• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ratnabhandar

Ratna Bahandar
ରତ୍ନଭଣ୍ଡାର ଲେଜର ସ୍କାନିଂ; ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌

ରତ୍ନଭଣ୍ଡାର ଖୋଲିବା ଦାୟିତ୍ୱ ସଂପୂର୍ଣ୍ଣ ସରକାରଙ୍କର । କେବଳ ସୁପାରିସ କରିବା କ୍ଷମତା ଗଜପତିଙ୍କ ଅଛି । ୧୯୫୨ ମସିହାରେ ସ୍ୱତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ ।

Ratnabhandar
ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ରତ୍ନ ? ସରକାରୀ ତଥ୍ୟରେ ନାହିଁ ତାଳମେଳ !

ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।

Ratna Bhandar
ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ହାଇକୋର୍ଟରେ ବିଜେପି, ନରସିଂହ କହିଲେ ନଖୋଲିବାକୁ ମୋତେ ବି ପଡ଼ିଥିଲା ଚାପ

ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପିର ଜନସ୍ୱାର୍ଥ ମାମଲା । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ଦାବି ।

Ratnabhandar
ଶ୍ରୀମନ୍ଦିର ପରିଚାଳନା କମିଟିରେ କାହିଁକି ଉଠୁନି ମହାପ୍ରଭୁ ଜଗନ୍ନାଥଙ୍କ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ପ୍ରସଙ୍ଗ ?

ମହାପ୍ରଭୁଙ୍କ ଦୁର୍ଲଭ ରତ୍ନଭଣ୍ଡାରର ମରାମତି ସହ ରତ୍ନଅଳଙ୍କାର ସବୁର ଗଣତି ଓ ମଣତି କଥା ?

Ratnabhandar
ରତ୍ନଭଣ୍ଡାର ପ୍ରସଙ୍ଗକୁ ସାଂଘାତିକ ଅଣଦେଖା ! ପରିଚାଳନା କମିଟି ସଦସ୍ୟଙ୍କ ପ୍ରଶ୍ନ ସତ୍ତ୍ୱେ ଦିଆଗଲାନି ଗୁରୁତ୍ୱ

ଏଜେଣ୍ଡାରେ ନଥିବା କହି ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଜମିଜମା ରେକ଼ର୍ଡର ଡିଜିଟାଇଜେସନ୍ ନିଷ୍ପତ୍ତି ।

Ratna Bhandar
ନିରାଶ ଜଗନ୍ନାଥ ପ୍ରେମୀ ! ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଏଡ଼ାଇଲେ ଗଜପତି ମହାରାଜ

ପରିଚାଳନା କମିଟି ଏଜେଣ୍ଡାରେ ନଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

Puri RatnaBhandar
ଖୋଲିବ କି ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଆମିକସ୍‌କ୍ୟୁରୀ ଦେଲେ ଏମିତି ସୂଚନା

ଆସନ୍ତା ୨୭ରେ ଏନେଇ ହୋଇପାରେ ଆଲୋଚନା । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ସମ୍ଭାବନା ।