• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Couple

LOVE
ବିବାହ ବନ୍ଧନରେ ଦୁଇ ଦିବ୍ୟାଙ୍ଗ

ପ୍ରେମ ଏମିତି ଏକ ବନ୍ଧନ ଯେଉଁଠି ନା ଭାଷାର ଆବଶ୍ୟକତା ରହିଛି ନା ଦୂରତ୍ୱ ସାଜିପାରେ ବାଧକ l କେବଳ ଠାର ସାହାଯ୍ୟରେ ମନ ଦିଆନିଆ ହୋଇ ପାଞ୍ଚ ସହ କିଲୋମିଟର ଦୂରରେ ରହିଥିବା ପ୍ରେମିକା ସହ ସାତ ଜନ୍ମପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦିବ୍ୟାଙ୍ଗ...

Divorce
ବୈବାହିକ ଜୀବନରେ ଅଯଥା ହସ୍ତକ୍ଷେପ, ମାନସିକ କ୍ରୁରତା ସହ ସମାନ: ଦିଲ୍ଲୀ ହାଇକୋର୍ଟ

ବିବାହରେ ହସ୍ତକ୍ଷେପ କଲେ ମିଳିବ ଛାଡ଼ପତ୍ର । ଯଦି କୌଣସି ଦମ୍ପତ୍ତିଙ୍କର ବୈବାହିକ ଜୀବନରେ ପରିବାର ତରଫରୁ ମାତ୍ରାଧିକ ହସ୍ତକ୍ଷେପ କରାଯାଏ, ତେବେ ସ୍ୱାମୀ କିମ୍ବା ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

 Couple Protested
୧୫ ବର୍ଷ ଧରି ଡ୍ରେନ୍‌ ସଫା କଲାନି ପ୍ରଶାସନ; ଅଳିଆ ଭିତରେ ବାହା ହେଲେ ଦମ୍ପତି

ଭଗବାନ ଶର୍ମା ଏବଂ ଉଷା ଦେବୀ । ଯିଏକି ୧୬ ବର୍ଷ ପୂର୍ବେ ବିବାହ କରିଥିଲେ । ଆଉ ଏବେ ନିଜର ୧୭ତମ ବିବାହ ବାର୍ଷିକୀକୁ କିଛି ଅଲଗା ରୂପରେ ପାଳିଛନ୍ତି ।

Couple Romance
ବାଟହାଟ ମାନିଲେନି; ସ୍କୁଟି ଉପରେ ଜବରଦସ୍ତ ରୋମାନ୍ସ..ଭିଡିଓ ଭାଇରାଲ..

ଚଳନ୍ତା ସ୍କୁଟି ଉପରେ ଚାଲିଛି ରୋମାନ୍ସ। ଜଣେ ପ୍ରେମୀଯୁଗଳ ବିଚ୍‌ ରାସ୍ତାରେ ସ୍କୁଟି ଚଳାଇବା ସହ ଏହାଉପରେ ବସି କରୁଛନ୍ତି ପ୍ରେମ।

Farming Vegetables
ଦାଦନ ଖଟିବାକୁ ଗଲିନି.. ମୋ ଗାଁରେ ଚାଷୀ ହେଇଗଲି..

ଏମାନେ ଗରିବ ସତ..ହେଲେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେନି.. ନିଜ ମାଟିରେ ରହି ରୋଜଗାର କରିବାକୁ ନିଷ୍ପତ୍ତି ନେଲେ.. ଆଉ ସ୍ୱାମୀ ସ୍ତ୍ରୀ ମିଶି ଚାଷୀ ପାଲଟିଗଲେ..

Crime
ପୋଲିସକୁ ବି ଛାଡ଼ିଲେନି ଦମ୍ପତି, ଡିସକାଉଣ୍ଟରେ କାର ଦେବେ କହି ଲଗାଇଲେ ଚୂନା

ଡିସକାଉଣ୍ଟରେ କାର ଦେବାକୁ କହି ପାଖାପାଖି ୪୦ କୋଟି ଟଙ୍କାର ଠକେଇ ଅଭିଯୋଗ । ଠକେଇ ଅଭିଯୋଗ ପରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖିଛି ପୋଲିସ ।

Choose Perfect Life Partner
Choose Perfect Life Partner: ଆସୁଛି ବିବାହ ଋତୁ; ଏମିତି ବାଛନ୍ତୁ ଜୀବନସାଥୀ, ଜୀବନ ହୋଇଯିବ ପ୍ରେମମୟ

