• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

Mihir Pattnayak

Editor

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ ...more

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।

less

Posts by Mihir Pattnayak

sdee
ବାଜି ମାରିଲେ ମୋକିମ୍

ଭୁବନେଶ୍ୱର: ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବାଜି ମାରି ନେଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ପରାସ୍ତ କରିଛନ୍ତି। ସେ ଦେବାଶିଷଙ୍କୁ ୩୭ ଶହରୁ ଅଧିକ ଭୋଟ୍‌ରେ ହରାଇଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଥିବା ସୂଚନା ଅନୁଯାୟୀ,...

manjula
ଆସ୍କା ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ମଞ୍ଜୁଳା ସ୍ୱାଇଁ

ବ୍ରହ୍ମପୁର: ଆସ୍କା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜୟୀ ହୋଇଛନ୍ତି। ମଞ୍ଜୁଳାଙ୍କ ପାଇଁ ରାଜନୀତି କିଛି ନୂଆ ନୁହେଁ। ସ୍ୱାମୀ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁ ଥିଲେ ଆସିକାର ପୂର୍ବତନ ସାଂସଦ । ଲଡ଼ୁକିଶୋର ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ। ଆସିକାରେ ସେ ଅନେକ ଲୋକାଭିମୁଖୀ...

jay
ସମ୍ବଲପୁର: ବିଜୟୀ ହେଲେ ଜୟ ନାରାୟଣ

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ସମ୍ବଲପୁର ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। ମିଶ୍ର ଗତଥର ଲୋକପ୍ରିୟ ଡାକ୍ତର ତଥା ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀଙ୍କଠାରୁ ପରାଜିତ ହୋଇଥିଲେ। ୨୦୦୦ ମସିହାରେ ନିର୍ବାଚିତ ହୋଇ ମିଶ୍ର ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ।...

bk
୬ଷ୍ଠ ଥର ଲାଗି ଜିତିଲେ ବିକ୍ରମ ଆରୁଖ

ଭୁବନେଶ୍ୱର: ଭଞ୍ଜନଗର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ନେତା ଶ୍ରୀ ବିକ୍ରମ କେଶରୀ ଆରୁଖ। କ୍ରମାଗତ ୬ଷ୍ଠ ଥର ଲାଗି ସେ ଏହି ଆସନରୁ ବିଜୟୀ ହୋଇଛନ୍ତି। ୭୪,୨୭୮ ଖଣ୍ଡ ଭୋଟ ପାଇଛନ୍ତି ଆରୁଖ। ୧୯୯୫ ମସିହାରେ ଶ୍ରୀ ଆରୁଖ ପ୍ରଥମେ ଜନତା ଦଳ...

tt
ବଡ଼ଚଣାରୁ ବଡ଼ ଖବର, ଜିତିଲେ ଅମର, ହାରିଲେ ବି ଅମର

ଭୁବନେଶ୍ୱର: ଯାଜପୁର ଜିଲା ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଧାୟକ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅମର ନାୟକଙ୍କୁ ସେ ୧୩୯୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ୨୦୧୪ ନିର୍ବାଚନରେ ବିଜେଡି ବିଦ୍ରୋହୀ ଅମର ନାୟକ ଟିକଟ ନ...

xt
ଓଟିଭି ଏକ୍‌ଜିଟ୍‌ ପୋଲ୍‌ର ବିଶ୍ୱସନୀୟତାକୁ ଦର୍ଶକଙ୍କ ପସନ୍ଦ

ଭୁବନେଶ୍ୱର: ଆଜି ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ କରାଯାଇଥିଲା। ଓଡ଼ିଶାରେ ଥିବା ପ୍ରାଦେଶିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟ ଏକ୍‌ଜିଟ୍‌ ପୋଲ୍‌ କରିଥିବା ବେଳେ ଏ କ୍ଷେତ୍ରରେ ଓଟିଭି ସର୍ବାଗ୍ରେ ରହିଛି। ସାଧାରଣ...

uo
ଅଂଶୁଘାତ ମୃତ୍ୟୁ ଅଭିଯୋଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୋମନା ବୀରହନୁମାନପଡ଼ାର ସୁକାନ୍ତ ବାଗ୍‌। ଗତକାଲି ବସଷ୍ଟାଣ୍ଡରେ କୁଲି କାମ ସାରି ସୁକାନ୍ତ ଘରକୁ ଆସିଥିଲେ। ସେଠାରେ ତାଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ କୋମନା ଓ ପରେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।...

