• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

blast
ମାଓ ସଂଗଠନର IED ଏକ୍ସପର୍ଟ ସୁନୀଲର ମୃତ୍ୟୁ

ମାଲକାନାଗିରି: ନିଜ ଜାଲରେ ନିଜେ ଫସିଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ନିକଟ ବେଚାପାଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଖଞ୍ଜୁଥିବା ବେଳେ ବିସ୍ଫୋରଣରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ମୃତ ମାଓବାଦୀ ହେଲା ସୁନୀଲ ପଦମ। ସେ ଭୈରମଗଡ଼ ଏରିଆ କମିଟି ମାଓ ସଂଗଠନର IED...

jhia-podi
ଉପରୁ ଖସିଲା ନିଆଁ ହୁଳା: ମା' ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଭଦ୍ରକ: ନିଆଁରେ ଜଳିଗଲେ ମାଆ, ଝିଅ। ଘର ଭିତରେ ରହିଯିବାରୁ ଅଗ୍ନିକାଣ୍ଡରେ ମାଆ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଝିଅ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ଘଟିଛି। ଖବର...

corona--in-country
କାୟା ମେଲାଉଛି କରୋନା: ନେଡିଗୁଡ଼ କହୁଣିକୁ ବୋହିବା ଆଗରୁ ସତର୍କ ରୁହ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: କଡ଼ ଲେଉଟାଇ ପୁଣି ମାଡ଼ୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ପାଖାପାଖି ୨୫ ହଜାର ଆକ୍ରାନ୍ତ। ଏହାସହ ମହାମାରୀ ନେଇଛି ୧୪୦ ଜଣଙ୍କ ଜୀବନ। ସଂକ୍ରମଣ ବଢିବା ସହ ଆରୋଗ୍ୟ ହାର ୯୬.୮୨ ପ୍ରତିଶତକୁ ହ୍ରାସ ପାଇଛି। ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ,...

sam-sir-pkg
ଇଏ ଆଉ ଜଣେ ଭକ୍ତ 'ସାଲବେଗ': ଷ୍ଟୁଡିଓରେ ପ୍ରଥମ ଗୀତ ଗାଇଲେ ଅବଦୁଲ

ଭୁବନେଶ୍ୱର: ଲୁକ୍କାୟିତ ପ୍ରତିଭାକୁ ପୁଣି ଥରେ ସର୍ବସମ୍ମୁଖରେ ଆଣିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଜଣେ ମୁସଲମାନ କଣ୍ଠଶିଳ୍ପୀଙ୍କ ମୁହଁରୁ ବାହାରିଲା ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଭଜନ। କିଛି ଦିନ ପୂର୍ବରୁ ପ୍ରତିଭାବାନ କଣ୍ଠଶିଳ୍ପୀ ଅବଦୁଲ ସମାଦ ନିଜାମିଙ୍କ ଜଗନ୍ନାଥ ଭଜନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଅବଦୁଲଙ୍କୁ...

arrsted
୩ ଦଶନ୍ଧି ପରେ ଧରାପଡ଼ିଲା ଅପରାଧୀ, ପୋଲିସ୍‌କୁ ପ୍ରଶଂସା କଲେ ଡିଜିପି

ଭୁବନେଶ୍ୱର: ପାଟକୁରା ପୋଲିସର ବଡ଼ ସଫଳତା। ଜାମିନ୍ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା ପାଟକୁରା ପୋଲିସ। ଏକ ଡକାୟତି ମାମଲାରେ ୩୭ ବର୍ଷ ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। NBW ନେଇ ସ୍ୱତନ୍ତ୍ର ଡ୍ରାଇଭ ବେଳେ ପାଟକୁରା ପୋଲିସ ଗିରଫ...

