• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

dharmendr
ଗଜପତି ମହାରାଜାଙ୍କ ସହଯୋଗ ଲୋଡ଼ିିଲେ ଧର୍ମେନ୍ଦ୍ର

ପୁରୀ: ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶାଳ ସମର୍ପଣ ନିଧି ସଂଗ୍ରହକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏନେଇ ଗଜପତି ମହାରାଜାଙ୍କ ସହଯୋଗ ଧର୍ମେନ୍ଦ୍ର ଲୋଡ଼ିଛନ୍ତି। ପ୍ରତ୍ୟେକ ହିନ୍ଦୁ ଓ ସାଢ଼େ...

the-swara
ନିଜ ସଂଘର୍ଷମୟ ଜୀବନର କାହାଣୀ ବଖାଣିଲେ ସ୍ୱରା

ଭୁବନେଶ୍ୱର: ବଲିଉଡ୍ ସହ ଓଡ଼ିଶାର ସଂପର୍କ ଅତି ନିବିଡ଼। ମୁମ୍ବାଇର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଓଡ଼ିଶାର କଟକରୁ ଅନେକ ପ୍ରତିଭା ଅଛନ୍ତି ବୋଲି ଅଭିନେତ୍ରୀ ସ୍ୱରା ଭାସ୍କର କହିଛନ୍ତି। ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱରା କହିଛନ୍ତି ଯେ,  ତାଙ୍କର ମନପସନ୍ଦ ସ୍ଥାନ ମଧ୍ୟରୁ ଓଡ଼ିଶା ଗୋଟିଏ ।...

soumya
ମହିଳା ସରପଞ୍ଚଙ୍କ କ୍ଷମତା ସଂପର୍କରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ଭୁବନେଶ୍ୱର: ମହିଳା ସରପଞ୍ଚଙ୍କ କ୍ଷମତା ସଂପର୍କରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ କର୍ମୀ ସାମ୍ମୁଖ୍ୟ ବୈଠକରେ କହିଛନ୍ତି ଯେ ମହିଳା ସରପଞ୍ଚଙ୍କ ସ୍ୱାମୀ ହିଁ ପ୍ରକୃତ କ୍ଷମତା ଉପଭୋଗ କରୁଛନ୍ତି। ସରପଞ୍ଚଙ୍କ ସ୍ୱାମୀମାନେ ସରପଞ୍ଚ ହୋଇ...

bussss
ପୁଣି ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ତୈଳଦର ବୃଦ୍ଧି ଯୋଗୁଁ ପୁଣି ବସ୍ ଭଡ଼ା ବଢ଼ିଛି। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୫ ପଇସା ବଢ଼ିଛି। ଅର୍ଡିନାରୀ ବସ୍ ଭଡ଼ା ୮୦ ପଇସା ଥିଲା, ଏବେ ବୃଦ୍ଧି ପାଇ ୮୫ ପଇସା ହେଲା।  ଏକ୍ସପ୍ରେସ ବସ୍ ଭଡ଼ା ୮୪ ପଇସା...

cycling
ଭାରତ ଭ୍ରମଣ ନିଶାରେ ଦୁଇ ଭାଇ, ବୁଲି ସାରିଲେଣି ୧୦ ରାଜ୍ୟ

ପୁରୀ: ସାଇକେଲରେ ଭାରତଭ୍ରମଣରେ ବାହାରିଛନ୍ତି ଦୁଇଭାଇ। ମଧ୍ୟପ୍ରଦେଶର ଗୁଆଲିୟରରୁ ଡିସେମ୍ବର ୩୦ତାରିଖରୁ ଦୁଇ ଭାଇ ଗୌତମ୍ ଏବଂ ପାରସ୍ ତାଙ୍କର ଭାରତଭ୍ରମଣ ଅଭିଯାନ ଆରମ୍ଭ କରିଛନ୍ତି। ଦୁଇ ମାସ ଭିତରେ ଦୀର୍ଘପଥ ଅତିକ୍ରମ କରି ଆଜି ଓଡିଶାର ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ଓଟିଭିକୁ...

