• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sports

Sheetal Devi
ଦୁଇ ହାତ ନାହିଁ.. ଗୋଡ଼ରେ ମାରୁଛନ୍ତି ତୀର..

ଯଦି ଜୀବନରେ କେବେ ଆପଣ ହାର୍ ମାନିଯିବା ପରିସ୍ଥିତିରେ ପଡ଼ନ୍ତି.. ସେତେବେଳେ ଶୀତଲ ଦେବୀଙ୍କୁ ନିଶ୍ଚୟ ମନେ ପକାଇବେ.. ତାଙ୍କ ଜୀବନୀକୁ ଥରେ ନିଶ୍ଚୟ ପଢିବେ.. ଆଉ ହାରିବାକୁ ନୁହେଁ ଲଢିବାକୁ ଇଚ୍ଛା ହେବ..

Wushu
ଆମେ ବି ଗୋଲଡ୍ ମେଡାଲ୍ ଆଣିବୁ.. ସହଯୋଗ କରନ୍ତୁ..

ଆପଣ କଣ ଉଷୁ ଖେଳ ବିଷୟରେ ଜାଣନ୍ତି ? ଉଷୁ ଖେଳକୁ ଆଗାମୀ ଅଲମ୍ପିକ୍ସ ଖେଳରେ ମଧ୍ୟ ସାମିଲ କରାଯାଇଛି.. ଅନ୍ୟ ଖେଳ ଭଳି ଏ ଖେଳ ସିନା ଲୋକଲୋଚନକୁ ସେତେଟା ଆସିନି.. ହେଲେ ଆଖିରେ ଆକାଶ ଛୁଆଁ ସପ୍ନ ଏହି ଖେଳାଳିମାନଙ୍କୁ ଟାଣି ଆଣୁଛି ପଡିଆକୁ.. ଦେଶ ପାଇଁ ଖେଳିବା ସ୍ୱପ୍ନ ନେଇ ରାତି ପାହିଲେ ଚଳାଇଛନ୍ତି ଅଭ୍ୟାସ..

Gymnastics
ଶେଷ ହେଲା ଜାତୀୟ ସିନିୟର୍ ଜିମ୍ନାଷ୍ଟିକ ଚାମ୍ପିୟନସିପ୍, ଚମତ୍କାର ପ୍ରଦର୍ଶନ କଲା ଓଡ଼ିଶା

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି ୩ ଦିନିଆ ଜାତୀୟ ସିନିୟର ଜିମ୍ନାଷ୍ଟିକ ଚମ୍ପିୟାନସିପ୍ । ପୁରୁଷ ବର୍ଗରେ ଓଡ଼ିଶାର ରାକେଶ ପାତ୍ର ଏବଂ ମହିଳା ବର୍ଗରେ ଅଲିମ୍ପିୟାନ ଦୀପା କର୍ମାକର ଅଲରାଉଣ୍ଡ ଚାମ୍ପିୟାନ ହୋଇଛନ୍ତି ।

Foot Ball
ଗାଁରେ ଫେଭରେଟ୍ ପାଲଟିଛି ଫୁଟବଲ୍, ମ୍ୟାଚ୍ ଦେଖିବାକୁ ଖଚାଖଚ୍ ଭିଡ଼

କ୍ରିକେଟ ପାଗଳ ଦେଶରେ ଏବେ ବି ଗ୍ରାମାଞ୍ଚଳରେ ଫୁଟବଲର ଆଦର କମିନାହିଁ । ଫୁଟବଲ ମ୍ୟାଚ ଦେଖିବାକୁ ପଡିଆରେ ଖଚାଖଚ ଭିଡ । ବାହାରେ ବି ବାଲିଯାତ୍ରା ଭଳି ଦୋକାନ ବଜାର ପଡ଼ିଛି । ପୁରା ଯାତ୍ରା ମାହୋଲ ।

