• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Phulbani

Rape Allegation
ଥାନା ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, NHRCଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ

ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଛି । ଜଣେ ମହିଳା ଡିଏସପି ମାମଲାର ତଦନ୍ତ କରୁଥିବା ପୋଲିସ ଡିଜି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Ludu Water Fall
ପାଖକୁ ଡାକୁଛି ସୁନ୍ଦରୀ ଲୁଦୁ

ଲାଗୁଛି ଜଙ୍ଗଲ ଭିତରେ କିଏ ବଡ଼ ବଡ଼ ପଥର ଖଣ୍ଡ ସବୁ ଆଣି ସଜାଇ ଥୋଇ ଦେଇଛି.. ଆଉ ପଥର ଖଣ୍ଡ ଫାଙ୍କ ଦେଇ ସ୍ୱର୍ଗରୁ ଖସୁଛି କାଚକେନ୍ଦୁ ଭଳି ଥଣ୍ଡା ଥଣ୍ଡା ପାଣି.. ଓଃ ଏଇ ଶବ୍ଦ କାହାରିକୁ ବି ଘଡ଼ିଏ ଆନମନା କରିଦେବ..

Children forced to study in under constructed house in Phulbani
ଠିକାଦାର ଟଙ୍କା ପାଇନି...୩ ବର୍ଷ ହେଲା ଗାଁରେ ଅଙ୍ଗନୱାଡର ନୂଆ ଘର ଖୋଲୁନି

ପିଲାଙ୍କ ପାଇଁ ତିଆରି ହୋଇଥିଲା ନୂଆ ଅଙ୍ଗନବାଡି କେନ୍ଦ୍ର । ଠିକାଦାର ବିଲ୍‌ ଟଙ୍କା ପାଇଲେନି ବୋଲି ଘରୁ ଖୋଲୁନାହାନ୍ତି ତାଲା । ଏବେ ବି ବିପଦସଂକୁଳ ଘରେ ପାଠ ପଢୁଛନ୍ତି କୁନିକୁନି ପିଲା ।

BJD MLA could not develop own panchayat in Phulbani
ଶାସକ ଦଳର ବିଧାୟକ ଅଛନ୍ତି...ନିଜ ପଂଚାୟତକୁ କରିପାରିଲେନି ରାସ୍ତା

ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ

 winter morning in Phulbani
ଆମେ ଆସିଲୁ.. ଶୀତ ବଢିଗଲା..

ଜାଡ଼ମାଡ଼ରେ ଥରୁଛି କନ୍ଧମାଳ..ଲଗାତର ଖସୁଛି ପାରଦ.. ଥରି ଥରି ମଜା ନେଉଛନ୍ତି ଲୋକେ.

Request For Monetary Assistance
କୁନି ପୁଅ ପାଇଁ ଦରକାର ୧୬ କୋଟି ଟଙ୍କାର ଇଂଜେକ୍ସନ, ଟଙ୍କା ପାଇଁ ଆକୁଳ ନିବେଦନ

କୁନି ପୁଅର ଜୀବନ ବନ୍ଧା ପଡ଼ିଛି ଏକ ଇଂଜେକ୍ସନ୍ ପାଖରେ। ଯେଉଁ ଇଂଜେକ୍ସନର ଦାମ୍ ଶୁଣିଲେ ଆପଣଙ୍କ ଛାତି ଦବିଯିବ। ମାତ୍ର ଗୋଟିଏ ଇଂଜେକ୍ସନର ଦାମ୍ ହେଲା ୧୬ କୋଟି ଟଙ୍କା। ଏହି ଇଂଜେକ୍ସନଟି ନହେଲେ କୁନି ପୁଅଟିର ଜୀବନ ପ୍ରତି ବିପଦ ଅଛି ବୋଲି ଡାକ୍ତର କହିଛନ୍ତି। ତେଣୁ ଗରିବ ମାଆ ବାପା ଆକୁଳ ନିବେଦନ କରି ଭିଡିଓ ଛାଡ଼ିଛନ୍ତି।

Odisha's 'Wonder' Girls
ଦୁଇ ଭଉଣୀଙ୍କ ଅଲୌକିକ ଶକ୍ତି, ଆଖିରେ ପଟି ବାନ୍ଧି ପଢୁଛନ୍ତି ବହି

ଫୁଲବାଣୀର ଦୁଇ ଭଉଣୀଙ୍କ ଚମତ୍କାରୀ ଶକ୍ତି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଖିରେ ପଟି ବାନ୍ଧି ମଧ୍ୟ ବହିରେ ପାଠ ପଢୁଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ଅଟେ । lତେବେ ଏହା ଏକ ଅଲୌକିକ ଶକ୍ତି ନା ଭଗବାନଙ୍କ ଶୁଭ ଦୃଷ୍ଟି ରହିଛି ଏହି ୨ ଭଉଣୀଙ୍କ ଉପରେ ।

Jaga Kalia
ବାପାଙ୍କ ସହ ବଜାର ବୁଲିଲା ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା

ବେଶ ଖୁସ୍ ମିଜାସ୍ ଦେଖାଯାଉଥିବା ଜଗା ଆଜି ମାର୍କେଟରୁ ଚପଲ ବି କିଣିଛି । ଡାକ୍ତରଙ୍କ ଦ୍ୱାରା ଲଗା ଯାଇଥିବା ହେଲମେଟ୍ ମୁଣ୍ଡରେ ପିନ୍ଧି, ବାପାଙ୍କ ସହ ବୁଲିଛି ।

