• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Farmers Agitation

farmers
ଚାଷୀଙ୍କୁ ମିଳୁନି ସରକାରୀ ସହାୟତା, ଏଥିପାଇଁ କିଏ ଦାୟୀ?

ଭଳିକି ଭଳି ରଙ୍ଗବେରଙ୍ଗର ଫୁଲ ଫୁଟିଛି। ଚାଷୀ କହୁଛନ୍ତି ମିଳୁନି ସରକାରୀ ସହାୟତା। ଅଧିକାରୀ କହୁଛନ୍ତି ସରକାରଙ୍କୁ ସହଯୋଗ କରୁନାହାଁନ୍ତି ଚାଷୀ। ସରକାରଙ୍କର କୌଣସି ଯୋଜନାରେ ସାମିଲ ହେବାପାଇଁ ଆବେଦନ ବି କରୁ ନାହାଁନ୍ତି ଚାଷୀ....

farmers agitation
ଦାବି ଉପସ୍ଥାପନ ପାଇଁ ୨୦୦ କି.ମି. ପାଦରେ ଚାଲିଲେ ଚାଷୀ

ମୁମ୍ବାଇ: ସମସ୍ତଙ୍କୁ ଅନ୍ନ ଯୋଗାଉଥିବା ଅନ୍ନଦାତା ପୁଣି ଥରେ ରାଜରାସ୍ତାରେ। ବିଭିନ୍ନ ଦାବିକୁ ନେଇ ମହାରାଷ୍ଟ୍ରର ୫୦ ହଜାରରୁ ଅଧିକ ଚାଷୀ ପାଖାପାଖି ୨୦୦ କି.ମି. ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ସରକାର ଗତ ବର୍ଷ ଚାଷୀ ଋଣ ଛାଡ଼ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ସହ ବିନା ସର୍ତ୍ତରେ ସବୁ ଚାଷୀଙ୍କ ଋଣ ଛାଡ଼ କରାଯାଉ ବୋଲି ରାଜରାସ୍ତାକୁ ଓହ୍ଲାଇ ଥିବା ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। […]