• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

OTV-Portal
ସୂର୍ଯ୍ୟ କିରଣରେ କମୁଛି କରୋନା ମୃତ୍ୟୁହାର !

କରୋନା ଯେତିକି ରହସ୍ୟ, କୋଭିଡ୍ ଭୂତାଣୁକୁ ନେଇ ହେଉଥିବା ଗବେଷଣା ମଧ୍ୟ ସେତିକି ଉତ୍କଣ୍ଠାପୂର୍ଣ୍ଣ। ଚୀନ୍‌ର ଉହାନ୍‌ରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭୂତାଣୁକୁ ନେଇ ଆରମ୍ଭରୁ ଗବେଷଣା ଚାଲିଛି। ଅନେକ ସମୟରେ ଗବେଷକମାନେ ଏନେଇ ତଥ୍ୟ ଓ ସୂଚନା ଦେଉଛନ୍ତି। ଇତି ମଧ୍ୟରେ ସାମନାକୁ ଆସିଛି ଚାଞ୍ଚଲ୍ୟକର...

goat-human-face
ନାଁ କୁ ପଶୁ, କିନ୍ତୁ ମୁହଁ ମଣିଷ ପରି ଦେଖିବାକୁ।

ଏ ପୃଥିବୀ ବଡ଼ ବିଚିତ୍ର। ପ୍ରକୃତିର ପରିବର୍ତ୍ତନ ହେଉ ଅବା ଦୈବ ଶକ୍ତି ହେଉ, ଏଠି ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳେ ଆଉ ଚକିତ କଲା ପରି କଥା ଶୁଣିବାକୁ ପଡେ। ଗାଈରୁ ଛେଳି ଜନ୍ମ ନେବା, କୁକୁଡ଼ା ଅଣ୍ଡା ବଦଳରେ ପକ୍ଷୀ ଛୁଆ ଜନ୍ମ...

school
ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର

ଭୁବନେଶ୍ୱର: ଏଣିକି ନିଜ ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର। ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ ମିଳିବ। ଦଶମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲରେ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ନିରୀକ୍ଷକମାନେ ସ୍କୁଲରେ କ୍ୟାମ୍ପ କରି ସାର୍ଟିଫିକେଟ...

rail
ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍

ଛତିଶଗଡ଼ ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍। ଓଡ଼ିଶା ଆସୁଥିବା ଟ୍ରେନ୍ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କଲାନି ରେଳ ମନ୍ତ୍ରାଳୟ। ମୁଖ୍ୟ ଶାସନ ସଚିବଙ୍କ ଚିଠିର ଉତ୍ତର ରଖିଲା ରେଳ ମନ୍ତ୍ରାଳୟ। ଛତିଶଗଡ଼ରୁ ଆସୁଥିବା ଟ୍ରେନ୍‌କୁ ନିୟନ୍ତ୍ରିତ କରାଯିବନି। ମାର୍ଚ୍ଚ ୨୩...

mask-chhecking
ମାସ୍କ ଫାଇନ୍‌ ବଢିଲା ୨ ଗୁଣା, ଧରାପଡ଼ିଲେ ଗଣିବ ୫ ହଜାର !

ଭୁବନେଶ୍ୱର: ମାସ୍କ ଅମାନିଆଙ୍କ ପାଇଁ ଜରିମାନା ପରିମାଣ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମ ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧...

marriage
ବିବାହରେ ପ୍ରୋସେସନ୍‌ ସମ୍ପୂର୍ଣ୍ଣ ବନ୍ଦ, ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଏଣିକି ବିବାହ ଉତ୍ସବରେ କେବଳ ୫୦ ଜଣ ଉପସ୍ଥିତ ରହିପାରିବେ। ଶୁଦ୍ଧି କାର୍ଯ୍ୟ ଲାଗି କେବଳ ୨୦ ଜଣଙ୍କୁ ମିଳିବ ଅନୁମତି। ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ କମିଶନରେଟ୍ ପୋଲିସର ଗାଇଡ୍‌ଲାଇନ୍ ଜାରି କରିଛି। ଗାଇଡ୍‌...

OTV-portal-Prathama-jiwan
କରୋନା କଟକଣା ବନାମ ଶିକ୍ଷା: ଆଶଙ୍କାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ !

