• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Infrastructure
୧୦ ବର୍ଷରେ ଖର୍ଚ୍ଚ ହୋଇଛି ୨୦ ହଜାର କୋଟି, କେବେ ସଜଡା ସରିବ ବିଦ୍ୟୁତ ଭିତ୍ତିଭୂମି ?

ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଚାହିଁ ବସିଛନ୍ତି, କେବେ ତାଙ୍କ ଅଞ୍ଚଳରେ ବାତ୍ୟାକୁ ସହିପାରୁଥିବା ବିଦ୍ୟୁତ ଖୁଣ୍ଟ ବସିବ ଏବଂ ମାଟି ତଳ ଦେଇ ବିଦ୍ୟୁତ ତାର ଯିବ।

BJD gas price hike protest vs bjp electric power cut protest
ଅଘୋଷିତ ପାୱାର କଟ୍‌କୁ ନେଇ ଅଡୁଆରେ ରାଜ୍ୟ ସରକାର, ହରଡ଼ଘଣାରେ ଶକ୍ତି ବିଭାଗ !

ରଜ ଭଳି ଏକ ଗଣପର୍ବରେ ବିଜେଡିର ହଠାତ୍ ଏଭଳି ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦକୁ ନେଇ ଚର୍ଚ୍ଚା। ପାୱାର କଟ୍‌କୁ ନେଇ ରାଜ୍ୟବ୍ୟାପୀ ସରକାରଙ୍କ ବିରୋଧରେ ମାହୋଲ ବିଗୁଡୁଥିବାରୁ ବିଜେଡିର ଏହି ଆନ୍ଦୋଳନ କି?

bride rejects marriage after demand for mutton curry
ମଟନ ପାଇଁ ଭାଙ୍ଗିଗଲା ବାହାଘର, ଏକଥାକୁ ମିଛ କହିଲେ ବରପକ୍ଷ

ବାହାଘର ଭୋଜିରେ ଅଳ୍ପ କେଇଜଣଙ୍କ ପାଇଁ ମଟନ ଅଭାବ ପଡ଼ିବାରୁ ଭାଙ୍ଗିଗଲା ବାହାଘର

Project
ଡେଡ୍‌ଲାଇନ୍‌ ପୂର୍ବରୁ କାମ ସରୁନଥିବାରୁ ଠିକା ସଂସ୍ଥାକୁ ୪ କୋଟିର ଜରିମାନା

ଟେଣ୍ଡର ପାଇ ଗତ ୨୦୧୯ ମାର୍ଚ୍ଚରୁ ହାଇଦ୍ରାବାଦର "GVPR Engineer LTD" କାର୍ଯ୍ୟ ଆରମ୍ଭ କରିଥିଲା। କାର୍ଯ୍ୟ ଶେଷର ଅବଧି ଥିଲା ୨୦୨୧ ମାର୍ଚ୍ଚ।

ରଜ ପର୍ବ
ରାତି ପାହିଲେ ପହିଲି ରଜ: ଗାଁଠୁ ସହର ସବୁଠି ଚାଲିଛି ସଜବାଜ

ଗାଁରେ ପରମ୍ପରାର ମହକ... ସହରରେ ସ୍ୱତନ୍ତ୍ର ପ୍ରସ୍ତୁତି... ସମସ୍ତଙ୍କ ଅପେକ୍ଷା କାଲି ସକାଳକୁ। କାରଣ ରାତି ପାହିଲେ ଓଡ଼ିଆ ଘରର ବଡ଼ ପର୍ବ- ରଜ। ରଜବତୀ ହେବ ମାଟି ମାଆ। ସେଥିପାଇଁ କୁହାଯାଏ ରଜ ହେଉଛି କୁଆଁରୀ ଝିଅଙ୍କ ପର୍ବ

Intense heat wave bakes Western Odisha
ଆହୁରି ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର

ଉପକୂଳ ସିନା ଥଣ୍ଡା। ହେଲେ ପଶ୍ଚିମ ଓଡ଼ିଶା ଜଳୁଛି। ପ୍ରଚଣ୍ଡ ଖରା, ନିଆଁବର୍ଷା... ତାସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି।

Mumbai police to launch 'No Honking Day' tomorrow
କାଲି ମୁମ୍ବାଇରେ ହର୍ଣ୍ଣ ବଜାଇବା ମନା, ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ମୋଟର ଭେଇକିଲ ଆକ୍ଟ ଓ ପରିବେଶ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Neet 2023 exam result published
ପ୍ରକାଶ ପାଇଲା NEET-୨୦୨୩ ପରୀକ୍ଷା ଫଳ

ଟପ୍ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପସା ଚୌଧୁରୀ ଅଛନ୍ତି।

RTI report
ଦୁର୍ନୀତିରେ ବୁଡ଼ିଥିବା IASଙ୍କ ପ୍ରତି କାହିଁକି ଏତେ ଦରଦ ?

