• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

4
ଚାଷୀଙ୍କୁ ମନାଇବାକୁ କେନ୍ଦ୍ରର ପ୍ରୟାସ, ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ହେବ ଆଲୋଚନା

ନୂଆଦିଲ୍ଲୀ: ଚାଷୀଙ୍କୁ ମନାଇବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି। ୫ ଦିନର ଆନ୍ଦୋଳନ ପରେ ଆଲୋଚନା ପାଇଁ ଚାଷୀଙ୍କୁ ଦିଲ୍ଲୀ ଡାକିଛନ୍ତି କେନ୍ଦ୍ର ସରକାର। ଚାଷୀ ଆନ୍ଦୋଳନ ପ୍ରଶମିତ କରିବାକୁ ସରକାର ନୂଆ ଯୋଜନା ପ୍ରସ୍ତୁତି କରିଛନ୍ତି। ଆଜି ଚାଷୀ ନେତାଙ୍କ ସହ ଆଲୋଚନା କରିବେ କେନ୍ଦ୍ର କୃଷି...

5
ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ଅଭିଯୋଗ, ଭାଇରାଲ୍‌ ହେଉଛି ଭିଡିଓ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରରେ ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପଡ଼ିଶା ଘର ଲୋକଙ୍କ ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ପରିବାର ଲୋକ ଆହତ ହୋଇଛନ୍ତି। ଆହତମାନେ ହେଲେ କବିତା ପ୍ରଧାନ, ସ୍ୱାମୀ କାଳନ୍ଦୀ ପ୍ରଧାନ, ...

6
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଗୁରୁତର

ରାୟପୁର: ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଠାରୁ ୨ କିଲୋମିଟର ଦୂର ରାଜକୋଟ ପାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଗୋଟିଏ ବୋଲେରୋ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ନିକଟରେ ଥିବା ହସ୍ପିଟାଲରେ...

electric
ଫସଲ ଖାଇବା ପାଇଁ ଆସି ଚାଲିଗଲା ଦନ୍ତାର ଜୀବନ

ସମ୍ବଲପୁର: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି ଦନ୍ତା ହାତୀ। ସମ୍ବଲପୁର ଯଦୁ ଲୋଇସିଂହା ଅଞ୍ଚଳରେ ଏହି ଘଟଣା ଘଟିଛି। ବିଲ ଭିତରେ ୧୨ ବର୍ଷର ଦନ୍ତା ହାତୀର ମୃତଦେହ ପଡ଼ି ରହିଛି। ଜମି ଭିତରେ କେହି ଦୁର୍ବୃତ୍ତ ବିଦ୍ୟୁତ୍ ତାର ବିଛାଇଥିବା DFO ସଞ୍ଜିତ୍ କୁମାର ସୂଚନା...

7
କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ୩୧ତମ କୋଣାର୍କ ମହୋତ୍ସବ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠାରୁ ୫ ଦିନ ବ୍ୟାପୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ତମ କୋଣାର୍କ ମହୋତ୍ସବ ଚାଲିବ। ଏଥିସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହେବ ଅଷ୍ଟମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ଓ...

rape
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ଇଟାଭାଟି ମାଲିକ ଅଟକ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଇଟାଭାଟି ମାଲିକଙ୍କୁ ଅଟକ ରଖାଯାଇଛି। ଏହି ଘଟଣାରେ ସଂପୃକ୍ତିଥିବା ଅଭିଯୋଗରେ ଇଟାଭାଟିର ମାଲିକ ଲୁଲୁ ବେହେରାକୁ ସହଦେବଖୁଣ୍ଟା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିବା ଲାଗି ନୀଳଗିରି...

8
ପୁରୀ ହାଜତ ମୃତ୍ୟୁ ; ଘଟଣା ଦିନ ତତ୍କାଳୀନ ଏସ୍‌ପି ଥାନାରେ ଉପସ୍ଥିତ ଥିଲେ ବୋଲି କହିଲେ ଅଭିଯୋଗକାରୀ

ପୁରୀ: ପୁରୀର ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ମୃତ କେ. ରମେଶଙ୍କ ପରିବାରକୁ ଅନ୍ତରୀଣ ଅନୁକମ୍ପା ଭାବେ ୫ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏହାସହ ମାମଲାର ନ୍ୟାୟିକ ତଦନ୍ତ...

