• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

auto
ଆମ୍ବୁଲାନ୍ସ ନଥିବାରୁ ୨୦୦ କରୋନା ରୋଗୀଙ୍କୁ ହସ୍ପିଟାଲ୍‌ ପହଞ୍ଚାଇଛନ୍ତି ୨ଅଟୋ ଡ୍ରାଇଭର୍‌

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଅନେକ ଅମାନବୀୟ ଘଟଣା ସାମ୍ନାକୁ ଆସିଲା। ଏହି ମହାମାରୀକୁ ଡରି କେତେବେଳେ ଲୋକମାନେ ରୋଗୀଙ୍କୁ ଛୁଇଁଲେନି। ତ ଆଉ କେତେବେଳେ ଘର ଭିତରକୁ ରୋଗୀ ପ୍ରବେଶକୁ ବାରଣ ହେଲା। ଏହି ମହାମାରୀ ସମୟରେ କିଛି ମାନବିକତାର ଉଦାହରଣ ମଧ୍ୟ ମିଳିଲା। କେରଳର ହରିସ୍‌...

pic
୪୦୪୨ଟି ଚାଉଳ ଦାନାରେ ‘ଭାଗବତ ଗୀତା’ ଲେଖିଲେ ଛାତ୍ରୀ

ନୂଆଦିଲ୍ଲୀ: ଚାଉଳ ଦାନାରେ ଅକ୍ଷର ଲେଖିବା ବେଶ୍‌ କଷ୍ଟକର କାମ। ବୋଧହୁଏ ଆପଣମାନେ କେହି କେବେ ଚାଉଳରେ ନାଁ ଲେଖିବାର ଚେଷ୍ଟା କରିନଥିବେ। ହାଇଦ୍ରାବାଦର ଆଇନ ବିଭାଗର ଜଣେ ଛାତ୍ରୀ କିନ୍ତୁ ଏମିତି ନିଆରା ଉଦ୍ୟମ କରିଛନ୍ତି। ୪୦୪୨ଟି ଚାଉଳ ଦାନାରେ ସେ ପୂରା ଭାଗବତ ଗୀତା ଲେଖିଛନ୍ତି।...

amit-sah
୫୬ ବର୍ଷରେ ପାଦ ଦେଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଦେଶର ବିକାଶରେ ତାଙ୍କର ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର...

pic-1
ଫ୍ରି ଟ୍ରି: ଯେଉଁଠି ଗରିବଙ୍କ ପାଇଁ ଲୋକମାନେ ଛାଡିଯାଆନ୍ତି ଦରକାରୀ ଜିନିଷ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ‘ନେକି କି ଦିୱାର’ ବିଷୟରେ ଆପଣ ଶୁଣିଥିବେ। ଏହା ଏମିତି ଏକ ଷ୍ଟୋର୍‌ ଯେଉଁଠି ଲୋକମାନେ ଡ୍ରେସ୍‌ ଏବଂ ଜୋତା ଆଣି ରଖିଦିଅନ୍ତି। ଗରିବ ଏବଂ ଦରକାରୀ ଲୋକ ଏଠାରୁ ଆସି ସେମାନଙ୍କର ଆବଶ୍ୟକ ଅନୁସାରେ କପଡା ନେଇଯାଆନ୍ତି। ସେମିତି ଏହି ଅଞ୍ଚଳରେ ଆଉ ଏକ...

gacha
ମ୍ୟାଜିକ୍‌ ଚାଉଳ ଚାଷ କରନ୍ତି ଏହି ଚାଷୀ, ଥଣ୍ଡା ପାଣିରେ ପକେଇଲେ ହୋଇଯିବ ଭାତ

ନୂଆଦିଲ୍ଲୀ: ଆପଣ କେବେ ମ୍ୟାଜିକ୍‌ ଚାଉଳ ବିଷୟରେ ଶୁଣିଛନ୍ତି? ଏହାକୁ ଗରମ ପାଣିରେ ନୁହେଁ, ଥଣ୍ଡା ପାଣିରେ ପକେଇଲେ ଭାତ ହୋଇଯିବ। ବିହାରର ପଶ୍ଚିମ ଚମ୍ପରଣର ହରିହର ଗାଁର ବିଜୟ ଗିରି ନାମକ ଜଣେ ଚାଷୀ ଏହି ମ୍ୟାଜିକ୍‌ ଧାନ କରି ପ୍ରସିଦ୍ଧ। ୬୪ବର୍ଷୀୟ ବିଜୟ ଗିରି ଆଜିକାଲି...

