• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

khandagiri
ଏ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ୱର: ଖଣ୍ଡଗିରି ମେଳାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗିରହିଥିଲା ସେଥିରେ ଅନ୍ତ ଘଟିଛି। ଏ ବର୍ଷ ଖଣ୍ଡଗିରି ମେଳା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। କେବଳ ପରମ୍ପରା ପାଳନ ନେଇ ବିଏମ୍‌ସି ନିଷ୍ପତ୍ତି ନେଇଛି। କୋଭିଡ୍ ଗାଇଡ୍ ଲାଇନ୍ ମୁତାବକ ପରମ୍ପରା ପାଳନ ହେବ। କୌଣସି ଯାତ୍ରା ପେଣ୍ଡାଲ...

exam
୧୯-୨୦ର ସବୁ ନବମ ପିଲା ଦେଇପାରିବେ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ମାଟ୍ରିକ ଦେଇପାରିବେ। ସମସ୍ତ ପିଲା ମାଟ୍ରିକ ପରୀକ୍ଷା ଦେଇପାରିବା ନେଇ ସରକାର ଘୋଷଣା କରିଛନ୍ତି। ୨୦୨୧ ମେ ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଏହି ଛାତ୍ରଛାତ୍ରୀମାନେ ଦେଇପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ବୋଲି...

Pafulla-biswal-KO
ପ୍ରଫୁଲ୍ଲ ପୁଅକୁ ଯାହା କହିଥିଲେ, ତାହା ସତ ହୋଇଗଲା ?

କଟକ: ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଏବେବି ସନ୍ଦେହ ଘେରରେ ରହିଛି। ତାଙ୍କର ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ଏନେଇ ଅନେକ କଥା ସାମନାକୁ ଆସୁଛି। ତାଙ୍କ ମୃତ୍ୟୁକୁ ନେଇ ଏଯାଏଁ ଥଳକୂଳ ପୋଲିସ ପାଉନି। ଗତକାଲି ଜଣେ ବ୍ୟକ୍ତିଙ୍କ ଏତଲା...

supreme-court
କୋଟିଆ ପ୍ରସଙ୍ଗ: ସୁପ୍ରିମ୍‌କୋର୍ଟରେ ପିଟିସନ୍ କରିବେ ସରକାର

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପିଟିସନ ଦାଖଲ କରିବାକୁ ରାଜ୍ୟ ଆଇନ ବିଭାଗର ଉପସଚିବଙ୍କ ପକ୍ଷରୁ AOR ଶିବଶଙ୍କର ମିଶ୍ରଙ୍କୁ ଚିଠି ହୋଇଛି। କୋଟିଆର ୩ଟି ଗାଁରେ ଆନ୍ଧ୍ର ପଞ୍ଚାୟତ...

suktel
ସଂଘର୍ଷ ଭିତରେ ଅଧାବାଟରେ ଅଟକିଛି ବଲାଙ୍ଗୀରର ଜୀବନରେଖା

ଭୁବନେଶ୍ୱର: ଦୁଇ ଦଶନ୍ଧିର ସଂଘର୍ଷ ଭିତରେ ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ୍ ପ୍ରକଳ୍ପ ଅଧା ବାଟରେ ଅଟକିଛି। କେବେ ଥଇଥାନ ଓ ବିସ୍ଥାପନକୁ ନେଇ ବିବାଦ ତ କେବେ ପ୍ରଶାସନିକ ଉଦାସୀନତା ଯୋଗୁଁ କାମରେ ଅହେତୁକ ବିଳମ୍ବ ହେଉଛି। ପ୍ରାୟ ୭୦ % ସ୍ପିଲ ୱେ କାମ ସରିବା ପରେ...

