• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: World Record

4-Month-Old Baby Girl Sets World Record
World Record: ଚାରି ମାସ ଝିଅର ବିଶ୍ୱ ରେକର୍ଡ଼...ଚିହ୍ନି ପାରୁଛି ୧୨୦ଟି ଜିନିଷ...

World Record: ଚାରି ମାସ କୁନି ଝିଅର ବିଶ୍ୱ ରେକର୍ଡ଼ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା କୁନି ଝିଅ । ଚିହ୍ନି ପାରୁଛି ୧୨୦ଟି ଜିନିଷ...

Diwali 2023
ଅଯୋଧ୍ୟାରେ ଦୀପୋତ୍ସବ; ଏକାସଙ୍ଗେ ଜଳିବ ୨୪ ଲକ୍ଷ ଦୀପ

ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତା’ ପୂର୍ବରୁ ଏଥର ଦୀପୋତ୍ସବର ଆୟୋଜନ ସ୍ୱତନ୍ତ୍ର କରିବାକୁ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଚଳାଇଛନ୍ତି ।

Birthday
ବିରଳ ପରିବାର, ଗୋଟିଏ ଦିନରେ ପଡ଼େ ବାପାମା’ ଓ ୭ ପିଲାଙ୍କ ଜନ୍ମଦିନ

ସମସ୍ତଙ୍କର ଜନ୍ମଦିନ ଗୋଟିଏ ଦିନରେ...କିପରି ସମ୍ଭବ..ଏ ଖବର ଅବିଶ୍ୱସନୀୟ ହେଉଥିଲେ ମଧ୍ୟ ସତ।

Indian girl dances for five days made Guinness world record
Guinness World Record: ଲଗାତର ୫ ଦିନ ନାଚିଲେ ଭାରତର ଝିଅ; ବିଶ୍ୱ ହେଲା ଚକିତ

ଶାସ୍ତ୍ରୀୟ ନୃତ୍ୟ-ସଙ୍ଗୀତରେ ଭାରତର ଝିଅମାନଙ୍କ ସହ କେହି ବି ତୁଳନୀୟ ନୁହେଁ। ଜଣେ ଝିଅ ଆଉ ଏକ ପାଦ ଆଗକୁ ଯାଇ ଏମିତି କାମ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କେହି କରିପାରି ନାହାଁନ୍ତି। ଲଗାତର ୫ ଦିନ ନାଚି ସେ ବିଶ୍ୱକୁ ଚକିତ କରି ଦେଇଛନ୍ତି।

NHAI World Record
ମାତ୍ର ୧୦୦ ଘଣ୍ଟାରେ ୧୦୦ କିମି ରାସ୍ତା ତିଆରି କରିଦେଲା NHAI

୧୦୦ ଘଣ୍ଟାରେ ୧୦୦ କିମିରୁ ଅଧିକ ରାସ୍ତା ତିଆରି କରିଦେଲା NHAI । ଏତେ କମ୍‌ ସମୟରେ ଏତେ ଅଧିକ କିମିର ରାସ୍ତା ହୋଇଥିବାରୁ ସବୁଆଡୁ ମିଳିଲା ପ୍ରଶଂସା

Ramayan
‘ରାମାୟଣ’ର ଏହି ଏପିସୋଡ୍‌ କରିଥିଲା ବିଶ୍ୱ ରେକର୍ଡ; ଜାଣିଲେ ମନେପଡ଼ିଯିବ ଆପଣଙ୍କ ସେହି ପୁରୁଣା ଦିନ

ପ୍ରତ୍ୟେକ ରବିବାର ଦିନ ଟିଭିରେ ‘ରାମାୟଣ’ ପ୍ରସାରିତ ହେଉଥିଲା । ତାହାସହ ଦୂରଦର୍ଶନରେ ଅନେକ ମେଗା ଧାରାବାହିକ ପ୍ରସାରିତ ହେଉଥିଲେ ମଧ୍ୟ ‘ରାମାୟଣ’ ପ୍ରତି ଲୋକଙ୍କ ଅତୁଟ ଭଲପାଇବା ରହିଥିଲା । ଯାହା ଆଜି ଯାଏଁ ବଜାୟ ରହିଛି ।

Tallest Shiv
ବିଶ୍ୱର ସବୁଠୁ ବଡ଼ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି ଯାଜପୁରରେ...ଉଚ୍ଚତା ଜାଣିଛନ୍ତି କି?

