• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Teachers Protest

Teacher Protest
ଫିକା ପଡ଼ିଲା ସ୍କୁଲରେ ଗଣେଶ ପୂଜା

ଶିକ୍ଷକ ଆନ୍ଦୋଳନ, ଫିକା ପଡ଼ିଲା ସ୍କୁଲରେ ଗଣେଶ ପୂଜା..କେଉଁଠି ତାଲା ତ ଆଉ କେଉଁଠି ଫଟୋରେ ବିଦ୍ୟାଦାତାଙ୍କୁ କରାଗଲା ଆରାଧନା। ଶିକ୍ଷକ ଆନ୍ଦୋଳନ ସ୍ଥଳରେ ବି ଗଜାନନଙ୍କ ପୂଜା ସମାପନ କରାଯାଇଛି..

Primary teachers call off protest in Odisha
ଥମୁନି ଶିକ୍ଷକ ଆନ୍ଦୋଳନ; ବଳ ଯୋଗାଇଲା ଅଭିଭାବକଙ୍କ ସମର୍ଥନ

ଶିକ୍ଷକ ଆନ୍ଦୋଳନ ସହ ତେଜୁଛି ରାଜନୀତି । ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ବିରୋଧୀ ଦଳମାନେ ଶିକ୍ଷକଙ୍କ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବାକୁ ସଜବାଜ ହେଲେଣି ।

teachers to withdraw protest
ଆନ୍ଦୋଳନ ସ୍ଥଗିତ ରଖିଲେ ଶିକ୍ଷକ

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ସୂଚନା ଦେଲେ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର । ତେବେ କେଉଁ କାରଣରୁ ସଂଘ ଆନ୍ଦୋଳନ ସ୍ଥଗିତ ରଖିଛି ସେନେଇ ସୂଚନା ମିଳିପାରିନାହିଁ ।

Odisha primary teachers strike
ନାକେଦମ୍ ହେଲେଣି ସରକାର; କାମ କରୁନି ବ୍ୟାକ୍ ଅପ୍ ପ୍ଲାନ୍‌, ଜିଦ୍‌ରେ ଅଟଳ ପ୍ରାଥମିକ ଶିକ୍ଷକ

ଦଶମ ଦିନରେ ଶିକ୍ଷକ ଆନ୍ଦୋଳନ । ସରକାର ହେଲେଣି ନାକେଦମ୍ । କିନ୍ତୁ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସ୍କୁଲରେ ଫିକା ପଡିବ କି ଗଣେଶ ପୂଜା? ସେପଟେ ଅଙ୍ଗନୱାଡି କର୍ମୀ ଓ ଅଭିଭାବକ ସଂଘର ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ।

Odisha Primary Teachers Protest
ଦାଶ କାଠିଆ ମାଧ୍ୟମରେ ଗୀତ ଗାଇ ହକ୍‌ ଦାବି କରୁଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ୍‌..

ହାତରେ ଦାଶ କାଠିଆ, ଆଉ ତାଳେ ତାଳେ ଗୀତ ବୋଲି ନିଜର ହକ୍‌ ଦାବି କରୁଛନ୍ତି ଶିକ୍ଷକ। ନିଜର ହକ୍‌ ପାଇଁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଥିବାବେଳେ ଦାଶ କାଠିଆ ମାଧ୍ୟମରେ କିଭଳି ଭାବେ ସରକାରଙ୍କୁ ସେମାନଙ୍କର ଦାବି ଜଣାଉଛନ୍ତି ତା’ର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

Teachers Protest
ସ୍କୁଲରେ ତାଲା, ପାଠ ପଢା ଠପ୍‌..ଆନ୍ଦୋଳନରେ ବସିଛନ୍ତି ଶହଶହ ଶିକ୍ଷକ

ସ୍କୁଲରେ ତାଲା, ପାଠ ପଢା ଠପ୍‌ । ଆନ୍ଦୋଳନରେ ବସିଛନ୍ତି ଶହଶହ ଶିକ୍ଷକ..ପାଠ ପଢା କେବେ ସ୍ୱାଭାବିକ ହେବ ?

Teachers Protest
ଏ ସରକାର ଭାରି ଜିଦିଆ ! ଶିକ୍ଷକଙ୍କ ଦାବି ପୂରଣ କରୁନାହାନ୍ତି, ଆନ୍ଦୋଳନ ବି ଥମୁନି

ଶିକ୍ଷକ ଆନ୍ଦୋଳନର ସପ୍ତାହେ ପରେ ବି ସ୍ଥିତି ସମାନ । ପାଠ ପଢା ଠପ୍, ଚିନ୍ତାରେ ଅଭିଭାବକ। ସରକାର କିନ୍ତୁ ଯେମତି ନିଦା ବିଷ୍ଣୁ । ଶିକ୍ଷକ ଆସୁନଥିବାରୁ କେଉଁଠି ଅଭିଭାବକ ତ କେଉଁଠି ଉପଜିଲ୍ଲାପାଳ ପାଠ ପଢ଼ାଇଲେଣି ।

Strike by Odisha primary school teachers
ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ...

ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ରାଜ୍ୟ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Teacher Protest
ପ୍ରାଥମିକ ଶିକ୍ଷାରେ ବଡ଼ ଅଚଳାବସ୍ଥା ! ଛୁଟିରେ ପଳେଇଲେ ୫୬ ହଜାର ପ୍ରାଥମିକ ସ୍କୁଲର ଶିକ୍ଷକ

୪ ଦିନ ବ୍ଲକ୍ ଅଫିସରେ ବସିବା ସତ୍ତ୍ବେ ପୂରଣ ହେଲାନି ଦାବି । ଶେଷରେ ଚରମ ପଦକ୍ଷେପ ନେଇଛନ୍ତି ପ୍ରାଥମିକ ଶିକ୍ଷକ ।

Teachers Protest
ଆଜିଠୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ। ଆଜିଠାରୁ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି।

Teacher Protest
ତୀବ୍ର ହେଲାଣି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ

ଯାହା ସ୍ପଷ୍ଟ କରୁଛି ବ୍ୟବସ୍ଥା ଉପରୁ ଶିକ୍ଷକଙ୍କମାନଙ୍କ ଉପରୁ କିପରି ଭରସା ଉଠିଗଲାଣି । ଯେଉଁଥିପାଇଁ ବାଲାଟ୍ ବକ୍ସରେ ଜବାବ ଦେବାକୁ ପ୍ରସ୍ତୁତ ହେଲେଣି ଶିକ୍ଷକ ।

Teacher Protest
ଆନ୍ଦୋଳନରେ ଶିକ୍ଷକ। ସ୍କୁଲରେ ତାଲା। ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରିଲେ ପିଲା।

ସରକାର ଏଯାଏ କୌଣସି ଆଲୋଚନା କରିନଥିବାରୁ ଧୀରେ ଧୀରେ ପ୍ରତିବାଦ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି।

Teacher Protest
ପ୍ରାଥମିକ ଶିକ୍ଷାର ବିଚିତ୍ର ଗତି ! ହକ୍ ପାଇଁ ଧାରଣାରେ ଶିକ୍ଷକ, ସ୍କୁଲରେ ତାଲା

୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ନେଇ ସରକାରଙ୍କ ବିଜ୍ଞାପନ ।

Teacher Protest
୩୧୪ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ

ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନଥିବାରୁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।

Teacher Protest
ଦେଶର ଭବିଷ୍ୟତ ଗଢୁଥିବା ଶିକ୍ଷକଙ୍କ ଭବିଷ୍ୟତ ବି ଅନ୍ଧାର !

ଦାବି ପୂରଣ ନେଇ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ହେବ ଆଲୋଚନା । ଅଧ୍ୟାପକ ଓ ଶିକ୍ଷକଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେନି ମନ୍ତ୍ରୀ ।

+2 exam
ମାଟ୍ରିକ୍ ପରେ ପ୍ଲସ୍ ଟୁ

ମାଟ୍ରିକ୍ ପରେ ପ୍ଲସ୍ ଟୁ । ନିର୍ବାଚନୀ ବର୍ଷର ଆରମ୍ଭ ଫେବ୍ରୁଆରୀରେ ହେବ ଦୁଇ ଦୁଇଟି ବୋର୍ଡ ପରୀକ୍ଷା । ୬ ମାସ ଆଗରୁ ଟାଇମଲାଇନ୍ ଘୋଷଣାକୁ ଛାତ୍ରଛାତ୍ରୀଙ୍କ ସ୍ବାଗତ, ହେଲେ ଆନ୍ଦୋଳନରତ ଅଧ୍ୟାପକଙ୍କ ପରୀକ୍ଷା ବର୍ଜନ ଚେତାବନୀକୁ ନେଇ ବଢୁଛି ଚିନ୍ତା

Aspirant sanskrit Teachers  Stage Protest
ହାତରେ ଥାଳି, ରାସ୍ତାରେ ଆଣ୍ଠେଇ ରାଜରାସ୍ତାରେ ଭିକ୍ଷା ମାଗିଲେ ଆଶାୟୀ ଶିକ୍ଷକ

ହାତରେ ଥାଳି, ରାସ୍ତାରେ ଆଣ୍ଠେଇ ରାଜରାସ୍ତାରେ ଭିକ୍ଷା ମାଗିଲେ ଆଶାୟୀ ଶିକ୍ଷକ। OSSET ଓ CBT ଉତ୍ତୀର୍ଣ୍ଣ ସମସ୍ତ ସଂସ୍କୃତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦାବିରେ ଏଭଳି ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ଶିକ୍ଷକ।