କଟକରେ ଚାଷୀ ଆନ୍ଦୋଳନ

କଟକ : ଚାଷୀଙ୍କ ବିଭିନ୍ନ  ଦାବି ନେଇ ପୁଣି ରାସ୍ତାକୁ ଓହ୍ଲାଇଲା ନବ ନିର୍ମଣ କୃଷକ ସଙ୍ଗଠନ। ଆଜି କଟକରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି।  ସହରର ଖାନ୍‌ ନଗର  ଟ୍ରାଫିକ ଛକ ଠାରୁ ଏକ ରାଲି ବାହାରି ଶୋଭାଯାତ୍ରା କରାଯାଇଥିଲା । ନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବେ। ଚାଷୀଙ୍କୁ ସମ୍ମାନ,  ଉତ୍ପାଦିତ ଦ୍ରବ୍ୟର ଉଚିତ  ମୂଲ୍ୟ, ୨୦ ବର୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଭତ୍ତା ଆଦି ଦାବିରେ ରାସ୍ତାକୁ ଓହ୍ଲାଇଛି ନବ ନିର୍ମାଣ କୃଷକ ସଙ୍ଗଠନ।

Comments
Loading...