• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

prajameli
ପୋଲିସ ବିରୋଧରେ ଗ୍ରାମବାସୀଙ୍କ ପ୍ରଜାମେଳି

ମାଲକାନଗିରି: ପୋଲିସ ବିରୋଧରେ ଗ୍ରାମବାସୀଙ୍କ ପ୍ରଜାମେଳି। ଫେକ୍ ଏନକାଉଣ୍ଟର ଅଭିଯୋଗ ଆଣି ମାଲକାନଗିରି କୋରୁକୋଣ୍ଡା ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ମୁଦୁଲିଗୁଡାରେ ପ୍ରଜାମେଳି କରିଛନ୍ତି। ଶତାଧିକ ଲୋକେ ୯ଟି ଗାଁର ଗ୍ରାମବାସୀ ଏକାଠି ହୋଇ ପୋଲିସ ବିରୋଧରେ ଗର୍ଜିଛନ୍ତି। ନିରୀହ ଗ୍ରାମବାସୀଙ୍କ ପ୍ରତି ପୋଲିସ ଅତ୍ୟାଚାର କରୁଥିବା ଅଭିଯୋଗ...

couple
ବିବାହର ୪ ମାସ ନଯାଉଣୁ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଗତକାଲି ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏ...

attck-bhadatia
ତୁରନ୍ତ ଘର ନଛାଡ଼ିବାରୁ ରାଜଧାନୀରେ ଭଡ଼ାଟିଆଙ୍କୁ ଆକ୍ରମଣ

ଭୁବନେଶ୍ୱର: ନୟାପଲ୍ଲୀ ଏନ-୩ର ଏକ ପ୍ଲଟରେ ଘର ଭଡ଼ାଟିଆଙ୍କୁ ଆକ୍ରମଣ ସହ ଆସବାବପତ୍ର ଭଙ୍ଗାରୁଜା ଅଭିଯୋଗ ହୋଇଛି।  ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ଭଡ଼ା ଘରେ ପଶି ୧୦ରୁ ଅଧିକ ଲୋକେ ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ଼ ମରାଯାଇଥିବା ନେଇ...

firing
କୁକୁର ବୁଲାଇବାକୁ କେନ୍ଦ୍ର କରି ଗୁଳିମାଡ଼

ବ୍ରହ୍ମପୁର: ବ୍ରହ୍ମପୁରରେ କୁକୁର ବୁଲାଇବାକୁ କେନ୍ଦ୍ର କରି ବଚସା ପରେ ସହଯୋଗୀଙ୍କ ସହ ମିଶି ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ ଏୟାରଗନ୍ ଚଳାଇଥିବା ଅଭିଯୋଗ। କୁକୁର ବୁଲାଉଥିବା ଯୁବକ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।  ଆକ୍ରମଣରେ ସଂପୃକ୍ତି ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ବୈଦ୍ୟନାଥପୁର ଥାନା...

neet
ରାଜ୍ୟର ୩୦ଟି ଜିଲ୍ଲାରେ ନିଟ୍‌ ପ୍ରବେଶିକା ପାଇଁ ଚିଠି

ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାରେ NEET-୨୦୨୧ ପ୍ରବେଶିକା ପାଇଁ ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (NTA) ଡାଇରେକ୍ଟର ବିନୀତ ଯୋଶୀଙ୍କୁ ଚିଠି। ଏହି ଚିଠି ଲେଖିଲେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର। ଗତ ୯ ତାରିଖରେ ଭିଡିଓ କନ୍‌ଫରେନ୍ସିଂରେ ହୋଇଥିବା ଆଲୋଚନା ଅନୁସାରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର ୭ରୁ ୩୦କୁ...

money 99
ସପ୍ତମ ବେତନ ଆୟୋଗର ଚାକିରି: UPSCର ବିଭିନ୍ନ ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ

ଭୁବନେଶ୍ୱର: ସପ୍ତମ ବେତନ  କମିଶନ ପେ ମ୍ୟାଟ୍ରିକ୍ସରେ ଦରମା ପାଇବା ପାଇଁ ଏକ ବଡ଼ ସୁଯୋଗ। ଏହି ସପ୍ତାହରେ ଶେଷ ହେବାକୁ ଯାଉଛି। ଆଗ୍ରହୀମାନେ କୌଣସି ବିଳମ୍ବ ନକରି ନିମ୍ନରେ ଦିଆଯାଇଥିବା ବିବରଣୀ କୁ ଭଲ ଭାବେ ଦେଖନ୍ତୁ। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି) ବିଭିନ୍ନ ପଦବୀରେ...

purandeswari-and-naveen
ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନ: ନବୀନଙ୍କ ପରେ ବିଜେଡି ଚେହେରା କିଏ?