India’s first Rooftop sports complex
ଓଡିଶାରେ ଭାରତର ପ୍ରଥମ ରୁଫଟଫ ସ୍ପୋର୍ଟ୍ସ କମ୍ପ୍ଲେକ୍ସ

ଭାରତକୁ ପିକେଲ ବଲ ୧୦ବର୍ଷ ତଳେ ପ୍ରବେଶ କରିଥିଲା । ଓଡିଶାକୁ ଏହି ଖେଳ ଗତ ଦୁଇ ଦିନ ତଳେ ଆରମ୍ଭ ହେଲା । ଟେନିସ ଖେଳକୁ ଛାଡି ପିକେଲ ବଲ ଖେଳିବାକୁ ଖେଳାଳିଙ୍କ ଆଗ୍ରହ ବଢୁଛି ।

pickleball
ଲୋଡ଼ା ନାହିଁ ଖେଳପଡ଼ିଆ, ଛାତ ଉପରେ ତିଆରି ହେଉଛି ପିକିଲ୍ ବଲ୍ କୋଟ୍

ବଢୁଛି ବଡ ବଡ ଅଟ୍ଟାଳିକା । ରାଜଧାନୀର ମାଟି ଦିନକୁ ଦିନ କଂକ୍ରିଟରେ ପରିଣତ ହୋଇଗଲାଣି । ସ୍ଥାନେ ସ୍ଥାନେ ଖେଳିବାକୁ ଖେଳ ପଡିଆ ନାହିଁ । ତଥାପି କିଛି ଅସୁବିଧା ନାହିଁ । ରୁଫଟଫରେ ବି ଖେଳି ହେବ ଖେଳ। ଭାରତରେ ପ୍ରଥମ ଆନ୍ତର୍ଜାତିକ ସ୍ତରର ରୁଫଟଫ ପିକିଲ ବଲ କୋଟ୍ ତିଆରି ହୋଇଛି ।

CWG
CWG: ଭାରତ ପାଇଁ ପଦକ ବର୍ଷା ! ଗୋଟିଏ ଦିନରେ ୪ ସ୍ୱର୍ଣ୍ଣ ସହ ୧୪ ପଦକ

୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ, ୭ଟି ବ୍ରୋଞ୍ଜ ସହ ମିଳିଲା ମୋଟ ୧୪ ପଦକ । କୁସ୍ତିରେ ୩ଟି ଏବଂ ଟେବୁଲ ଟେନିସ୍‌ରେ ଗୋଟିଏ ସ୍ୱର୍ଣ୍ଣ । ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟଙ୍କୁ ସ୍ୱର୍ଣ୍ଣ ।

Bhagwani Devi Dagar
ବୟସ ସଂଖ୍ୟା ମାତ୍ର; ୯୪ ବର୍ଷ ବୟସରେ ଦେଶ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ

ପ୍ରତିଭା ଆଗରେ ହାର ମାନିଛି ବୟସ । ୯୪ ବର୍ଷରେ ଯାହା କରି ଦେଖାଇଛନ୍ତି ତାହା ଯୂବପିଢ଼ୀଙ୍କୁ ପ୍ରେରଣା ଯୋଗାଇବ ।

Rohit Sharma
ସୂର୍ଯ୍ୟକୁମାରଙ୍କୁ ନେଇ ରୋହିତଙ୍କ ଭବିଷ୍ୟବାଣୀ ସତ ହେଲା, ୧୦ ବର୍ଷ ପୁରୁଣା ଟ୍ୱିଟ୍ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଏହି ଟି -୨୦ରେ ଶତକ ହାସଲ କରିବା ପରେ, ସୋସିଆଲ ମିଡିଆରେ ଏକ ପୁରୁଣା ପୋଷ୍ଟ ଜବରଦସ୍ତ ଭାବେ ଭାଇରାଲ ହେବାରେ ଲାଗିଛି ।

