• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

Mihir Pattnayak

Editor

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ ...more

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।

less

Posts by Mihir Pattnayak

87
ପ୍ରେମିକାର ଘରଲୋକେ ପ୍ରେମିକଙ୍କୁ ପିଟିପିଟି ମାରିଦେଲେ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ପ୍ରେମିକଙ୍କୁ ଘରେ ପୂରାଇ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ବର୍ତ୍ତମାନ...

uu
ନନାଙ୍କ ଛକାରେ ୨ କୋଟିପତି ନେତା ଚିତ୍‌ପଟାଙ୍ଗ

ନୀଳଗିରି(ବିଶ୍ୱମ୍ୱର ଦାସ): ପ୍ରତାପ ଷଡ଼ଙ୍ଗୀ। ଗାଁରେ ଡାକନ୍ତି ପ୍ରତାପ ନନା। ଭାରି ସିଧାସାଧା ମଣିଷଟିଏ। କଥା ତାଙ୍କର ରୋକଠୋକ ହେଲେ ମଧ୍ୟ ମନଟା ସରଳ ଆଉ ନିଷ୍କପଟ। ୪ ବଖରା ଚାଳଛପର ଘରେ ଭିତରେ ସୁନ୍ଦର ଭାରତର ସ୍ୱପ୍ନ ଦେଖୁଥିବା ଏହି ମଣିଷ ଜଣକ ଦିଲ୍ଲୀ ଯିବେ। ସଂସଦ...

news
୨ ମୁଣ୍ଡ ନେଲା ନୟାପଲ୍ଲୀ ଓଭରବ୍ରିଜ୍: ମୃତକ ଏଥର ଦେଇଥିଲେ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ନୟାପଲ୍ଲୀ ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ମୃତାହତମାନେ ବାଇକ୍‌ରେ ଯାଉଥିବା ବେଳେ ଟ୍ରକ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଏମାନେ ସମସ୍ତେ ଏଥର ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ...

1
ଶିଶୁବଳି ଅଭିଯୋଗ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ୍‌

ବଲାଙ୍ଗିର: ବଲାଙ୍ଗିର ଟାଉନଥାନା ଲକ୍ଷ୍ମୀନଗର ପଡ଼ାରେ ଜଣେ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଛି। ଶିଶୁଟିର ମୃତ୍ୟୁ ଆକସ୍ମିକ ନୁହେଁ ବରଂ ଏହା ଏକ ନରବଳି ବୋଲି ସନ୍ଦେହ କରାଯାଉଛି। ଲକ୍ଷ୍ମୀନଗର ଅଞ୍ଚଳର ଜଗଦୁ ସ୍ୱାଇଁଙ୍କ ପୁଅ ଜିତୁ ଗତକାଲିଠାରୁ ନିଖୋଜ ହୋଇଯାଇଥିଲେ। ଘରେ ଖେଳୁଥିବା ବେଳେ ହଠାତ୍‌ କେଉଁଆଡେ...

bb
ପରାଜୟର ସମୀକ୍ଷା: ପିସିସି ଗଢ଼ିଲା ୨୧ଜଣିଆ କମିଟି

ଭୁବନେଶ୍ୱର: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଏବେ ଦଳ ଭିତରେ କମ୍ପନ ସୃଷ୍ଟି କରିଛି। ନିର୍ବାଚନରେ ଦଳର ଏଭଳି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି ପ୍ରଚାର କମିଟି ମୁଖ୍ୟ ଭକ୍ତ ଦାସ ଦଳୀୟ...

mo
ଗାଦି ସମ୍ଭାଳିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା । ଭୋଟ ଗଣତି ସରି ରେଜଲ୍ଟ ବାହାରି ସାରିଥିବା ବଳେ ଏବେ କେବଳ ସରକାର ଗଠନ ବାକି। ତେବେ ସେଥିଲାଗି ମଧ୍ୟ ଆରମ୍ଭ ହୋଇଯାଇଛି ତତ୍ପରତା। ମୋଦି ଓ ଶାହ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ନିଷ୍ପତ୍ତି ନେବେ ବୋଲି...

77
୫ମ ଥର ଲାଗି ନବୀନ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ରାଜ୍ୟ ରାଜନୀତିରେ ନୂଆ ରେକର୍ଡ ସହ ଲଗାତାର ପଞ୍ଚମ ଥର ପାଇଁ  ନୂଆ ସରକାର ଗଠନ କରିବାକୁ ଯାଉଛି ବିଜେଡି । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସୁଥିବାବେଳେ ୨୭ ତାରିଖ ଅର୍ଥାତ୍ ସୋମବାର ଶପଥ ଗ୍ରହଣ ଉତ୍ସବ ହେବାର ସମ୍ଭାବନା ରହିଛି । ଏପଟେ ମନ୍ତ୍ରିମଣ୍ଡଳରେ...

1
ମୋଦି ଲହର ସତ୍ତ୍ୱେ ଓଡିଶାରେ କାହିଁକି ଫଳ ହେଲା ଓଲଟପାଲଟ ?

ଭୁବନେଶ୍ୱର: ସାରା ଦେଶରେ ମୋଦି ଲହର ବିଜେପିକୁ ଅଭୂତପୂର୍ବ ସଫଳତା ଦେଇଥିବା ବେଳେ ଓଡ଼ିଶା ବିଧାନସଭା କ୍ଷେତ୍ରରେ କିନ୍ତୁ  ସେପରି ହେଲାନି। ମିଶନ ୧୨୦ ଲକ୍ଷ୍ୟରେ ଲଢୁଥିବା ରାଜ୍ୟ ବିଜେପି ମାତ୍ର ୨୩ ଆସନରେ ସୀମିତ ରହିଲା । ତେବେ ଲୋକସଭା କ୍ଷେତ୍ରରୁ କିନ୍ତୁ ଦଳ ଅପେକ୍ଷାକୃତ ପ୍ରଦର୍ଶନ...

tt
କୋଚିଂ ସେଣ୍ଟରରେ ନିଆଁ,୧୬ ଛାତ୍ରଛାତ୍ରୀ ମୃତ

ସୁରତ: ଗୁଜରାଟର ସୁରତସ୍ଥିତ ସର୍ଥାନାଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା କାରଣରୁ ୧୬ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ ଫ୍ଲୋରରେ ନିଆଁ ଲାଗିଯାଇ ଥିଲା। ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି...

gg
ବିଜୟ ତିଳକ ଲଗାଇଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ଡେବ୍ୟୁ ମ୍ୟାଚରେ ହୁଏତ ଗୌତମ ଗମ୍ଭୀର ମାତ୍ର ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲେ, କିନ୍ତୁ ଭାରତର ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରତ୍ୟକ୍ଷ ରାଜନୀତିରେ ପଦାର୍ପଣରେ ଧମାଲ୍ କରିଛନ୍ତି। ଟିମ୍ ଇଣ୍ଡିଆକୁ ଦୁଇଥର ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ୩୭ ବର୍ଷୀୟ...

Dama-And-Biju
ବିଜୁମୟ ଓଡ଼ିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ: ଦାମୋଦର

ଭୁବନେଶ୍ୱର:ପରାଜୟ ପରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ମନରେ ଏବେବି ବିଜୁବାବୁଙ୍କ ପ୍ରତି ଅନୁରାଗ ରହିଛି। ନିର୍ବାଚନ ପୂର୍ବରୁ ପରିସ୍ଥିତି ଅଲଗା ଜଣାପଡୁଥିଲା। ଏବେ ଭାବୁଛି ବିଜୁମୟ ଓଡ଼ିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ। ବିଜୁଙ୍କ ପ୍ରତି ଥିବା...

11
ପଣ୍ଡିତ୍‌ ନେହରୁଙ୍କ ରେକର୍ଡ ସମକକ୍ଷ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଜବାହାରଲାଲ୍‌ ନେହରୁ, ଇନ୍ଦିରା ଗାନ୍ଧି ଆଉ ଏବେ ନରେନ୍ଦ୍ର ମୋଦି। ମୋଦି ହେଉଛନ୍ତି ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଯେ, ପୂର୍ଣ୍ଣ ବହୁମତରେ ୨ୟ ଥର ଦେଶର ପଦଭାର ସମ୍ଭାଳିବେ। ତାଙ୍କ ପୂର୍ବରୁ ପଣ୍ଡିତ ଜବାହାର ଲାଲ୍‌ ନେହରୁ ଓ ଇନ୍ଦିରା ଗାନ୍ଧି ବହୁମତ ପାଇ ୨ଥର ପ୍ରଧାନମନ୍ତ୍ରୀ...