BIOBAN
ଅଞ୍ଜନା ମାମଲା: TI ପରେଡ ପାଇଁ ଆବେଦନ କଲା ସିବିଆଇ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଆବେଦନ ହୋଇଛି। ସିବିଆଇ କୋଲକାତା ପକ୍ଷରୁ TI ପରେଡ୍ ପାଇଁ ସିବିଆଇର ସ୍ପେଶାଲ CJM କୋର୍ଟରେ ଆବେଦନ କରାଯାଇଛି। ବିବନକୁ ରିମାଣ୍ଡରେ ନେବା ଲାଗି ମଧ୍ୟ ସିବିଆଇର...

7am-mahakasa
ପୃଥିବୀରୁ ମହାକାଶକୁ ଫୋନ୍‌ କଲେ କମଲା ହାରିସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ନାସାର ମହାକାଶଚାରୀ ଭିର ଗ୍ଲୋଭରଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଫୋନ୍‌ରେ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବେଶ୍ ରୋଚକ ଥିଲା। ଏସମ୍ପର୍କିତ ଏକ ଭିଡିଓକୁ ନାସା ସେୟାର ମଧ୍ୟ କରିଛି। ବଡ ସ୍ବପ୍ନ ଓ...

vssut
ବୁର୍ଲା ଭିସୁଟ୍‌ରେ କୌଣସି ଛାତ୍ର କରୋନା ଆକ୍ରାନ୍ତ ହୋଇନାହାନ୍ତି

ଭୁବନେଶ୍ୱର: ୨୫ ଜଣ ଭିସୁଟ୍‌ ଛାତ୍ର କୋଭିଡ୍‌ ପଜିଟିଭ ରିପୋର୍ଟ ନେଇ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ଦେଇଛି। ବୁର୍ଲା ଭିସୁଟ୍‌ରେ କୌଣସି ଛାତ୍ର କରୋନା ଆକ୍ରାନ୍ତ ହୋଇନାହାନ୍ତି। ପରୀକ୍ଷା କରାଯାଇଥିବା କିଟ୍ ଖରାପ ଥିଲା, ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା...

jall-note
୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ

କୋରାପୁଟ: ୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ। ସୁଙ୍କି ଆଉଟପୋଷ୍ଟ ନିକଟରୁ ଏତେ ପରିମାଣର ନକଲି ନୋଟ୍ ପଟାଙ୍ଗୀ ପୋଲିସ ଜବତ କରିଛି। କାର୍‌ରେ ଛତିଶଗଡ଼ ଯାଉଥିବା ବେଳେ ଜାଲ୍ ନୋଟ୍ ସହ ୩ ଅଟକ ଅଛନ୍ତି। ଜାଲ୍ ନୋଟ୍ ଜବତ ନେଇ ସୁନାବେଡ଼ା SDPO...

covaxin
ଭାରତୀୟ ଭ୍ୟାକ୍ସିନ୍‌କୁ ଚୀନ ହ୍ୟାକର୍‌ଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ସିରମ ଇନ୍‌ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍‌କୁ ଚୀନ ହ୍ୟାକର୍‌ଙ୍କ ଟାର୍ଗେଟ। କୋଭିଡ୍ ଭ୍ୟାକ୍ସିନ ପ୍ରସ୍ତୁତକାରୀ ଦୁଇ ସଂସ୍ଥାକୁ ଚୀନ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହ୍ୟାକିଂ ଗ୍ରୁପ କିଛି ସପ୍ତାହ ହେଲା ଟାର୍ଗେଟ କରୁଥିବା ସୂଚନା ମିଳିଛି। ସଂସ୍ଥାର ଆଇଟି ସିଷ୍ଟମକୁ ସିଧା ଟାର୍ଗେଟ କରାଯାଉଛି ବୋଲି ସାଇବର...

puri
ସୁରକ୍ଷା କରିଡର ଯୋଜନାରେ ବଳି ପଡ଼ିବ ରାଧାବଲ୍ଲଭ ମଠ !

