• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

wife-KO
ସ୍ୱାମୀକୁ ଭ୍ୟାନ୍‌ରେ ବାନ୍ଧି ଘୋଷାରି ଘୋଷାରି ନେଲା ସ୍ତ୍ରୀ

ସୁରତ: ସ୍ୱାମୀର ନିର୍ଯାତନା କେତେ ବା ସହିବ ସ୍ତ୍ରୀ? ସୀମା ପାର ହେବାରୁ ସ୍ୱାମୀକୁ ପାନେ ଦେବ ବୋଲି ସ୍ତ୍ରୀ ଭାବିଲା। ଆଉ ଶେଷରେ ଦେଲା ପେଟେଣ୍ଟ ମେଡିସିନ୍। ସ୍ୱାମୀକୁ ଭ୍ୟାନ୍‌ରେ ବାନ୍ଧି ଘୋଷାରି ଘୋଷାରି ନେଇଛି ସ୍ତ୍ରୀ। ନିଜ ଭାଇ ସହାୟତାରେ ସ୍ତ୍ରୀ ଜଣକ ସ୍ୱାମୀକୁ ଏହି...

ossta
ରବିବାର ସ୍କୁଲ ଖୋଲିଲେ ଆମେ ଆସିବୁନି: ଓଷ୍ଟା

ଭୁବନେଶ୍ୱର: ଖରା ପାଇଁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ସ୍କୁଲ ଓ ଦଶମ ଏବଂ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ କରାଯାଇଛି। ତେବେ ସ୍କୁଲରେ ପାଠପଢ଼ା ଲାଗି ନିର୍ଦ୍ଧାରିତ...

naveen
ବିବାହ ବନ୍ଧନରେ ଆବଦ୍ଧ ହେଲେ HIV ଆକ୍ରାନ୍ତ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ରବିନ୍ଦ୍ର ଆଉ ପଦ୍ମା ଜନ୍ମରୁ HIV ଆକ୍ରାନ୍ତ। ହେଲେ ଆଜି ସେହିି ଭୟଙ୍କର ଭୂତାଣୁକୁ ପଛରେ ପକାଇ ପରସ୍ପରର ଉଭୟେ ହାତ ଧରିଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏଚ୍‌ଆଇଭି ଆକ୍ରାନ୍ତ। ଗଞ୍ଜାମ ଜିଲ୍ଲା ଗୋପାଳପୁରର ଶ୍ରଦ୍ଧା ସଞ୍ଜୀବନି ଗୃହରେ ଅନୁଷ୍ଠିତ ହୋଇଛି। ଏହି ନିଆରା...

250-vaccine
କରୋନା ଟିକା ଡୋଜ୍ ପିଛା କେନ୍ଦ୍ର ଦେବ ୨୫୦ ଟଙ୍କା

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲରେ ଟିକା ଦର କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି। ଟିକା ଡୋଜ୍ ପିଛା କେନ୍ଦ୍ର ୨୫୦ ଟଙ୍କା ଦର ରଖିଥିବା ANI ସୂତ୍ରରୁ ସୂଚନା ଦିଆଯାଇଛି।  ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ଧାର୍ଯ୍ୟ କରଯାଇଥିବା ସୂଚନା ଦିଆଯାଇଛି। ତେବେ ସରକାରୀ ହସ୍ପିଟାଲରେ ଟିକା...

pua
ମା ବିରଜାଙ୍କ ଦର୍ଶନ ସାରି ଫେରିବା ବେଳେ ଅଘଟଣ, ଆଖି ଆଗରେ ଚାଲିଗଲା ପୁଅ

ଯାଜପୁର(ଗୁଲାମ ଗସ୍): ପୁଅର ଶୁଭ ମନାସିବା ପାଇଁ  ମା-ବାପା ବିରଜାଙ୍କ ମନ୍ଦିରକୁ ଯାଇଥିଲେ। କେତେ ଖୁସିରେ ମାଙ୍କ ଦର୍ଶନ ଘରକୁ ପେରୁଥିଲେ। ଏଇ ସମୟରେ ଘଟିଲା ବଡ଼ ଅଘଟଣ। ଆଖି ଆଗରେ ଚାଲିଗଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ...