flight
ମାସ୍କ ନ ପିନ୍ଧିଲେ ବିମାନରୁ ବିଦା ହେବେ ଯାତ୍ରୀ

ଭୁବନେଶ୍ୱର: ଦେଶରେ ଦୈନିକ କରୋନା ସଂକ୍ରମଣ ୨୫ ହଜାର ଟପିବାକୁ ବସିଥିବା ବେଳେ ବିମାନ ବନ୍ଦରରେ କଡ଼ାକଡ଼ି ହେଲା କୋଭିଡ୍ କଟକଣା। ଏଣିକି ଆଉ ଢିଲା ଦେଇପାରିବେନି ଯାତ୍ରୀ। ବିମାନରେ ବସିବା ବେଳେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ। କିଛି ରାଜ୍ୟରେ କରୋନା ପୁଣି ଥରେ କଡ଼ ଲେଉଟାଇବା...

mahanadi
ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲକୁ ପୂରିବ ୩ ବର୍ଷ, କେବେ ବାହାରିବ ନିଷ୍କର୍ଷ?

ଭୁବନେଶ୍ୱର: ମାର୍ଚ୍ଚ ୧୨, ୨୦୧୮ରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହେଲା। ଏହାକୁ ଆସନ୍ତାକାଲି ତିନି ବର୍ଷ ପୂରିବ। ହେଲେ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ପାରିନାହିଁ। ବିବାଦ ଯେଉଁଠି ଥିଲା ଏବେ ବି ସେଇଠି। ସେପଟେ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ଓଡ଼ିଶା...

kangaroo-court
ଘର ନିର୍ମାଣ କରିବାକୁ ଯାଇ ଗାଁରୁ ବାସନ୍ଦ ହେଲେ ଗୌରାଙ୍ଗ

କଟକ: କଟକ ଜିଲ୍ଲା ବାଙ୍କୀ ବ୍ଲକ ତାଳବସ୍ତା ପଞ୍ଚାୟତରେ କଙ୍ଗାରୁ କୋର୍ଟ। ତାଳବସ୍ତ ମୌଜାର ଗୌରାଙ୍ଗ ସାହୁଙ୍କ ସମେତ ତିନି ଭାଇ ପୈତୃକ ଜାଗାରେ ବସବାସ କରି ରହୁଥିଲେ। ପରିବାର ବଢିବାରୁ ସେମାନେ ଘର ତିଆରି ଲାଗି ଉଦ୍ୟମ କରିବାରୁ ସରପଞ୍ଚ ଓ କିଛି ଗ୍ରାମବାସୀ ଏହାକୁ ବିରୋଧ...

fire in forest
ଜଙ୍ଗଲ ନିଆଁ କମୁନି ବରଂ ବଢୁଛି !

ଭୁବନେଶ୍ୱର: ଜଙ୍ଗଲ ନିଆଁ କମୁନି ବରଂ ବଢୁଛି। ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି ଜଙ୍ଗଲ ନିଆଁ ଟାସ୍କଫୋର୍ସ। ଟାସ୍କଫୋର୍ସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ୍ ଅନୁସାରେ ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ିଥିବା ସୂଚନା ଦେଇଛନ୍ତି। ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁସାରେ ନିଆଁ ବଢ଼ିଛି, କାଲି...

thunder
୭ ଜିଲ୍ଲାକୁ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ଆଲର୍ଟ

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ସତର୍କତା ଜାରି କରାଯାଇଛି।ସନ୍ଧ୍ୟା ୭ଟା ମଧ୍ୟରେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।...

ugc
ନନ୍‌ ଟେକ୍ନିକାଲ ଷ୍ଟ୍ରିମ୍‌ର ଗାଇଡଲାଇନ ଉପରେ ମତାମତ ମାଗିଲା ୟୁଜିସି

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ସମସ୍ତ ହିତାଧିକାରୀଙ୍କ ଠାରୁ ଅଣ ଟେକ୍ନିକାଲ ଷ୍ଟ୍ରିମ୍ (NIIMT)ର ଶିକ୍ଷକମାନଙ୍କର ମେଣ୍ଟର୍ସିପ୍ ପାଇଁ ଡ୍ରାଫ୍ଟ ଗାଇଡଲାଇନ ଉପରେ ପରାମର୍ଶ ଆମନ୍ତ୍ରଣ କରିଛି। ମାର୍ଚ୍ଚ 24, 2021 ପୂର୍ବରୁ ହିତାଧିକାରୀଙ୍କ ମତାମତ/ମନ୍ତବ୍ୟ ମାଗିବା ପାଇଁ UGC ୱେବସାଇଟରେ ଏକ ସର୍ବସାଧାରଣ ବିଜ୍ଞପ୍ତି ଅପଲୋଡ୍ କରାଯାଇଛି...

