• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fish

Death
ଆଖିରେ ଦେଖିଲେ ମୃତ୍ୟୁଦଣ୍ତ, ଅମ୍ଳଜାନ ବିନା ଛଟପଟ ହେଉଥିଲା ଜୀବନ

ନିକଟରେ ଆମେରିକାରେ ଜଣେ ହତ୍ୟାକାରୀକୁ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ତ ଦିଆଯାଇଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ତ ଟେକିଛି । ଅମ୍ଳଜାନ ବିନା ବ୍ୟକ୍ତି ଜଣକ ଛଟପଟ ହୋଇ ଜୀବନ ତ୍ୟାଗ କରିଛନ୍ତି ।

Zombie catfish
ଏମିତି ଏକ ବିରଳ ମାଛ... ମୃତ୍ୟୁ ପରେ ବି ଫେରେ ଜୀବନ 

ଆପଣ ଜାଣନ୍ତି କି ଏମିତି ଏକ ମାଛ ରହିଛି । ଯାହା ପାଣିରୁ ମାସ ମାସ ଧରି ବାହାରେ ରହିବା ପରେ ତା’ର ମୃତ୍ୟୁ ହୁଏ ସିନା ହେଲେ ସେ ପୁଣି ଜୀବିତ ହୋଇଉଠେ । 

Durga Puja
ଆଜି ମା’ଙ୍କ ମହାନବମୀ; କଟକର ବିଭିନ୍ନ ପୂଜା ମଣ୍ଡପରେ ଲାଗି ହେବ ମାଛ ଭୋଗ

କେବଳ ଦହିପଖାଳ ନୁହେଁ ନବମୀ ଅବସରରେ ମାଛ ଭୋଗର ରହିଛି ଅନନ୍ୟ ପରମ୍ପରା । କଟକ ଅଲିଶାବଜାର ପୂଜା ମଣ୍ଡପରେ ଆଜକୁ ୨୦୦ ଶହ ବର୍ଷ ଧରି ନବମୀ ଦିନ ମା’ଙ୍କ ପାଖରେ ମାଛ ଭୋଗ ଲାଗି କରାଯାଇଥାଏ ।

Elish Fish
ଜାଲରେ ଟନ୍ ଟନ୍ ଇଲିସି, ହେଲେ ଭାଉ ଏତେ ଯେ ହାତ ମାରିହେଉନି

ଇଲିସି କିଲୋ ପିଛା ଦର ୧୫ ଶହରୁ ୨ହଜାର । ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଟନ୍ ଟନ୍ ଇଲିସି ପଡୁଛି ।

Special Story - Family postpones marriage to catch fish in Odisha
ଆଶ୍ଚର୍ଯ୍ୟ !! ମାଛ ଧରିବା ପାଇଁ ବିବାହ ତାରିଖ ଘୁଞ୍ଚାଇ ଦେଇଥିଲେ ଏଇ ବ୍ୟକ୍ତି...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ...

Malaysian Supermarket Sells Fish At Rs 2 Per Kilo
ମାଛ କିଲୋ ହେଲା ୨ ଟଙ୍କା, ୧୦ ମିନିଟ୍‌ରେ ଏତିକି ଟ୍ରକ୍‌ ମାଛ ନେଇଗଲେ ଲୋକେ

ମାଛ କିଲୋ ହେଲା ୨ ଟଙ୍କା। ମାତ୍ର ୧୦ ମିନିଟ୍‌ରେ ପୂରା ବଜାରରୁ ଉଭାନ ହୋଇଗଲା ମାଛ...ସ୍ଥିତି ଏମିତି ହେଲା ଯେ ଶତାଧିକ ଲୋକ ମାଛ ନପାଇ ମନଦୁଃଖରେ ଘରକୁ ଫେରିଥିଲେ, ଜାଣନ୍ତୁ କେଉଁଠି ଘଟିଲା ଏମିତି ଘଟଣା...

Cheat Fish Trader - OTV Making News
ଇଆଡ଼େ ଆସ ଇଆଡ଼େ ଆସ...ନା ନା ଆମେ ଯିବୁନି, ତୁମର ବିଦେଶୀ...ମତେ ଦରକାର ଦେଶୀ

ଇଆଡ଼େ ଆସ ଇଆଡେ ଆସ...ବଢିବା ମାଲ୍‌...ଜିଅନ୍ତା ମାଛ...ଆରେ...ପୂରା ବରଫଦିଆ ଧରିଛୁ, ପୂରା ଦେଶୀ ବୋଲି କହୁଛୁ...ତୁ ପୂରା ମାରିଦେବୁରେ ନାରଣ...

FISH VADA
ଘରେ ପ୍ରସ୍ତୁତ କରନ୍ତୁ ମାଛ ବରା

ଆବଶ୍ୟକୀୟ ସାମଗ୍ରୀ: ଚୂନା ମାଛ, ବୋଇତି କଖାରୁ ପତ୍ର, ଚାଉଳ, ସୋରିଷ, ରସୁଣ, ଜିରା, ଶୁଖିଲା ଲଙ୍କା, ସୋରିଷ ତେଲ, ଲୁଣ ଓ ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ଚୂନା ମାଛକୁ ଭଲ ଭାବରେ ବାଛି ନିଅନ୍ତୁ। ଚାଉଳକୁ ପାଣିରେ ଭିଜାଇ ବାଟି ନିଅନ୍ତୁ। ସୋରିଷ, ଜିରା, ଲଙ୍କାକୁ ବାଟି ନିଅନ୍ତୁ। ଏହି ମସଲା ବଟାରେ ଚୂନା ମାଛ, ରସୁଣ କୋଲା, ତେଲ, ଲୁଣ, ହଳଦୀ ମିଶାଇ ରଖନ୍ତୁ। ବୋଇତି କଖାରୁ ପତ୍ର ମଝିରେ ଗୋଳା ମାଛରୁ ଅଳ୍ପ […]

fish
ପାରାଦୀପ ବଟନଦୀରେ ମାଛ ମଡ଼କ

ପାରୀଦୀପ: ପାରାଦୀପରେ ମାଛ ମଡ଼କ। ସ୍ଥାନୀୟ ବଟ ନଦୀର ବାଲିଝରା ପଠାରେ ଅସଂଖ୍ୟ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଗତକାଲି ନଦୀରୁ ପ୍ରାୟ ୨ ଟନ୍ ମଲା ମାଛ ସ୍ଥାନୀୟ ଲୋକେ ଗୋଟେଇ ଥିବା ଅଭିଯୋଗ ହୋଇଛି। ତେବେ ମାଛ ମଡ଼କର ସଠିକ୍ କାରଣ ଜଣା ପଡ଼ିନଥିବା ବେଳେ ନଦୀରେ କେହି ବିଷ ପ୍ରୟୋଗ କି ମାଛମରା ଔଷଧ ପକାଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ନଦୀରୁ ମାଛ ଚୋରି ହେଉଥିବା ଯୁବ ପରିଷଦ […]