shutdown
ମାର୍ଚ୍ଚ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମାର୍ଚ୍ଚ ପାଇଁ ଗାଇଡଲାଇନ ରାଜ୍ୟ ସରକାର କରିଛନ୍ତି। କରୋନା ପାଇଁ ରାଜ୍ୟ ସରକାରଙ୍କ ମାର୍ଚ୍ଚ ଗାଇଡଲାଇନ ଅନୁସାରେ ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କଣ୍ଟେନମେଣ୍ଟ କରିପାରିବେ। ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାତ୍ରା ପାଇଁ ରାଜ୍ୟ ସରକାର କଟକଣା କୋହଳ...

heatwave
୫ ଦିନ ଭିତରେ ବଢିବ ପାରଦ ! ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: କିଛି ଜିଲ୍ଲା ସମେତ ଭୁବନେଶ୍ୱରରେ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।  ଆଗାମୀ ୫ ଦିନ ଭିତରେ ରାଜ୍ୟର ଅଧତ୍କାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିବ। ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର...

jagannath-temple
ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ

ଭୁବନେଶ୍ୱର: ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ ହୋଇଛି। ବାଚନିକ ଭୋଟରେ ସଂକଳ୍ପ ପାରିତ ନେଇ ବାଚସ୍ପତିଙ୍କ ଘୋଷଣା କରିଛନ୍ତି। ସଂକଳ୍ପ ଆଗତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ରଖିଥିଲେ। ପରିକ୍ରମା ଯୋଜନା ପାଇଁ ୩ଟି ବିଷୟରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାକୁ ଭର୍ଚୁଆଲରେ ବିବୃତି ଦେବା...

Guruji-KO
କରୋନାରୁ ମୁକ୍ତି ପାଇଁ ଗୁରୁଜୀ କହିଲେ ୩ଟି ମନ୍ତ୍ର

କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ଗୋଟିଏ ପଟେ କରୋନା ମାଡ଼ରେ ସାଧାରଣ ଲୋକ ଅଣ୍ଟା ସଳଖିବାକୁ ବସିଥିବା ବେଳେ କରୋନାର ନୂଆ ଷ୍ଟ୍ରେନ୍‌ ଆଉ ଏକ ଚିନ୍ତାର ବିଷୟ ପାଲଟିଛି। ଜୀବନଜୀବିକା ଦୁର୍ବିସହ ହୋଇପଡ଼ିଛି। ଆଉ ଏହାରି ଭିତରେ ପାଖାପାଖି ୧ ବର୍ଷ ପରେ ଓଡ଼ିଶାକୁ...

migrants
ପୁଣି ଫେରିଲା ଆଇସୋଲେସନ୍: ବାହାର ରାଜ୍ୟରୁ ପ୍ରବାସୀ ଆସିଲେ ବୁଲିବା ମନା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ଆଇସୋଲେସନ୍ ପ୍ରକ୍ରିୟା। ୧୧ଟି ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଲାଗି କଟକଣା ଲାଗୁ ହୋଇଛି।  ୧୧ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ବାହାରେ ବୁଲିବା ମନା ହୋଇଛି। ପ୍ରବାସୀଙ୍କ ଲାଗି ୭ ଦିନ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ କରାଯାଇଛି। ପହଞ୍ଚିବା ପରେ ରେଳ ଷ୍ଟେସନ୍ ଓ...

savarkar (2)
ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକର: ଆଜି ପୁଣ୍ୟତିଥି

ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ, ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ, ସେତେବେଳେ ସାବରକର କହିଥିଲେ- “୫୦ ବର୍ଷର କାରାଦଣ୍ଡାଦେଶ ଦେଇ ଇଂରେଜ ସରକାର ହିନ୍ଦୁ ମାନଙ୍କର...

School
ଖରା ପାଇଁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଖରା ପାଇଁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ସ୍କୁଲ ଓ ଦଶମ ଏବଂ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ କରାଯାଇଛି। ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ...