2
ଓଏମ୍‌ସିର କଷ୍ଟମର ଇଣ୍ଟିଗ୍ରେଟେଡ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶା ଖଣି ନିଗମର କଷ୍ଟମର ଇଣ୍ଟିଗ୍ରେଟେଡ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ର ଶୁଭାରମ୍ଭ କରିଛନ୍ତି। ଏହାସହ ଷ୍ଟକ୍ୟାର୍ଡ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସିଷ୍ଟମର ଶୁଭାରମ୍ଭ କରି ଏପରି ବ୍ୟବସ୍ଥା ଦ୍ୱାରା ଗ୍ରାହକ ରେଜିଷ୍ଟ୍ରେସନ ପାଇଁ...

1
କାଲିଥିଲା ଛାଡ଼ଖାଇ, ହେଲେ ଆଜି ଆମିଷ ମାର୍କେଟରେ ଭିଡ଼

ଭୁବନେଶ୍ୱର: ଆଜି ଆମିଷ ମାର୍କେଟରେ ଭିଡ଼ ଜମିବା ନେଇ ଆଶା କରାଯାଉଛି। କାରଣ ଗତକାଲି ଛାଡ଼ଖାଇ ଥିଲେ ମଧ୍ୟ ମଙ୍ଗଳବାର ଥିବାରୁ ମାର୍କେଟରେ କାଁ ଭାଁ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ ଆଜି ବୁଧବାର ଆମିଷବାର ଥିବାରୁ ମାର୍କେଟରେ ଅହେତୁକ ଭିଡ଼ ହୋଇପାରେ। ଧର୍ମମାସ କାର୍ତ୍ତିକରେ ପୁରା ମାସ...

1
ଧର୍ମାନ୍ତରୀକରଣ କରିଥିବାରୁ ଶ୍ମଶାନରେ ଶବ ସତ୍କାର କରିବାକୁ ଦେଲେ ନାହିଁ ଗ୍ରାମବାସୀ

ମାଲକାନଗିରି: ଧର୍ମାନ୍ତରୀକରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସତ୍କାର କରିବାକୁ ଦେଲେ ନାହିଁ ଗ୍ରାମବାସୀ। ଦୀର୍ଘ ୧୮ ଘଣ୍ଚା ଧରି ମୃତଦେହ ପଡିରହିବା ଶେଷରେ ମୃତକଙ୍କ ଜମିରେ ଶବ ପୋତା ହୋଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଡୁଡିଗୁଡ଼ାରେ ଏହି ଘଟଣା ଘଟିଛି। ଗତକାଲି ରାତିରେ ୭୦ ବର୍ଷୀୟ ବୃଦ୍ଧ ପାଣ୍ଡୁ...

1
ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଜଗତସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ସଂଯୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ସାତପୁରା ସ୍ଥିତ ପୈତୃକ ଘର, ପାଣିସାଳିଆ ସ୍ଥିତ ଦୁଇ ମହଲା ଘର ସହ କଟକର ଆଦିତ୍ୟ ରେସିଡେନ୍ସୀରେ ଥିବା ଘର ଉପରେ...

1
ସରକାର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ବିଫଳ, ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲୋଚନା ପାଇଁ ଡାକିଥିବା ବୈଠକରେ ସମାଧାନର ବାଟ ବାହାରି ପାରିନାହିଁ। ଆଲୋଚନା ପରେ ବି ଆନ୍ଦୋଳନରୁ ଚାଷୀ ଓହରି ନାହାନ୍ତି। କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ଜାରି ରହିଛି। ଆଜି ବି ଦିଲ୍ଲୀ ସୀମା...

1
କୋରାପୁଟ ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି

କୋରାପୁଟ: କୋରାପୁଟ ସୀମାରେ ପୁଣି ଥରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ଜାମୁଗୁଡ଼ାରେ ସ୍ଥାନୀୟ ଲୋକେ ପଥର ପୋତି ସୀମା ଚିହ୍ନଟ କରୁଥିବା ବେଳେ ଏହାକୁ ଆନ୍ଧ୍ର ପଟୁ ପ୍ରବଳ ବିରୋଧ କରାଯାଇଛି। କୋରାପୁଟ ଜାମୁଗୁଡ଼ାର ପାହାଡ଼ ଉପରେ ଓଡ଼ିଶା ଏବଂ ଆନ୍ଧ୍ର ଲୋକଙ୍କ ମଧ୍ୟରେ ଏହାକୁ ନେଇ...

1
ଏସ୍‌ସିବି ମେଡିକାଲ୍‌ ସମ୍ପ୍ରସାରଣ ପାଇଁ ଭଙ୍ଗାଯିବ ସ୍କୁଲ

କଟକ: କଟକ ବଡ଼ ମେଡିକାଲର ସମ୍ପ୍ରସାରଣ ଲାଗି ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ସ୍କୁଲ...