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ପ୍ରଶାସନ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ମହାମାରୀର ଜାଲ ଭିତରକୁ ପୁଣି ଥରେ ଠେଲି ହେବାକୁ ଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କରୋନା ଗାଇଡ୍‌ଲାଇନ୍ ଉଲ୍ଲଂଘନ ଯୋଗୁଁ ଅନେକ ଘରୋଇ...

cm-naveen
ମାସ୍କ ନପିନ୍ଧିଲେ ୨ଗୁଣା ଜୋରିମାନା: ନବୀନ

ଭୁବନେଶ୍ୱର: କରୋନା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ମାନବ ଇତିହାସରେ ଏଭଳି ସଂକଟ କେବେ ବି ଆସିନଥିଲା। ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ଥିଲା। ଆମକୁ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା। ବାରମ୍ବାର ଲକଡାଉନ, ସଟଡାଉନ କରିବାକୁ...

kotia
ପୁଣି ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର

ଭୁବନେଶ୍ୱର: ଫେବ୍ରୁୟାରୀ ୧୩ରେ ପଞ୍ଚାୟତ ନିର୍ବାଚନ। ଆଉ ଆଜି ମଣ୍ଡଳ ଓ ଜିଲ୍ଲା ପରିଷଦ ଭୋଟ୍। ଷଡ଼ଯନ୍ତ୍ର କରି କୋଟିଆରୁ ପୁଣି ଥରେ ଓଡ଼ିଆ ଭୋଟରଙ୍କ ଭୋଟ୍ ହାତେଇନେଲା ପଡୋଶୀ ଆନ୍ଧ୍ର। କୋରାପୁଟ ଜିଲ୍ଲା ପ୍ରଶାସନର ୧୪୪ ଧାରା ସତ୍ତ୍ୱେ ସକାଳ ୭ଟାରୁ ଆନ୍ଧ୍ର କରାଇଥିଲା ଭୋଟିଂ। ସୁରୁଖୁରୁରେ...

report
ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ସଂକ୍ରମଣରେ ରୋକ୍ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ସ୍ୱତନ୍ତ୍ର ରିଲିଫ୍ କମିଶନର। ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ବସ୍, ରେଳ ବା ବିମାନରେ ଆସିଲେ ନେଗେଟିଭ ରିପୋର୍ଟ ଜରୁରୀ ବୋଲି ସେ କହିଛନ୍ତି। ଆସିବାର ୭୨ ଘଣ୍ଟା ମଧ୍ୟରେ RTPCR...

sambhaji-bhide
କରୋନାରେ ମରୁଥିବା ଲୋକ ବଞ୍ଚିବାକୁ ଯୋଗ୍ୟ ନୁହେଁ: ସମ୍ଭାଜୀ

ମୁମ୍ବାଇ: ଥମିଯାଇଥିବା କରୋନା ତାର ପୁଣି ଉଗ୍ର ରୂପ ଧାରଣ କଲାଣି। ମହାମାରୀର ଦ୍ୱିତୀୟ ଲହର୍ ରାଜ୍ୟକୁ ରାଜ୍ୟ ଡେଇଁ ଡେଇଁ ଚାଲିଛି।  ଏହି ଅଦୃଶ୍ୟ ଶକ୍ତି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୁଣି ମୁଣ୍ଡବିନ୍ଧାର କାରଣ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାପ୍ରକଟ କରିଛି।...

Eng-ko
ମଦ୍ୟପାନ ପରେ କାହିଁକି ଇଂଲିସ‌ରେ ଅନର୍ଗଳ ଗପେ ମଦୁଆ?

ଆଜିକାଲି ମଦ ପିଇବା ଗୋଟିଏ ସାଧାରଣ କଥା ହୋଇଗଲାଣି। ପାର୍ଟି ହେଉ ଅବା ଯେକୌଣସି ଉତ୍ସବରେ ସେଲିବ୍ରେସନ୍‌ କରିବାକୁ ମଦର ଆସର ଜମେ। କିନ୍ତୁ ଅନେକ ଲୋକ ମାତ୍ରାଧିକ ମଦ୍ୟପାନ କରିସାରିବା ପରେ ନିଜର ସତ୍ତା ହରାଇ ହରାଇ ବସନ୍ତି। ଏପରିକି କିଛି ଅପରାଧିକ କାର୍ଯ୍ୟ କରିବାକୁ ପଛାନ୍ତି...

mao
କେମିତି ଅପହରଣ ହେଲେ କୋବ୍ରା କମାଣ୍ଡୋ?