teachers
ଶିକ୍ଷକମାନଙ୍କ ପାଇଁ ବାହାରିଲା ନିଯୁକ୍ତି, ମାସିକ ଦରମା ୪୪ ହଜାର

ଭୁବନେଶ୍ୱର: ଗ୍ରୁପ୍-ବିରେ ସାଇନ୍ସ ଷ୍ଟ୍ରିମ୍ ଅଧୀନରେ ସ୍ନାତକୋତ୍ତର ପଦବୀରେ ନିଯୁକ୍ତି ପାଇଁ ଓଡିଶା ଜନସେବା ଆୟୋଗ (ଓପିଏସସି) ବିଜ୍ଞପ୍ତି ଜାରି କରିଛି। ରାଜ୍ୟ ଆଦିବାସୀ ଏବଂ ଜନଜାତି ବିକାଶ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରୀ...

rkl-polution
ବିଷ ବଳୟରେ ଷ୍ଟିଲ୍ ସିଟି: କଠୋର ନିଷ୍ପତ୍ତି ନେବେ ସରକାର !

ରାଉରକେଲା: ରାଉରକେଲାରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଠୋର ନିଷ୍ପତ୍ତି ହୋଇପାରେ। କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛନ୍ତି। ଚିଠି ସଂପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଦୂଷଣ ସୃଷ୍ଟିକାରୀ କାରଖାନା ନସୁଧୁରିଲେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ସହର ଭିତରକୁ...

terrakota
ଅର୍ଥ ନୁହେଁ, ଆତ୍ମସନ୍ତୋଷ ପାଇଁ ବଞ୍ଚାଇ ରଖିଛନ୍ତି ନିଜର କୌଳିକ ବୃତ୍ତି

ବାଲେଶ୍ୱର: ଘରଯାକ ହସ୍ତଶିଳ୍ପ କଳାକୃତିରେ ଭରପୂର। ପୌରାଣିକ ହେଉ କି ସାମାଜିକ, ପ୍ରାଚୀନ ହେଉ କି ଆଧୁନିକ ଟେରାକୋଟା କାମରେ ସୁସଜ୍ଜିତ ବାଲେଶ୍ୱର ବଟେଶ୍ୱର ଛକରେ ଦୋକାନ। ଏହାର ପ୍ରତିଷ୍ଠାତା ହେଉଛନ୍ତି ଶିଳ୍ପୀ ଅଲେଖ କୁମାର ସାହୁ। ଦିନକୁ ଦିନ କୁମ୍ଭାରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇନେଉଥିବାରୁ ଏହି...

puri-10-am
ଶ୍ରୀମନ୍ଦିର ଲାଗି ପ୍ରସ୍ତୁତ ହେଲା ୨୦୨ କୋଟି ବଜେଟ୍

ଭୁବନେଶ୍ୱର: ଶ୍ରୀମନ୍ଦିର ଲାଗି ୨୦୨ କୋଟି ବଜେଟ୍। ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ଅର୍ଥ ସବ୍ କମିଟି। ବଜେଟରେ ରଥଯାତ୍ରା ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଛି। ସେହିପରି ସେବାୟତଙ୍କ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ବ୍ୟୟବରାଦ କରାଯାଇଛି।...

cause-of-fire
ସର୍ବଗିଳା ନିଆଁରୁ କେମିତି ବଞ୍ଚାଇହେବ ଶିମିଳିପାଳ ?

