• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kolkata Knight Riders

Mitchell Starc
IPL ଅକ୍ସନରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଦବଦବା; ୨୪.୭୫ କୋଟି ନେଇ ରେକର୍ଡ କଲେ ଷ୍ଟାର୍କ

ଷ୍ଟାର୍କଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ତାଙ୍କୁ ୨୪.୭୫ କୋଟିରେ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ । ଗୁଜରାଟ ଟାଇଟନ୍ସ ସହ ଜୋରଦାର୍‌ ପ୍ରତିଦ୍ୱନ୍ଦ୍ୱିତା ପରେ ଶେଷରେ ୨୪.୭୫ କୋଟିରେ ଷ୍ଟାର୍କଙ୍କୁ କିଣିଲା କୋଲକାତା ।

Rinku Singh
ପ୍ଲେ ଅଫ୍‌ରୁ ଫେଲ୍‌ ମାରିଲା KKR; ଆଇପିଏଲ୍‌ର ହିରୋ ସାଜିଲେ ରିଙ୍କୁ ସିଂ

ରିଙ୍କୁ ସିଂଙ୍କୁ ନେଇ ଏବେ କ୍ରିକେଟ୍‌ ମହଲରେ ଚର୍ଚ୍ଚା । କୋଲକାତା ନାଇଟ ରାଇଡର୍ସ ପାଇଁ ଜଣେ ପାୱାର ହିଟର୍‌ ଏବଂ ଫିନିସର୍‌ର ଭୂମିକା ତୁଲାଉଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ ।

Rinku Singh
ରିଙ୍କୁ ସିଂଙ୍କ ମହାନତା; ଗରିବ ଖେଳାଳିଙ୍କ ପାଇଁ ତୋଳିଲେ ୫୦ ଲକ୍ଷର ସ୍ପୋର୍ଟ୍ସ ହଷ୍ଟେଲ୍‌

କେବଳ ଅନ୍‌ ଫିଲ୍ଡ ନୁହେଁ ଅଫ୍‌ ଫିଲ୍ଡରେ ବି ହିରୋ ରିଙ୍କୁ ସିଂ । ଗରିବ ପିଲାଙ୍କୁ ନିଜର ସ୍ୱପ୍ନ ପୂରଣ ପାଇଁ ବଢ଼ାଇଛନ୍ତି ସାହାଯ୍ୟର ହାତ ।

Kolkata Knight Riders, Sunrisers Hyderabad
IPL 2023: ଆଜି ମୁହାଁମୁହିଁ ହେବେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ

କୋଲକାତା ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ।

Rinku Singh
ବାପା ବୋହୁଛନ୍ତି ସିଲିଣ୍ତର; ରାତାରାତି ପୁଅ ପାଲଟିଗଲା ହିରୋ

ସୋସିଆଲ୍‌ ମିଡିଆ ସେନ୍‌ସେସନ୍‌ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଜାଣନ୍ତୁ..

Rinku Singh
ଗୁଜରାଟ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇନେଲେ ରିଙ୍କୁ ସିଂ; ଶେଷ ଓଭର୍‌ରେ ମାରିଲେ ୫ଟି ଛକା

ଗତକାଲି ଗୁଜୁରାଟ ଟାଇଟନ୍ସ ଓ କୋଲାକାତା ନାଇଟ ରାଇଡର୍ସ ମଧ୍ୟରେ ରୋମାଂଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେଲା ଧୂଆଁଧାର ଛକା ବର୍ଷା । ଶେଷ ଓଭରରେ ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଦମଦାର ବିଜୟ ଭେଟି ଦେଇଛନ୍ତି ଯୁବ କ୍ରିକେଟର୍‌ ରିଙ୍କୁ ସିଂ ।

Shahrukh Khan
ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କ ପାଇଁ ପାଗଳ ଶାହାରୁଖ୍‌; କିସ୍‌ କଲେ, ହାତରେ ଲକ୍ଷେ ଟଙ୍କା ଦେଇଗଲେ

ଶାହରୁଖ୍‌ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ନିଜର ଭଲ ପାଇବା ଅଜାଡ଼ିଦେବା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛି ।

Nitish Rana
IPL 2023: କେକେଆର୍‌ ଦଳର ନୂଆ ମଙ୍ଗୁଆଳ ନୀତିଶ ରାଣା

ମାର୍ଚ୍ଚ ୩୧ରେ ଆଇପିଏଲ୍‌ ୨୦୨୩ ସଂସ୍କରଣ ଆରମ୍ଭ ହେଉଥିବା ବେଳେ କେକେଆର୍‌ କ୍ୟାପ୍ଟେନ୍‌ସିପ୍‌କୁ ଦ୍ୱନ୍ଦ୍ୱ ଦେଖାଯାଉଥିବା ବେଳେ ତାହାକୁ ସ୍ପଷ୍ଟ କରିଛନ୍ତି ଟିମ୍‌ର ହେଡ୍‌ କୋଚ୍‌ ଚନ୍ଦ୍ରକାନ୍ତ ପଣ୍ତିତ ।

Today IPL Final Match
IPL Final 2021: ଟାଇଟଲ୍‌ ପାଇଁ ସିଏସ୍‌କେ-କେକେଆର୍‌ ମଧ୍ୟରେ ହେବ କଡ଼ା ମୁକାବିଲା

ଆଜି ଆଇପିଏଲ୍‌ର ଗ୍ରାଣ୍ଡ୍‌ ଫିନାଲେ। ଟାଇଟଲ୍‌ ପାଇଁ ୟୁଏଇରେ ମୁହାଁମୁହିଁ ହେବେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK) ଓ ମୋର୍ଗାନ୍‌ଙ୍କ କୋଲକାତା ନାଇଟ୍ ରାଇଡର୍ସ(KKR)।

IPL 2021 | Kolkata Knight Riders Beat Royal Challengers Bangalore By 4 Wickets To Reach Qualifier 2
କ୍ୱାଲିଫାୟରେ KKR ୱିନ, RCB ଆଉଟ

ଆପିଏଲ ଦ୍ୱୀତିୟ କ୍ୱାଲିଫାୟରେ ପହଞ୍ଚିଲା କୋଲକତା ନାଇଟ ରାଇଡରସ୍, ବିଦା ହେଲା ବାଙ୍ଗଲୋର । ବାଙ୍ଗଲୋରକୁ ହରାଇ ୪ ୱିକେଟରେ ପରାସ୍ତ କରି ଦ୍ୱୀତିୟ କ୍ୱାଲିଫାୟରେ ହେଲା KKR ।

ipl
ବାଙ୍ଗାଲୋରକୁ ହରାଇଲା କୋଲକତା ନାଇଟ୍ ରାଇଡର୍ସ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଆର୍‌ସିବିକୁ ୪ ୱିକେଟ୍‌ରେ ପରାସ୍ତ କରି ଆଇପିଏଲରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ରନ୍‌ କରିବାରେ ସକ୍ଷମ ହୋଇଥିଲା। ଜବାବରେ କେକେଆର୍ ୭ଟି ବଲ୍‌ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। କୋଲକାତା ଟିମ୍‌ ପକ୍ଷରୁ ସୁନିଲ ନାରିନ୍‌ ମାତ୍ର ୧୯ବଲ୍‌ରେ ବିସ୍ଫୋରକ ୫୦ ରନ କରିଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଅପରାଜିତ ୩୫ ରନ କରି […]