ଭୁବନେଶ୍ୱର: ନବୀନଙ୍କ ପରେ ବିଜେଡି ଚେହେରା କିଏ?  ଏହି ପ୍ରଶ୍ନ କରିଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। OTVକୁ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଏକ୍ସକ୍ଲୁସିଭ୍ ମନ୍ତବ୍ୟ ଦେଇ କହିଛନ୍ତି ଯେ ନବୀନଙ୍କ ପରେ ବିଜେଡି ଚେହେରା କିଏ? ନବୀନଙ୍କୁ ଦେଖି ଲୋକ ଭୋଟ ଦେଇଛନ୍ତି, ବାବୁଙ୍କୁ ଦେଖି...

purandeswari
ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ: ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ବିଜେପି ବିଧାୟକ ନୁହଁ ବରଂ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ। ଆଜି ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ସେ କହିଛନ୍ତି, ଏଠାକାର ସରକାର ମାର୍କେଟରେ ପଡିଥିବା ଧାନକୁ କିଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ବର୍ଷେ ହେଲା ବିଧାନସଭାକୁ ଆସୁନାହାନ୍ତି ଅଥଚ...

neet
ପୋଷ୍ଟଗ୍ରାଜୁଏଟ୍‌ ପାଇଁ ଏବର୍ଷ ଥରେ ହେବ ନିଟ୍‌ ପରୀକ୍ଷା: ପୋଖରିଆଲ

ଭୁବନେଶ୍ୱର: ସ୍ନାତକୋତ୍ତର ପାଇଁ  ନ୍ୟାସନାଲ ଇଲିଯିବିଲିଟି ଟେଷ୍ଟ ଓ ପ୍ରବେଶିକା ପରୀକ୍ଷା (NEET) ଚଳିତ ବର୍ଷ କେବଳ ଗୋଟିଏ ଥର ହେବ। ଏବଂ ଏହା  ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯିବ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖ...

dhrmendara
ଧାନ ସଂଗ୍ରହ ନେଇ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ରାଜ୍ୟର ବିଜେପି ସାଂସଦ। ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦ ପୀୟୂଷ ଗୋୟଲଙ୍କ ସହ ଆଲୋଚନା ହୋଇଛି। ରାଜ୍ୟ ସରକାର...

make-in-odisha
ଫେଲ୍ ମାରିଛି ସରକାରଙ୍କ ଶିଳ୍ପାୟନ ପ୍ରୟାସ, ରାଜ୍ୟରୁ ମୁହଁ ଫେରାଉଛନ୍ତି ଶିଳ୍ପସଂସ୍ଥା

ଭୁବନେଶ୍ୱର: ୨୦୧୬ ପ୍ରଥମ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମିଳିଥିବା ପୁଞ୍ଜି ନିବେଶ ପ୍ରସ୍ତାବର ଦୁଇ ତୃତୀୟାଂଶ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏସବୁ ପ୍ରକଳ୍ପରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ନିବେଶ ଲକ୍ଷ୍ୟ ରହିଥିବା ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଉଦଘାଟନୀ ଅଭିଭାଷଣରେ ସୂଚନା...

prof
ସହକାରୀ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଏକ ସୁଯୋଗକୁ କେବେବି ହାତଛଡା କରିବା ଉଚିତ୍ ନୁହେଁ ଏବଂ ଯେଉଁମାନେ ସରକାରୀ ଚାକିରୀ ପାଇଁ ଆଶାୟୀ ପ୍ରାର୍ଥୀ, ସେମାନେ ପ୍ରକୃତରେ ଚାକିରିର ପ୍ରକୃତ ମୂଲ୍ୟ ବୁଝିପାରନ୍ତି। ତେଣୁ, OPSC ଏବଂ NIT ନିଯୁକ୍ତି ପ୍ରକ୍ରିୟାରେ ଯୋଗ ଦେଇ ଆପଣଙ୍କ ସ୍ୱପ୍ନକୁ ବଞ୍ଚାଇବାକୁ ଏଠାରେ ଏକ ସୁଯୋଗ...

UPSC-CMS-Exam-2018
UPSC ନିଯୁକ୍ତି: ବିଭିନ୍ନ ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ୟୁନିୟନ ପବ୍ଲିକ ସର୍ଭିସ  କମିଶନ (ୟୁପିଏସସି) ଅନେକ ପଦବୀ ପାଇଁ ପାଇଁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ORA ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ନିଯୁକ୍ତି ଆବେଦନ (ORA) ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ୍ ୧, ୨୦୨୧  ୨୩:୫୯ ଘଣ୍ଟା ସମୟ।ସଂପୂର୍ଣ୍ଣ ଦାଖଲ ହୋଇଥିବା ଅନଲାଇନ୍...

bus-fire
ପୁରୀ ବସ୍‌ଷ୍ଟାଣ୍ଡରେ ଜଳିଗଲା ୩ଟି ବସ୍

ପୁରୀ: ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ଟି ବସ୍। ଆଜି ସନ୍ଧ୍ୟାରେ ବସଷ୍ଟାଣ୍ଡରେ ଥିବା ୩ଟି ବସ୍‌ରେ ନିଆ ଲାଗିଯାଇଥିଲା। ତେବେ ବସ୍‌ରେ ଯାତ୍ରୀ ନ ଥିବା ଜଣାପଡିଛି। ବସ୍ ତିନିଟି ଛିଡ଼ା ହୋଇଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗୋଟିଏ ବସ୍‌ରେ ନିଆଁ ଲାଗିବା...

police
ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ନିଲମ୍ବିତ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ମିଳିବା ମାମଲାରେ ଗିରଫ ହୋଇଥିବା ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ନିଲମ୍ବିତ ହୋଇଛନ୍ତି। ଏନଆଇଏ ପକ୍ଷରୁ ମାରାଥନ ଜେରାପରେ ତାଙ୍କୁ ଗିରଫ କରାଯାଇଥିଲା। ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓକୁ କିଏ ଆଣିଥିଲା? ପୂର୍ବତନ ମୁମ୍ବାଇ ପୋଲିସ୍...

mamata-saha
୨ଶହରୁ ଅଧିକ ଆସନ ଜିତି ସରକାର ଗଢିବ ବିଜେପି: ଶାହା

କୋଲକାତା: ପଶ୍ଚିମବଙ୍ଗରେ ୨ଶହରୁ ଅଧିକ ଆସନ ଜିତି ସରକାର ଗଢିବ ବିଜେପି। ଖଡଗପୁରରେ ବିଶାଳ ରୋଡ୍ ସୋ ଅବସରରେ ଏଭଳି ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗୃହମନ୍ତ୍ରୀ କହିଛନ୍ତି, ବିଜେପି ସରକାର ବେଙ୍ଗଲରେ ପରିବର୍ତ୍ତନ ଆଣିବାରେ ସଫଳ ହେବ। ପୁଣିଥରେ ସୋନାର ବାଙ୍ଗଲା ଗଠନ ହେବ।  ପଶ୍ଟିମବଙ୍ଗବାସୀ...

kankala
କଙ୍କାଳର ପରିଚୟ ଜାଣିବାକୁ ଦ୍ୱିତୀୟ ଫର୍ମୁଲା ପକାଇଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ଏବେ ବି ରହସ୍ୟ ଘେରରେ ଜବତ ଗାଡିରୁ ମିଳିଥିବା କଙ୍କାଳ ବାହାରିବା ଘଟଣା।  ଯାଆଁଳା ଫାଣ୍ଡି ପରିସରରେ ଘନ ଘନ ଯାଞ୍ଚ କରାଯାଇଛି। କଙ୍କାଳ ମିଳିଥିବା ଗାଡି ଚାରିପାଖରେ ପୋଲିସର ବରିଷ୍ଠ ଅଧିକାରୀ ତନାଘନା କରୁୁଛନ୍ତି। ଯାହା ବି ସନ୍ଦିଗ୍ଧ ଜିନିଷ ମିଳୁଛି ଜବତ କରାଯାଉଛି। କଙ୍କାଳ...

mahatma
ଶ୍ରୀମନ୍ଦିରକୁ ଯାଇଛନ୍ତି ମହାତ୍ମା: ନଥି ଭିତରେ ମିଳିଲା ପ୍ରମାଣ

ପୁରୀ: ଶ୍ରୀମନ୍ଦିରକୁ ଯାଇଛନ୍ତି ମହାତ୍ମା ଗାନ୍ଧି। ଏକା ନୁହେଁ, ପତ୍ନୀ କସ୍ତୁରବା ଓ ପୁଅ ଦେବଦାସଙ୍କ ସହ ଗର୍ଭଗୃହ ଯାଇ ଶ୍ରୀଜୀଉଙ୍କ ଚରଣରେ ବାଢ଼ିଛନ୍ତି ଭକ୍ତି ଅର୍ଘ୍ୟ। ତାର ପ୍ରମାଣକୁ ବି ସାଇତି ରଖିଛନ୍ତି ଗାନ୍ଧି ପରିବାରର କୌଳିକ ପଣ୍ଡା ତଥା ଗୁଜରାଟ ଯାତ୍ରୀପଣ୍ଡା ରଘୁନାଥ। ସେହି ନଥିରେ...

fire
ବଡ଼ ଭାଇ ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲା ସାନ ଭାଇ

କେନ୍ଦ୍ରାପଡ଼ା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ହତ୍ୟା ଉଦ୍ୟମ। ବଡ଼ ଭାଇ ଶୋଇଥିବା ବେଳେ ସାନ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଝାଡ଼ମାଳ ଗାଁରେ। ଗୁରୁତର ଅବସ୍ଥାରେ ବଡ଼ଭାଇ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।