• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

fine-1
ନୂଆବର୍ଷରୁ ଟ୍ରାଫିକ୍‌ ନିୟମ ହେବ କଡ଼ାକଡ଼ି, ପଛବାଲା ପିନ୍ଧିବେ ବି ହେଲମେଟ୍

ଭୁବନେଶ୍ୱର: ନୂଆବର୍ଷରୁ ଟ୍ରାଫିକ୍‌ ନିୟମ ଆହୁରି ହେବ କଡ଼ାକଡ଼ି। ଆସନ୍ତାକାଲିଠାରୁ ବାଇକ୍ ପଛରେ ବସୁଥିବା ଯାତ୍ରୀ ବି ହେଲମେଟ୍ ପିନ୍ଧିବେ। ଉଭୟ ଚାଳକ ଏବଂ ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ। ଆସନ୍ତାକାଲିଠାରୁ କଡାକଡି ହେବ ଚେକିଂ। ହେଲମେଟ୍ ନପିନ୍ଧିଲେ ଗାଡିର ସମସ୍ତ କାଗଜପତ୍ର ଯାଞ୍ଚ ହେବ ବୋଲି ଆଜି...

strain
୩ ବ୍ରିଟେନ ଫେରନ୍ତା କରୋନାରେ ଆକ୍ରାନ୍ତ: 'ବିଚଳିତ ହୁଅନି, ମୁକାବିଲା କର'

ଭୁବନେଶ୍ୱର: ବ୍ରିଟେନ୍ ଫେରନ୍ତାଙ୍କୁ ତଥ୍ୟ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ନିବେଦନ। ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜ ନିଜର ତଥ୍ୟ ଦେବାକୁ ନିବେଦନ କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ରଖିବାକୁ ସେ ଅନୁରୋଧ କରିଛନ୍ତି। ବ୍ରିଟେନରୁ ଫେରିବା ପରେ...

khabar-odisha-kendrar
କେନ୍ଦ୍ର ଦେଉଛି, ରାଜ୍ୟ ହାଇଜାକ୍‌ କରୁଛି !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଞ୍ଚକତା କରିଥିବା ଅଭିଯୋଗରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଉଛି। ରାଜ୍ୟର ବିଭିନ୍ନ ଥାନାରେ ଦଳ ପକ୍ଷରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦିଆଯାଉଛି। କ୍ୟାପିଟାଲ ଥାନାରେ ବିଜେପି ମହିଳା ମୋର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ...

khabar-odisha-barsa-anubhav
ଆସିଲେ ବର୍ଷା, ଏବେ ଅନୁଭବଙ୍କୁ ଅପେକ୍ଷା

ଭୁବନେଶ୍ୱର: ସେଲିବ୍ରିଟି ବିବାଦ ଆସି ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି। ମହିଳା କମିଶନ ଅଫିସ୍‌ରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ବିବାଦ ନେଇ ବର୍ଷା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ହାଜର ପାଇଁ ନୋଟିସ ହୋଇଛି।...

wife-dead-body
ସୈତାନ ସ୍ୱାମୀ: ସ୍ତ୍ରୀକୁ ହତ୍ୟା କରି କଦଳୀ ଗଛ ତଳେ ପୋତିଦେଲା

ସୁନ୍ଦରଗଡ଼: ଏତେ ନୃଶଂସ କଣ ମଣିଷ ହୋଇପାରେ ! ଯାହାକୁ ବିଶ୍ୱାସ କରି ହାତ ଧରିଥିଲା, ଆଜି ସେଇ ବିଶ୍ୱାସର ହାତ ନୃଶଂସ ଭାବେ ହତ୍ୟା କରିବାକୁ ପଛାଇଲାନି। ନିଜ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲା ସୈତାନ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ତଳସରା...

naxal
ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ସଫା

ଦାନ୍ତେୱାଡ଼ା: ଛତିଶଗଡ଼ରେ ସୁରକ୍ଷାବଳକୁ ବଡ଼ ସଫଳତା। ଦୁଇ ହାର୍ଡ କୋର୍ ମହିଳା ମାଓବାଦୀ ଏନକାଉଣ୍ଟରରେ ନିହତ। ଛତିଶଗଡ଼ ଦାନ୍ତେୱାଡ଼ା କାଲୋପଲ୍ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଖବର ପାଇଁ କମ୍ବିଂ କରିଥିଲେ ଯବାନ। ତେବେ ଏହି ସମୟରେ ପୋଲିସ୍ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ ନକ୍ସଲ। ଏହାର କଡ଼ା...

khabar-cricket
ବକ୍ସିଂ ଡେ ଟେଷ୍ଟରେ ଟିମ୍ ଇଣ୍ଡିଆର ବାଜିମାତ୍

ମେଲବୋର୍ଣ୍ଣ: ବକ୍ସିଂ ଡେ ଟେଷ୍ଟରେ ଟିମ୍ ଇଣ୍ଡିଆର ବାଜିମାତ୍। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ପରାଜୟର ବଦଲା ନେବା ସହ ଦେଶବାସୀଙ୍କୁ ଆଡଭାନ୍ସ ନୂଆବର୍ଷ ଭେଟି ଦେଇଛି ଭାରତୀୟ ଦଳ। ବୋଲରଙ୍କ ଘାତକ ବୋଲିଂ ଆଗରେ ଟେକି ପାରିନଥିଲା ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍ ବୁମରା ଓ ସିରାଜଙ୍କ ମାପଚୁପ...

goda-bhangi
ଯୌତୁକ ଯାତନା: ଗୋଡ଼ ବାନ୍ଧି ନବବଧୂକୁ ଫିଙ୍ଗିଦେଲେ !

ଭୁବନେଶ୍ୱର: ଯୌତୁକ ଜୁଇରେ ଜଳିବା ଆଗରୁ ଅଳ୍ପକେ ବର୍ତ୍ତିଗଲା ବୋହୂଟିଏ। ମରଣ ମୁହଁକୁ ଠେଲି ହୋଇ ନିଶ୍ଚିହ୍ନ ହେବା ଆଗରୁ ଫେରିଆସିଲା ଝିଅଟିଏ। ଆଉ ମାତ୍ର କେଇ ଘଣ୍ଟା ବିଳମ୍ବ ହୋଇଥିଲେ ହୁଏତ କିଛି ବି ଘଟିଯାଇଥାନ୍ତା। ସୌଭାଗ୍ୟକୁ ପଡୋଶୀଙ୍କ ଆଖିପଡ଼ିଲା ବୋଲି ଜୀବନ ବଞ୍ଚିଗଲା। ଦେଖନ୍ତୁ କେତେ...

madi-asuchi
ନୂଆବର୍ଷରେ ଥରିବ ଓଡ଼ିଶା ! ଏଇ ଜିଲ୍ଲାକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ। ଅସହ୍ୟ ଜାଡ଼ରେ ଥରିବ ଓଡ଼ିଶା। ୩୦ରୁ ଜାନୁଆରୀ ୨ ଯାଏ ପ୍ରବଳ ଶୀତ ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ଶୀତ ଲହରି ନେଇ ସତର୍କ ସୂଚନା ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା-...

sea-beach
ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ମିଳିଲା ମାନ୍ୟତା

ଭୁବନେଶ୍ୱର: ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ଆଜି ବିଧିବଦ୍ଧ ଭାବେ ମିଳିଲା ମାନ୍ୟତା। ଆନୁଷ୍ଠାନିକ ଭାବେ ଆଜି ସମୁଦ୍ରକୂଳରେ ଲାଗିଛି ବ୍ଲୁଫ୍ଲାଗ୍। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଭିଡିଓ କନ୍ଫେରେନ୍ସିଂରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ପୁରୀ ବିଚ୍‌ରେ ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଚ୍‌ରେ...

school
ସରକାରୀ ସ୍କୁଲରେ ପାଠ ପଢ଼ିଲେ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ଯେକୌଣସି ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା...

pradipta-main
'ମହିଳାଙ୍କ ପାଇଁ ପ୍ରତୀକାତ୍ମକ ନୁହେଁ, ଠୋସ୍ ପଦକ୍ଷେପ ନେବା ଜରୁରୀ'