ନଭେମ୍ବର-ଡିସେମ୍ବର ମାସରେ, ଅନେକଙ୍କ ଘରେ ଶଙ୍ଖ-ଢୋଲ-ତୂରୀ ବାଜେ। ବାପାମାଆମାନେ ନିଜ ପୁଅ କିମ୍ବା ଝିଅମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ଖୋଜିବାରେ କୌଣସି ରାସ୍ତା ଛାଡନ୍ତି ନାହିଁ। ଆସନ୍ତୁ ଜାଣିବା ଜଣେ ଉପଯୁକ୍ତ ଜୀବନସାଥୀର କେଉଁସବୁ ଗୁଣ ରହିବା ଉଚିତ।

Couple rob locals
ଛେନାପୋଡ ସହ ଥଣ୍ଡା ଦେଲେ...୧୫ ଲକ୍ଷ ନେଇ ପଳେଇଲେ

୪୨୦ ସ୍ୱାମୀ-ସ୍ତ୍ରୀ…ଗାଁ ସ୍ତ୍ରୀଲୋକଙ୍କୁ ଛେନାପୋଡ ସହ ଥଣ୍ଡା ଦେଲେ । ୧୫ ଲକ୍ଷ ନେଇ ଫେରାର ହୋଇଗଲେ । ଏବେ ଟଙ୍କା ଆଦାୟ ଲାଗି ଫାଇନାନ୍ସ କର୍ମଚାରୀ ଘରେ ପହଞ୍ଚିବା ପରେ ଆତ୍ମହତ୍ୟା କରିବାକୁ କହୁଛନ୍ତି ମହିଳା

OAS Bride
ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ

ମ୍ୟାଟ୍ରିମୋନିରୁ ପରିଚୟ ହେବା ପରେ ଗତ ଅକଟୋବର ୨୩ରେ ହରିହରଙ୍କ ସହ ହୋଇଥିଲା ନିର୍ବନ୍ଧ। ପରେ ଫେବ୍ରୁୟାରୀ ୯ରେ ବୈଦିକ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା କିନ୍ତୁ ପରେ ସବୁ କିଛି ବଦଳିଗଲା।

Inter-Caste Couple Will Get Rs 10 Lakhs As Marriage Incentive
ଇଣ୍ଟର-କାଷ୍ଟ ମ୍ୟାରେଜ୍‌ କଲେ ମିଳିବ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ !

ଜାତିପ୍ରଥା ଓ କିଛି ଅନ୍ଧ ବିଶ୍ୱାସକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଲୋକଙ୍କ ମନରୁ ଏହା ଦୂରକରିବାକୁ ଏକ ଭିନ୍ନ ପ୍ରୟାସ କରିଛନ୍ତି ରାଜସ୍ଥାନ ସରକାର । ଯଦି ଜଣେ ବ୍ୟକ୍ତି ଅନ୍ୟ ଏକ ଜାତିରେ ବିବାହ କରେ ତେବେ ସେଥିପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ।

echhapuram news
କେମିତି ଏ ବିଧିର ବିଧାନ ? ଚତୁର୍ଥୀରେ ଜଳିଲା ନବଦମ୍ପତିଙ୍କ ଚିତା

କାନ୍ଥରେ ଚମକୁଛି ନାଁ, ହେଲେ ନାହାନ୍ତି ବରକନ୍ୟା

Zahad and ziya
ଝିଅରୁ ହୋଇଥିଲେ ପୁଅ; ଏବେ ଜନ୍ମ ଦେଲେ ସନ୍ତାନ

୩ ବର୍ଷ ହେବ ଏକାଠି ରହୁଥିଲେ ଜିୟା ଓ ଜହାଦ

Martial Dispute
ପୁଅ ସ୍କୁଲ ଯିବା ପରେ ଫ୍ୟାନ୍‌ରେ ଝୁଲିପଡ଼ିଲେ ସ୍ୱାମୀ ସ୍ତ୍ରୀ

କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ରାଜଧାନୀରେ ରହୁଥିବା ଏ ଦମ୍ପତି ?

