• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

Mihir Pattnayak

Editor

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ ...more

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।

less

Posts by Mihir Pattnayak

Ayodhya Ram Temple
Ayodhya Ram Mandir; ୩ ବିନ୍ଦୁରେ ପ୍ରଭୁଙ୍କ କାହାଣୀ, ରାମ କାହିଁକି ମର୍ଯ୍ୟାଦା ପୁରୁଷୋତ୍ତମ ?

ମାତା ସୀତାଙ୍କୁ ଖୋଜିବା ପଥରେ ପଡେ କିସ୍କିନ୍ଧା ନଗର । ଏଠି ଗୋଟିଏ ଏମିତି ବାନର ଥାଏ, ଯିଏ ରାବଣକୁ କାଖରେ ଜାକି ପରାହତ କରିଛି । ଇତିହାସ କହୁଛି ରାବଣଠୁ ଅଧିକ ବଳ ତା’ ପାଖରେ ଅଛି ।

OTV
ସାକ୍ଷୀଗୋପାଳ: କାଞ୍ଚିରୁ ଶ୍ରୀକ୍ଷେତ୍ର, ଶ୍ରୀକ୍ଷେତ୍ରରୁ କଟକ ଆଉ ତା ପରେ…

ସାଲ୍ବ ନରସିଂହ, ଛେରା ପହଁରା କରୁଥିବା ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକଙ୍କୁ ଚଣ୍ଡାଳ କହି ବିବାହ ପ୍ରସ୍ତାବ ପ୍ରତ୍ୟାକ୍ଷାନ କରନ୍ତି। ଗଜପତି କାଞ୍ଚି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମ ପରାଜୟ ପରେ ବିଜୟ ପ୍ରାପ୍ତ ହୁଏ। କାଞ୍ଚି ରାଇଜରୁ ଅନେକ କିଛି ଉତ୍କଳ ଫେରେ।

Amla Navami
ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ, ହେଲେ ଆପଣ ଜାଣନ୍ତି କି କାହିଁକି ହୁଏ ରାଧା ପାଦ ଦର୍ଶନ ?

ଏହି ସାକ୍ଷୀଗୋପାଳ ମନ୍ଦିରରେ ପୂଜିତ ବିଗ୍ରହ ପ୍ରଥମେ କାଞ୍ଚିରେ ଥିଲେ। ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିବା ପରେ ଶ୍ରୀକ୍ଷେତ୍ର ଆସିଲେ।

OTV
ସିନେମା ହଲରେ ହାଉସଫୁଲ, ଏବେ ଫ୍ରିରେ ଦେଖନ୍ତୁ ପୁଷ୍କରା

ପ୍ରେମିକର ନାଁ ପୁଷ୍କରା। ଯିଏ ଶପଥ ନିଏ କେବେ ବିବାହ କରିବନି। ହେଲେ କ’ଣ ପାଇଁ ?

Rasmika AI
AI, Deepfake କ’ଣ, ଆପଣ ଜାଣନ୍ତି କି ?

Deep Learning ରୁ ଏହି Deepfacke ଶବ୍ଦ ଆସିଛି। ଯାହାକି ଏକ ଟେକନିକାଲ ଟର୍ମ । AIକୁ ଉପଯୋଗ କରି ମଲ୍ଟିପୁଲ ଆଲଗୋରିଦମ୍ ବ୍ୟବହାରରେ କୌଣସି ଫେକ୍ କଣ୍ଟେଣ୍ଟକୁ ସତ୍ୟରେ ରୂପାନ୍ତରଣ କରିବାକୁ ଏହା ଗୋଟିଏ ପ୍ରକ୍ରିୟା। ଏଥିରେ ମଲ୍ଟିପୁଲ ଲେୟାର ଡାଟା ବ୍ୟବହାର ହୋଇଥାଏ ବୋଲି ଟେକନିକାଲ...

