲିଫ, ଥଇଥାନ ଓ ପୁଃନରୁଦ୍ଧାର କାମରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ନରସିଂହ କହିଛନ୍ତି ଫୋନିରେ ବାସ୍ତବ କ୍ଷୟକ୍ଷତି ଆକଳନ ହେଉଥିବା ପରିମାଣଠୁ ଯଥେଷ୍ଟ ଅଧିକ। ତେଣୁ କେନ୍ଦ୍ର...

ko
ଫନି ବୁଡାଇଲ କୂଳ ବେଉସା, କାଳିଆ ପାଇଁ କୁଡୁଆ ଚିନ୍ତା

ପୁରୀ: ବାତ୍ୟା ଫୋନି ଉଜାଡି ଦେଇଛି ବହୁ ଲୋକଙ୍କ କୂଳ ବେଉସା । କ୍ଷତିଗ୍ରସ୍ତ କୌଳିକ ବୃତ୍ତି ମଧ୍ୟରୁ ଗୋଟିଏ ହେଉଛି କୁମ୍ଭାରଙ୍କ କୁମ୍ଭକାର ସେବା । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କ ସେବା ପୂଜା ସହ ସହ ପ୍ରତ୍ୟକ୍ଷ ଜଡିତ ଥିବା ପୁରୀ କୁମ୍ଭାରପଡ଼ାର ମାଟି କୁଡ଼ୁଆ...

u
ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଫୋନି

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫୋନି ଯିବାରେ ୧୦ ଦିନ ବିତିଗଲାଣି। ହେଲେ ଚାଷୀ କ୍ଷେତରୁ ଏଯାଏଁ କ୍ଷତ ଲିଭିନି। ପାନ, ନଡ଼ିଆ, କଦଳୀ ଭଳି ଅର୍ଥକରୀ ଫସଲ ହେଉ କି ଡ଼ାଳୁଅ ଧାନ, ଏସବୁକୁ ଯେମିତି ସମୂଳେ ଧ୍ୱଂସ କରିଦେଇଛି ବାତ୍ୟା ଫୋନି। କ୍ଷତିଗ୍ରସ୍ତ ଉପକୂଳ ଓଡ଼ିଶାରେ ସ୍ଥିତି...

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।