ପୁରୀ: ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ପରମ୍ପରା ସହ ଠାକୁରଙ୍କ ୪୪ ପ୍ରକାର ସେବାରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରାଧାବଲ୍ଲଭ ମଠ। ଯାହାର ଏବେ ଉଚ୍ଛେଦ ପାଳି ପଡ଼ିଛି। ଠିକ୍ ସିଂହଦ୍ୱାର ସାମ୍ନାରେ ୧୭୩୭ ମସିହାରୁ ଦଣ୍ଡାୟମାନ ଏହି ଐତିହ୍ୟ ସମ୍ପନ୍ନ ମଠଟି ଶ୍ରୀମନ୍ଦିରର ୭୫ ମିଟର...

WhatsApp Image 2021-03-01 at 10.18.57 PM
ସାତ ଜନ୍ମର ସାଥୀ ହେଲେ ସବ୍ୟର୍ଚ୍ଚିତା

ଭୁବନେଶ୍ୱର: ବାଜିଲା ସାହାନାଇ, ପଡ଼ିଲା ହାତଗଣ୍ଠି। ସାତ ଜନ୍ମର ସାଥୀ ହେଲେ ସବ୍ୟାର୍ଚ୍ଚିତା। ରିଲ୍‌ ଦୁନିଆରେ ଏକାଠି ନଜର ଆଲୁଥିବା ଏଇ ହିଟ୍‌ ଯୋଡ଼ି ରିୟଲରେ ଏକାଠି ହୋଇଛନ୍ତି। ଯାହାର ସେମାନେ ସବ୍ୟାର୍ଚ୍ଚିତା। ଓଲିଉଡ୍‌ର ହିଟ୍‌ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।...

test-drive
ଟେଷ୍ଟ ଡ୍ରାଇଭ୍ ପାଇଁ ଅନୁମତି ଦେବା ଗାଡ଼ି ମାଲିକଙ୍କୁ ମହଙ୍ଗା ପଡ଼ିଲା

ଭୁବନେଶ୍ୱର: ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ଆପଣ ଯଦି ଦୁଇ ଚକିଆ କିମ୍ବା ୪ ଚକିଆ ଯାନ ବିକ୍ରି କରିବାକୁ ଚାହୁଁଛନ୍ତି। ତେବେ ସାବଧାନ କାହିଁକି ନା ଆପଣ ବି ଲୁଟ୍‌ର ଶିକାର ହୋଇପାରନ୍ତି। OLXରେ ଗାଡ଼ି ବିକ୍ରି ପାଇଁ ବିଜ୍ଞାପନ ଏବଂ ଟେଷ୍ଟ ଡ୍ରାଇଭ୍ ପାଇଁ ଅନୁମତି ଦେବା...

firing
ସୁନ୍ଦରଗଡ଼ରେ ଫାୟାରିଂ: ସୁନା ନେଇଗଲେ, ଜୀବନ ବି ଛଡାଇନେଲେ

ରାଉଲକେଲା: ସୁନ୍ଦରଗଡ଼ ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ସୁନା ବ୍ୟାଗ ଲୁଟିଛନ୍ତି। ଗୁଳି ମାଡ଼ରେ ଆହତ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଗହଣା ଦୋକାନୀଙ୍କ ପୁଅଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣଙ୍କ ମେଡିକାଲରେ ଟିକିତ୍ସା ଚାଲିଛି I ଗୁଳିମାଡ଼ ବେଳର ସିସିଟିଭି ଫୁଟେଜ ପୋଲିସକୁ ମିଳିଛି।  ଏକ...

heat wave
ଆଇଏମ୍‌ଡିର ସତର୍କବାଣୀ: ବାହାରକୁ ଯାଉଥିଲେ ସତର୍କ ରୁହ

ଭୁବନେଶ୍ୱର: ଚଳିତ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ଖରା ହେବ। ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ। ପୂର୍ବ ଛତିଶଗଡ଼, ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ଖରା ହେବ।...