Patap---KO
ମୃତ୍ୟୁ ପୂର୍ବରୁ ପ୍ରଫୁଲ୍ଲ କହିଥିଲେ: ମନ୍ତ୍ରୀ ପ୍ରତାପ ଜେନା ମୋତେ ଫସାଇ ଦେଲେ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିିଛି। ମୃତ୍ୟୁ ପୂର୍ବରୁ ବିଜେପି ନେତା ରମାକାନ୍ତ ବରାଳଙ୍କୁ ପ୍ରଫୁଲ୍ଲ ବିଶ୍ୱାଳ ଫୋନ୍ କରିଥିଲେ। ଆଉ ଆଇନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଫସାଇ ଦେଇଥିବା ନେଇ...

dance-teacher
ଶିକ୍ଷକଙ୍କୁ କାନ୍ଧରେ ଧରି ନାଚିଲେ ଗ୍ରାମବାସୀ

ନାରାୟଣାପାଟଣା: ଶିକ୍ଷକଙ୍କୁ କାନ୍ଧରେ ଧରି ନାଚଗୀତରେ ମସ୍‌ଗୁଲ। ଗ୍ରାମବାସୀ ପାରଂପରିକ ବାଦ୍ୟ ତାଳେତାଳେ ଚାଲିଛି ନାଚଗୀତ। ପିଲାଠୁ ବୁଢ଼ା ସଭିଏଁ ଗୋଟିଏ ତାଳରେ ନାଚୁଛନ୍ତ॥ ଏ ଦୃଶ୍ୟ ଆନ୍ଧ୍ରପ୍ରଦେଶ ବିଜୟ ନଗରମ୍ ଜିଲ୍ଲା ଗୁମ୍ମା ଲକ୍ଷ୍ମୀପୁରମ୍ ବ୍ଲକ୍ ମାଲୁଗୁଡ଼ା ଗାଁର। ମଣ୍ଡଳ ପରିଷଦ ବିଦ୍ୟାଳୟର ଶିକ୍ଷକ ଗୌଡ଼ୁ ନରେନ୍ଦ୍ରଙ୍କୁ...

matric exam
ମେ ୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି। ମେ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା କରାଯିବ। ସେହିପରି ୫ରେ ଦ୍ୱିତୀୟ ଭାଷା ଇଂଲିଶ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ ପରୀକ୍ଷା କରାଯିବ।...

OTV-portal-Jatra
କୋଭିଡ୍ କଟକଣା ଭିତରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ: ବିଏମ୍‌ସି କମିଶନର

ଭୁବନେଶ୍ୱର: କରୋନା ଟିକାକରଣ ପରେ ଏବେ ମହାମାରୀ ହାରୁଛି।  କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଗତ ବର୍ଷ ପର୍ବପର୍ବାଣୀ ସମେତ ମେଳା ଓ ଉତ୍ସବ ଫିକା ପଡ଼ିଥିଲା। ମହାମାରୀର ପ୍ରକୋପ କମିବା ପରେ ଧିରେ ଧିରେ ସବୁ କିଛି ସ୍ୱାଭାବିକ ସ୍ଥିତିକୁ ଆସିଲାଣି। ବିଭିନ୍ନ ମେଳା ଓ ଉତ୍ସବ...

kotia
କୋଟିଆକୁ ହାତେଇବାକୁ ଆନ୍ଧ୍ର ଷଡ଼ଯନ୍ତ୍ର କରୁଛି କାହିଁକି?

କୋରାପୁଟ: ଆନ୍ଧ୍ର-ଓଡ଼ିଶା ସୀମା ଟଣାଭିଡ଼ା ଭିତରେ କୋଟିଆ ଏବେ ରାଜନୈତିକ ପଶାପାଲିର ଗୋଟି ପାଲଟିଛି। ହେଲେ କାହିଁକି କୋଟିଆକୁ ନେଇ ଏତେ ହଟଚମଟ, ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଇ ତ ଆଉ କେବେ ସରକାରୀ ସୁବିଧା ଯୋଗାଇ ଆନ୍ଧ୍ର କୋଟିଆକୁ...