Russian Return Empty Handed After Elderly Couple Refuses To Leave House
ଋଷ ସୈନ୍ୟଙ୍କୁ ଖାତିର କଲେନି, ନାଲିଆଖି ଦେଖାଇ ଘରୁ ବାହାର କଲେ ଦମ୍ପତି

ଋଷ ସୈନ୍ୟଙ୍କୁ ଟିକିଏ ବି ଖାତିର କଲେନି। ନାଲିଆଖି ଦେଖାଇ ଘରୁ ବାହାରିଯିବାକୁ କହିଲେ...ବଡ଼ ବନ୍ଧୁକର ଗୁଳିକୁ ବି ନଥିଲା ଡର, ପୋଷା କୁକୁର...

Love Knows No Boundaries- Know The Surprising Love Story Of This Couple From America
୨ ଫୁଟର ଝିଅକୁ ପ୍ରେମ କରି ବସିଲେ ୫ ଫୁଟର ପୁଅ…

୨ ଫୁଟର ଝିଅ। ୫ ଫୁଟର ପୁଅ। ଝିଅର ବୟସ ୩୨। ପୁଅର ବୟସ ମାତ୍ର ୧୯। ହେଲେ ଦୁହଁଙ୍କ ଭିତରେ ହୋଇ ଯାଇଛି ପ୍ରେମ। ଏବେ ସାରା ବିଶ୍ୱରେ ଏହି ପ୍ରେମ କାହାଣୀର ଚର୍ଚ୍ଚା...

Love Triumphs- Couple Ties Knot After A Wait Of 35 Years In Karnataka
୩୫ ବର୍ଷ ପରେ ପ୍ରେମ ସଫଳ

୩୫ ବର୍ଷ ପରେ ଫେରିଲା ପ୍ରେମ। ଯୁଆନ୍‌ କାଳରେ ଘରେ ଅଲଗା ଜାଗାରେ ବାହା କରିଦେଇଥିଲେ....କିନ୍ତୁ ୩୫ ବର୍ଷ ପରେ ପ୍ରେମିକ ପାଖକୁ ଧାଇଁ ଆସିଲା ପ୍ରେମିକା....ଦେଖନ୍ତୁ ଏହି ନିଆରା ପ୍ରେମ କାହାଣୀ

Woman On Dharna In Berhampur- Court Asks Couple To Stay Together For 7 Days
ଭଡ଼ା ଘରେ ସାତ ଦିନ ରହିବେ ସୁମୀତ ଓ ତପସ୍ୱିନୀ

ଭଡ଼ା ଘରେ ସାତ ଦିନ ରହିବେ ସୁମୀତ ଓ ତପସ୍ୱିନୀ : ଏକାଠି ରହିବେ, କାହାକୁ ଭେଟିବେ ନାହିଁ ଦମ୍ପତି

Special Story | Pune Couple Built A Sustainable Mud House And Forest Of Their Dreams
ଓଦା ମାଟିରେ ତିଆରି ହେଲା ୨ ମହଲା ଘର, ଦେଖିଲେ ଉଡ଼ିଯିବ ହୋସ୍‌

କାଦୁଅ ମାଟିରେ ତିଆରି ହେଲା ୨ ମହଲା ମାଟି ଘର। ମାତ୍ର କେଇ ଲକ୍ଷ ଖର୍ଚ୍ଚ କରି ଏ ଦମ୍ପତି ତିଆରି କରିଛନ୍ତି ନୂଆ ଘର। ଭିତର ଦେଖିଲେ ଆପଣଙ୍କର ଉଡ଼ିଯିବ ହୋସ୍।

Bear
ପାର୍କରେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ

ପାର୍କରେ ବସିଥିବା ବେଳେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ। ଏଭଳି ଏକ ଘଟଣା ଆମେରିକାର ନର୍ଥ କାରୋଲିନା ସହରରେ ଦେଖିବାକୁ ମିଳିଛି। ଦମ୍ପତି ଜଣକ ନିଜର ପୋଷା କୁକୁରକୁ ନେଇ ପାର୍କ ଯାଇଥିବା ବେଳେ ହଠାତ୍ ଏକ କଳା ଭାଲୁ ତାଙ୍କ ଆଡକୁ ମାଡି ଆସିଥିଲା। ଭାଲୁକୁ ଦେଖି ତାଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଥିଲା।

Husband jumped to Tyre
ଅର୍ଦ୍ଧାଙ୍ଗିନୀର ଜଳନ୍ତା ଜୁଇକୁ ଡେଇଁ ସ୍ୱାମୀ ହାରିଦେଲେ ଜୀବନ

ଗାଁ ମଶାଣୀରେ ରଏବାରୀଙ୍କ ଚିତା ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିଲେ। ଠିକ୍‌ ସେହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଚିତାରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ।