• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hyderabad

Smile Designing
ବିବାହ ନିଶା !! ହସ ହସ ଚେହେରା ପାଇଁ ସର୍ଜରୀ କରୁଥିଲେ, ଚାଲିଗଲା ଜୀବନ

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ମାଇଲ୍ ଡିଜାଇନିଂ ଅପରେସନ୍ କରାଉଥିଲେ। ଶେଷରେ ୨୮ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି।

Ram Temple
ରାମଙ୍କ ପାଇଁ ୭,୨୦୦ କିମି ଯାତ୍ରା; ପାଦରେ ଚାଲି ଚାଲି ଯାଉଛନ୍ତି ୬୪ ବର୍ଷିୟ ବୃଦ୍ଧ

ହାଇଦ୍ରାବାଦର ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ରାମଙ୍କ ପାଇଁ ଚରଣପାଦୁକା ଧରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁ ରାସ୍ତାରେ ପ୍ରଭୁ ଶ୍ରୀରାମ ରାମେଶ୍ୱର ଯାଇଥିଲେ, ସେହି ରାସ୍ତା ଦେଇ ଚଲ୍ଲା ଶ୍ରୀନିବାସ ଅଯୋଧ୍ୟା ବାହାରିଛନ୍ତି ।

akbaruddin-owaisi
ଓୱାସିଙ୍କ ଖୋଲା ଧମକ ! ‘ମୁଁ ଟିକେ ଇଶାରା ଦେଲେ ପୋଲିସ ବାବୁ ଏଇଠୁ ଦୌଡ଼ିବେ’

ପୁରା ଘଟଣାଟି ହେଲା, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି । ତେଣୁ ଆକବରଉଦ୍ଦିନଙ୍କୁ ଏହାର ନିୟମ କାନୁନ ମଧ୍ୟରେ ରହି ଭାଷଣ ଦେବାକୁ କହିଥିଲେ ପୋଲିସ ଅଧିକାରୀ । ଯାହାଫଳରେ ସେ ରାଗିଯାଇଥିଲେ ।

Odisha Govt
ଦୁଃଖ ଦେଇ ଦାଦନ ଯାଇଛି ପୁଅ; ଶୁଖୁନି ଗରିବ ବାପା ଆଖିରୁ ଲୁହ

ବାପା ପାଣ୍ଡୁ ହନହୋଗା । ପୁଅ ଦାଦନ ଖଟିବାକୁ ଯିବା ପରେ ଝୁରି ଝୁରି ତାଙ୍କ ଅବସ୍ଥା କହିଲେ ନସରେ । କେତେବେଳେ କ’ଣ ଦୁଇଟା ଖାଉଛନ୍ତି ତ ପୁଣି କେତେବେଳେ ସେମତି ସମୟ ବିତିଯାଉଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ପାଣ୍ଠ ଗ୍ରାମ ପଞ୍ଚାୟତ ବଣକାଟି ଗାଁର ଗଙ୍ଗାଧର ହୋନାଗାଙ୍କ ନିଖୋଜ ପରେ ଏମିତି କଟୁଛି ପରିବାରର ଜୀବନ ।

diamond ring
ଧରାପଡ଼ିଯିବା ଭୟରେ କମୋଡ୍‌ରେ ଫ୍ଳସ୍‌ କରିଦେଲେ ୩୦ ଲକ୍ଷର ହୀରାମୁଦି

ଗତ ସପ୍ତାହରେ ଜଣେ ମହିଳା ପୋଶ ଅଞ୍ଚଳ ଜୁବୁଲି ହିଲ୍ସର ଏକ କ୍ଲିନିକକୁ ଯାଇଥିଲେ । ହେଲେ ତାଙ୍କ ଚେକଅପ୍ ସମୟରେ ମହିଳା ଜଣକ ତାଙ୍କ ହୀରା ମୁଦିକୁ ଟେବୁଲ ଉପରେ ରଖିଥିଲେ ।

Jaganmohan Reddy's Sister
କାର୍‌ ଭିତରେ ବସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଉଠାଇନେଲା କ୍ରେନ୍‌