disaster
୮ ବର୍ଷ ତଳର କାଳ ମୁହୂର୍ତ୍ତ ମନେ ପକାଇଦେଲା ଚମୋଲି ବିପର୍ଯ୍ୟୟ

ଚାମୋଲି: ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ହିମନଦୀ ବା ଗ୍ଲେସିଅର୍ ଫାଟି ଚମୋଲି ଜିଲ୍ଲା ଯୋଶୀମଠ ଅଞ୍ଚଳ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ BRO ନିର୍ମିତ ଯୋଶୀମଠ-ମଲାରୀ ପୋଲ ବି ଧୋଇଯାଇଛି। ସବୁଠୁ ଚିନ୍ତାଜନକ କଥା ହେଉଛି, ଜାତୀୟ ରାଜପଥ ଓ ଟନେଲ୍...

palas-pali
ସେକ୍ସ ରାକେଟ୍ ମାମଲା: ରାଣୀ ମହୁମାଛି ସହ ବଡ଼ ବାବୁ ଗିରଫ

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଗିରଫ ହୋଇଛନ୍ତି। ଭୁବନେଶ୍ୱର ପଲାସପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସାଧାରଣ ସମ୍ପାଦକ ସୁରେଶଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅନ୍ୟ ୬ ଜଣଙ୍କୁ ବି ଗିରଫ କରାଯାଇଛି। ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ସମାଜ...

vietnaam
ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍?

ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍? ଭିଏତ୍‌ନାମ ସୀମା ନିକଟରେ ଚୀନ୍ ନିଜର ଏକ ସରଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି। ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟୁଇଟ୍ କରିବା...

school-khabar
ଓଷ୍ଟାର ଚେତାବନୀ: ଛୁଟି ନ ଦେଲେ ଆଇନ୍‌ର ଆଶ୍ରୟ ନେବୁ

ଭୁବନେଶ୍ୱର: କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଅନେକ ମାସ ଧରି ସ୍କୁଲ ବନ୍ଦ ରହିଥିଲା। ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ଦଶମ, ଦ୍ୱାଦଶ ପରେ ନବମ ଓ ଏକାଦଶ କ୍ଲାସ୍ ଆରମ୍ଭ ହୋଇଥିଲା।  ଫେବୃଆରୀ ଶେଷ ଆଡ଼କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିପାରେ। ଏନେଇ ବିଭାଗୀୟ ସ୍ତରରେ ପ୍ରସ୍ତୁତ ଆରମ୍ଭ...

accident
'ମନ୍ତ୍ରୀଙ୍କ ନାଁ କହିଦେବା ଭୟରେ ପ୍ରଫୁଲ୍ଲକୁ ହତ୍ୟା କରାଯାଇଛି'

ଭୁବନେଶ୍ୱର: ମନ୍ତ୍ରୀଙ୍କ ଛତ୍ରଛାୟାରେ ଡବଲ୍ ମର୍ଡର ଅଭିଯୋଗ ମାମଲାର ମୁଖ୍ୟ ଅଭିଯୁକ୍ତର ବୀଭତ୍ସ ମୃତ୍ୟୁ ହୋଇଛି। ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳ ଡବଲ୍ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତଦେହ ରାସ୍ତାକଡ଼ରେ ଖିନ୍‌ଭିନ୍‌ ହୋଇଯାଇଛି। ରକ୍ତରଂଜିତ ଅବସ୍ଥାରେ ଚେହେରା...

OTV-KHABAR-CHASI
ଚାଷୀ ଆନ୍ଦୋଳନକୁ ନେଇ ମୁହାଁମୁହିଁ ହେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ସରକାରଙ୍କୁ ଚ୍ୟାଲେଞ୍ଜ ଦେବାକୁ ପୁଣି ଚାଷୀଙ୍କ ସଜବାଜ ଆରମ୍ଭ ହୋଇଯାଇଛି। ୬ ତାରିଖରେ ଦେଶବ୍ୟାପୀ ରାଜପଥ ଅବରୋଧ ଲାଗି ବଡ଼ ଧରଣର ଆୟୋଜନ ହେଉଛି। ଆଉ ଏଣେ ସେମାନଙ୍କ ବାଟ ଓଗାଳିବାକୁ ବି ଦିଲ୍ଲୀ ପୋଲିସ ନିଜକୁ ପ୍ରସ୍ତୁତ କରୁଛି। ଗତ ୨୯ରେ ୟୁପିର ମୁଜାଫରନଗର ପରେ...

