• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Seized

Chit fund Scam
ED ହାତରେ ଦାମୀ କାର୍ … ବ୍ଲୁ ଅଡିକୁ ନେଇ ଚର୍ଚ୍ଚା, ଖୋଳତାଡ ଜାରି

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜବତ ବ୍ଲୁ ଅଡିକୁ ନେଇ ଚର୍ଚ୍ଚା । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଇଡି ରେଡ୍ କରିଥିଲା । ଏହି ସମୟରେ ED ହାତରେ ଲକ୍ଷାଧିକ ଟଙ୍କା ସହ ଲାଗିଛି ଦାମୀ କାର୍ ।

Mandi Problem
ବନେଇମୁଣ୍ଡା ପେକ୍ସରେ ଘୋଟାଲା, ଜବତ ହେଲା ବ୍ଲାଙ୍କ ଚେକ୍ ଓ ପାସବୁକ୍

ମଣ୍ଡି ଖୋଲୁ ଖୋଲୁ ଚାଷୀଙ୍କୁ ମାଡ ! କଟନୀ ଛଟନୀରେ ତ୍ରାହି ତ୍ରାହି ଚାଷୀ । କିନ୍ତୁ ଏତିକିରେ ବି ମଣ୍ଡି ଅଧିକାରୀଙ୍କ ମନମାନୁନି । ମିଲର୍ସଙ୍କ ସହିତ ମଧୁଚନ୍ଦ୍ରିକାର ପ୍ରମାଣ ମିଳିଛି ମଣ୍ଡି ଭିତରୁ ।

Vehicle Seized If Minor Ride
ସ୍କୁଲପିଲା ସାବଧାନ ! ଗାଡ଼ି ଚଳାଇଲେ ଅଭିଭାବକ ଗଣିବେ ୨୫ ହଜାର

ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଆସନ୍ତାକାଲିଠୁ ଏହି କଟକଣା ଲାଗୁ କରାଯିବ ।

Ganja Worth Lakhs Of Rupees Seized In Bolangir
ଗଂଜେଇ ନେଇ ବାଇକରେ ଯାଉଥିଲେ, ପୋଲିସ୍ ହାବୁଡରେ ପଡିଲେ

ସିନ୍ଦେକେଲା ଅଂଚଳରୁ ୩୧ କେଜି ଗଂଜେଇ ଜବତ। ୨ ଦୁର୍ବୃତ୍ତ ଗଂଜେଇ ନେଇ ବାଇକରେ ଯାଉଥିଲେ । ବାଇକ ଦୁର୍ଘଟଣା ପରେ ଫେରାର ମାରିଥିଲେ । ୩ ବ୍ୟାଗ୍ ଭର୍ତ୍ତି ହୋଇ ଥିଲା ଗଂଜେଇ

Van Carrying Duplicate Sauce Seized In Sundargarh, 1 Arrested
ଅସଲି ବ୍ରାଣ୍ଡର ନକଲି ସସ୍

ବଣାଇ ଅଞ୍ଚଳରେ ଧରାପଡିଲା ନକଲି ସସ୍ କାରବାର। ପିକଅପ ଭ୍ୟାନରୁ ୬୭୮ ବୋଲିତ ନକଲି ସସ୍ ଜବତ । ଜଣେ ବ୍ୟାକ୍ତିକୁ ଗିରଫ କଲା ବଣାଇ ପୋଲିସ ।

Brown Sugar Weighing 400 Gms Seized By Jaleswar Police In Balasore
୪୦ ଲକ୍ଷର ବ୍ରାଉସୁଗର ଜବତ

ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱର ଜଳେଶ୍ୱର ଅଂଚଳରୁ ୪୦ ଲକ୍ଷର ବ୍ରାଉନ୍ ସୁଗାର ଜବତ,ଜଣକୁ ଗିରଫ କରିଛି ପୋଲିସ ।

Mask With Electronic Device Seized From Candidate Appearing For Recruitment Exam In Maharashtra
କପି ପାଇଁ ନୂଆ ବାଟ

ପରୀକ୍ଷାରେ କପି କରିବା ପାଇଁ ନୂଆ ତରିକା । ଭିଡିଓରେ ଦେଖନ୍ତୁ କପିର ନୂଆ ତରିକା କଣ ରହିଛି

Snake Venom Worth Rs 1.5 Crores Seized In Deogarh
ଫରୁଆ ଭିତରେ ସାପ ଜହର ବେପାର

ୟା ଭିତରେ ଭାବିଲୁ ବ୍ରାଉନ୍ ସୁଗାର ଅଛି, ହେଲେ ଯାହା ଅଛି ସେ ବ୍ରାଉନ୍ ସୁଗାର ଠୁବି ମାରାତ୍ମକ। ବିଷଧର ସାପର ଜହର ହେଉଥିଲା ଚାଲାଣ।

Odisha : Two Tusks, 42 Leopard Nails Seized By Forest Dept
ବାଘ ନଖ, ହାତୀ ଦାନ୍ତ ଡିଲ୍ କରୁଥିଲେ, ଗିରଫ ହେଲେ

କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପରିମାଣର ବାଘ ନଖ ଓ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ ଟିମ୍.. ବିଭିନ୍ନ ସ୍ଥାନରେ ଚଢାଉ କରି କଲରାପତରିଆ ବାଘର ୪୨ଟି ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଏ ମାମଲାରେ ୪ ଜଣଙ୍କୁ ଗିରଫ

fake-1
୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜାଲ୍ ନୋଟ୍ ଜବତ

ବୌଦ୍ଧ : ବୌଦ୍ଧରେ ଜାଲ୍ ନୋଟ୍ ରାକେଟ୍‌ର ପର୍ଦ୍ଦାଫାସ୍। ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ପୋଲିସ। ଏଥିସହ ପ୍ରିଣ୍ଟର, ଲାପଟପ୍‌ ଓ ଏକ କାର ଜବତ କରାଯାଇଛି। ଅଭିଯୁକ୍ତମାନେ ବରଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାର ବୋଲି ଜଣା ପଡ଼ିଛି। ବୌଦ୍ଧ ଜିଲ୍ଲାରୁ ସାରା ଓଡ଼ିଶାକୁ ଜାଲ ନୋଟ କାରବାର ବ୍ୟାପିଥିବା ସୁରାକ […]

Capture
କଟକରୁ ୮୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ : ଦୁଇ ଯୁବକ ଗିରଫ

କଟକ : କଟକରୁ ବ୍ରାଉନସୁଗାର ଜବତ। ମାଛୁଆ ବଜାରରେ ଚଢାଉ କରି ୮୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍।  ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଚଢାଉରେ ବ୍ରାଉନସୁଗାର ସହ ପ୍ରାୟ ୫ କିଲୋଗ୍ରାମ ଓଜନର ଗଂଜେଇ ଜବତ ହୋଇଛି। ଘଟଣାରେ ମନୋଜ କାହାଳି ଏବଂ ଦିଲ୍ଲୀପ କାହାଳି ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ।