• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

cmat
NTA CMAT ଆନ୍ସର୍ କୀ ପ୍ରକାଶିତ

ନୂଆଦିଲ୍ଲୀ: ନେସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପ୍ରକାଶ କରିଛି କମନ୍ ମ୍ୟାନେଜମେଣ୍ଟ୍ ଆଡମିସନ୍ ଟେଷ୍ଟ୍ (CMAT) ୨୦୨୧ ପ୍ରୋଭିଜନାଲ୍ ଆନ୍ସର୍ କୀ ଓ ପ୍ରଶ୍ନପତ୍ର। ଏହା ସଂସ୍ଥାର ନିଜ ଅଫିସିଆଲ୍ ୱେବସାଇଟରେ ରେକର୍ଡ କରାଯାଇଛି। ଯେଉଁ ପ୍ରାର୍ଥୀ CNAT-୨୦୨୧ ପରୀକ୍ଷା ଦେଇଥିବେ ସେମାନେ ସଂସ୍ଥାର ଅଫିସିଆଲ୍ ୱେବସାଇଟ୍ https://cmat.nta.nic.in/....

sashikala
ଅଭିନେତ୍ରୀ ଶଶିକଳାଙ୍କ ପରଲୋକ

ମୁମ୍ବାଇ: ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶଶୀକଳା ଆଉ ଆମ ଗହଣରେ ନାହାନ୍ତି। ଆଜି ୮୮ ବର୍ଷ ବୟସରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ତାଙ୍କ ଅଭିନୟ ସମୟରେ ବଲିଉଡକୁ ୧୦୦ରୁ ଊର୍ଦ୍ଧ ସିନେମା ଭେଟି ଦେଇଛନ୍ତି। ତେବେ ୧୯୬୨ରେ ମୁକ୍ତିଲାଭ କରିଥିବା “ଆରତୀ”ରେ ତାଙ୍କର...

vishal-mega-mart
ଭୁବନେଶ୍ୱର ପରେ କଟକ ବିଶାଲ୍ ମେଗା ମାର୍ଟ ସିଲ୍

କଟକ: ବଜ୍ରକବାଟି ରୋଡ୍ ସ୍ଥିତ ଭିସାଲ ମେଗା ମାର୍ଟ ଦୋକାନ ସିଲ୍। କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍ କରାଯାଇଛି। ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢାଉ ପରେ ଦୋକାନକୁ ସିଲ୍ କରାଯାଇଛି। ଅଧିକ ଗହଳି ଥିବାରୁ କୋଭିଡ ନିୟମ ଦୋକାନୀ ଉଲ୍ଲଂଘନ କରିଥିଲେ। ଗତ ଏପ୍ରିଲ ୨...

curfew relaxation odisha
ଦିନରେ କର୍ଫ୍ୟୁ ହେବ କି? ସ୍ପଷ୍ଟ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ କୌଣସି ଡେ କର୍ଫ୍ୟୁର ଯୋଜନା ନାହିଁ। ଏବେ କୋଭିଡ୍ ସଂକ୍ରମଣ ସ୍ଥିତି ବହୁତ ପରିମାଣରେ ନିୟନ୍ତ୍ରଣରେ ଅଛି। ତଥାପି ରାଜ୍ୟ ସରକାର ତାଉପରେ ନଜର ରଖିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏକ ଟ୍ୱିଟ୍ କରି ସେ ଏହି ସ୍ପଷ୍ଟୀକରଣ...

