• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Tika-KO
ଶରୀରର କେଉଁ ସ୍ଥାନରେ ଦିଆଯିବ କରୋନା ଟିକା ?

ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ଭିତରେ ସାରା ଦେଶରେ ଆରମ୍ଭ ହୋଇପାରେ କୋଭିଡ୍ ଟିକାକରଣ। ଆଜି ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଆସନ୍ତା ୮ ତାରିଖ ସୁଦ୍ଧା ଟିକାଦାନ କେନ୍ଦ୍ର ଚିହ୍ନଟ କରି ସମସ୍ତ ପ୍ରକାର...

saroj-KO
ନୟାଗଡ଼ ନାବାଳିକା ହତ୍ୟା ମାମଲା: SITକୁ ଜବରଦସ୍ତ ଝଟକା

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ SITକୁ ଜବରଦସ୍ତ ଝଟକା। ନାବାଳିକା ହତ୍ୟା ମାମଲାର ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SITକୁ ବଡ଼ ଝଟକା ଲାଗିଛି। ଗିରଫ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପୋକ୍ସୋ କୋର୍ଟ। ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା...

fake-final
ସାରାଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ

ଗଜପତି: ଗଜପତି ଜିଲ୍ଲାର ପୂର୍ବତନ ଏସପି ତଥା ବର୍ତ୍ତମାନର ସମ୍ବଲପୁର ଜିଲ୍ଲା ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ଫେକ ଫେସବୁକ୍ ଆକାଉଣ୍ଟ। ସାରା ନିଜେ ପୁର୍ବରୁ କେବଳ ଗୋଟିଏ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରି ଆସୁଥିବା ବେଳେ ବର୍ତ୍ତମାନ କେହି ଦୁର୍ବୃତ୍ତ ତାଙ୍କା ନାଁରେ ଫେକ ଫେସବୁକ୍...

jagannath-temple
ଆଜିଠୁ ସମସ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ନଅ ମାସର ପ୍ରତିକ୍ଷାରେ ଅନ୍ତ ଘଟିଲା। ପୁଣିଥରେ କୋଳାହଳମୟ ହୋଇଉଠିଲା ଶ୍ରୀମନ୍ଦିର। ଜଗନ୍ନାଥ ମୟ ପରିବେଶ ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଶ୍ରୀମନ୍ଦିର। ସକାଳ ୭ଟାରୁ ରାତ୍ର ପହୁଡ଼ ଯାଏଁ ଚାଲିବ ଦର୍ଶନ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ...

rama
ଗିରଫ ଭୟରେ ନାମ ଓ ଧର୍ମ ବଦଳାଇ ଦେଇଥିଲେ, ୧୧ ବର୍ଷ ଧରି ଖୋଜୁଥିଲା ପୋଲିସ୍

ମୁମ୍ବାଇ: ପ୍ରଥମେ ଅପରାଧ, ପରେ ଫେରାର, ଆଉ ଶେଷରେ ଧର୍ମ ପରିବର୍ତ୍ତନ। ମହିଳାଙ୍କୁ ନିର୍ଯାତନା ଦେଇ ପଳାଇଥିଲେ। ଆଉ ଧରାପଡ଼ିବା ଭୟରେ ନାଁ ଓ ଧର୍ମ ପରିବର୍ତ୍ତନ କରିଥିଲେ ଜଣେ ଯୁବକ। ଆଉ ଶେଷରେ ପୋଲିସ୍‌କୁ ଖୋଜି ଖୋଜି ଅଭିଯୁକ୍ତକୁ ଧରିଛି। ଗତ ୧୦ ବର୍ଷ ତଳେ ଅର୍ଥାତ୍...

coronavirus-1
୬ ଜିଲ୍ଲାରୁ ଚିହ୍ନଟ ହେଲେନି କେହିବି କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୯୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯ କ୍ୱାରେଣ୍ଟିନ୍‌ ଓ ୮୩ଟି ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୩୦୯କୁ ବୃଦ୍ଧି ପାଇଛି। ସେହିପରି ୩୨୫୯୬୫ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୨୪୦୫ ଆକ୍ଟିଭ କେସ୍ ରହିଛି।...

bjp-leader
କଟକରେ ବିଜେପି ନେତାଙ୍କୁ ହତ୍ୟା

କଟକ: କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା। ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ...

naveen
୨୦ ବର୍ଷ ପରେ ମନେ ପଡ଼ିଲା ପଛୁଆ ବର୍ଗଙ୍କ କଥା ?