୧୮୩ ଫୁଟ୍‌ ଉଚ୍ଚର ଏଇ ମୂର୍ତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା। ଧ୍ୟାନମୁଦ୍ରାରେ ବସିଥିବା ମହାଦେବଙ୍କର ଜୋରଦାର ଚାଲିଛି ନିର୍ମାଣ କାମ। କାମ ପୂରା ସରିନଥିବା ବେଳେ ଏବେଠୁ ମହାଦେବଙ୍କ ଦର୍ଶନ କରିବାକୁ ଭକ୍ତଙ୍କର ଲାଗୁଛି ଭିଡ। ଦେଶର ଅନେକ ସ୍ଥାନରେ ମହାଦେବଙ୍କର ବଡବଡ ମୂର୍ତ୍ତି ପୂଜା ପାଉଥିବା ବେଳେ ଯାଜପୁରରେ ତିଆରି ହେଉଥିବା ମୂର୍ତ୍ତିର ଉଚ୍ଚତା ବହୁ ଅଧିକ ବୋଲି କୁହାଯାଉଛି।

Young girl created a unique record by sleeping
ଶୋଇ ଶୋଇ ରେକର୍ଡ; ମିଳିଲା ୫ ଲକ୍ଷ

ଶୋଇ ଶୋଇ ସଫଳତା। ଦୀର୍ଘ ସମୟ ଶୋଇଥିବାରୁ ହେଲେ ଚାମ୍ପିଅନସିପ୍ ବିଜେତା। ଯେଉଁ କାମ ପାଇଁ ଦିନେ ସମସ୍ତେ ଘୃଣା କରୁଥିଲେ ଆଜି ତାଙ୍କୁ ଏନେଇ ପ୍ରଶଂସାର ସୁଅ ଛୁଟିଛି। ଏନେଇ ସେ ମାଲାମାଲ୍ ମଧ୍ୟ ହୋଇଯାଇଛନ୍ତି।

Kerala  Girl made world record by getting maximum certificate in 24 hours
ବିଶ୍ୱ ରେକର୍ଡ ; ଗୋଟିଏ ଦିନରେ ୮୧ ସାର୍ଟିଫିକେଟ୍

ଭାରତୀୟ ଝିଅଙ୍କ ନାମରେ ନିଆରା ବିଶ୍ୱ ରେକର୍ଡ। ପାଠ ପଢି ସେ ରେକର୍ଡ ତିଆରି କରିଛନ୍ତି। ଗୋଟିଏ ଦିନରେ ଏତେ ସାର୍ଟିଫିକେଟ୍ ହାସଲ କରିଦେଲେ ଯେ ସେ ବିଶ୍ୱର ଏକ ନମ୍ବର ହୋଇଗଲେ। ଆସନ୍ତୁ ଜାଣିବା ଏହି ଝିଅ କିଏ ଓ କେଉଁଠିକାର।

Worlds biggest cheeks woman now grows horns
ମନକୁ ପାଇଲା ନାହିଁ ‌ଈଶ୍ୱରଦତ୍ତ ଚେହେରା; ବଦଳେଇ ଏମିତି କରିଦେଲେ

ଭଗବାନ ଦ୍ୱାରା ଦିଆଯାଇଥିବା ଚେହେରା ଭଲ ଲାଗିଲା ନାହିଁ। ଚାହିଁଲେ ଏହାକୁ ପରିବର୍ତ୍ତନ କରିବା ପାଇଁ। ପ୍ଲାଷ୍ଟିକ୍ ସର୍ଜରୀ କରି ଫୁଲେଇ ଦେଲେ ଗାଲ ଆଉ କପାଳରେ ଉଠେଇଦେଲେ ଶିଙ୍ଗ।