ଭୁବନେଶ୍ୱର: ସର୍ବଗିଳା ନିଆଁରୁ କେମିତି ବଞ୍ଚାଇହେବ ସୁନ୍ଦରୀ ଶିମିଳିପାଳ ? ସଙ୍କଟରେ ଥିବା ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳକୁ କେମିତି ଦିଆଯାଇପାରିବ ସୁରକ୍ଷା ? ଚାଲିଛି ଯୁଦ୍ଧକାଳୀନ ଉଦ୍ୟମ, ଅଗ୍ନି ନିର୍ବାପନର ବୃହତ୍ତ ମିଶନରେ କଳ, ବଳ ଆଉ କୌଶଳ। ବନ ଓ ଅଗ୍ନିଶମ କର୍ମଚାରୀଙ୍କ ପ୍ରାଣମୁର୍ଚ୍ଛା ପ୍ରୟାସ...

kaliapani
ପୋଲିସ୍ ପଞ୍ଝାରେ କାଳିପାଣିଆ ଗଣଦୁଷ୍କର୍ମ ଘଟଣାର ୪ ଖଳନାୟକ

ଯାଜପୁର: କାଳିପାଣିଆ ଗଣଦୁଷ୍କର୍ମ ଘଟଣାର ଚାରି ଖଳନାୟକ ପୋଲିସ୍ ପଞ୍ଝାରେ। ଅନ୍ଧାର ଓ ଜଙ୍ଗଲିଆ ରାସ୍ତାର ସୁଯୋଗ ନେଇ ଏଇମାନେ ନାରକୀୟ କାଣ୍ଡ ଘଟାଇଥିଲେ। ରବିବାର ରାତି ପ୍ରାୟ ୯ଟା। କାଳିଆପାଣି ଥାନା କଲରଙ୍ଗଅତା ଏଇ ରାସ୍ତାରେ ନିଜ ପୁରୁଷ ବନ୍ଧୁଙ୍କ ସହ ଯାଉଥିଲେ କଳିଙ୍ଗନଗର ଅଞ୍ଚଳର ନାବାଳିକା...

bank-band
ଲଗାତାର ୪ ଦିନ ବନ୍ଦ ହେବ ବ୍ୟାଙ୍କ !

ଭୁବନେଶ୍ୱର: ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା। ମାର୍ଚ୍ଚ ୧୫ ଓ ୧୬ ତାରିଖରେ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟରେ ସାମିଲ ହେବେ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ। ଏନେଇ...

bmpr-dfd
ଯୌତୁକ ନିର୍ଯାତନାର ଚରମ ପରିସ୍ଥିତି: ସ୍ୱାମୀଙ୍କ ଘରେ ସ୍ତ୍ରୀ ବନ୍ଦୀ

ବ୍ରହ୍ମପୁର: ସ୍ୱାମୀଙ୍କ ଘରେ ସ୍ତ୍ରୀ ବନ୍ଦୀ। ଯୌତୁକ ନିର୍ଯାତନାର ଏଭଳି କିଛି ଚରମ ପରିସ୍ଥିତି ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ଉପର ମହଲାରେ ସ୍ତ୍ରୀଙ୍କୁ ବନ୍ଦ କରି ତଳୁ ତାଲା ପକାଇଛନ୍ତି ଡାକ୍ତର ସ୍ୱାମୀ। ସ୍ଥାନୀୟ ଖୋଡ଼ାସିଙ୍ଗ ସ୍ଥିତ ବାଞ୍ଚାନିଧି କଲୋନୀର ଡାକ୍ତର ଶାନ୍ତି ଭୂଷଣ ପାଠୀଙ୍କ ନାଁରେ ସ୍ତ୍ରୀ...

Soumendra priyadarshi
ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି: ସିପି

ଭୁବନେଶ୍ୱର: ଟ୍ୱିନ୍ ସିଟିର ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱର କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ପୋଲିସ୍‌ କମିଶନରଙ୍କୁ ଗାର୍ଡ ଅଫ ଅନର୍‌ ଦିଆଯାଇଛି। କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚ୍‌ର ଏହି ଆଇପିଏସ ଅଫିସରଙ୍କୁ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।