Sabya
ଗୋଟିଏ ଚିଠି ପଢି ଅଚେତ ହୋଇପଡ଼ିଲେ, ଆଉ ତା ପରେ ଚାଲିଗଲା ଜୀବନ !

ଭୁବନେଶ୍ୱର: ସୁନ୍ଦରଗଡର ଉଜ୍ଜଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଅନ ଥିଲେ ଗଙ୍ଗାଧର କଉଡି।  ଗତ ରବିବାର ଗଙ୍ଗାଧରଙ୍କ ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି ଗଙ୍ଗାଧରଙ୍କ ଚିକିତ୍ସା ଚାଲିଥିଲା। ଧିରେ ଧିରେ ସେ ସୁସ୍ଥ ମଧ୍ୟ ହେଉଥିଲେ। ଠିକ୍ ଏତିକି ବେଳେ ଡିଇଓ ଅଫିସରୁ ଚିଠି ପହଁଚିଥିଲା।...

sabya--ko
ବିବାହ ପୂର୍ବରୁ ମନର କଥା ଖୋଲି କହିଲେ ସବ୍ୟ-ଅର୍ଚ୍ଚିତା

ଭୁବନେଶ୍ୱର: ଅର୍ଚ୍ଚିତା-ସବ୍ୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଇତି ମଧ୍ୟରେ ନିଜର ମନର କଥା ପ୍ରଶସଂକଙ୍କୁ କହିବାକୁ ଭୁଲିନାହାନ୍ତି ଅଭିନେତ୍ରୀ ଅର୍ଚ୍ଚିତା ଓ ସବ୍ୟସାଚୀ। ସେମାନେ ନିଜର ମନ କଥା ଲେଖି ଫେସବୁକ୍‌ ଓ ଟ୍ୱିଟରରେ ସେୟାର କରିଛନ୍ତି। ଏହାସହ ସେମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଅର୍ଚ୍ଚିତା ଓ...

apra---ko
ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଓଡ଼ିଆ ଆର୍କିଟେକ୍ଚରଙ୍କୁ ଦେଲନି କାହିଁକି: ଅପରାଜିତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋଲା ଚିଠି ଲେଖିଛନ୍ତି। ସୌନ୍ଦର୍ଯ୍ୟକରଣ ଆଳରେ ଐତିହ୍ୟ ସ୍ଥଳୀରେ ଭଙ୍ଗାରୁଜା ପ୍ରସଙ୍ଗରେ ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଓ ପ୍ରମାଣ ସହ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି। ଐତିହ୍ୟକୁ ଧ୍ୱଂସ କରି ସଂରକ୍ଷଣ ବିଶ୍ୱରେ ବିରଳ ଉଦାହରଣ...

sabya-archita
ଆଜି ସବ୍ୟ-ଅର୍ଚ୍ଚିତାଙ୍କ ବାହାଘର

ଭୁବନେଶ୍ୱର: ଓଲିଉଡ୍‌ର ହିଟ୍‌ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଆଜି ବାହାଘର। ରିୟଲ ଲାଇଫ୍‌ରେ ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି ସବ୍ୟସାଚୀ। ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍‌ର ଏହି ହିଟ୍ ଯୋଡ଼ି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଓ ପ୍ରଶଂସକଙ୍କ ଶୁଭେଚ୍ଛା କାମନା...

blast
ଚିକିତ୍ସା ବେଳେ ଅଘଟଣ, ରୋଗୀର ମୋବାଇଲ ଫାଟିଗଲା

କେନ୍ଦୁଝର: ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ମୋବାଇଲ କେତେ ବିପଦ ହୋଇପାରେ, ଆପଣ ଜାଣିଛନ୍ତି କି? ଚିକିତ୍ସା ବେଳେ ବ୍ୟାଗ୍ ଭିତରେ ଥିବା ମୋବାଇଲ ଫାଟିଗଲା। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏଭଳି ଏକ ଅଘଟଣ ଘଟିଛି। କିନ୍ତୁ ଚିକିତ୍ସିତ ହେଉଥିବା ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।