• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

kendrapada
ଜମିବାଡ଼ିକୁ ନେଇ ବିବାଦ, ୬ ଗୁରୁତର

କେନ୍ଦ୍ରାପଡା: ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ।  ଆକ୍ରମଣରେ ୬ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା  ପାଟକୁରା ଥାନା ଶାଶିନୀପଡା ଗାଁରେ। ଖବର ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି।  ଏଥିରେ ଆହତ...

halua
ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

କରୋନା ଯୋଗୁ ଏଥର ସ୍ୱାଧିନତା ଦିବସ ୨୦୨୦କୁ ଦେଶବାସୀ ଘରେ ରହି ପାଳନ କରିବେ। ଭାଇରସ ଯୋଗୁ ସ୍ୱାଧନତା ଦିବସର ରଙ୍ଗ ଟିକେ ଫିକା ପଡ଼ିଯିବ। ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ସାମାଜିକ ଦୂରତାକୁ ମାନି ଘରେ ରହିବେ। ଏଭଳି ପରସ୍ଥିତିରେ ଆପଣମାନେ ଘରେ ରହି ପିଲାମାନଙ୍କ ପାଇଁ ତ୍ରିରଙ୍ଗା...

krisna
ଏଥର ଜନ୍ମାଷ୍ଟମୀରେ କୃଷ୍ଣ ପିନ୍ଧିଥିଲେ ପିପିଇ କିଟ୍ ଓ ମାସ୍କ

ବାରାଣାସୀ : କରୋନା ଭାଇରସ ଯୋଗୁ ଏଥର ଜନ୍ମାଷ୍ଟମୀ ଫିକା ପଡ଼ିଯାଇଛି। ମୁଣ୍ଡରେ କରୋନାରୁ ରକ୍ଷା ପାଇବା ପାଇଁ ପଗଡ଼ି, ଶରୀରରେ ପିପିଇ କିଟ୍ ଓ ମୁହଁରେ ମାସ୍କ। ଜନ୍ମାଷ୍ଟମୀରେ ଏଭଳି ଭାବେ ସଜେଇ ହୋଇଥିଲେ ଭଗବାନ କୃଷ୍ଣ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛ ବାରାଣାସୀର ଏକ ମନ୍ଦିରରେ।...

74i
ସ୍ୱାଧୀନତା ଦିବସ ପାଇଁ ଫୁଲଡ୍ରେସ ରିହରସଲ ଶେଷ

ଭୁବନେଶ୍ୱର: ଆସନ୍ତାକାଲି ସ୍ୱାଧୀନତା ଦିବସ। ସାରା ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରିବ। ତେବେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳନ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଞ୍ଚିଛି। ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ରାଜଧାନୀର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ...

rto
ଖୋଲିବ ଆରଟିଓ ଅଫିସ୍

ଭୁବନେଶ୍ୱର : ରାଜ୍ୟରେ RTOରେ ଚାଲିବ କାମ। ରାଜ୍ୟର ସମସ୍ତ RTO ଅଫିସ୍‌ରେ କାମ ଚାଲୁ ପାଇଁ ନିର୍ଦ୍ଦେଶ ହୋଇଛି। ଅନୁମତି ପ୍ରାପ୍ତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ନିର୍ଦ୍ଦେଶନାମା ଜାରି କଲେ ପରିବହନ କମିଶନର। ନିର୍ଦ୍ଦେଶ ସଂପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ...

birds
ସୀମାରୁ ମିଳିଲା ୧୫ଲକ୍ଷ ଟଙ୍କାର ବିରଳ ପ୍ରଜାତିର ପକ୍ଷୀ!

ଢାକା: ବାଂଲାଦେଶ ସୀମାରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ସୀମାରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ବିଏସଏଫ୍ କର୍ମଚାରୀ ଖବର ପାଇ ସେଠାରେ ପହଞ୍ଚିଥିଲେ। ଯାହା ପରେ ସେମାନେ ଦେଖିବାକୁ ପାଇଲେ ଯେ ସେଠାରେ ଉପସ୍ଥିତ ଥିବା ସନ୍ଦିଗ୍ଧ ଲୋକମାନେ ଏକ ପଞ୍ଜୁରୀକୁ ଫୋପାଡ଼ି ଦେଇ ପଳାଇ ଯାଇଛନ୍ତି। ସେହି...