ଭୁବନେଶ୍ୱର: କରୋନା ବେଳେ ମୋଦି ୮୫ ଲକ୍ଷ ୨୦ ହଜାର ମହିଳାଙ୍କ ଜନଧନ ଖାତାକୁ ୧୨୫୮ କୋଟିରୁ ଅଧିକ ଟଙ୍କା ପହଞ୍ଚାଇଛନ୍ତି। ୪୭ ଲକ୍ଷରୁ ଅଧିକ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ମିଳିଛି। ହେଲେ ମୋଦି ସରକାର ମହିଳାଙ୍କ ରୋଷେଇରେ ସୀମିତ ରଖୁଛନ୍ତି ବୋଲି ବିଜେଡି ପ୍ରଣବ ପ୍ରକାଶ...

ekalayv
ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ପ୍ରଦାନ କରାଯାଇଛି। ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ୨୮ତମ ଏକଲବ୍ୟ ପୁରସ୍କାର ବାବଦରେ ନମିତାଙ୍କୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ IMPACT ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।...

Abhaya
ରାଜ୍ୟରେ ଅପରାଧର ମାତ୍ରା କମିଛି: ଅଭୟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ପୋଲିସ ଡିଜି ଅଭୟ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ମିଳନୀକୁ ସମ୍ବୋଧନ କରି ଅଭୟ କହିଛନ୍ତି ଯେ, ୨୦୨୦ରେ ପୋଲିସ ବାହିନୀ ଭଲ ଭାବେ କରୋନା ମୁକାବିଲା କରିଛି। କରୋନା ସହ ଲଢ଼େଇରେ ୪୭...

leaker
ମଦ ନ ପିଇବା ଓ ଘରେ ରହିବାକୁ କହିଲା ଆଇଏମ୍‌ଡି

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭବ ହେବ। ଏହାଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି। ପ୍ରବଳ ଶୀତ ହେବାକୁ ଥିବାରୁ ମଦ ନ ପିଇବା ଓ ଘରେ ରହିବାକୁ ପରାମର୍ଶ ଦେଇଛି...

hockey
ଓଡ଼ିଶାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ

ରାଉଲକେଲା: ରାଉରକେଲାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିଅମ। ୨୦ ହଜାର ଦର୍ଶକ ଏକାଠି ବସି ଷ୍ଟାଡିଅମରୁ ମ୍ୟାଚ୍ ଦେଖିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଷ୍ଟାଡିଅମ୍ ନେଇ ଆଜି ଘୋଷଣା କରିଛନ୍ତି। ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ୧୫ ଏକର ଜମିରେ ନିର୍ମାଣ ହେବ ଏହି ହକି...

santa-cluz
ପତ୍ରରୁ ସାଣ୍ଟା କହିଲା ହାପି ଖ୍ରୀଷ୍ଟମାସ୍

ରାତି ପାହିଲେ ବଡ଼ ଦିନ। ଏଭଳି ଦିନରେ ଛୋଟ ପିଲାଠୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଉଛନ୍ତି। କିନ୍ତୁ ଏହି ଅବସରରେ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ। ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ପତ୍ର ଆର୍ଟ। ଏକ ନିଆରା କଳା ମାଧ୍ୟମରେ...

corona-fase-2
କରୋନାର ସେକେଣ୍ଡ ୱେଭ୍ ଆସିଲା କି ?

ଭୁବନେଶ୍ୱର: ସାରା ବିଶ୍ୱକୁ ନିଜ ବଳୟ ଭିତରେ ରଖିଛି କରୋନା। ଅନେକ ସମୟରେ କରୋନା ଭୂତାଣୁ ତାର ରୂପ ପରିବର୍ତ୍ତନ କରୁଥିବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। କରୋନା ସେକେଣ୍ଡ ୱେଭ୍ ଅନେକ ସ୍ଥାନରେ ଦେଖାଦେବା ପରେ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହାରି ଭିତରେ ସାରା ବିଶ୍ୱକୁ...

new-strain
ବ୍ରିଟେନ୍ ନୁହେଁ, ଆଫ୍ରିକାରୁ ଆସିଛି କରୋନାର ନୂଆ ଷ୍ଟ୍ରେନ

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଆସିଲା ନୂଆ ତଥ୍ୟ। ଚାଞ୍ଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂତନ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂତନ ଷ୍ଟ୍ରେନ୍ ପୂର୍ବ ଭୂତାଣୁ ତୁଳନାରେ ପ୍ରାୟ ୭୦ ପ୍ରତିଶତ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।