Maa Tarini Temple
ଚଇତି ପର୍ବ କଟକଣା: ମା' ତାରିଣୀ ପୀଠରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ

କେନ୍ଦୁଝର: ମା ତାରିଣୀଙ୍କ ଚଇତି ପର୍ବ ଉପରେ କଟକଣା। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୯ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ...

lockdown
ଏଇ ରାଜ୍ୟରେ ସପ୍ତାହକୁ ୨ ଦିନ ଲକ୍‌ଡାଉନ୍‌ ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତାହା ସହ ସପ୍ତାହନ୍ତ ୨ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଶନିବାର ଓ ରବିବାର ଲକ୍‌ଡାଉନ୍...

stadium
ବିନା ଦର୍ଶକରେ ଚାଲିବ ଆଇପିଏଲ୍‌

ନୂଆଦିଲ୍ଲୀ: ବିନା ଦର୍ଶକରେ ଆୟୋଜନ ହେବ ଚଳିତ ବର୍ଷର ଆଇପିଏଲ୍। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବ। ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ସତର୍କମୂଳକ ପଦକ୍ଷେପ ନେଇଛି। କେବଳ ୬ଟି ସ୍ଥାନରେ ମ୍ୟାଚ୍ ଆୟୋଜନ...

overweight-man-fatty-liver
ମଧୁମେହ ଓ ମେଦବହୁଳ ରୋଗୀଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ !

କରୋନା ଭାଇରସ୍ ଯଦିଓ ଏକ ଶ୍ୱାସଜନିତ ରୋଗ ତଥାପି ଏହା କାହାରିକୁ ଛାଡୁନି। ଏହାର ରିସ୍କ୍ ଫ୍ୟାକ୍ଟର୍ ଭିନ୍ନ ଭିନ୍ନ ଲୋକଙ୍କ ନେଇ ଅଲଗା ରହିଛି। ନିକଟରେ ଏକ ଅଧ୍ୟୟନରୁ ଜଣାଯାଇଛି ଯେ କରୋନା ଭାଇରସଜନିତ ଏକ ନୂଆ ରିସ୍କ ପଦାକୁ ଆସିଛି। ପ୍ଲସ୍ ୱାନ୍ ପତ୍ରିକା ଅନୁସାରେ,...

OTV-Portal-Odisha-tala-adu-1number
ମୁଖ୍ୟମନ୍ତ୍ରୀ ଦେଶରେ ପ୍ରଥମ କିନ୍ତୁ ରାଜ୍ୟ ତଳଆଡ଼ୁ ପ୍ରଥମ: ନିରଞ୍ଜନ

ଭୁବନେଶ୍ୱର: ସବୁ କ୍ଷେତ୍ରରେ ଓଡ଼ିଶା ତଳ ଆଡୁ ୧ ନମ୍ବର। ସିଏଜି ରିପୋର୍ଟକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପୂର୍ତ୍ତ, NREGS, ଜଳସେଚନ ସବୁ କ୍ଷେତ୍ରରେ ଦୁର୍ନୀତି ହୋଇଛି। ମାସ୍କ କିଣା ଦୁର୍ନୀତିରେ ଲୋକାୟୁକ୍ତ ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ...

coronavirus
ରାଜ୍ୟରେ କରୋନା ନେଲା ମହିଳାଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଣେ ୨୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୨କୁ ବୃଦ୍ଧି ପାଇଛି। Regret to inform...

apply-online
PGCIL କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ବର୍ଗରେ ବିଭିନ୍ନ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL) କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ବର୍ଗରେ ବିଭିନ୍ନ ପଦବୀ ପୂରଣ କରିବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ୪୦ଟି ପଦବୀ ପୂରଣ ପାଇଁ ଏଇ ନିଯୁକ୍ତି ଡ୍ରାଇଭ୍ ଆରମ୍ଭ ହେଇଛି। ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ GATE...

jagannath-temple
ଶ୍ରୀମନ୍ଦିର ଦୁଆରେ ଟଳିଗଲା ବଡ଼ ଅଘଟଣ

ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଟଳିଗଲା ବଡ଼ ଅଘଟଣ। କାଳିଆର କରୁଣାରୁ ବଞ୍ଚିଗଲା କଅଁଳ ଶିଶୁର ଜୀବନ। ଆଜି ଶ୍ରୀମନ୍ଦିର ଉତ୍ତର ଦ୍ୱାର ସାମ୍ନା ଜୋତା ଷ୍ଟାଣ୍ଡ ନିକଟରେ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତିଯାଇଛି ୪ ବର୍ଷୀୟ ନାବାଳିକା। ସମୟ ପ୍ରାୟ ଗୋଟାଏ।  ଭବାନୀପାଟଣାରୁ ପରିବାର ସହ ପୁରୀ...

suspend
ବିଧାନସଭା ଇତିହାସରେ 'ଚପଲ ଫିଙ୍ଗା' ପ୍ରଥମ ଘଟଣା ନୁହେଁ !