ଭୁବନେଶ୍ୱର: ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବସ୍ଥା କଣ? ରାଜ୍ୟ ପଛୁଆ ବର୍ଗ କମିଶନ୍ ମାଧ୍ୟମରେ ଏହି ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର ପ୍ରାୟ ବର୍ଷକ ତଳେ ପଛୁଆ ବର୍ଗ କମିଶନ୍ ଅଧ୍ୟକ୍ଷ ଓ ୩ ସଦସ୍ୟଙ୍କ...

rohit
ନିୟମ ଭାଙ୍ଗି ଅଡୁଆରେ ୫ ଭାରତୀୟ କ୍ରିକେଟର

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟୁର୍‌ରେ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଆଇସୋଲେସନ୍‌ର ଟିମ୍ ଇଣ୍ଡିଆର ୫ ଜଣ କ୍ରିକେଟର୍। ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ, ନଭଦୀପ ସଇନି ଏବଂ ପୃଥ୍ୱୀ ଶ ଏବେ ଆଇସୋଲେସନରେ ଅଛନ୍ତି। ଟିମ୍ ଇଣ୍ଡିଆର ଏହି ୫ ଖେଳାଳି ଅଲଗାରେ ରହି ଅଭ୍ୟାସ କରିବେ।...

lekhashree
ଆଈମା' କାହାଣୀ କହି ପଦୋନ୍ନତି ପାଇଲେ ବୋଥ୍ରା

ଭୁବନେଶ୍ୱର: ଆଈମା କାହାଣୀ କହି ପଦୋନ୍ନତି ପାଇଲେ SIT ମୁଖ୍ୟ ଅରୁଣ ବୋଥ୍ରା। ଏକଥା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ। ପରୀ ପ୍ରସଙ୍ଗରେ ସରକାରଙ୍କୁ ସେ କଡ଼ା ସମାଲୋଚନା କରିବା ସହ ୭ଟି ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଛନ୍ତି। ପଢନ୍ତୁ:- ପ୍ରତି ବର୍ଷ  ପରୀ ଭଳି ୫୫୦୦ କୁନି ପିଲାମାନେ...

school
ସ୍କୁଲ ଖୋଲିବା ନେଇ ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି। ପାଠପଢ଼ା ପାଇଁ ରାଜ୍ୟ...

school
୮ରୁ ଖୋଲିବ ସ୍କୁଲ: କେବେ ହେବ ପରୀକ୍ଷା, ଜାଣନ୍ତୁ

ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି। ପାଠପଢ଼ା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁସାରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ...

obc
ଗରିବ ନ ହୋଇଥିଲେ ଓବିସି ତାଲିକାରୁ ନାଁ କଟିବ !

ଭୁବନେଶ୍ୱର: ରାଜ୍ୟ ଏସସିବିସି କମିଶନ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ରଘୁନାଥ ବିଶ୍ୱାଳ। ଏଥିସହ କମିଶନରେ ତିନିଜଣ ସଦସ୍ୟ ଭାବେ ଡକ୍ଟର ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରଶନ୍ନ କୁମାର ପାତ୍ର ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ କମିଶନ ରଘୁନାଥ...

file
କେବେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ?

ଭୁବନେଶ୍ୱର: ମେ ୪ରୁ ଜୁନ୍ ୧୦ ଭିତରେ ବୋର୍ଡ ପରୀକ୍ଷା ଦେବେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା। କାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶଙ୍କ ଏ ଘୋଷଣା ପରେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସିବିଏସଇ ଛାତ୍ରଛାତ୍ରୀ। ଏଣେ ସିବିଏସଇର ପରୀକ୍ଷା ତାରିଖ ଧାର୍ଯ୍ୟ...