Indian MMA fighter alleges assault by Afghan fighter and fans, FIR lodged
ଦିଲ୍ଲୀରେ ଓଡ଼ିଆ ଫାଇଟର୍‌ଙ୍କୁ ଆକ୍ରମଣ ! ଓଡ଼ିଆ ଫାଇଟରଙ୍କ ମୁହଁ ହାଡ଼ ଭାଙ୍ଗିଦେଲେ ଆଫଗାନୀ ଖେଳାଳି

ଓଡ଼ିଆ ଫାଇଟର୍‌ଙ୍କୁ ଆକ୍ରମଣ କଲେ ଆଫଗାନିସ୍ତାନ ଖେଳାଳି ଓ ଆଫଗାନୀ ଦର୍ଶକ..

Hockey India
ଓଡ଼ିଆ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ, ଖେଲୋ ଇଣ୍ଡିଆରେ ନାମସୀ ଜାରିକା

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବେଲହାରୀ ଗ୍ରାମର ଆଦିବାସୀ ଝିଅ ନାମସି ଜାରିକା । ବାପ ଛେଉଣ୍ଡ ନାମସୀଙ୍କ ପିଲାଟି ଦିନରୁ ଖେଳ ପ୍ରତି ଥିଲା ବେଶ ଆଗ୍ରହ । ବହୁ କଷ୍ଟରେ ହକି ଖେଳ ପ୍ରତି ଆଗ୍ରହ ରଖିଥିବା ନାମସୀ ୨୦୧୪ ମସିହାରେ ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଆରମ୍ଭ କରିଥିଲେ ଅଭିଯାନ ।

India vs South Africa
ଭାରତ-ଦକ୍ଷିଣ ଆଫ୍ରିକା T-20 ସିରିଜ୍ ଡ୍ର

ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦ ସିରିଜ୍ ପୁରସ୍କାର ।

Sourav Ganguly
ବାରବାଟୀ ମ୍ୟାଚ୍‌ ପାଇଁ ଓଡ଼ିଶା ଆସିବେ ସୌରଭ ଗାଙ୍ଗୁଲି

୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।

Barabati
ଖେଳାଳିଙ୍କୁ ଭୁବନେଶ୍ୱର ଦେବ ଭବ୍ୟ ଆତିଥ୍ୟ

ଖେଳାଳି କଣ ଖାଇବେ? କଣ ସେମାନଙ୍କର ପସନ୍ଦ ? କେମିତି ଏଠି କୌଣସି ଅସୁବିଧା ଯେପରି ନହେବ ଏସବୁକୁ ଧ୍ୟାନ ଦେବା ପାଇଁ କଣ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଦେଖନ୍ତୁ 

Hockey
ଏସିଆ କପ୍‌ରେ ଦମ୍ ଦେଖାଇଲେ ଓଡିଆ ଷ୍ଟାର, ସୁପର-୪ରେ ଭାରତର ଏଣ୍ଟ୍ରି

ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚକୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା । ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅନ୍ୟତମ ଓଡିଆ ଖେଳାଳି ଦୀପସାନ ର୍ତିକୀ ।

who-will-win-today-s-ipl-match-between-gujarat-titans-and-rajasthan-royals
ଆଜି ପ୍ରଥମ କ୍ୱାଲିଫାୟାର: ମୁହାଁମୁହିଁ ହେବେ ଗୁଜରାଟ-ରାଜସ୍ଥାନ

ଆସନ୍ତା ୨୭ରେ ଦ୍ୱିତୀୟ କ୍ୱାଲିଫାୟାର ରହିଛି।

Rahul Tripathi
ରାହୁଲ ତ୍ରିପାଠୀଙ୍କୁ ଦଳରେ ସାମିଲ କରାନଯିବାରୁ ରାଗିଲେ ସେହୱାଗ-ହରଭଜନ

ପ୍ରଥମ ଥର ପାଇଁ ଦଳରେ ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ସାମିଳ କରାଯାଇଛି ।

Amit Rohidas
ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ହକି ଦଳର ଅଧିନାୟକ

ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି ।

IPL 2022
ଧାୱନ୍‌-ରବାଡ଼ାଙ୍କ ଭିଡିଓ ଭାଇରାଲ ! ତଳେ ପକାଇ ଗୋଇଠା ମାରୁଛନ୍ତି

ନିକଟରେ ଧାୱନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସାଥି ଖେଳାଳି କୈଗିସୋ ରବାଡା ତାଙ୍କୁ ଗୋଇଠା ମାରୁଥିବା ଦେଖାଯାଇଛି ।

IPL 2022
ପାଟିଦାରଙ୍କ ଛକାରେ ବୃଦ୍ଧଙ୍କ ମୁଣ୍ଡ ଫାଟିଲା ! ଦେଖନ୍ତୁ ଭିଡିଓ..

ଏହି ମ୍ୟାଚରେ ରଜତ ପାଟିଦାର ୨୧ଟି ବଲରେ ୨୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ଦୁଇଟି ଲମ୍ବା ଛକା ମଧ୍ୟ ସାମିଲ ଅଛି । ତାଙ୍କର ଗୋଟିଏ ଛକା ଏକ ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଯାଇଥିଲା ।

Fifa World Cup
ଭୁବନେଶ୍ୱରରେ ଖେଳାଯିବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍‌

୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ ଫୁଟବଲ ପାଇଁ ଭେନ୍ୟୁ ଘୋଷଣା ।

Rajasthan Royals
ପୁଣି ହାରିଲା ମୁମ୍ବାଇ, ରୋହିତ-ଅନ୍‌ମୋଲପ୍ରୀତ ଫ୍ଲପ୍‌

ଆଜିର ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା । ୧୯୪ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲା ମୁମ୍ବାଇ । ହେଲେ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୧୭୦ ରନ୍ ହିଁ କରି ପରାଜୟ ସ୍ୱୀକାର କରିଥିଲା ଦଳ ।

barabati
ନିରାଶ ହେବ ବାରବାଟୀ ଷ୍ଟାଡିୟମ, ଆସିବେନି ଭାରତ- ୱେଷ୍ଟଇଣ୍ଡିଜ T-20 ଟିମ୍‌ !

ଯଦି BCCI କମିଟି ସୁପାରିଶକୁ ଗ୍ରହଣ କରେ ତେବେ ବାରବାଟୀରେ ଏହି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗତକାଲି ବିସିସିଆଇର ଟୁରସ୍‌, ଫିକ୍ସଚର୍ସ ଏବଂ ଟେକ୍ନିକାଲ କମିଟିର ଏକ ବୈଠକ ବସିଥିଲା ।

Virat Kohli
ଅଧିନାୟକ ପଦ ଛାଡ଼ିଲେ ବିରାଟ, କଲେ ଭାବ ବିହ୍ୱଳପୂର୍ଣ୍ଣ ଟ୍ୱିଟ୍‌

 ୭ ବର୍ଷ ଧରି ଦଳର ସଫଳତା ପାଇଁ କାର୍ଯ୍ୟ କରିଥିବା ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ପଥ ଯାତ୍ରାରେ ଉତ୍ଥାନ ପତନ ଦେଇ ଗତି କରିଥିବା ମଧ୍ୟ ସେ କହିଛନ୍ତି ।

India Team
ଧୂଳିସାତ୍‌ ହେଲା ଟିମ୍‌ ଇଣ୍ଡିଆର ଆଶା, ଦକ୍ଷିଣ ଆଫ୍ରିକାଠାରୁ ୨-୧ରେ ହାରିଲା ସିରିଜ୍

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚ୍‌ ଭାରତ ଜିତିଥିବା ସତ୍ତ୍ୱେ ସିରିଜ ହରାଇଛି ଦଳ । କାରଣ ସିରିଜର ବାକି ୨ଟି ମ୍ୟଚରେ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ପରାଜୟ ବରଣ କରିଛି ଟିମ୍‌ ଇଣ୍ଡିଆ ।