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ମୁମ୍ବାଇ: ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି। ଆଜି ମହା ଅଷ୍ଟମୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡପରେ ଲୋକଙ୍କ କମ୍‌ ଗହଳିରେ ଏଥର ଦୁର୍ଗା ପୂଜା ହେଉଛି। ମାଆ ଦୁର୍ଗା ଆସିଲେ ସଂସାରରୁ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ତେବେ ଏଥର...

biraja
ମା’ ବିରଜାଙ୍କ ପୀଠରେ ମହାନବମୀ ପୂଜା

ଯାଜପୁର: ଆଜି ମା’ ବିରଜାଙ୍କ ପୀଠରେ ମହାନବମୀ ପୂଜା ପାଳିତ ହେଉଛି। ଗତକାଲି ମହାଷ୍ଟମୀରେ ସନ୍ଧି ପୂଜା ପରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ଆଜି ସକାଳୁ ମା’ଙ୍କର ମହାସ୍ନାନ କରାଯିବା ପରେ ନବମୀ ପୂଜା ଚାଲିଛି । ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ହେଉଛି ଶେଷ ଦିନ। ଆଜି...

br
ବାରହା ଆକ୍ରମଣରେ ଦୁଇଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗାଁରେ ବାରହା ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି।  ଗୁରୁତର ଦୁଇଜଣ ହେଲେ ବଡ଼ତ୍ରିବିଡା ଗାଁର ମହାର୍ଗା ରାଉଳ ଓ କାତୁ ରାଉଳ। ସେମାନଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ମହାର୍ଗା  ଓ କାତୁ  ନିଜ ଘର ପଛ...

bomb
ବୋମାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

କଟକ ଜିଲ୍ଲା ଆଠଗଡ଼ ବ୍ଲକ ଘୋଳପୁର ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ବୋମାମାଡ଼ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଗୋବିନ୍ଦ ବେହେରା ବୋଲି ଜଣାପଡ଼ିଛି। ବୋମାମାଡ଼କୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକମାନେ ହୋ...

yello-2
ଉତ୍ତର କୋରିଆକୁ ୟେଲୋ ଡଷ୍ଟ୍ ଭୟ

ନୂଆଦିଲ୍ଲୀ: ୟେଲୋ ଡଷ୍ଟ୍ ପ୍ରଭାବରୁ ବର୍ତ୍ତିବା ପାଇଁ ଉତ୍ତର କୋରିଆ ସରକାର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚୀନକୁ ଲାଗି ରହିଥିବା ଉତ୍ତର କୋରିଆରେ ଏ ପର୍ଯ୍ୟନ୍ତ କେହି କୋଭିଡରେ ଆକ୍ରାନ୍ତ ହୋଇନାହାନ୍ତି। ଦେଶର ସୀମାକୁ ସିଲ କରିଦିଆଯାଇଛି। ତେବେ ଉତ୍ତର କୋରିଆ ସରକାରଙ୍କୁ ଏବେ...

neha
ବିବାହ କଲେ ରୋହନ୍‌-ନେହା

ମୁମ୍ବାଇ : ବିବାହ କଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବଂ ରୋହନପ୍ରୀତ।  ଦିଲ୍ଲୀର ଗୁରୁଦ୍ୱାରାରେ ନିଜ ପ୍ରେମିକ ରୋହନପ୍ରୀତଙ୍କୁ ବିବାହ କରିଛନ୍ତି ନେହା। ତେବେ ଗତ କିଛି ଦିନ ହେବ ନେହା ଏବଂ ରୋହନଙ୍କ ବିବାହକୁ ନେଇ ଜୋର୍‌ସୋର୍‌ରେ ଚର୍ଚ୍ଚା ହେଉଥିଲା। ଏବେ ସେ ସମସ୍ତ...

neha-rohan
ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋଶାଲ୍‌ ମିଡିଆରେ ନେହା ଏବଂ ରୋହନଙ୍କ ବିବାହ ସମୟର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଭିଡିଓରେ ନେହା ତାଙ୍କ ବିବାହକୁ ନେଇ ବେଶ୍‌ ଖୁସି ଏବଂ ଉତ୍ସାହିତ...

archita-123
ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ସବୁଠି ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ମଣ୍ଡପରେ ମାଆଙ୍କ ପୂଜା ଅର୍ଚ୍ଚନା ମଧ୍ୟ ହେଉଛି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବିନା ଭକ୍ତରେ ମାଆ ଦୁର୍ଗାଙ୍କର ପୂଜା ହେଉଛି। ତେବେ ଏହି ପୂଜା ମାହୋଲକୁ ନିଆରା ଢଙ୍ଗରେ ଉପଭୋଗ କରିବା ପାଇଁ...

frming
ଚାକିରିଆ ଦମ୍ପତିଙ୍କୁ ଘାରିଛି ଚାଷ ନିଶା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦିନକୁ ଦିନ ଚାଷରୁ ମୁହଁ ବୁଲେଇବାରେ ଲାଗିଛନ୍ତି ଚାଷୀ। କିନ୍ତୁ ଚାକିରିଆ ଲୋକଙ୍କର ଏହା ଏକ ସଉକ ପାଲଟିଗଲାଣି। ନିକଟରେ  ଜଣେ ଚାକିରିଆ ଦମ୍ପତିଙ୍କ ଚାଷ ପ୍ରେମରେ ପଡିଥିବା ଦେଖାଦେଇଛି। ଦୁହେଁ ଜୈବିକ ଉପାୟରେ ଚାଷ କରୁଛନ୍ତି। ଏଥିପାଇଁ ସେ ଅନେକ ସୁନାମ ମଧ୍ୟ ଅର୍ଜନ...