Rasid Khan
ଲସିଥ୍ ମାଲିଙ୍ଗାଙ୍କୁ ପଛରେ ପକାଇ ଇତିହାସ ରଚିଲେ ରସିଦ ଖାନ

ରେକର୍ଡ ସୃଷ୍ଟି କଲେ ରସିଦ୍ ଖାନ । ଗତକାଲି ମ୍ୟାଚରେ ନିଜର ଚମତ୍କାର ବୋଲିଂ ଦ୍ୱାରା ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ୍ ମଲିଙ୍ଗାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଯଦିଓ ଆଫଗାନିସ୍ତାନ ଗତକାଲି ପାକିସ୍ତାନ ଠାରୁ ମ୍ୟାଚ ହାରି ଯାଇଛି, କିନ୍ତୁ ଆଫଗାନିସ୍ତାନର ସ୍ପିନ ବୋଲର ରସିଦ୍ ଖାନ ଇତିହାସ ରଚିଛନ୍ତି । ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ଗତିରେ ୧୦୦ ୱିକେଟ ନେବାର ଇତିହାସ ରଚିଛନ୍ତି ।

water baby
ୱାଟର୍ ସ୍କିଙ୍ଗ୍‌ରେ ଛଅ ମାସ ଶିଶୁର ବିଶ୍ୱ ରେକର୍ଡ

ଆମେରିକାରେ ମାତ୍ର ଛଅ ମାସର ଶିଶୁ ୱାଟର ସ୍କିଙ୍ଗରେ ବିଶ୍ୱ ରେକର୍ଡ କରିଛି। ସୋସିଆଲ ମିଡିଆରେ ଏହି ଶିଶୁର ଭିଡିଓ ଦିନକୁ ଦିନ ବେଶ ଭାଇରାଲ ହେବାରେ ଲାଗିଛି। ଆମେରିକାର ଉଟାହ୍ ରାଜ୍ୟର ପାୱେଲ୍ ହ୍ରଦରେ ୬ ମାସର ରିଚ୍ ହମ୍ଫ୍ରିଜ୍‌କୁ ୱାଟର ସ୍କିଙ୍ଗ୍ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ସାରା ବିଶ୍ୱରେ ଶିଶୁଟିର ସାହାସିକତାକୁ ବେଶ ପ୍ରଶଂସା କରାଯାଇଛି।

most tomatoes on a single stem
ବ୍ରିଟେନ୍ ବ୍ୟକ୍ତିଙ୍କ କମାଲ ! ଗୋଟିଏ ଡାଳରୁ ୮୩୯ ଟମାଟୋ ଫଳାଇ ବିଶ୍ୱରେକର୍ଡ କଲେ ଡଗଲାସ୍

ଜଣେ ବ୍ରିଟିଶ ନାଗରିକ ଗୋଟିଏ ଡାଳରେ ୮୩୯ ଟମାଟୋ ଫଳାଇ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡର ଷ୍ଟାନଷ୍ଟେଡ୍ ଆବଟ୍‌ସରେ ରହୁଥିବା ୪୩ ବର୍ଷିୟ ଡଗଲାସ୍ ସ୍ମିଥ୍ ମାର୍ଚ୍ଚ ମାସରେ ମଞ୍ଜି ବୁଣିଥିଲେ ଏବଂ ସେପ୍ଟେମ୍ବର ମାସରେ ଟମାଟୋ ଅମଳ କରିଛନ୍ତି । ଗୋଟିଏ ଡାଳରୁ ୮୩୯ ଟମାଟୋ ଫଳାଇବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ

India\'s New World Record | Over 2.5 Crore Vaccinated On PM Modi’s Birthday
ଟିକାକରଣରେ ବିଶ୍ୱରେକର୍ଡ

ଟିକାକରଣରେ ବିଶ୍ୱରେକର୍ଡ। ଗୋଟିଏ ଦିନରେ ୨କୋଟି ୫୦ଲକ୍ଷରୁ ଅଧିକ ଟିକାକରଣ।