• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ttiger
ହଠାତ୍‌ ବାଘଟି ରାସ୍ତା ଉପରେ ଆସି ବସିପଡ଼ିଲା,ଆଉ ତା’ପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ବାଘର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ବନ୍ୟଜନ୍ତୁଙ୍କର   ଭିଡିଓ ଦେଖିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପେଞ୍ଚ ନ୍ୟାସନାଲ ପାର୍କ(Pench National...

khurda
ଡାକ୍ତରଙ୍କ ପୁଅକୁ କରୋନା, ବନ୍ଦ ହେଲା ଓପିଡି

ବାଙ୍କି: କଟକ ଜିଲ୍ଲା ବାଙ୍କି ମୁଖ୍ୟ ଚିକିତ୍ସାଳୟର ଓପିଡ଼ିକୁ ୨ ଦିନ ପାଇଁ ବନ୍ଦ କରିଛନ୍ତି ଉପଜିଲ୍ଲାପାଳ।  ବାଙ୍କୀ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ପୁଅର ସ୍ୱାବ୍ ଟେଷ୍ଟ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଖବର ଅନୁଯାୟୀ, ଡାକ୍ତରଙ୍କ ପୁଅ ବାହାର ରାଜ୍ୟରୁ ଆସି...

kbc
‘ବିଗ୍‌ ବି’ଙ୍କ ଅରୋଗ୍ୟ କାମନା କଲେ ଏହି କୁନି ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ଚାରିଜଣ କରୋନା ପଜିଟିଭ ଜଣାପଡ଼ିବା ପରେ ସେମାନଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଏବେ ବିଗ୍‌ ବିଙ୍କ ଜଣେ କୁନି ପ୍ରଶଂସକ ମଧ୍ୟ ନିଆରା ଢଙ୍ଗରେ ତାଙ୍କ ସୁସ୍ଥ ହେବା ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା...

mahila
ଆବାସ ଯୋଜନା ଯୋଗୁ ବିବାଦ, ଗର୍ଭବତୀଙ୍କୁ ଆକ୍ରମଣ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ବିରୋଳି ଶାସନରେ ଗର୍ଭବତୀଙ୍କୁ ଆକ୍ରମଣ । ଆବାସ ଯୋଜନାରେ ମିଳିଥିବା ଘରକୁ ନେଇ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ମହିଳାଙ୍କୁ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି । ଏନେଇ ମହିଳା...

death
କଣ୍ଟେନ୍‌ମେଣ୍ଟ ଯୋଗୁ ଆସିଲାନି ଆମ୍ୱୁଲାନ୍ସ, ଚାଲିଗଲା ଶିଶୁର ଜୀବନ

ବାଲିଗୁଡ଼ା: କଣ୍ଟେନ୍‌ମେଣ୍ଟ ଯୋଗୁ ରାସ୍ତା ବନ୍ଦ ଥିବାରୁ ଗାଁ ଭିତରକୁ ଆସିପାରିଲା ନାହିଁ ଆମ୍ଭୁଲାନ୍ସ। ଏନେଇ ୭ବର୍ଷର ପୁଅ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଏମିତିକି ପିଲାଟିର ଶବ ଆଣିବା ପାଇଁ ଆମ୍ୱୁଲାନ୍ସ କି ମହାପ୍ରୟାଣ ଗାଡ଼ି ମଧ୍ୟ ମିଳିଲାନାହିଁ। ତେବେ ପରିବାର ଲୋକେ ପିଲାଟିର ଶବକୁ ବାଇକ୍...

cutt
୨୭ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ କଲା ସିଏମ୍‌ସି

କଟକ: କଟକ ମହାନଗର ନିଗମ ଅଞ୍ଚଳ ୨୭ ନମ୍ବର ଓ୍ୱାର୍ଡର ପୁରୁଣା ରାଉସାପାଟଣାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ସିଏମ୍‌ସି ଏହି ପଦକ୍ଷେପ ନେଇଛି। ରାଉସାପାଟଣା ଅଞ୍ଚଳଟି ଜନବହୁଳ ହୋଇଥିବାରୁ କଣ୍ଟାକ୍ଟ...

laxnauuu
ଏହି ରାଜ୍ୟରେ ଆଜି ରାତିରୁ ହେବ ଲକ୍‌ଡାଇନ୍‌

ଲକ୍ଷ୍ନୌ: କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଭାଇରସକୁ ରୋକିବା ପାଇଁ ଉତ୍ତରପ୍ରଦେଶରେ ଆଜି ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ରାଜ୍ୟ ଭିତରେ ଥିବା ସମସ୍ତ କାର୍ଯ୍ୟାଳୟ, ମାର୍କେଟ ଓ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ...

elephant
ହାତୀଛୁଆର ମୃତ୍ୟୁକୁ ନେଇ ନିଲମ୍ୱିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡବିଲ୍‌ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ଦୁଇ ଦିନ ପୂର୍ବେ ଏକ ୪ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଦାୟିତ୍ୱରେ ଅବହେଳା ଦେଖାଇ ଗୁଆଲିର ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡକୁ ନିଲମ୍ୱନ କରିଛନ୍ତି କେନ୍ଦୁଝର...