rajnath-singh
ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ନୂଆଦିଲ୍ଲୀ: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଗୁଆ ଘାଟିକୁ ଯାଇ ଯବାନ ମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ ଦାର୍ଜିଲିଂ ସ୍ଥିତ ସୁଖନା ଯୁଦ୍ଧ ସ୍ମାରକୀରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା...

mati handi sukhua
ମାଟି ହାଣ୍ଡି ଶୁଖୁଆ | Mati Handi Sukhua

ଆବଶ୍ୟକ ସାମଗ୍ରୀ : କଟା ପିଆଜ, ଅଦା ବଟା, ରସୁଣ ବଟା, ସୋରିଷ ବଟା, ବଟା କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଧଣିଆ, କଟା ଟମାଟୋ, ଲୁଣ, ହଳଦୀ ଗୁଣ୍ଡ, ବଡ଼ି, ପୋଇଡ଼ଙ୍କ, ମାଟି ଆଳୁ, ସାରୁ, ପଥର ମୁଣ୍ଡି ଶୁଖୁଆ ଭଜା ଓ ସୋରିଷ ତେଲ। How to...

Sinc-pkg
ପାନ ଦୋକାନୀଙ୍କ ପୁଅ ହେବେ ବୈଜ୍ଞାନିକ

ଚୌଦ୍ୱାର (ପ୍ରକାଶ କୁମାର ନାୟକ) : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଯାଏ। ଆଉ କଠିନ ପରିଶ୍ରମ ସମସ୍ତ ଅସମ୍ଭବକୁ ସମ୍ଭବ କରି ଦେଖାଏ। ଏବେ ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଶଙ୍କରପୁର ଗ୍ରାମର ସୁବାଶିଷ। ଆଇଜର୍‌ରେ ସେ ସଫଳତାର ସହ...

Puri
ଦିଆସିଲି କାଠିରେ ଯୁବକ ତିଆରି କଲେ କାଳିଆ ମୂର୍ତ୍ତି

ପୁରୀ: କରୋନା ପାଇଁ ଜଗତର ନାଥ ଜଗନ୍ନାଥଙ୍କର ଦର୍ଶନ ମିଳୁନି। ସମୁଦ୍ର କୂଳକୁ ଯିବା ପାଇଁ ଯଦିଓ ଅନୁମତି ମିଳିଯାଇଛି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ମନା ହୋଇଛି। ଏହି ସମୟରେ ଜଣେ ଯୁବକ ଦିଆସିଲି କାଠିରେ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଛନ୍ତି। ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁକ୍ତ...

corea-pic
ଉତ୍ତର କୋରିଆ ଜେଲ୍‌ରେ ଏମିତି ଦଣ୍ଡ ପାଆନ୍ତି କଏଦି

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଆଇନ ବ୍ୟବସ୍ଥା କେମିତି? ଭାରତଠୁ ଏହା କେତେ ଭିନ୍ନ? ନିକଟରେ ଉତ୍ତର କୋରିଆର ଜେଲ୍‌ ସମ୍ପର୍କରେ ଆସିଥିବା ଏକ ରିପୋର୍ଟ ବୟାନ୍‌ କରେ ଯେ ଏଠାରେ ଜେଲ୍‌ରେ ରହୁଥିବା କଏଦି ମାନଙ୍କୁ ଅମାନୁଷିକ ବ୍ୟବହାର କରାଯାଏ। ଆମେରିକାର ହ୍ୟୁମାନ୍ ରାଇଟ୍ସ ୱାଚ୍ ଦ୍ୱାରା ପ୍ରକାଶିତ...

mahila
ରାସ୍ତାରୁ ଉଠୁ ନାହାନ୍ତି ମହିଳା

କଟକ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ କୁ ନେଇ ଗତକାଲି ଡାକ୍ତରଙ୍କ ଚାମ୍ବର ଭଙ୍ଗାରୁଜା ଓ ପରେ ଗିରଫଦାରୀକୁ ନେଇ ଆଜି ଦେଖିବାକୁ ମିଳିଛି ପ୍ରତିବାଦ। ଆଜି ଅସ୍ତରଙ୍ଗ ଥାନା ଆଗରେ ଧାରଣା ଦେଇଛନ୍ତି ବହୁ ସଂଖ୍ୟାରେ ମହିଳା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଝାଡ଼ଲିଙ୍ଗି ଗାଁର ଜଣେ...