ବିଜାପୁର: ୪ ଦିନ ହେଲାଣି ମାଓ କବ୍‌ଜାରେ CRPF କୋବ୍ରା ୟୁନିଟ୍ ଯବାନ ରାକେଶ୍ୱର ସିଂ ମାନହସ୍‌। ମାଓ କ୍ୟାମ୍ପରୁ ଇଏ ତାଙ୍କରି ପ୍ରଥମ ଫଟୋ, ଯାହାକୁ ଜାରି କରିଛନ୍ତି ନକ୍ସଲ। ହେଲେ ନକ୍ସଲଙ୍କ ଦାବି ମୁତାବକ ସରକାର ତାଙ୍କୁ ମୁକୁଳାଇବା ପାଇଁ କାହାକୁ ମଧ୍ୟସ୍ଥ କରୁଛନ୍ତି କିମ୍ବା...

hike-corona
ମାସକରେ ୧୧ ଗୁଣା ବଢ଼ିଗଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାର ଦୈନିକ ସଂକ୍ରମଣର ୩ଟି ଚିତ୍ର। ଫେବ୍ରୁୟାରୀ ୭ରେ ୭୨, ମାର୍ଚ୍ଚ ୭ରେ ୭୦, ଆଉ ଏପ୍ରିଲ୍ ୭ରେ ୭୯୧। ମାସକରେ କରୋନା ମାରିଛି ଲମ୍ବା ଡିଆଁ। ୧୧ ଗୁଣା ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ବିସ୍ଫୋରକ ସ୍ଥିତିକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ...

hostel
ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼, ଗାଇଡଲାଇନ୍‌ ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼। ଏହି ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ ଲାଗି ଗାଇଡ୍‌ଲାଇନ୍ ଜାରି କରିଛି ବିଏମ୍‌ସି। ପରୀକ୍ଷା ସରିଥିବା ଓ ପରୀକ୍ଷା ନଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ...

kotia-yw
କୋଟିଆର ୨୨ଟି ଗାଁରେ ଜାରି ହେଲା ୧୪୪ ଧାରା

ଜୟପୁର: କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି। ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ରହିବେ। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ।...

vaccaine
କାମ କରୁଥିବା ସ୍ଥାନରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କାର୍ଯ୍ୟସ୍ଥଳୀରେ ଟିକାକରଣକୁ ଅନୁମତି ଦେଲେ କେନ୍ଦ୍ର ସରକାର। ୧୦୦ ଜଣରୁ ଅଧିକ ହିତାଧିକାରୀ ଥିଲେ କାର୍ଯ୍ୟସ୍ଥଳୀରେ ଟିକା ଦିଆଯାଇପାରିବ। ଏପ୍ରିଲ ୧୧ ସୁଦ୍ଧା କାର୍ଯ୍ୟସ୍ଥଳୀରେ ଟିକାକରଣ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର କହିଛନ୍ତି, ଯେଉଁ ଅଫିସରେ ୧୦୦ରୁ ଅଧିକ ହିତାଧିକାରୀ ଥିବେ,...

special-drive
କରୋନା କଟକଣା ଭାଙ୍ଗି ଦିନକରେ ୨୭ ଗିରଫ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କରୋନା ତାର କାୟା ବିସ୍ତାର କରୁଛି। ବିଷେଶ କରି ୧୦ ଜିଲ୍ଲାରେ ମହାମାରୀ ଉଗ୍ର ରୂପ ଧାରଣ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୧୦ ଜିଲ୍ଲାରେ ଜାରି କରାଯାଇଥିଲା ନାଇଟ୍‌ କର୍ଫ୍ୟୁ।  କଟକଣା ନିୟମ ନ ମାନିବାରୁ ବିଭିନ୍ନ ଜିଲ୍ଲାରେ ଚାଲିଛି ପୋଲିସ୍‌ର...

vaccaine
କାହିଁକି ସବୁ ବର୍ଗର ଲୋକଙ୍କୁ ଦିଆଯାଉନି କରୋନା ଟିକା; କହିଲା କେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀର ଦ୍ୱିତୀୟ ଲହର ଭିତରେ ସବୁ ବର୍ଗର ଲୋକଙ୍କୁ ଟିକା ନେବାକୁ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜେଶ ଭୂଷଣ କହିଛନ୍ତି ଯେ ଟିକାକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟସେବାର ସୁରକ୍ଷା।...

thunder
୩ ଦିନ ବର୍ଷିବ, ୯ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୩ ଦିନ ବର୍ଷିବ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ୮ ତାରିଖ ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।