ko
ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉପ-କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀର ନାଁ ଟିକୁ ଅଜଗର ଏବଂ ଘର ବିନିକାର ଚମାରପଡ଼ାରେ। ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଟିକୁ ବିନିକା ଫାୟାରମ୍ୟାନ୍‌ଙ୍କୁ ହତ୍ୟା ଘଟଣାରେ ସୋନପୁର ଜେଲରେ ସଜା କାଟୁଥିଲେ।...

de
ଭୁଲ୍‌ ଇଞ୍ଜେକସନ୍‌ ଜୀବନ ନେଲା

ସୋର: ଭୁଲ୍ ଇଞ୍ଜେକ୍‌ସନରୁ ଯୁବତୀଙ୍କ ମୃତ୍ୟୁ ହୋଇଛି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋରରୁ । ସୋରର ଅଡ଼ଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନିକରେ ଇଞ୍ଜେକସନ୍‌ ନେଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଜ୍ୱରରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବାଗୁଡ଼ିର ଏହି ଯୁବତୀ...

kum
୫୦ ଟି ଅଣ୍ଡା ସହ ଠାବ ହେଲା ମାଈ କୁମ୍ଭୀର

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଅରଡ଼ ଗାଁରେ ମାଈ କୁମ୍ଭୀର ଠାବ ହୋଇଛି। ଠାବ ହୋଇଥିବା କୁମ୍ଭୀର ନିକଟରେ ପ୍ରାୟ ୫୦ଟି ଅଣ୍ଡା ଥିବା ମଧ୍ୟ ଦେଖିବାକୁ ପାଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଗୋବରୀ ନଦୀର ଏକ ବାଉଁଶ ବୁଦାକୁ ବାଉଁଶ ଆଣିବାକୁ ଯାଇଥିବା ବେଳେ ଗାଁର ସୁବାସ ପାତ୍ରଙ୍କୁ...

muk
କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଟଙ୍କା ପାଆନ୍ତି ମାସିକ ବେତନ ?

ଭୁବନେଶ୍ୱର: ବଡ଼ ଚାକିରି, ବଡ଼ ଦରମା। କଥାଟା ଆପଣ ନିଶ୍ଚିତ ଜାଣିଥିବେ। ହେଲେ ଭାବିଲେ ଦେଖି ସବୁଠାରୁ ଅଧିକ ଦରମା କିଏ ପାଏ ? କଥାଟା ଅନେକ ସମୟରେ ଆଲୋଚନା ହୋଇଥାଏ। କିନ୍ତୁ କିଏ କେତେ କଥା କୁହନ୍ତି। କିଏ କୁହେ ରାଷ୍ଟ୍ରପତି ଅଧିକ ପାଆନ୍ତି ତ ପୁଣି...

89
ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କଲେ ଦୂତୀ

ଭୁବନେଶ୍ୱର: ଓଡ଼ିଶା ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ (ସେମ୍ ସେକ୍ସ୍ ରିଲେସନ୍‌ସିପ୍‌) ଅଛନ୍ତି। ସେ ନିଜେ ଏକଥା ପ୍ରକାଶ କରିଛନ୍ତି। ‘ଦ ସଣ୍ଡେ ଏକ୍ସପ୍ରେସ୍‌’କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି। ଆଉ ଏହା ସହିତ ଦୂତୀ ହେଉଛନ୍ତି ଭାରତର ପ୍ରଥମ ଆଥ୍‌ଲେଟ୍ ଯିଏ ଖୋଲାଖୋଲି ଭାବେ...

yyh
୬ ଜଣ ଡକାୟତଙ୍କୁ ଗିରଫ କଲା ପଦ୍ମପୁର ପୋଲିସ୍‌

ପଦ୍ମପୁର: ଗତ ୧୨ ତାରିଖରେ ହୋଇଥିବା ଏକ ଲୁଟ୍ ମାମଲାରେ ବରଗଡ଼ ଜିଲ୍ଲା ପଦ୍ମପୁର ପୁଲିସ୍‌ ୬ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ସମସ୍ତ ଲୁଟ୍ ସାମଗ୍ରୀ ସହିତ ୨ଟି ବାଇକ୍‌ ଜବତ କରାଯାଇଛି। ୧୨ ତାରିଖରେ ଏମାନେ ବାବୁଲାଲ୍‌ ମେହର ନାମକ ଜଣେ ବ୍ୟକ୍ତିଙ୍କଠାରୁ...