Pinaki Mahua Relation
ପିନାକୀଙ୍କ ସହ ଭଲ ସମ୍ପର୍କ ଜାଣି ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲେ, ହେଲେ କିଏ ? ପଢନ୍ତୁ ଜାଣିବେ

ବିଜେପି ସାଂସଦ ନିଶିକାନ୍ତ ଦୁବେ ନିକଟରେ ଅଭିଯୋଗ କରିଥିଲେ ଯେ, ମହୁଆ ମଇତ୍ରୋ ଏବଂ ଦର୍ଶନ ହୀରାନନ୍ଦାନୀଙ୍କ ମଧ୍ୟରେ ଲାଞ୍ଚ କାରବାର ହୋଇଛି। ଏହା ପରେ ହୀରାନନ୍ଦାନୀ ଏହି ସତ୍ୟପାଠ ସଂସଦର ଆଚାର ସମିତି ନିକଟରେ ଉପସ୍ଥାପନ କରିଛନ୍ତି।  

Durga Madhav in Puri
ଶ୍ରୀମନ୍ଦିରରେ ଅନନ୍ୟ ଦୁର୍ଗା-ମାଧବ ଉପାସନା

ଶାରଦୀୟ ଉତ୍ସବ ବେଳେ ଜଗନ୍ନାଥଙ୍କ ସହ ମା’ ଦୁର୍ଗା ପୂଜିତ ହୁଅନ୍ତି। ହେଲେ ଆପଣ ଜାଣନ୍ତି କି ବଡ଼ ଦେଉଳରେ କେଉଁଠି ଅଛି ଦୁର୍ଗାମାଧବ ମନ୍ଦିର ?

sukh Pakhi katha
ଶୁଆ ପକ୍ଷୀଟିଏ ବ୍ରହ୍ମଜ୍ଞାନୀ ଶୁକଦେବ ହେଲେ କେମିତି ?

ଦିନେ ମାତା ପାର୍ବତୀ ଭଗବାନ ଶିବଙ୍କୁ ବ୍ରହ୍ମଜ୍ଞାନ ନିମନ୍ତେ ଜିଜ୍ଞାଶା କରନ୍ତି। ମାତାଙ୍କ ମନ ରଖି ଭଗବାନ ଶଙ୍କର ତାଙ୍କୁ ଗୋଟିଏ ଦିବ୍ୟ ଶିମିଳି ବୃକ୍ଷ ପାକ୍ଷକୁ ନେଇ ଯାଆନ୍ତି। ମାତା ପାର୍ବତୀ ଜିଜ୍ଞାସୁ ଶିଷ୍ୟଟିଏ ପରି ଭଗବାନ ଶଙ୍କରଙ୍କ ସମ୍ମୁଖ ଭାଗରେ ବସି ବ୍ରହ୍ମଜ୍ଞାନ ଶ୍ରବଣ କରିବାକୁ...

Agyamala Ritual Jagannath Temple
ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ କେଉଁ ଶତ୍ରୁକୁ ଦିଆଯାଏ ଆଜ୍ଞାମାଳ ?

ଶ୍ରୀମନ୍ଦିର ପରମ୍ପରାରେ ଆଜ୍ଞାମାଳ ପ୍ରସଙ୍ଗଟି ଆପଣ ଅନେକ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମରେ ପଢିଥିବେ ଆଉ ଶୁଣିଥିବେ। କିନ୍ତୁ ଆଜି ଏହି ପ୍ରସଙ୍ଗରେ ମୁଁ ରୋଚକ କାଥାଟିଏ ଆପଣଙ୍କୁ କହିବି। ପ୍ରଥମେ ଜାଣିବା ଆଜ୍ଞାମାଳ କଣ? ବାସ୍ତବରେ ଶ୍ରୀଜିଉଙ୍କ ଅଧର ଚୁମ୍ବିତ ମାଳ ବା ଅଧର ମାଳ...

chandalru-maha-prasada
ଚଣ୍ଡାଳ ଶିକ୍ଷାରୁ ଉଦୟ ହେଲା ଜ୍ଞାନ, ପ୍ରତିଷ୍ଠା ହେଲା ଭୋଗମଣ୍ଡପ

ଆଚାର୍ଯ୍ୟ ଶଙ୍କର। ସୌମ୍ୟ ସୁଦର୍ଶନ ଯୁବ ସନ୍ନ୍ୟାସୀ। ଗୌରୀକ ବସ୍ତ୍ରରେ ପବିତ୍ର କାଶୀ ନଗରୀରେ ବୁଲୁବୁଲୁ ହଠାତ୍ ଦୃଶ୍ୟ ହୁଅନ୍ତି ଜଣେ ଚଣ୍ଡାଳ। ଦେହରେ ଭସ୍ମ, ସାଥିରେ ସ୍ଵାନ ଶିଶୁଙ୍କ ସହ ଉଭା ହୁଅନ୍ତି ସିଏ। ବଡ ବିବତ୍ସ ତାଙ୍କ ରୂପ। ଯାହାକୁ ଦେଖି ସାଥିରେ ଥିବା ସନ୍ନ୍ୟାସୀ...

56000
ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ ରହିଛି। ଗୁରୁବାର ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ଦୁଇଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏବେ ଟିମ୍ ଇଣ୍ଡିଆ ୧୧ ପଏଣ୍ଟ ହାସଲ ସହ ପଏଣ୍ଟ...

5
‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୁରୀ: ଧରା ପଡ଼ିଲା ପୁରୀ ଜିଲ୍ଲା ଗୋପ ବ୍ଲକ୍‌ରେ ରାସନକାର୍ଡ ଜାଲିଆତି। ପଦାକୁ ଆସିଲା ଭୂତ ରାସନକାର୍ଡର ଗୁମର। ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଅଣ୍ଡରାଇଚ୍ଛାପୁର ଗାଁରେ ହୋଇଥିବା ରାସନକାର୍ଡ ମହାଦୁର୍ନୀତିର ବିଷ୍ଣୁପ୍ରିୟା ନାୟକ ହେଲେ ବଳିଷ୍ଠ ପ୍ରମାଣ। ତାଙ୍କ ନାଁରେ କାର୍ଡ ଥିବା କଥା...

2
ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଭୁବନେଶ୍ୱର: ପୋଲଭରମ୍ ପ୍ରକଳ୍ପ ନିର୍ମାଣକୁ ପୁଣି ଅନୁମତି ମିଳିଛି। ୨ ବର୍ଷ ପାଇଁ ନିର୍ମାଣ କରିବାକୁ ଅନୁମତି ଦେଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ଫଳରେ ପୋଲାଭରମ୍‌ ଲଢ଼େଇରେ ଆଉ ଏକ ଝଟକା ଖାଇଛି ଓଡ଼ିଶା। ଖାଲି ଏତିକି ନୁହେଁ, ପୋଲଭରମ୍‌ ପ୍ରକଳ୍ପ ହେଲେ ଆନ୍ଧ୍ରପ୍ରଦେଶ କେତେ...

3
ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ଭୁବନେଶ୍ୱର: କାର୍ ଭିତରୁ ୫ବର୍ଷର ଶିଶୁ ଉଦ୍ଧାର। ଅଳ୍ପକେ ବର୍ତ୍ତିଲା ଜୀବନ । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଦୀଘା ବିଚ୍‌ରେ। ସୂଚନା ଅନୁସାରେ ପଶ୍ଚିମବଙ୍ଗ କାମାରଗାଛି ଅଞ୍ଚଳର ସ୍ୱାମୀ ସ୍ତ୍ରୀ ନିଜ ୫ବର୍ଷର ଶିଶୁକୁ ନେଇ ଦୀଘା ବୁଲିବା ପାଇଁ ଆସିଥିଲେ। ତେବେ ବିଚ୍‌ରେ ଗାଡିକୁ...