ସୂଚନା ଅଧିକାର ତଥ୍ୟ ଅନୁସାରେ ରାଜ୍ୟ ସରକାର ୨୦୦୦ରୁ ୨୦୨୨ ମସିହା ଭିତରେ କେବଳ ଜଣେ ଆଇଏଏସ୍ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି।

Tata power
ଶାସକ ଦଳର ଟାର୍ଗେଟରେ ବି ଟାଟା ପାୱାର: ସାଂସଦ ଅମରଙ୍କ ୟୁଟର୍ଣ୍ଣକୁ ନେଇ ଚର୍ଚ୍ଚା

ମୁଖ୍ୟଶାସନ ସଚିବଙ୍କ ପରେ ଶାସକ ଦଳର ସାଂସଦ ଅମର ପଟ୍ଟନାୟକ ବି ଝାଡିଥିଲେ ଅସନ୍ତୋଷ। ପ୍ରତିକ୍ରିୟା ଦେବାର କିଛି ସମୟ ପରେ ବଦଳି ଯାଇଥିଲା ଅମରଙ୍କ ସ୍ୱର।

12 monkeys dead due to lightening
ବଜ୍ରାଘାତରେ ୧୨ ମାଙ୍କଡ଼ପଲ ମୃତ

ଆଜି ସନ୍ଧ୍ୟାରେ ବାଲିଆପାଳ ଓ ଜଳେଶ୍ୱର ଅଂଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା।

Odisha launches welfare scheme for motor vehicle drivers, workers
ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା, ଡ୍ୟୁଟି ବେଳେ ପ୍ରାଣ ହରାଇଲେ ମିଳିବ ୪ ଲକ୍ଷ

ଦୁର୍ଘଟଣା ଜନିତ ମୃତ୍ୟୁକ୍ଷେତ୍ରରେ ମୋଟର ଯାନ ଡ୍ରାଇଭର କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କୁ ଦିଆଯିବ ୪ଲକ୍ଷ ଟଙ୍କା।

Train Tragedy
ସିବିଆଇ ଧରିଲା କି ବାହାନଗା ଟ୍ରେନ ଟ୍ରାଜେଡିର ଅସଲ କାରଣ ?

ବଡ଼ ଖବର ହେଉଛି, ବାହାନଗା ଷ୍ଟେସନର ସିଗ୍ନାଲ ଅଫିସର ଏବଂ ଷ୍ଟେସନ ମାଷ୍ଟରଙ୍କୁ ଚାନ୍ଦିପୁରର ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ସିବିଆଇ ଟିମ୍।

Harassment slur on singer Sourin Bhatt
'ଦୁର୍ବଳ ମୁହୂର୍ତ୍ତର ଫଟୋ ଓ ଭିଡିଓ ରଖି ବ୍ଲାକମେଲ କରୁଥିଲେ ସୌରୀନ'

ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ସିନେ ଇଣ୍ଟଷ୍ଟ୍ରୀରେ ବହୁ ହିଟ୍ ଗୀତ ଗାଇଥିବା ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ୍‌ଙ୍କ ବିରୋଧରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀ ।

Shubman Gill fined
ଟିଭି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାରୁ ଗିଲ୍‌ଙ୍କୁ ୧୧୫% ଫାଇନ୍

WTC ଫାଇନାଲ୍‌ରେ ଭାରତର ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଛି ଡବଲ ଝଟକା

Australia won ICC World Test Champions with win over India
ଅଧୁରା ରହିଗଲା WTC ଚାମ୍ପିଅନ୍ ହେବାର ସ୍ୱପ୍ନ

ଓଭାଲରେ ଖେଳାଯାଇଥିବା WTC ଫାଇନାଲରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଥିଲା।

Elderly beneficiaries allege irregularities in pension distribution
ବୟସର ଅପରାହ୍ନରେ ଭତ୍ତା ପାଇଁ ହୀନସ୍ତା: ପଂଚାୟତରୁ ବ୍ଲକ ଅଫିସ, ଦୌଡି ଦୌଡି ନୟାନ୍ତ

ବୁଢା ବୁଢୀ ବୟସରେ ସରକାରୀ ସହାୟତା ପାଇଁ ଅନାଇ ରହିଛନ୍ତି ଅନେକ ହିତାଧିକାରୀ। ଏବେ ଅପେକ୍ଷା କେବେ ଏମାନଙ୍କୁ ଭତ୍ତା ମିଳୁଛି।

Heritage corrider
ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ଐତିହ୍ୟ କରିଡରର ବାହ୍ୟ ପ୍ରକଳ୍ପ? 

ଚନ୍ଦନ ଯାତ୍ରା ଗଲା, ସ୍ନାନଯାତ୍ରା ବି ସରିଗଲା ତଥାପି ଅନ୍ତ ହେଉନି ହେରିଟେଜ୍ କରିଡର। ଏବେ ପ୍ରଶ୍ନ ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ଐତିହ୍ୟ କରିଡରର ବାହ୍ୟ ପ୍ରକଳ୍ପ? 

Rift in BJD poses challenge for appointment of district presidents
ବିଜେଡି ଜିଲ୍ଲା ସଭାପତି ଚୟନକୁ ନେଇ ଟଣାଓଟରା

ବିଜେଡିରେ ବଢୁଛି  ଗୋଷ୍ଠୀ କନ୍ଦଳ ! ଅନ୍ତର୍ଦ୍ବନ୍ଦ୍ବ ତୀବ୍ର ଥିବାରୁ ଜିଲ୍ଲା ସଭାପତି ବାଛିବାରେ ସମସ୍ୟା ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳକୁ ନେଇ ଚିନ୍ତାରେ ଦଳ

Newborn baby boy abandoned by parents in hospital toilet rescued
୪ ଦିନର ଶିଶୁକୁ ମେଡିକାଲ ଲାଟ୍ରିନରେ ଛାଡ଼ି ପଳାଇଲେ ବାପା-ମାଆ

ଜନ୍ମ ପରେ ମାଆର କୋଳ ବଦଳରେ ପରିତ୍ୟକ୍ତ ଲାଟ୍ରିନ୍ କୋଠରୀରେ ନବଜାତ ଶିଶୁ। ଆସିବାର ୪ ଦିନ ପରେ ବି ମାଆ,ବାପା କିମ୍ବା ସମ୍ପର୍କୀୟଙ୍କ ପାଇଁ ସେ ଅଲୋଡ଼ା, ଅଖୋଜା। 

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।