Phulbani Police Conducts Flag March To Beware People Over Festival Gatherings
ଫୁଲବାଣୀରେ ପୋଲିସ ଛାଉଣୀ

ପାର୍ବଣ ଭିଡ଼ ଏଡ଼ାଇବା ପାଇଁ ଫୁଲବାଣୀ ସହରରେ ପୋଲିସର ଫ୍ଲାଗ ମାର୍ଚ । ୨ ପ୍ଲାଟୁନ ପୋଲିସ ଫୋର୍ସ ସହରର ବିଭିନ୍ନ ମାର୍କେଟରେ କଲା ଫ୍ଲାଗ ମାର୍ଚ

Manish Anurag Death - Commissionerate Police Brings 2 Surrendered Suspects From Phulbani
ମନୀଷ ଅନୁରାଗ ମୃତ୍ୟୁ ଘଟଣାରେ ପୋଲିସର ତନାଘନା

ମନୀଷ ଅନୁରାଗ ମୃତ୍ୟୁ ଘଟଣାରେ ପୋଲିସର ତନାଘନା। ଫୁଲବାଣୀରେ ଆତ୍ମସର୍ପଣ କରିଥିବା ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ।

Special Story | Without Bridge, Phulbani Villagers Cross Flooded-River Using Electric Cables
ଗାଁର ବିକଳ ଚିତ୍ର... ଭରା ନଈରେ ନଦୀ ପାର ହେଉଛନ୍ତି ଲୋକେ

ଗାଁଠୁ ସହର ସବୁଠି ବିକାଶ ହୋଇଛି। ଏ କଥା କହି ବୁଲୁଛନ୍ତି ସରକାର।

10th Class Cyber Security Expert
ଦଶମଶ୍ରେଣୀ ଛାତ୍ର ଏବେ ସାଇବର ଏକ୍ସପର୍ଟ

ଦଶମ ଶ୍ରେଣୀର ଛାତ୍ର ଏବେ ସାଇବର ଏକ୍ସପର୍ଟ । ଚର୍ଚ୍ଚାରେ ଫୁଲବାଣୀର ସୌମ୍ୟରଞ୍ଜନ ସାହୁ । ଫୁଲବାଣୀର ଜଗନ୍ନାଥ ସାହିରେ ରହୁଛନ୍ତି ସୌମ୍ୟ । ତେବେ କମ୍ପ୍ୟୁଟର ଓ ଓ୍ୱେବ ଦୁନିଆରେ ହ୍ୟାକରଙ୍କୁ ଧରିବା ଏବଂ ଚୋରି ରୋକିବା ଦିଗରେ ବେଶ୍ ସଫଳତାର ସହ କାମ କରି ଚର୍ଚ୍ଚାରେ ରହିଛନ୍ତି ସୌମ୍ୟ

minor rape
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଫୁଲବାଣୀ : ରାଜ୍ୟରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ବଢିବାରେ ଲାଗିଛି। ଯାହା ଚିନ୍ତାର ବିଷୟ ପାଲଟିଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ମିଳିଥିବା ଅଭିଯୋଗ ଅନୁସାରେ ,ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକା ଗତକାଲି ରାତିରେ ମେଲୋଡି ଦେଖି ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ତାଙ୍କୁ ଘରେ ଛାଡ଼ିଦେବାକୁ କହି ୪ ଜଣ ଯୁବକ ଏକ ଅଟୋରିକ୍ସାରେ ବସାଇ ନିକଟ ଜଙ୍ଗଲକୁ […]

new born girl baby
ନବଜାତ ଶିଶୁ କନ୍ୟାର ମୃତ ଦେହ ଠାବ

ଫୁଲବାଣୀ: ଫୁଲବାଣୀ ମେଡିକାଲ ନିକଟ ମୁଣ୍ଡିଅସାହିରୁ ଆଜି ଏନ ନବଜାତ ଶିଶୁ କନ୍ୟାର ମୃତ ଦେହ ଠାବ କରାଯାଇଛି। ଶିଶୁ କନ୍ୟାର ମୃତ ଦେହକୁ କୁକୁର ମାନେ ଆଣି ପକାଇଥିବା ଦେଖିବାକୁ ମିଳିଛି। ସେହି ସାହିର ଜଣେ ମହିଳା କୁନି ଦିଗାଲ ମୃତ ଶିଶୁ ପଡିଥିବା ଦେଖି ପୋଲିକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଶିଶୁର ମୃତ  ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

maoist torch tractor
ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ

ଭୁବନେଶ୍ୱର: ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ। ଗତରାତିରେ ମାଓବାଦୀ ମାନେ ବାଲିମାହା ଗାଁ ନିକଟରେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଜାଳିଦେଇଥିବା ସୂଚନା ମିଳିଛି। ରାତିରେ ପ୍ରାୟ ୪୦ରୁ ୫୦ ମାଓବାଦୀ ସେଠାରେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।  କୁର୍ତ୍ତମଗଡ଼-ଗୁମୁଡୁମାହା ରାସ୍ତା କାମକୁ ବିରୋଧ କରି ଏହି ଲାଲ୍‌ବାହିନୀ ଏହି ଲଙ୍କାକାଣ୍ଡ କରିଥିବା ସୂଚନା ମିଳିଛି।