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିଜେପିର ଏହି ତିନି ଜଣ ବିଧାୟକଙ୍କୁ ବିଧାନସଭାରୁ ସସ୍‌ପେଣ୍ଡ୍ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଚଳିତ ଅଧିବେଶନ ସରିବା ପର୍ଯ୍ୟନ୍ତ ଏହି ବିଧାୟକମାନେ ଗୃହ...

assembly
୫ କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ଶେଷ। ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ଆଜି ରାଜ୍ୟ ବିଧାନସଭାରେ ତୁମୁଳକାଣ୍ଡ ଘଟିଥିଲା। ଖଣି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଅଣାଯାଇଥିଲା। ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ। ବିଜେପି...

bhubaneswar
ଭୁବନେଶ୍ୱରରେ ଆକ୍ଟିଭ୍ କେସ୍ ସଂଖ୍ୟା ୪୦୦ ଛୁଇଁଲା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭୧ ପଜିଟିଭ ମଧ୍ୟରୁ ୫୬ ଲୋକାଲ କେସ୍ ରହିଛି। ୧୫ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ ଆକ୍ଟିଭ୍ କେସ୍ ସଂଖ୍ୟା ୪୦୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...

cyclone
୮ ଜିଲ୍ଲାରେ କୁଆପଥର ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସନ୍ଧ୍ୟା ୬ଟା ମଧ୍ୟରେ ୮ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ପାଇଁ ସତର୍କ ରହିବାକୁ କୁହାଯାଇଛି। କୁଆପଥର ବର୍ଷା ସହ ପବନ ବହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

danda-nacha
ଦଣ୍ଡନାଚରେ ୨୫ ଜଣଙ୍କୁ ଅନୁମତି

ବ୍ରହ୍ମପୁର: ଦଣ୍ଡ ନାଚ ନେଇ କଟକଣା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। ଦଣ୍ଡ ନାଚରେ କେବଳ ୨୫ ଜଣଙ୍କୁ ଅନୁମତି ମିଳିବ। ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମନା କରିଛି ଜିଲ୍ଲା ପ୍ରଶାସନ। ମା ତାରାତାରିଣୀ ପୀଠରେ ମୁଣ୍ଡନ ବାରଣ କରାଯାଇଛି। ଦୋକାନୀଙ୍କୁ ପଞ୍ଚସୂତ୍ରୀ ଗାଇଡଲାଇନ ମାନିବାକୁ ଚ୍ୱିଟ୍...

Night-corfuw
ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ। କରୋନା ସଂକ୍ରଣକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର। ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ:- ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ନୂଆପଡ଼ା,...

corona
ଗୌବାଙ୍କ ସତର୍କବାଣୀ ! କହିଲେ- ପୁଣି ଥରେ ଆମେ ପୂର୍ବାବସ୍ଥାକୁ ଯାଉଛୁ

ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତିରେ ପୁଣି ଥରେ ଆମେ ପୂର୍ବାବସ୍ଥାକୁ ଯାଉଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହ ଆଲୋଚନା ବେଳେ କ୍ୟାବିନେଟ ସଚିବ ଏହି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସତର୍କ କରାଇ କହିଦେଇଛନ୍ତି ଯେ, ସେପ୍ଟେମ୍ବରରେ ପିକ୍‌ ଯାଇଥିଲା ଦୈନିକ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।