• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Diesel

Transport Workers
କାଲିଠୁ ପରିବହନ ଶ୍ରମିକ ସଂଘର ଧର୍ମଘଟ; ତେଲ ଡିପୋରୁ ବନ୍ଦ ରହିବ ପେଟ୍ରୋଲ, ଡିଜେଲ ଲୋଡିଂ

ଆସନ୍ତାକାଲି ଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ ।

Panic Buying
ଏମିତି ଚାଲିଲେ, କାଲିସୁଦ୍ଧା ସରିଯିବ ତେଲ !

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି । ଏଥିଯୋଗୁ ପେଟ୍ରୋଲ, ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲକ୍ଷିତ ହେଲାଣି । ଏହି ଆନ୍ଦୋଳନ ପ୍ରଭାବରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫% କମିଥିବା ବେଳେ ବଢ଼ିଛି 'ପାନିକ୍ ବାଇଙ୍ଗ’ ।

Petrol Price
ଖୁସି ଖବର ! ୧୦ ଟଙ୍କା କମିପାରେ ପେଟ୍ରୋଲ-ଡିଜେଲ ଦର.. ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି

ଗତଥର କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହି କ୍ରମରେ ପେଟ୍ରୋଲ ଏବଂ ଡିଜେଲରେ ଲିଟର ପିଛା ୧୩ ଏବଂ ୧୬ ଟଙ୍କା ହ୍ରାସ ପାଇଥିଲା ।

Petrol Diesel
କମିଲା ଅଶୋଧିତ ତୈଳ ଦର, ଏବେ କମିବ ପେଟ୍ରୋଲ-ଡିଜେଲ ଦର !

ଖୁବ୍‌ଶୀଘ୍ର ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବାକୁ ଯାଉଛି । ଯାହାଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ଥି ମିଳିବ । 

Crude Oil Becomes Cheaper
ଦର ହ୍ରାସ ସତ୍ତ୍ବେ କମୁନି ତୈଳ ଦର; ଚିନ୍ତାରେ ଗ୍ରାହକ

ଦେଶରେ କମୁନି ପେଟ୍ରୋଲ ଡିଜେଲ ଦର । ଗତ କିଛି ଦିନ ହେବ ଅଶୋଧିତ ତୈଳ ବଜାରରେ ଦର ହ୍ରାସ ଜାରି ରହିଛି । ଏହା ସତ୍ତ୍ବେ ଦେଶରେ ଦର କମିବାର ନାଁ ଗନ୍ଧ ନାହିଁ ।

petrol diesel price
କେନ୍ଦ୍ର ପରେ ରାଜ୍ୟ କମାଇଲା ପେଟ୍ରୋଲ-ଡିଜେଲ ଦର

କେନ୍ଦ୍ର ପରେ ଓଡ଼ିଶା କମାଇଲା ପେଟ୍ରୋଲ ଡିଜେଲ୍ ରେଟ୍‌ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଦୀପାବଳି ଉପହାର ପରେ ଓଡ଼ିଶା ସରକାରଙ୍କ ଉପହାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର ।

ଦଗତ
ସର୍ବକାଳୀନ ରେକର୍ଡ ଛୁଇଁଲା ତୈଳଦର

ଭୁବନେଶ୍ୱର : ମୁମ୍ବାଇରେ ୮୪, ଦିଲ୍ଲୀରେ ୭୬। ସର୍ବକାଳୀନ ରେକର୍ଡ କରିଛି ତୈଳ ଦର। କର୍ଣ୍ଣାଟକ ନିର୍ବାଚନ ସରିବା ପରଠାରୁ ଗତ ୧୪ ତାରିଖରୁ କ୍ରମାଗତ ୭ ଦିନ ହେଲା ଦୈନିକ ବଢିଛି ଦର। ଏହା ପୂର୍ବରୁ ୧୯ ଦିନ ଧରି ତେଲ ଦର ଅପରିବର୍ତ୍ତିତ ରହିଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ଦର ବୃଦ୍ଧି ସତ୍ତ୍ୱେ କର୍ଣ୍ଣାଟକ ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରାୟ ୩ ସପ୍ତାହ ଧରି ତୈଳ ଦରକୁ ନିୟନ୍ତ୍ରଣରେ ରଖିଥିବା କୁହାଯାଉଛି। […]

petrol price hike
ପୁଣି ବଢ଼ିଲା ପେଟ୍ରୋଲ୍‌, ଡିଜେଲ୍‌ ଦାମ୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍।  ପେଟ୍ରୋଲ ଦାମ୍‌ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ ଲିଟର ପିଛା ୨୧ ପଇସା ବୃଦ୍ଧି  ପାଇଛି। ଏହା ସହିତ ଡିଜେଲ ଦାମ୍‌ ଗତ ୫୬ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ୍‌ ବଢ଼ିନଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ […]

petrol
ଚିନ୍ତାରେ ତୈଳ ଦର ! ୪ ବର୍ଷ ଭିତରେ ପେଟ୍ରୋଲ୍ ଦରରେ ରେକର୍ଡ଼ ବୃଦ୍ଧି

ନୂଆଦିଲ୍ଲୀ: ନିୟନ୍ତ୍ରଣ ବାହାରେ ତୈଳ ଦର। ପେଟ୍ରୋଲ୍‌ ଓ ଡ଼ିଜେଲ୍‌ ଦର ବୃଦ୍ଧି ପୁଣି ଚିନ୍ତା ବଢ଼ାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରର ବୃଦ୍ଧି ଘଟୁଛି। ସୋମବାର ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ଲିଟର ପିଛା ୬୪ ଟଙ୍କା ୫୮ ପଇସାରେ ପହଞ୍ଚି ରେକର୍ଡ କରିଛି। ସେହିଭଳି ଲିଟର ପିଛା ପେଟ୍ରୋଲ ଦର ମଧ୍ୟ […]