4
ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ଭୁବନେଶ୍ୱର: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜେଡି ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି। ଆଉ ଏହି ତିନି ଜଣ କୋଟିପତି ବୋଲି ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି।...

1
ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନ ହେବେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍।  ମନ୍ତ୍ରୀ ପରିଷଦର ମିଳିଥିବା ଅନୁମୋଦନ ଅନୁଯାୟୀ ବଜେଟ୍ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁପାରେ । ବଜେଟ୍‌ରେ ମୁଖ୍ୟତଃ ଫନି ପରବର୍ତ୍ତି ପୁନଉଦ୍ଧାର ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ତାହା...

66
ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

ଭୁବନେଶ୍ୱର: ରାଜଧାନୀରୁ କାର୍‌ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଲୁଟେରାଙ୍କ ସହ ଚୋରା କାର କିଣିବା ଅଭିଯୋଗରେ ୪ ଗିରଫ ହୋଇଛନ୍ତି । ଏମାନଙ୍କଠାରୁ  ତିନୋଟି କାର, ସୁନା ହାର, ବାଇକ, ନକଲି ଟଏ ଗନ୍ ଜବତ କରିଛି ଖଣ୍ଡଗିରି ପୋଲିସ । ତାସହ ଲୁଟ କାରରେ ନିଶା...

tiktok-nurse
୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ମାଲକାନ୍‌ଗିରି: ଡ୍ୟୁଟି ବେଳେ ଟିକ୍‌ଟକ୍ କରି ଭାଇରାଲ ହୋଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ ଜଣ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ମେଡିକାଲ କତ୍ତୃପକ୍ଷ ସଂପୃକ୍ତ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ...

y7
ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ଭୁବନେଶ୍ୱର:  ସ୍ମାର୍ଟ ହେଉଛି ଯୁଗ, ତା ସହିତ ତାଳ ଦେଇ ସ୍ମାର୍ଟ ହେଉଛି ଶିକ୍ଷା ବ୍ୟବସ୍ଥା। ଏହି କ୍ରମରେ, ସ୍ମାର୍ଟ ଫୋନ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟ ବିଷୟବସ୍ତୁକୁ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ଏହି କ୍ରମରେ ଏଣିକି ନବମ...

ଶିକ୍ଷାଗତ ଯୋଗ୍ୟତା ଅର୍ଥନୀତିରେ ସ୍ନାତକ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଡିଗ୍ରୀ ହାସଲ ପରେ, ଏକ ଘରୋଇ ସଫ୍ଟ.ୱେର କମ୍ପାନୀରେ କଣ୍ଟେଟ ରାଇଟର ଭାବେ କାର୍ଯ୍ୟାରମ୍ଭ। ପରେ ପରେ ସକ୍ରିୟ ଗଣମାଧ୍ୟମକୁ ପ୍ରବେଶ। ବୃତ୍ତିଗତ ସାମ୍ବାଦିକ ଭାବେ ୨୦୧୦ରେ ଧରତ୍ରୀରେ ଯୋଗଦାନ। ସହ ସମ୍ପାଦକ ଓ ବରିଷ୍ଟ ସହ ସମ୍ପାଦକ ଭାବେ ଏଠାରେ ୭ ବର୍ଷ କାର୍ଯ୍ୟ କରିବା ପରେ ସମ୍ବାଦ ଡିଜିଟାଲରେ ଯୋଗଦାନ। ପରବର୍ତ୍ତି ସମୟରେ ଓଟିଭି, ଓଡିଶା ରିପୋର୍ଟର ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରି ସମ୍ପ୍ରତି ଓଟିଭି ଡିଜିଟାଲ(ଖବର) ମୁଖ୍ୟ ଭାବେ କାର୍ଯ୍ୟରତ।