marrrriage
ସଫଳ ହେଲା ୧୨ ବର୍ଷର ସ୍ୱପ୍ନ ! ସମୁଦ୍ର ଭିତରେ ହେଲା ବାହାଘର

ଚେନ୍ନାଇ: ବାହାଘର ଭଳି ଜୀବନର ବଡ଼ ପର୍ବକୁ ସ୍ମରଣୀୟ କରିବା ଲାଗି କାହିଁ କେତେ ଆୟୋଜନ ହୋଇଥାଏ। ତାମିଲନାଡୁ ଚେନ୍ନାଇର ସଫ୍ଟେଓ୍ୱର ଇଞ୍ଜିନିଅର ଭି. ଚିନ୍ନାଦୁରାଇ ଏବଂ ଏସ୍. ଶ୍ୱେତା ନିଜ ଜୀବନର ଏହି ବଡ଼ ପର୍ବକୁ ନିଆରା ଢଙ୍ଗରେ ପାଳିଛନ୍ତି। ଦୁହେଁ ପାଣି ଭିତରେ ବିବାହ କରିଛନ୍ତି।...

kisko (2)
ସରକାରୀ ସୁବିଧା ଯୋଗାଇବା ନାଁରେ ବିଶ୍ୱାସରେ ଦେଲେ ବିଷ

ବାଲେଶ୍ୱର: ଅସହାୟ ଅବସ୍ଥାରେ ସାହା ହେବାର  ପ୍ରତିଶ୍ରୁତି ଦେଇଥିଲେ। ସେଇ ପ୍ରତିଶ୍ରୁତି ଉପରେ ଭରସା ରଖି କାଗଜପତ୍ର ଦେଇଥିଲେ । ହେଲେ ଯାହାକୁ ସେ ଭରସା କରିଥିଲେ ସେମାନେ ତାଙ୍କୁ ଏବେ ବିପଦ ମୁହଁକୁ ଠେଲି ଦେଇଛନ୍ତି। ଭତ୍ତା କରାଇଦେବେ ବୋଲି କହି ଦିବ୍ୟାଙ୍ଗଙ୍କଠାରୁ ଦସ୍ତଖତ ଓ କାଗଜପତ୍ର...

lingaraj
ବିନା ASI ଅନୁମତିରେ ଚାଲିଛି ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର: ଐତିହ୍ୟ ପ୍ରକଳ୍ପ ନାଁରେ ରାଜ୍ୟ ସରକାରଙ୍କ ସୌନ୍ଦର୍ଯ୍ୟକରଣ କାମକୁ ନେଇ ଏଏସ୍‌ଆଇ ପ୍ରଶ୍ନ ଉଠାଇଛି।  ଅଭିଯୋଗ ହେଉଛି, ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ନାଁରେ ପ୍ରାଚୀନ କୀର୍ତ୍ତିରାଜି ନଷ୍ଟ କରାଯାଉଛି। ଐତିହ୍ୟ କ୍ଷେତ୍ରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଏଏସଆଇର ଅନୁମତି ନେଇନାହାଁନ୍ତି। ଏନସିଆଣ୍ଟ ମନୁମେଣ୍ଟ ଆଣ୍ଡ ଆରକିଓଲୋଜିକାଲ...

pm-kissan
କେନ୍ଦ୍ରକୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଲା କିଏ?

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ପ୍ରାୟ ୫୦ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ବେଳେ ଏବେ ପୁଣି ପିଏମ୍-କିଷାନରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ସାମ୍ନାକୁ ଆସିଛି। କେନ୍ଦ୍ର କୃଷି ମନ୍ତ୍ରାଳୟର ତଥ୍ୟ କହୁଛି, ଓଡ଼ିଶାରୁ ୮ ହଜାର ୭୯୦ ଜଣ ଅଯୋଗ୍ୟ ହିତାଧୀକାରୀ ପିଏମ୍-କିଷାନ ଯୋଜନାରେ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।