tu
ପୋଲ ଉପରେ ଜଳିଗଲା ମିନି ଟ୍ରକ

କଟକ: ମହାନଦୀ ପୋଲ ଉପରେ ହୁତୁ ହୁତୁ ହୋଇ ଜଳୁଥାଏ ଟ୍ରକ। ବାଟରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହେଉଥାନ୍ତି। ହେଲେ ନିଆଁ ଏତେ ଜୋର୍‌ରେ ଜଳୁଥାଏ ଯେ, ଏହା ପାଖକୁ କେହି ଯିବାକୁ ସାହସ କରିପାରୁ ନ ଥାନ୍ତି। ଘଟଣାଟି କାଲି ରାତିର।  କଟକ ଜଗତପୁର ମହାନଦୀ ପୋଲ...

yy
ପଛରୁ ପିଟିଲା କାର୍‌, ସ୍କୁଟି ଚାଳକଙ୍କ ସମେତ ୫ ଆହତ

ଭୁବନେଶ୍ୱର: ବାଣୀବିହାର ଓଭରବ୍ରିଜ୍‌ରେ ଶନିବାର ରାତିରେ ହୋଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ ୨ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ଗତକାଲି ବିଳମ୍ବିତ ରାତିରେ ବ୍ରିଜ୍‌ ଉପର ଦେଇ ଏକ କାର୍‌ ଦ୍ରୁତ ଗତିରେ ଯାଉଥିଲା। ଗାଡ଼ିର ଗତି ଅଧିକ ଥିବାରୁ ହଠାତ୍‌ ଏହାର ଚକା ଫାଟିଯାଇଥିଲା...

hky
ଭୁବନେଶ୍ୱର ଆସୁଛି ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଅଲମ୍ପିକ୍ସ ଯୋଗ୍ୟତା ପର୍ଯାୟ ମ୍ୟାଚ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିବ ଭାରତୀୟ ହକି ଟିମ୍ । ଏଥିପାଇଁ କମିଶନରେଟ୍ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଷ୍ଟାଡିୟମ୍, ଖେଳାଳିଙ୍କ ରହଣି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ...

uu
ଶେଷ ପର୍ଯ୍ୟାୟର ହେଭିୱେଟ୍‌

ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଛନ୍ତି ଦେଶର କିଛି ହେଭିୱେଟ୍ ନେତା। ଯେଉଁମାନଙ୍କ ଭିତରେ ଅଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି ଏବଂ ସେଠାରେ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ। ସେହିପରି ଗୋରଖପୁରରୁ ବିଜେପି ପ୍ରାର୍ଥୀ...

1
ଫୋନି ଉଜାଡିଲା ଭିଟାମାଟି, ଆଶ୍ରୟ ଦେଇଛି ୪ ଫୁଟିଆ ପାଇଖାନା ଘର

ଭୁବନେଶ୍ୱର: ଅଚାନକ ଝଡ଼ ଛଡ଼ାଇ ନେଲା ବାପ ଅଜା ଅମଳର ଝାଟିମାଟିର ଆଶ୍ରୟ। ଏବେ ସାହା ପାଲଟିଛି ୪ ଫୁଟିଆ ପାଇଖାନା ଘର। କେନ୍ଦ୍ରାପଡ଼ା ଜିଲ୍ଲା ରଘୁଦେଇପୁର ଗାଁରେ ଦେଖିବାକୁ ମିଳିଛି ଏମିତି ସ୍ଥିତି। ଚାହୁଁ ଚାହୁଁ ସର୍ବଗ୍ରାସୀ ଝଡ଼ ଫୋନିକୁ ବିତିଗଲାଣି ୨ ସପ୍ତାହ। ହେଲେ ସେ...

0o
ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସରିବା ପୂର୍ବରୁ, ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ। ଆସନ୍ତା ୨୩ରେ ଆସିବାକୁ ଥିବା ଫଳାଫଳ ଏନ୍‌ଡିଏ ସପକ୍ଷରେ ଯିବ। ଏନ୍‌ଡିଏ ୩୦୦ରୁ ଅଧିକ ଆସନରେ ବିଜୟୀ ହେବ ଓ ନରେନ୍ଦ୍ର ମୋଦି...

ol
ପାଚିଲା ଧାନ ଖାଇଗଲେ ବାର୍‌ହା ପଲ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଧାନ କ୍ଷେତରେ ବାର୍‌ହା ଉପଦ୍ରବ ଯୋଗୁଁ ନଷ୍ଟ ହୋଇଛି ଏକର ଏକର ଧାନ ଫସଲ। ଲଲଲହ ହେଉଥିବା ପାଚିଲା ଧାନ ଖାଇ ନଷ୍ଟ କରିଛନ୍ତି ବାର୍‌ହା। ଏବେ ବାର୍‌ହା କବଳରୁ ବଳକା ଧାନ ବଞ୍ଚାଇବା ବି ମୁସ୍କିଲ ହୋଇପଡ଼ିଛି । ବାର୍ହା...

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।