fraud
ମିଛ ବିଜ୍ଞାପନକୁ ସାବଧାନ ! କାଗଜ ଦେଖାଇ ଟଙ୍କା ପୋଛିନେଲେ

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନକଲି ସନ୍ତକ କରି ଆଟେଣ୍ଡାଣ୍ଟ ପଦବୀ ପୂରଣ ନେଇ ସ୍ପଷ୍ଟ କଲେ ସିଡିଏମଓ। ଜଣେ ବ୍ୟକ୍ତି ଏହି ଜାଲ ଦସ୍ତଖତ ଜରିଆରେ ଜିଲ୍ଲାର ବିଭିନ୍ନ ମେଡିକାଲରେ ଆଟେଣ୍ଡାଣ୍ଟ ପଦବୀ ଲାଗି ବିଜ୍ଞାପନ ଦେବା ସହ ଶିକ୍ଷିତ ଯୁବକ ଯୁବତୀଙ୍କ ଠାରୁ ଅର୍ଥ ଲୁଟ୍...

Vaccine-Khabar
ଦେଶବାସୀଙ୍କ ପାଇଁ ଖୁସି ଖବର ! ମହାମାରୀ ବିରୋଧରେ ଐତିହାସିକ ସଫଳତା

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ଦେଶବାସୀଙ୍କ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ପୁନେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଉତ୍ପାଦିତ କୋଭିସିଲ୍ଡ ଟିକାକୁ ମିଳିଲା ଅନୁମତି। ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ଦିଆଯାଇଛି। DCGIର ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭିସିଲ୍ଡକୁ ଅନୁମତି ନେଇ ନିଷ୍ପତ୍ତି ନିଆଯାଇଛି। ସେରମ ଇନଷ୍ଟିଚ୍ୟୁଟ...

dry-run
କାଲିଠୁ ରାଜ୍ୟରେ ଟିକାକରଣର ହେବ ଡ୍ରାଏ ରନ୍

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ ହେବ। ପ୍ରକୃତ ଟିକା ଆସିବା ପରେ ଲୋକଙ୍କୁ କେମିତି ସୁରୁଖୁରୁରେ ଦିଆଯିବ, ତାର ପୂର୍ବ ଅଭ୍ୟାସ କରାଯିବ। ଏଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା DMET ସିବିକେ ମହାନ୍ତି କହିଛନ୍ତି। ଏହା ପୂର୍ବରୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ...

hati
ଗୋଠଖଣ୍ଡିଆ ହାତୀ ପାଇଁ କଣ ଥାଏ ବିପଦ ?

ବ୍ରହ୍ମପୁର: ମାତ୍ର ଦୁଇଟା ଦିନରେ କି କିମିଆଁ ଲଗେଇଦେଲା କେଜାଣି। ଆଖିର ଲୁହ ବୋଲ ମାନୁନି। ମା ଭଳି ବୋତଲରେ କ୍ଷୀର ପିଆଉଛନ୍ତି। ଶେଷ ଥର ପାଇଁ ସ୍ନେହବୋଳା ହାତରେ ଛୁଆ ହାତୀକୁ ଆଉଁସି ଦେଉଛନ୍ତି ଫରେଷ୍ଟଗାର୍ଡ ସନ୍ତୋଷ। ସନ୍ତୋଷ ଜାଣିଥିଲେ, ଦିନେ ନା ଦିନେ ଗୋଠଖଣ୍ଡିଆ ଏ...

riya
ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବଲିଉଡ୍‌କୁ ପୁଣି ଫେରିବେ ରିୟା। ବଲିଉଡ୍‌ ଦୁନିଆର ଚର୍ଚ୍ଚିତ ନାୟିକା ରିୟା ଚକ୍ରବର୍ତ୍ତୀ ବଲିଉଡ୍‌କୁ କମ୍‌ବ୍ୟାକ୍ କରିବେ। ଏକଥା କହିଛନ୍ତି ଲୋକପ୍ରିୟ ଲେଖକ-ନିର୍ଦ୍ଦେଶକ ରୁମି ଜାଫ୍‌ରେ। ସେ ଗଣମାଧ୍ୟକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ ‘ଆସନ୍ତା ବର୍ଷ ଖୁବ୍ ଶୀଘ୍ର ତାଙ୍କ ପ୍ରୋଜେକ୍ଟ ଆରମ୍ଭ କରିବେ।...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।