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

 Fire Breaks Out In Electric Scooter Showroom In Hyderabad
ଜଳିଗଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଶୋ’ ରୁମ୍‌: ୮ ମୃତ, ଜୀବନ ବଞ୍ଚାଇବା ପାଇଁ ବିଲ୍ଡିଂରୁ ତଳକୁ ଡେଇଁଲେ ଲୋକେ

ନିଆଁ ଲାଗିବା ଫଳରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ବିଲ୍ଡିଂର ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Top Fashion Designer Found Dead In Hyderabad Home
ବାଥରୁମ୍‌ରୁ ମିଳିଲା ସେଲିବ୍ରିଟି ଫ୍ୟାଶନ ଡିଜାଇନରଙ୍କ ମୃତଦେହ, ବେଡରୁମ୍‌ରୁ ଜବତ ହେଲା ଏମିତି ଜିନିଷ...

ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ବାଥରୁମ୍‌ରୁ ମିଳିଛି। ନ୍ଦେହଜନକ ମୃତ୍ୟୁକୁ ନେଇ ବଞ୍ଜାରା ହିଲ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। 

Hyderabad gang rape fourth accused taken into custody
ହାଇଦ୍ରାବାଦ୍ ନାବାଳିକା ଗଣଦୁଷ୍କର୍ମ ମାମଲା: ଗିରଫ ହେଲା ଚତୁର୍ଥ ଅଭିଯୁକ୍ତ

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

Hyderabad Teen Gang-Raped In Car
ପବ୍‌ ପାର୍ଟି ପରେ କାର୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ! ବିଧାୟକଙ୍କ ପୁଅର ସମ୍ପୃକ୍ତି ନେଇ ସନ୍ଦେହ

ପାର୍ଟିରେ ଯୋଗ ଦେବାକୁ ପବ୍‌ ଯାଇଥିବା ନାବାଳିକାଙ୍କୁ ପାର୍ଟି ପରେ ଗଣଦୁଷ୍କର୍ମ ! ଏକ କାର୍‌ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରୁ ଏଭଳି ଅଭିଯୋଗ ଆସିଛି।

New Traffic Rul
୭ ବର୍ଷରେ ୧୧୭ ଥର କଟିଲାଣି ଫାଇନ୍‌, ହେଲେ ଥରେ ବି ଦେଇନାହାନ୍ତି ଜୋରିମାନା...

ଦିନକୁ ଦନ ଦେଶରେ ଦୁର୍ଘଟଣା ସଂଖ୍ୟା ବଢୁଛି। ତେଣୁ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରିବା ସହ ଟ୍ରାଫିକ୍‌ କଟକଣାକୁ ଅଧିକ ସୁଦୃଢ କରୁଛନ୍ତି।

Heavy rain fall in Hydrabad
ପାଣିରେ ଉବୁଟୁବୁ ହାଇଦ୍ରାବାଦ,କ୍ୟାଫେ ଭିତରେ ଆଣ୍ଠୁଏ ଉଚ୍ଚର ପାଣି

ବର୍ଷାରେ ଭାସିଲା ହାଇଦ୍ରାବାଦ ସହର । ସଂପୂର୍ଣ୍ଣ ସହର ଜଳମଗ୍ନ ହୋଇ ପଡିଛି । ସହରରେ ୧୦ରୁ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସରୁରନଗର ଅଂଚଳରେ ସବୁଠାରୁ ଅଧିକ ୧୩ ସେଣ୍ଟିମିର ବର୍ଷା ରେକର୍ଡ କରାଯାଇଛି । ଗତକାଲି ସଂଧ୍ୟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା ।

Hyderabad
ପରିବାର ବୋଝ ପାଇଁ ଅଟୋ ଚଳାଉଛି ୮ ବର୍ଷର ପିଲା

ପରିବାର ଚଳାଇବା ଲାଗି ଇ-ରିକ୍ସା ଚଳାଉଛନ୍ତି ୮ ବର୍ଷର ନାବାଳକ ଗୋପାଳ। ପାଠ ପଢି ସାରିବା ପରେ ଅଟୋ ଧରି ଯାତ୍ରୀ ପରିବହନ କରନ୍ତି, ଘରକୁ ଟଙ୍କା ଦିଅନ୍ତି

Rakul Preet Singh
ଡ୍ରଗ୍ସ ମାମଲାରେ ଜେରା ହେଲେ ଅଭିନେତ୍ରୀ ରକୁଲପ୍ରୀତ

ଡ୍ରଗ୍ସ ମାମଲାରେ ଜେରା ହେଲେ ଅଭିନେତ୍ରୀ ରକୁଲପ୍ରୀତ। ୨୦୧୭ ହାଇପ୍ରୋଫାଇଲ୍ ଡ୍ରଗ୍ସ ଓ ମନି ଲଣ୍ଡରିଂ ମାମଲା। ହାଇଦ୍ରାବାଦ୍ ଇଡି ଅଫିସରେ ହେଲେ ହାଜର। ନାରକୋଟିକ୍ସ ତଦନ୍ତ ବ୍ୟୁରୋ ଦ୍ୱାରା ପଚରାଉଚରା।

boy driving e-rickshaw wearing school dress
ସ୍କୁଲ ୟୁନିଫର୍ମରେ ଅଟୋ ଚଲାଉଛି ୮ ବର୍ଷର ବାଳକ, ସଂଘର୍ଷର କାହାଣୀ ଶୁଣିଲେ ଆଖି ଭରିଯିବ

୮ ବର୍ଷର ବାଳକ, ସ୍କୁଲ ୟୁନିଫର୍ମ ପିନ୍ଧି ଚଲାଉଛି ଇ-ରିକ୍ସା । ପଛରେ ବସିଛନ୍ତି ୨ ଜଣ ଯାତ୍ରୀ। ହାଇଦ୍ରାବାଦ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

police commissioner
ଦ୍ୱିତୀୟ ଶ୍ରେଣୀର ଛାତ୍ର ହେଲେ ଗୋଟିଏ ଦିନ ପାଇଁ ପୋଲିସ କମିଶନର

ହାଇଦ୍ରାବାଦ: ଦ୍ୱିତୀୟ ଶ୍ରେଣୀର ଛାତ୍ର ଗୋଟିଏ ଦିନ ପାଇଁ ପୋଲିସ କମିଶନର ହୋଇ ଏବେ ଚର୍ଚ୍ଚାରେ। ମାତ୍ର ଦିନକ ପାଇଁ ହାଇଦ୍ରାବାଦ ପୋଲିସ କମିଶନର ଭାବେ  ଗତକାଲି ପୋଲିସ କମିଶନରଙ୍କ ଚୌକିରେ ବସିଥିଲେ ହାଇଦ୍ରାବାଦର ଛାତ୍ର ଡି.ଇଶାନ। ବୁଧବାର ସକାଳେ ଇଶାନ କମିଶନରଙ୍କ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା।  ଫ୍ରେଣ୍ଡ୍‌ଲି ପୋଲିସିଂ ଓ ଅଧିକ ସତର୍କତା ପାଇଁ ସିସିଟିଭି କ୍ୟାମେରା ଉପରେ ଗୁରୁତ୍ୱ ରହିବ […]

hyderabad
ଅସହାୟ ବୃଦ୍ଧାଙ୍କୁ ଜଣେ ଟ୍ରାଫିକ୍‌ ପୋଲିସ ନିଜ ହାତରେ ଖୁଆଇ ଦେଉଥିବା ଫଟୋ ଭାଇରାଲ୍

This gesture of Kukatpally traffic PS Home Guard B.Gopal (1275) towards a homeless woman by feeding her at JNTU shakes the heart @cpcybd @cyberabadpolice @TelanganaDGP @TelanganaCMO pic.twitter.com/tL7VO7Vt5J — Harsha Bhargavi (@pandiribhargavi) 1 April 2018