s4
ଶେଷରେ କୋରାପୁଟକୁ କବ୍‌ଜା କଲା କଂଗ୍ରେସ

ଭୁବନେଶ୍ୱର: ସରିଛି ନିର୍ବାଚନ। ଫଳାଫଳ ଜାଣି ସାରିଛନ୍ତି ଜନତା। ବିଜେପି ଶିବିରରେ ଏଣିକି ଖୁସିର ଲହରୀ ଖେଳୁଥିବା ବେଳେ ଖାଁ ଖାଁ ଲାଗୁଛି କଂଗ୍ରେସ ଭବନ। ଦଳକୁ ପ୍ରତ୍ୟାଖାନ କରିଛନ୍ତି ଜନତା। ୨୦୧୪ ନିର୍ବାଚନଠାରୁ ଅଧିକ ଭୋଟ ହାର ସହ ବିଜୟ ଲାଭ କରି କେନ୍ଦ୍ରରେ ସରକାର ଗଢ଼ିବାକୁ...

kalpana
ପର୍ବତାରୋହୀ କଳ୍ପନା ଦାସଙ୍କ ପରଲୋକ

କାଠମାଣ୍ଡୁ : ପ୍ରଥମ ଓଡ଼ିଆ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କର ପରଲୋକ ହୋଇଯାଇଛି। ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଲଜାନ ଅଭାବରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ୍ୟୁ ବେଳକୁ...

ttb
ବିଜେପୁରରେ ବାଜି ମାରିଲେ ନବୀନ, ଏମାନେ ଏଇଠି

ଭୁବନେଶ୍ୱର:ଏଥର ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ବିଜେପିକୁ ଆଶାତୀତ ଭାବେ ସଫଳତା ମିଳି ନ ଥିବା ବେଳେ ବିଜେଡି ଅଧିକାଂଶ ସ୍ଥାନରେ ପୂର୍ବସ୍ଥିତି ବଜାଏ ରଖିଛି। ହେଭିୱେଟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ବିଜୟୀ ହୋଇଥିବା ବେଳେ ହିଞ୍ଜିଳି ଆସନରେ ଆଗୁଆ...

b-99-750x430
ମୋହନ, ପ୍ରମୋଦ, ସୀମାରାଣୀ ଓ ସୁଧୀର ସାମଲ ବିଜୟୀ

ଭୁବନେଶ୍ୱର:ଏଥର ନିର୍ବାଚନରେ ଅନେକ ଆସନରେ କଡ଼ା ଟକ୍କର ହୋଇଛି। କଂଗ୍ରେସ ପଛରେ ପଡ଼ିଯାଇଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରରେ ବିଜେପିର ମୋହନ ମାଝୀ ବିଜେଡିର ମାଧବ ସର୍ଦ୍ଦାରଙ୍କୁ ହରାଇ ବିଜୟୀ ହୋଇଛନ୍ତି। ମାଧବଙ୍କୁ ୧୧୮୯ ଭୋଟରେ ହରାଇ...

yu
ଜିତିଲେ ସୁରେଶ ରାଉତରାୟ

ଭୁବନେଶ୍ୱର: ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଖଲ କରିଛି କଂଗ୍ରେସ । ବରିଷ୍ଠ ନେତା ସୁରେଶ ରାଉତରାୟ ଏହି ଆସନରୁ ବିଜୟୀ ହୋଇଛନ୍ତି। ୭,୪୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟଙ୍କୁ ପରାଜିତ କରିଛନ୍ତି। ୨୦୧୪ ନିର୍ବାଚନରେ ଏହି ଆସନରୁ ପରାଜୟର...

pm
ଜିତିଲେ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: କାମାକ୍ଷାନଗର ଆସନରୁ ୪ର୍ଥ ଥର ଲାଗି ବିଜୟୀ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ୨୦୦୪ ମସିହାରୁ ଏହି ଆସନରୁ ସେ ଲଗାତର ୩ ଥର ଜିତିଆସିଛନ୍ତି। ଶ୍ରୀ ମଲ୍ଲିକ ଏଥର ପୁଣି ବିଜୟୀ ହୋଇଛନ୍ତି। ସେ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଶତ୍ରୁଘ୍ନ ଜେନାଙ୍କୁ ପରାସ୍ତ କରିଛନ୍ତି।

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।