Sesore
ସି-ସୋରର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି କୋର୍ଟ। ସି-ସୋରର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୁପା ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କରେ ଜମା ୧...

lockdown
କାୟା ମେଲାଉଛି କରୋନା: ମାର୍ଚ୍ଚ ପାଇଁ ଗାଇଡ୍‌ଲାଇନ୍ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପୁଣି ବେକାବୁ ହେବାକୁ ବସିଲାଣି କରୋନା ! ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀର , ଏହି ୧୦ ରାଜ୍ୟରେ ପୁଣି ନିୟନ୍ତ୍ରଣ ବାହାରକୁ କରୋନା ଯାଇପାରେ। ସଂକ୍ରମଣ ରୋକିବାକୁ ଏହି ସବୁ ରାଜ୍ୟ ଓ...

DGP Rajesh Das
ବରିଷ୍ଠ ଓଡ଼ିଆ IPSଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ତାମିଲନାଡୁରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ଆଇପିଏସ୍‌ଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆସିଛି। ଏହି ଅଭିଯୋଗର ତଦନ୍ତ ଉଚ୍ଚସ୍ତରୀୟ କମିଟି କରିବ। ୬ ଜଣିଆ ଏହି କମିଟିର ତାମିଲନାଡୁର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜୟଶ୍ରୀ ରଘୁନନ୍ଦନ ନେତୃତ୍ୱ ନେବେ।ତାମିଲନାଡୁ ଆଇନ ଶୃଙ୍ଖଳା ବିଭାଗର ସ୍ପେଶାଲ ପୋଲିସ...

Lotery-KO
୧୦୦ ଟଙ୍କାର ଲଟେରୀ ଟିକେଟ କାଟି କୋଟିପତି ହେଲେ ଗୃହିଣୀ

ଅମୃତସର: ଗୋଟିଏ ସୁଯୋଗ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଜଣେ ଗରିବ ପରିବାର ରାତାରାତି କୋଟିପତି ହୋଇଗଲେ। କଟାଟା ଶୁଣିବା ପରେ ଯେକେହି ବି ଚକିତ ହୋଇଯିବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ। ଜଣେ ଗୃହିଣୀ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରି ରାତାରାତି ଧନର ପାହାଡ଼...

coronavirus
୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖ: ACS

ଭୁବନେଶ୍ୱର: ଦେଶରେ କରୋନା ପୁଣି କାୟା ବିସ୍ତାର କଲାଣି। ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ACS ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ACS ଚିଠି କରିଛନ୍ତି। ଦୁଇ ଏୟାରପୋର୍ଟ ନିର୍ଦ୍ଦେଶକ ଓ ପୂର୍ବତଟ GMଙ୍କୁ...

ind-vs-eng
ଅହମ୍ମଦାବାଦରେ ଭାରତୀୟ ସ୍ପିନରଙ୍କ ରାଜୁତି: ୧୦ ୱିକେଟ୍‌ରେ ଭାରତ ବିଜୟୀ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ କରିଛି। ଅହମ୍ମଦାବାଦ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି। ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ବ୍ୟାକଫୁଟକୁ ଭାରତ ଠେଲି ଦେଇଛି। ଏଠାରେ ଖେଳାଯାଇଥିବା ତୃତୀୟ ଦିବାରାଷ୍ଟ୍ର ଟେଷ୍ଟରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଦେଇଛି।...

5m
ଓଟିଭିର ବଡ଼ ଉପଲବ୍ଧି: ୟୁଟ୍ୟୁବ୍‌ରେ ୫୦ ଲକ୍ଷ ଛୁଇଁଲା ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା

ଭୁବନେଶ୍ୱର: ଓଟିଭି ନ୍ୟୁଜକୁ ଆଉ ଏକ ସଫଳତା ମିଳିଛି। ଡିଜିଟାଲ ପ୍ଲାଟଫର୍ମରେ ବି ଏକ ନମ୍ବର। ୟୁଟ୍ୟୁବ୍‌ରେ ଓଟିଭି ନ୍ୟୁଜ୍ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ୫ ମିଲିୟନ ବା ୫୦ ଲକ୍ଷ ଅତିକ୍ରମ କରିଛି। ପ୍ରଥମ ଓଡିଆ ଚ୍ୟାନେଲ ଭାବେ ଏହି ବିରଳ ସଫଳତା ଓଟିଭି ନ୍ୟୁଜ ହାସଲ କରିଛି।...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।